ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।
ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୩୧ ଅଗଷ୍ଟ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।
ମେଷ ରାଶି : ଆଜି ପରିବାର ସହ ଅଧିକ ସମୟ ବ୍ଯତୀତ କରିବେ । ପରିବାରରେ ଆପଣଙ୍କୁ ମାନ ସମାନ ବଢିବ । ଆଜି ଦିନ ଟି ପ୍ରୋଫେସନାଲ ଲାଇଫ କୁ ପ୍ରାଥମିତା ଦେବାକୁ ଦେବ । ଏମିତିରେ ଅନ୍ୟ କାମକୁ ଅଧିକ ଗୁରୁତ୍ଵ ଦିଅନ୍ତୁ ନାହି । ଭାଇ ଭଉଣୀ ଓ ବଡ ମାନଙ୍କ ସହ ସମ୍ପର୍କ ପ୍ରେମ ପୂର୍ଣ୍ଣ ରହିବ । ଖରାପ ସ୍ୱାସ୍ଥ୍ୟ କୁ ଚିନ୍ତିତ ରହିବେ । ଧନ ଆଗମନର ସମ୍ଭବ୍ନା ରହିଛି । ଅଫିସରେ କାମ କରିବା ଆଗରୁ ତାହା ଭଲ ଭାବେ ବୁଝିବାକୁ ଚେସାତ କରନ୍ତୁ ଯେମିତି କୌଣସି ଭୁଲ ନ ହୁଏ ।
ବୃଷ ରାଶି : ଆଜି ଆପଣ ଅନେକ ସାରା କାମ ଏକ ସହ କରିବାକୁ ଚେଷ୍ଟା କରିବେ । ଏଥିପାଇଁ ଆପଣ ଚିନ୍ତା ରେ ରହିବେ । ବ୍ୟାପାରୀ ମାନଙ୍କୁ କମ୍ୟୁନିକେଶନ ବଢାଇବା ପାଇଁ ଯଦି କିଛି ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରିବାକୁ ପଡେ ତେବେ ଅବଶ୍ୟ କରନ୍ତୁ । ନିଜ ଉପରେ ଭରସା ରଖନ୍ତୁ । ବ୍ୟାପାର ଉପରେ ଧ୍ୟାନ କେନ୍ଦ୍ରିତ କରନ୍ତୁ । ଆପଣଙ୍କର ଅଧୁର କାମ ପୂରଣ ହେବ । ଏହି ରାଶିର ଲୋକେ ଯେଉଁ ମାନେ ଅବିବାହିତ ଅଛନ୍ତି ଆଜି ସେମାନଙ୍କୁ ବିବାହ ପ୍ରସ୍ତାବ ମିଳିବାର ଯୋଗ ରହିଛି ।
ମିଥୁନ ରାଶି : ଆଜି ଆପଣଙ୍କୁ ଚାକିରି ବା ବିଜେନ୍ସ ରେ ପରିବର୍ତ୍ତନ କରିବା ପାଇଁ ଚିନ୍ତା କରିବେ । କାର୍ଯ୍ୟ ସିଦ୍ଧି ରେ କାରୋବାର ରେ ସ୍ଥିତି ଭଲ ରହିବ । ଥକାପଣ ଅନୁଭବ କରିବେ । ଧାର୍ମିକ ଆସ୍ଥା ରେ ବୃଦ୍ଧି ହେବ । ଚିନ୍ତା ବା ମାନସିକ ଚାପ ରହିପାରେ । ଆପଣଙ୍କର ସବୁ କାର୍ଯ୍ୟ ତୀବ୍ର ଗତିରେ ହେବ । କାର୍ଯ୍ୟ ରେ ଆସୁଥିବା ବାଧା ଦୂର ହେବ । କୌଣସି ପ୍ରାକାରର ଧନ ହାନି ହେବାର ସମ୍ଭାବନା ରହିଛି । ସାବଧାନ ରୁହନ୍ତୁ । ସନ୍ଧ୍ୟା ସମୟରେ ପରିବାର ରେ ଅଚାନକ କୌଣସି ଅତିଥି ଙ୍କ ଆଗମନ କାରଣରୁ ମନ ପ୍ରସନ୍ନ ରହିବ ।
