ଆଜିର ରାଶିଫଳ, 7 ଜୁଲାଇ 2025, ସୋମବାର, ମହାଦେବଙ୍କ କୃପା ରହିବ ଏହି ୬ଟି ରାଶି ଉପରେ, ହେବ ଧନଲାଭ

ମେଷ ରାଶି : ଆଜି ଆପଣଙ୍କର କାନୁନି ମାମଲା ଦୂର ହେବ । ଦାଂପତ୍ଯ ଜୀବନରେ କଳହ ହେବାର ଆଶଙ୍କା ରହିଛି । ତେଣୁ ଧ୍ୟାନ ରଖନ୍ତୁ । କାର୍ଯ୍ୟ ସ୍ଥଳରେ ଦିନ ଭଲ ରହିବ । ଆପଣ ସଫଳତା ପୂର୍ବକ ନିଜର କାମକୁ ଶେଷ କରିବାରେ ନଜର ଆସିବେ । ଛାତ୍ରଙ୍କ ପାଇଁ ସମୟ ଭଲ ରହିବ । ମନରେ ଖରାପ ବିଚାର ଆସିବାର ଆଶଙ୍କା ରହିଛି । ଆପଣଙ୍କର ଆମଦାନୀରେ ବୃଦ୍ଧି ହେବାରା ସମ୍ଭାବନା ରହିଛି । ଆପଣଙ୍କ ମନ ପ୍ରସନ୍ନ ରହିବ । ସମସ୍ତଙ୍କ ସହ ଆପଣଙ୍କ ଭଲରେ କଥା ହେବେ ।

ବୃଷ ରାଶି : ଆଜି ପାରିବାରିକ ଜୀବନରେ ମାଙ୍ଗଳିକ କାର୍ଯ୍ୟର ଆରମ୍ଭ ହୋଇପାରେ । ପରିବାରରେ କାହା ସହ ବାଦ ବିବାଦ କରନ୍ତୁ ନାହି ନଚେତ ସମସ୍ଯା ଆସିପାରେ । ଆପଣ ପ୍ରେମ ସମ୍ପର୍କରେ ଭାଗ୍ୟଶାଳୀ ରହିବେ । କିନ୍ତୁ ଅଧିକ ଆବେଗ କାରଣରୁ ଜୀବନ ସାଥିଙ୍କ ସହ ଆପଣଙ୍କର ମତଭେଦ ହୋଇପାରେ । କାର୍ଯ୍ୟ ସ୍ଥଳରେ ଲୋକଙ୍କର ସାହାଜ୍ଯ ମିଳିବାରୁ ଆପଣ ଖୁସି ଅନୁଭବ କରିବେ । ପୁଣି ନିବେଶ ଆପଣଙ୍କ ପାଇଁ ଲାଭପ୍ରଦ ହେବ । ପଢାରେ ମନ ଲାଗିବ । ଉଚ୍ଚ ଶିକ୍ଷାର ପ୍ରୟାସରେ ସଫଳତା ମିଳିବ ।

ମିଥୁନ ରାଶି : ଆଜି ଆପଣ ଶାରୀରିକ ଓ ମାନସିକ ରୂପରେ ଅସ୍ଥିରତା ଅନୁଭବ କରିବେ । ଆପଣଙ୍କ ବ୍ୟବହାରରେ ପରିବର୍ତ୍ତନ କରନ୍ତୁ । କାହା କଥାରେ ନ ପଡି ଭୁଲ ନିସ୍ପତି ନିଅନ୍ତୁ ନାହି ଯାହାର ପରିଣାମ ଆପଣଙ୍କୁ ଆଗକୁ ଯାଇ ଭଲ ମିଳିବ ନାହି । ମାତା ବା ପିତାଙ୍କ ସ୍ୱାସ୍ଥ୍ୟ କୁ ନେଇ ଆପଣ ଚିନ୍ତା ରେ ରହିବେ । ଅଚାନକ ଯାତ୍ରା କରିବାର ଯୋଗ ରାଇଛି । ଧନ ଖର୍ଚ୍ଚ ଉପରେ ଆପଣ କାବୁ କରି ପାରିବେ ନାହି । ନିଜ ଠାରୁ ଉଚ୍ଚ ଅଧିକାରୀଙ୍କ ସହଯୋଗ ଆପଣ ପାଇବେ ।

