ଆଜିର ରାଶିଫଳ, 5 ମାର୍ଚ୍ଚ 2022, ଶନିବାର, ଶନିଦେବଙ୍କ ଆଶୀର୍ବାଦ ରହିବ ଏହି ୫ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୫ ମାର୍ଚ୍ଚ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି କମ ପରିଶ୍ରମ କରି ସଫଳତା ହାସଲ କରିବେ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବେ । କୌଣସି ଅସହାୟ ବ୍ୟକ୍ତିଙ୍କୁ ଆପଣ ସହୟାତ କରିବେ । ଆପଣଙ୍କ ଜୀବନରେ ଚ୍ୟାଲେଞ୍ଜ ଭରା କିଛି କାମ ଆସିପାରେ ଯାହାକୁ ଆପଣ ପୁରା କରିବେ । କିଛି ନୂଆ ଶିଖିବାକୁ ପାଇବେ । ସମାଜରେ ମାନ ସମାନ ପ୍ରତିଷ୍ଠା ହେବେ । ଯାହା ଦ୍ଵାରା ଲୋକ ମାନେ ଆପଣଙ୍କର ପ୍ରଶଂସା କରିବେ । ଯୋଗ ଓ ବ୍ୟାୟାମରେ ଆପଣଙ୍କର ଦିନଚର୍ଜ୍ୟା ସାମିଲ ହେବ ।

ବୃଷ ରାଶି : ଆଜି ଆପଣ ବ୍ୟସ୍ତରେ ରହିବେ । ଆପଣଙ୍କ ମନ ପୂଜା ପାଠରେ ଅଧିକ ରହିବ । କୌଣସି କଠିନ ସ୍ଥିତିରେ ଆପଣଙ୍କୁ ଲୋକ ମାନେ ସାହାଜ୍ଯ କରିବେ । କୌଣସି ନୂଆ ଉଦ୍ଯୋଗରେ ଆପଣ ଯୋଡି ହେବେ । ସମାଜରେ ଯଶ ଓ କୀର୍ତ୍ତି ସ୍ଥାପନ ହେବେ । ଯାହା ଦ୍ଵାରା ଲୋକ ମାନେ ଆପଣଙ୍କର ମାର୍ଗ ଦର୍ଶନ କରିବେ । ଆପଣଙ୍କର ସବୁଠାରୁ ବଡ ସ୍ଵପ୍ନ ପୁରା ହେବାକୁ ଯାଉଛି । ଚାକିରି କ୍ଷେତ୍ରରେ ଉନ୍ନତି ହୋଇପାରେ ।

ମିଥୁନ ରାଶି : ଆଜି ଆପଣଙ୍କ ପାଇଁ ଦିନ ମିଲାଜୁଲା ରହିବ । ହସ୍ତାକ୍ଷର କରିବା ପୂର୍ବରୁ ଆପଣ କାଗଜପତ୍ର ଠିକ ଭାବେ ଯାଞ୍ଚ କରନ୍ତୁ । କୌଣସି କ୍ଷେତ୍ରରୁ ଅଚାନକ ଧନ ଲାଭ ହେବେ । ସବୁ ସ୍ଥିତିର ଧାର୍ଯ୍ୟ ସହକାରେ ସାମନା କରନ୍ତୁ । ନୂଆ ଭୁତି ଜୀବନରେ ଅନୁଭବ କରିବେ । ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦୂର ହେବେ । ଅଟକି ରହିଥିବା କାମ ଆରମ୍ଭ ହେବେ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସାହା ଆପଣ କୌଣସି କଥାକୁ ନେଇ ଆଲୋଚନା କରିବେ । ଆପଣଙ୍କ ଯାତ୍ରା ଲାଭଦାୟକ ହେବ ।

କର୍କଟ ରାଶି : ପରିବାରରେ ଗୁରୁଜନ ମାନେ ଆପଣଙ୍କ ଉପରେ ପ୍ରସନ୍ନ ହେବେ । ଘରେ ଧନର ଆଗମନ ହେବେ । ବେପାର ବାଣିଜ୍ୟ କ୍ଷେତ୍ରରେ ଅଧିକ ଧନ ଲାଭ କରିବା ସହ ନୂଆ ନିବେଶ କରିବେ । ଘରକୁ ନୂଆ ଅତିଥିଙ୍କ ଆଗମନ ହୋଇପାରେ । ଅଯଥା ଖର୍ଚ୍ଚ ଉପରେ ନିୟନ୍ତ୍ରଣ  ରଖନ୍ତୁ । ଆପଣଙ୍କ ଜୀବନରେ ନୂଆ ବ୍ୟକ୍ତି ଙ୍କ ସହ ଭେଟ ହୋଇପାରେ । ଯାହା ଆପଣଙ୍କ ଭବିଷ୍ୟତ ପାଇଁ ଫାଇଦା ଆଣିବ ।