କର୍କଟ ରାଶି : ଆଜି ସମସ୍ତଙ୍କ ସହ ଭଲରେ ବ୍ୟବହାର କରନ୍ତୁ । ପରିବାରର ଗୁରୁଜନଙ୍କର ଆଶୀର୍ବାଦ ନେଲେ କାର୍ଯ୍ୟ ଭଲ ହେବ । ନୂଆ ମିତ୍ର ହେବେ । ପରିବାରେ ବିବାଦ ରୁ ବଞ୍ଚିତ ରୁହନ୍ତୁ , ବାହନ, ଅଗ୍ନି ପ୍ରୟୋଗ କରିବା ସମୟରେ ସତର୍କ ରୁହନ୍ତୁ । ତରବର ହୁଅନ୍ତୁ ନାହି । ଚତ୍ର ଙ୍କ ପାଇଁ ଦିନ ସାନଦାର ରହିବ । ଅଳ୍ପ ପ୍ରୟାସ କରିଲେ କାର୍ଯ୍ୟ ସିଦ୍ଧି ହେବ । ବ୍ୟାପାର ରେ ଆପଣଙ୍କୁ ବଡ ସଫଳତା ମିଳିପାରେ । ଲଭ ଲାଇଫ ରେ ବାଣୀ ଉପରେ ସଂଯମ ରଖନ୍ତୁ ।
ସିଂହ ରାଶି : ଆଜି ସମୟ ବରବାତ ନ କରି ନିଜର ବ୍ୟାପାର ବଢାଇବାକୁ ନୂଆ ସୌଦା କରନ୍ତୁ । ଯୋଜନା ଅନୁଯାୟୀ କାମ କରିଲେ ବ୍ୟାପାର ରେ ଉନ୍ନତି ହେବ । ଭାଇ ମନଙ୍କର ସହଯୋଗ ମିଳିବ । ମାତା ପିତା ଙ୍କ ସହ ଭବିଷ୍ୟ କୁ ବିଚାର ବିମର୍ଶ କରନ୍ତୁ । ପାରିବାରିକ ବିଜେନ୍ସ ରେ ବିସ୍ତାର କରିବାକୁ ପିତାଙ୍କ ମାର୍ଗ ଦର୍ଶନ ପ୍ରାପ୍ତ ହେବ । ଜରୁରତ ଠାରୁ ଅଧିକ ଖର୍ଚ୍ଚ କରିବାରୁ ବଞ୍ଚିତ ରୁହନ୍ତୁ । କଳାତ୍ମକ ଓ ଭାବନାତ୍ମକ କ୍ଷେତ୍ର ରେ ରୁଚି ବଢିବ । ସାମାଜିକ କ୍ଷେତ୍ରରେ ଆଗ୍ରହୀ ହେବେ ।
କନ୍ୟା ରାଶି : ଆଜି ଆପଣଙ୍କୁ ଆୟ ର ସ୍ରୋତ ବିକଶିତ ହେବେ । କାହା ଦ୍ଵାରା ଦିଆ ଯାଇଥିବା ସୂଚନା ର ସତ୍ୟତା ଜାଣିବାକୁ ଚେଷ୍ଟା କରନ୍ତୁ । ନିଜକୁ ପ୍ରଭାବଶାଳୀ ରଖିବା ପାଇଁ କିଛି ବିଚାର କରନ୍ତୁ । ପରିବାରରେ ସୁଖ ଶାନ୍ତି ବଜାୟ ରହିବ । ଜରୁରତ ପାଇଁ ବ୍ୟୟ ମଧ୍ୟ କରିବେ । ଜୀବନ ସାଥିଙ୍କର ପ୍ରତେକ ମାମଲାରେ ସହଯୋଗ କରିବେ । ଆପଣ କିଛି ଭଲ କାର୍ଯ୍ୟ ପ୍ରତି ଧ୍ୟାନ କେନ୍ଦ୍ରିତ କରିବେ । ଦିନ ପାରିବାରିକ ସୁଖ ରେ ବ୍ଯତୀତ ହେବ । ଲଭ ଲାଇଫ ରେ ଆପଣଙ୍କର ସମ୍ମାନ ବୃଦ୍ଧି ହେବ ।
ତୁଳା ରାଶି : ଆଜି କିଛି ପୁରୁଣା ମିତ୍ର ଙ୍କ ସହ ସମପରକ ରଖନ୍ତୁ । ପ୍ରେମୀ ଙ୍କ ସହ ସମ୍ପର୍କ ମଧୁର ରଖିବାକୁ ଚେଷ୍ଟା କରନ୍ତୁ । ବାହନ ଚଳାଇବା ସମୟରେ ସତର୍କ ରୁହନ୍ତୁ । ଚେଷ୍ଟା କରନ୍ତୁ ଅଧିକ ରାତି ଯାଏଁ ଗାଡି ବା କର ରେ ଯାତ୍ରା ନ କରିବେ । ଆପଣଙ୍କର ସବୁ ଅଧୁରା କାମ ପୁରା ହେବ । ଯାତ୍ରା ଆପଣଙ୍କ ପାଇଁ ଆନନ୍ଦଦାୟକ ରହିବ ଓ ବହୁତ ଫାଇଦା ସାବ୍ୟସ୍ତ ହେବ । ସ୍ୱାସ୍ଥ୍ୟ ଦ୍ରୁଷ୍ଟି ରୁ ଦିନ ସାମାନ୍ଯ ରହିବ ।