କର୍କଟ ରାଶି : କାରୋବାର ବର୍ଗଙ୍କୁ ଭଲ ଫାଇଦା ମିଳିବ । ଯଦି ଆପଣ କୌଣସି କ୍ଷେତ୍ରରେ ନିବେଶ କରିବାକୁ ଚାହୁଁଛନ୍ତି ତେବେ ବୁଝି ବିଚାରୀ କରନ୍ତୁ । କାହାର ଅପମାନ କରନ୍ତୁ ନାହି । ପିଲା ମାନେ ଘର କାମରେ ଆପଣଙ୍କୁ ସାହାଜ୍ଯ କରିବେ । ଆଜି ଦିନ ଟି ଚାକିରି ସନ୍ଧାନ କରୁଥିଲେ ବିଳମ୍ବ ହୋଇପାରେ । ସମାଜରେ ମାନ ସମାନ ପ୍ରତିଷ୍ଠା ହେବ । ଯାହା ଦ୍ଵାରା ଲୋକ ମାନେ ଆପଣଙ୍କର ପ୍ରଶଂସା କରିବେ । ଅଟକି ରହିଥିବା ଧନ ଫେରି ପାଇବେ ।

ସିଂହ ରାଶି : ଆଜି ଦିନ ଟି ଶୁଭ ଫଳଦାୟକ ରହିବ । ଆପଣଙ୍କର ପ୍ରତେକ କାମ ସଫଳତାର ସହ ପୁରା ହେବ । ଯୁବକ ମାନେ ଦୁର୍ଘଟଣା ପ୍ରତି ସଚେତନ ରୁହନ୍ତୁ । ପରିବାର ରେ ନିଜ ଲୋକଙ୍କ ସହ ତାଳମେଳ ରଖିକି ଚାଳନ୍ତୁ । କାରଣ ମନାନ୍ତର ହେବାର ଆଶଙ୍କା ରହିଛି । ଯାତ୍ରା କରିବା ପାଇଁ ପ୍ଲାନିଙ୍ଗ କରିବେ । ପିତାଙ୍କ ପଦ ଉନ୍ନତି ହେବାର ଅଧିକ ସମ୍ଭାବନା ରହିଛି । ଯାତ୍ରା କରିବାକୁ ପଡିପାରେ । କାର୍ଯ୍ୟରେ ଯଶ ପ୍ରାପ୍ତ ହେବ । ଭାଗ୍ଯର ସହଯୋଗ କାରଣରୁ ଆପଣ ଛୋଟ ଛୋଟ କଥାରେ ଖୁସି ରେ ରହିବେ ।

କନ୍ୟା ରାଶି : ଆଜି ଆପଣ କୌଣସି କଥାକୁ ନେଇ ଚିନ୍ତା ରେ ରହିବେ । ନୂଆ କାମ ବା ଦାୟିତ୍ଵ ମିଳିପାରେ । ବିଦ୍ୟାର୍ଥୀ ଙ୍କ ପାଇଁ ଆଜି ଦିନ ଟି ବହୁତ ଭଲ ରହିବ । ଶିକ୍ଷା କ୍ଷେତ୍ରରେ ଉଚ୍ଚ ସ୍ତରକୁ ଯିବେ । କାରୋବାରରେ ଲାଭ ହେବ । ଆୟ ରେ ମଧ୍ୟ ବୃଦ୍ଧି ହୋଇପାରେ । ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ରେ ବୃଦ୍ଧି ହେବ । ଆଜି ଆପଣଙ୍କ ପରିବାରରେ ସୁଖର ଅନୁଭୂତି ଅନୁଭବ କରିବେ । ପରିବାର ଲୋକଙ୍କ ସହ ଅଧିକ ସମୟ ବ୍ଯତୀତ କରିବେ । ମିତ୍ର, ପ୍ରିୟଜନ ଙ୍କ ଠାରୁ ଉପହାର ପାଇବେ ।