ସିଂହ ରାଶି : ଆପଣ ନିଜ ସାଥି ଙ୍କ ସହ ଦିନର ପାଇଁ ଯିବେ । ଘରେ ଆପଣଙ୍କୁ ବରିଷ୍ଠ ମାନେ ମାର୍ଗ ଦର୍ଶନ କରାଇବେ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ଚାକିରି କ୍ଷେତ୍ର ରେ ଆପଣ ଉଚ୍ଚ ପଦ ହାସଲ କରିବେ । ବେପାର ବାଣିଜ୍ୟ କ୍ଷେତ୍ର ରେ ଆପଣ ଯଶ ଓ କୀର୍ତ୍ତି ସ୍ଥାପନ କରିବେ । ମନରେ ସାକାରାତ୍ମକ ଚିନ୍ତାଧାରା ସୃଷ୍ଟି ହେବ । ଅଟକି ରହିଥିବା ଟଙ୍କା ଫେରି ପାଇବେ । କରଜ ରୁ ମୁକ୍ତି ପାଇବେ ।

କନ୍ୟା ରାଶି : ଆଜି ସମାଜରେ ଆପଣଙ୍କର ମାନ ସମାନ ପ୍ରତିଷ୍ଠା ହେବେ । ଗୃହକୁ ଅତିଥିଙ୍କ ଆଗମନ ହୋଇପାରେ । କାର୍ଯ୍ୟ କ୍ଷେତ୍ରରେ ସୁଧାର ଆସିବାକୁ କରିଥିବା ଚେଷ୍ଟାରେ ଆପଣ ସଫଳ ହେବେ । ବେପାର କ୍ଷେତ୍ରରେ ଆୟ ବୃଦ୍ଧି ହେବେ । ଆପଣ ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ । ଜୀବନ ସାଥି ଙ୍କ ଠାରୁ ସହଯୋଗ ପାଇବେ । ଛାତ୍ର ଛାତ୍ରୀ ମାନେ ଶିକ୍ଷା କ୍ଷେତ୍ର ରେ ଉଚ୍ଚ ସ୍ତର ରେ ରହିବେ । କର୍ଜ ରୁ ମୁକ୍ତି ପାଇବେ ।

ତୁଳା ରାଶି : ବ୍ୟବସାୟ ବିସ୍ତାର କରିବା ପାଇଁ ଆପଣ ଯୋଜନା କରିବେ । ପ୍ରେମ ପ୍ରସଙ୍ଗରେ ଆପଣଙ୍କୁ ସଫଳତା ଲାଭ ହୋଇପାରେ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବେ । ମାନ ପ୍ରତିଷ୍ଠା ପ୍ରତି ଅଧିକ ଧ୍ୟାନ ଦେବେ । ମିତ୍ର ମାନଙ୍କ ସହ ଆପଣଙ୍କର ଭେଟ ହୋଇପାରେ । ବେପାର ବାଣିଜ୍ୟ କ୍ଷେତ୍ର କୁ ନେଇ ଆପଣ ଯାତ୍ରା କରିବେ । ଆପଣଙ୍କ ଯାତ୍ରା ଲାଭଦାୟକ ରହିବ । ମହିଳା ମାନେ ଘର କାମରେ ବ୍ୟସ୍ତ ରହିବେ । ସନ୍ତାନ ମାନଙ୍କ ତରଫରୁ ଶୁଭ ସମାଚାର ଶୁଣିବାକୁ ପାଇବେ ।

ବିଛା ରାଶି : ଆପଣଙ୍କୁ ପରିବାର ଓ ମିତ୍ର ମାନଙ୍କ ଠାରୁ ସହଯୋଗ ପାଇବେ । ଆପଣଙ୍କ ମନରେ ନୂଆ ବିକହରା ଆସିପାରେ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ସମାଜରେ ଯଶ କୀର୍ତ୍ତି ସ୍ଥାପନ ହେବେ । ଯାହା ଦ୍ଵାରା ଲୋକ ମାନେ ଆପଣଙ୍କର ଅନୁସରଣ କରିବେ । କରଜ ରୁ ମୁକ୍ତି ପାଇବେ । ସନ୍ତାନ ମାନଙ୍କର ଶିକ୍ଷା କ୍ଷେତ୍ର ଉନ୍ନତି ହେବ । ଛାତ୍ର ଛାତ୍ରୀ ମାନେ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହେବେ । ସ୍ୱାସ୍ଥ୍ୟ ଭଲ ରହିବ ।