ତୁଳା ରାଶି : ଆଜି ପରିବାରରେ ମାତା ପିତାଙ୍କ ସହଯୋଗ ସବୁଠାରୁ ଅଧିକ ମିଳିବ । ମନରେ କୌଣସି କାରଣରୁ ମାନସିକ ଚିନ୍ତା ଆସିପାରେ । ଅଧ୍ୟୟନ ରେ ବେହତର ସଫଳତା ମିଳିବାର ଯୋଗ ରହିଛି । ଭାଇ ମାନଙ୍କ ସହ ବିବାଦ ହେବାର ସ୍ଥିତି ଦେଖା ଯାଇପାରେ । ଶାନ୍ତି ରେ କାମ କରନ୍ତୁ ଓ ନିଜର କ୍ରୋଧ ଉପରେ ସଂଯମ ରଖନ୍ତୁ । ସନ୍ତାନ ମାନଙ୍କର ବିବାହକୁ ନେଇ ଚିନ୍ତାରେ ରହିବେ । ଆଜି ଦିନ ଟି କିଛି ମିଶ୍ରିତ ପରିଣାମ ପ୍ରଦାନ କରିବ । କିଛି ସାକାରାତ୍ମକ ଘଟଣା ଘଟିପାରେ କିନ୍ତୁ ଏହାର ପୁରା ଲାଭ ମିଳିବ ନାହି ।

ବିଛା ରାଶି  : ନିଜର ସାଜସଜ୍ୟାରେ ଧ୍ୟାନ ଦିଅନ୍ତୁ । ପରିବାରର ସଦସ୍ୟଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ । ବ୍ୟକ୍ତିଗତ ଜୀବନରେ ବାଦ ବିବାଦକୁ ନେଇ ଚିନ୍ତାରେ ରହିବେ । ବ୍ୟାପାରରେ ଭଲ ଲାଭ ମିଳିବ କିନ୍ତୁ ଅଧିକ ମେହନତ କରିବାକୁ ପଡିବ । ସତ କାମରେ ରୁଚି ବଢିବ । ଦୁଷ୍ଟ ପ୍ରକୃତିର ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ । କୌଣସି ସ୍ଥାନକୁ ଯାତ୍ରା କରିବାର ପ୍ଲାନିଙ୍ଗ କରିବେ । କ୍ରୋଧ ଉପରେ କାବୁ ରଖନ୍ତୁ । କାର୍ଯ୍ୟ କ୍ଷେତ୍ର ରେ ଶୁଭ ଫଳ ପ୍ରାପ୍ତ ହେବ । ପିତାଙ୍କ ସେବା କରିବାର ଶୁଭ ଫଳ ପ୍ରାପ୍ତ ହେବ ।

ଧନୁ ରାଶି : ଆଜି ଭୌତିକ ସୁଖ ସୁବିଧାର ଅଭବ ରହିବ । ଆପଣ ନିଜକୁ ଫିଟ ଅନୁଭବ କରିବେ । ଯଦି ଆପଣ ସାମାଜିକ କାର୍ଯ୍ୟ ରେ ସହଯୋଗ କରିବାକୁ ଚିନ୍ତା କରୁଛନ୍ତି ତେବେ ସେଥିରୁ ଆପଣଙ୍କୁ ଲାଭ ମିଳିବ । ମାତା ପିତାଙ୍କ ଆଶୀର୍ବାଦ ଆପଣଙ୍କୁ ମିଳିପାରେ । ନିଜର ଗୁରୁଙ୍କୁ କିଛି ଉପହାର ପ୍ରଦାନ କରନ୍ତୁ । ଏମିତି କରିଲେ ଆପଣଙ୍କର ସବୁ ସମସ୍ୟାର ନିବାରଣ ହେବ । ମେହନତ ଅଧିକ କରିବାକୁ ହେବ । ବିବାଦ କାରଣରୁ କ୍ଲେଶ ବଢିବ । ନୂଆ ଯୋଜନା ଉପରେ କାମ ଆରମ୍ଭ କରିବେ ।

ମକର ରାଶି : ଆଜି ଆପଣଙ୍କୁ ଶାନ୍ତି ମିଳିବ । ଖେଳ ପ୍ରେମିକଙ୍କୁ ନିଜର ପ୍ରତିଭା ଦେଖାଇବାର ଅବସର ମିଳିବ । ଶତ୍ରୁ ବି ଆପଣଙ୍କର ମିତ୍ର ହେବେ । ସାମାଜିକ କାର୍ଯ୍ୟରେ ଆପଣଙ୍କର ରୁଚି ବଢିବ । ଏମିତି କରିଲେ ଆପଣ ଫାଇଦାରେ ରହିବେ । ପିଲାମାନେ ସୋସିଆଲ ମିଡିଆରେ ଅଧିକ ସମୟ ବ୍ଯତୀତ କରିବେ । ବାରମ୍ବାର ଲଗାତାର କରିଥିବା ପ୍ରୟାସ ଆପଣଙ୍କ ପାଇଁ ଲାଭଦାୟକ ସିଦ୍ଧ ସାବ୍ୟସ୍ତ ହେବ । ନାକାରାତ୍ମକ ରେ ବୃଦ୍ଧି ହେବ । ସମ୍ପର୍କୀୟ ଓ ମିତ୍ର ଙ୍କ ଠାରୁ ସାହାଜ୍ଯର ଆଶା କରିବେ ।

କୁମ୍ଭ ରାଶି : ଆଜି ଆପଣଙ୍କୁ ଅଧିକାରୀ ରେ ବୃଦ୍ଧି ସହ ଉତ୍ତର ଦାୟିତ୍ଵ ବ୍ଧିପାରେ । ଆଜି ପରିଜନ ଓ ସାଥିରେ କାମ କରୁଥିବା ଲୋକଙ୍କ ସହ ମନାନ୍ତର ହୋଇପାରେ । ଆଜି ଆପଣ ପ୍ରତେକ କାମରେ ସଫଳତା ମିଳିବ । ଆପଣଙ୍କର ଅଟକି ରହିଥିବା କାମ ପୂରଣ ହୋଇପାରେ । ଶୈକ୍ଷିକ କାମରେ ସଫଳତା ମିଳିପାରେ । ଉଚ୍ଚ ଶିକ୍ଷା ପାଇଁ ବିଦେଶ କୁ ଯାତ୍ରା କରିବାର ଯୋଗ ରହିଛି । ଭଲ ଚାକିରି ମିଳିବାର ଯୋଗ ରହିଛି । ମହିଳା ମାନଙ୍କ ପାଇଁ ସମୟ ଭଲ ରହିବ । ଅଚାନକ କୌଣସି ସ୍ଥାନରୁ ଖୁସି ଖବର ଶୁଣିବାକୁ ମିଳିପାରେ ।

ମୀନ ରାଶି : ଆଜି ଆପଣଙ୍କ ପାଇଁ ବେହତର ହେବ କି ଗୋଟେ କାମ ସରିବା ପରେ ଆଉ ଗୋଟେ କାମ କରନ୍ତୁ । ଯଦି ଆପଣ ଚାକିରି କରୁଛନ୍ତି ତେବେ ଆପଣଙ୍କର ଅଧିକାର ବଢିବ । ଯାହା ଦ୍ଵାରା ଆପଣଙ୍କୁ ଆର୍ଥିକ ଲାଭ ଓ ସମାନ ମିଳିବ । ପରିବାର ତରଫରୁ ଶୁଭ ସମାଚାର ମିଳିବ । ପଡୋଶୀଙ୍କ ସହ ଆପଣଙ୍କର ସମ୍ପର୍କ ଭଲ ରହିବ । ବାଣୀ ଓ ବ୍ୟବହାର ରେ ସଂଯମ ରଖନ୍ତୁ । ଆପଣଙ୍କ ବ୍ୟାପାର ରେ କିଛି ନୂଆ ଓ ଲାଭକାରୀ ପରିବର୍ତ୍ତନ ହୋଇଅପରେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।