ଧନୁ ରାଶି : ଆପଣଙ୍କର ଆଜି ଦିନ ଟି ସାନଦାର ରହିବ । ଅଟକି ରହିଥିବା କାମ ପୁରା ହେବେ । ପ୍ରେମ ପ୍ରସଙ୍ଗ ରେ ଆପଣଙ୍କର ସମୟ ଭଲ ରହିବ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବେ । ବେପାର ବାଣିଜ୍ୟ କ୍ଷେତ୍ର ରେ ଦୁଇ ଗୁଣା ଲାଭବାନ ହେବେ । ଚାକରି କ୍ଷେତରେ ରେ ଆପଣଙ୍କର ପ୍ରମୋଶନ ହୋଇପାରେ । ବେରୋଜଗାର ମାନଙ୍କୁ ରୋଜଗାର କରିବାର ନୂଆ ମାର୍ଗ ମିଳିବ । ମହିଳା ମାନେ ନୂଆ ନୁପହର କ୍ରୟ କରିବେ । ସ୍ୱାସ୍ଥ୍ୟ ଜନିତ ସମସ୍ଯା ଦୂର ହେବେ ।

ମକର ରାଶି : ଆଜି ଆପଣଙ୍କର ଆତ୍ମବିଶ୍ଵାସ ରେ ବୃଡି ହେବେ । କୌଣସି ମହତ୍ଵ ପୂର୍ଣ୍ଣ କାମ ପୁରା କରିବେ । ଆର୍ଥିକ ସ୍ଥିତି ମଜବୁତ ରହିବ । ଅଟକି ରହିଥିବା ଟଙ୍କା ଫେରି ପାଇବେ । ଗୁରୁଜନ ମାନଙ୍କ ଠାରୁ ଆପଣ କିଛି ନୂଆ କଥା ଶିଖିବାକୁ ପାଇବେ । ଜୀବନରେ ନୂଆ କାମ ଆରମ୍ଭ କରିବା ପାଇଁ ଚିନ୍ତା କରିବେ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଦୂର ଜାଗାକୁ ଯାତ୍ରା କରିବେ । ଆପଣଙ୍କ ଯାତ୍ରା ସୁଗମ ହେବେ । ଛାତ୍ର ଛାତ୍ରୀ ମାନେ ପରୀକ୍ଷା ରେ ସଫଳ ହେବେ ।

କୁମ୍ଭ ରାଶି : ପିତାଙ୍କ ସ୍ୱାସ୍ଥ୍ୟ କୁ ନେଇ ଆପଣ ଚିନ୍ତାରେ ରହିବେ । ଗୃହରେ ଶୁଭ କାର୍ଯ୍ୟ ଆରମ୍ଭ ହୋଇପାରେ । ବିଦ୍ୟାର୍ଥୀ ମାନେ କ୍ଯାରିୟର କୁ ନେଇ ନୂଆ ଯୋଜନା କରିବେ । ସମାଜରେ ମାନ ସମାନ ପ୍ରତିଷ୍ଠା ହେବେ । ଆୟ ର ନୂଆ ମାର୍ଗ ମିଳିପାରେ । କୌଣସି କ୍ଷେତ୍ର ରୁ ବଡ ଖୁସି ଖବର ଶୁଣିବାକୁ ପାଇବେ । ମାଙ୍ଗଳିକ କାର୍ଯ୍ୟ ରେ ଆପଣ ଯୋଗ ଦେବେ । ଆପଣଙ୍କ ମନ ପ୍ରସନ୍ନ ହେବେ । ପାରିବାରିକ ବାତାବରଣ ହସ ଖୁସିର ରହିବ । ସ୍ୱାସ୍ଥ୍ୟ ଭଲ ରହିବ ।

ମୀନ ରାଶି : ଏହି ରାଶିର ଲୋକ ମାନଙ୍କର ଆଜି ଦିନ ଟି ଅନୁକୂଳ ରହିବ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳତା ପୂର୍ବକ ପୁରା କରିବେ । ମନରେ ଆତ୍ମବିଶ୍ଵାସ ରେ ବୃଦ୍ଧି ହେବ  ପାରିବାରିକ ମାହୋଲ ସୁଖଦ ରହିବ । ସନ୍ତାନ ମାନଙ୍କର ସ୍ୱାସ୍ଥ୍ୟ ଭଲ ରହିବ । ଆୟ କରିବାର ନୂଆ ମାର୍ଗ ପାଇବେ । କରଜ ରୁ ମୁକ୍ତି ପାଇବେ । ଦାଂପତ୍ଯ ଜୀବନ ସୁଖମୟ ରହିବ । ବେପାର କୁ ନେଇ ଆପଣ ଯାତ୍ରା କରିବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।