ବିଛା ରାଶି : ଆଜି କୌଣସି ମନ୍ଦିର କୁ ଯାଆନ୍ତୁ । ସମ୍ଭବ ହୋଇପାରେ କିଛି ସମୟରେ ମନ୍ଦିର ରେ ରୁହନ୍ତୁ । ଭବିଷ୍ୟ ରେ କିଛି ଖ୍ଯାତି ନ ହେବା ପାଇଁ ନିସ୍ପତି ନିଅନ୍ତୁ । ଦାଂପତ୍ଯ ଜୀବନରେ ସୁଖ ସମୃଦ୍ଧି ବଜାୟ ରହିବ । ସମାଜରେ ମନ ସମାନ ବୃଦ୍ଧି ହେବ । ଯାହା ଦ୍ଵାରା ଲୋକେ ଆପଣଙ୍କର ପ୍ରଶଂସା କରିବ । ବ୍ୟାପାର ବାଣିଜ୍ୟ କ୍ଷେତ୍ର ରେ ଆପଣଙ୍କୁ ବଡ ସଫଳତା ମିଳିବାକୁ ଯାଉଛି । ଅଚାନକ କୌଣସି କ୍ଷେତ୍ର ରୁ ଧନ ଲାଭ ହୋଇପାରେ ।
ଧନୁ ରାଶି : ଚିନ୍ତା ରୁ ମୁକ୍ତି ପାଇବା ପାଇଁ ସଙ୍ଗୀତ ର ସାହାରା ନିଅନ୍ତୁ । ସନ୍ତାନ ପାଖ ରୁ କୌଣସି ଭଲ ଖବର ମିଳିପାରେ । କାନୁନି ମାମଲା ରେ ଆଜି ସଫଳତା ଆମିଳିବ । ଦାଂପତ୍ଯ ଜୀବନ ସୁକହମୟ ରହିବ କୌଣସି କାମରେ ତରବର ହୁଅନ୍ତୁ ନାହି । କିଛି ଲୋକ ଆପଣଙ୍କ ଉପରେ ପ୍ରଭାବ ପକାଇ ପାରନ୍ତି । ସନ୍ତାନ ମାନଙ୍କ ଠାରୁ ଆର୍ଥିକ ଲାଭ ର ଆଶା ରଖିବେ । ଆପଣ ପୂର୍ବରୁ କରିଥିବା ପ୍ରୟାସ ଏବେ ଫଳପ୍ରଦ ହେବ । ବ୍ୟବସାୟୀ ବ୍ୟବସାୟ ରେ ଏକ ନୂଆ କ୍ଷେତ୍ର ରେ ପ୍ରବେଶ କରିବେ । ମହିଳା ମାନେ ନୂଆ ମିତ୍ର ସ୍ଥାପନ କରିବେ ।
ମକର ରାଶି : ଆଜି ଆପଣଙ୍କର ମେହନତର ଫଳ ପାଇବେ । ବିଜେନ୍ସ ରେ ଆସୁଥିବା ବାଧା କୌଣସି ମିତ୍ର ଙ୍କ ଦ୍ଵାରା ଦୂର ହେବ । ଅଚାନକ ଧନ ଲାଭ ହୋଇପାରେ । କାନୁନି ମାମଲା ପାଇଁ ଆଜି ଦିନ ଟି ଭଲ ନାହି । ଶତ୍ରୁ ଆପଣଙ୍କ ଉପରେ ପ୍ରଭାବ ପକାଇ ପାରନ୍ତି । ପେଟ ଜନିତ ସମସ୍ଯା ହୋଇପାରେ । କାର୍ଯ୍ୟ କୁ ନେଇ ଆପଣ ଦୂର ଜାଗାକୁ ଯାତ୍ରା କରିବେ । ଛାତ୍ର ଙ୍କୁ ଆଦିକ ପରିଶ୍ରମ କରିବାକୁ ପଡିବ । ମନୋରଞ୍ଜନ ଭଳି କୌଣସି କାର୍ଯ୍ୟକ୍ରମ ହୋଇପାରେ । ଅଫିସରେ ଲୋକ ଙ୍କ ସାହାଜ୍ଯ ପାଇବେ ।
କୁମ୍ଭ ରାଶି : ଆଜି ଆର୍ଥିକ ସ୍ଥିତି ଭଲ ରହିବ । ସାଥିଙ୍କ ସହ ସମ୍ପର୍କ ଭଲ ରହିବ । ଆନନ୍ଦ-ଉଶ୍ଚାହ ଓ ତନ ମନରେ ପ୍ରସନ୍ନତା ଅଧିକ ରହିବ । ଆପଣଙ୍କର ସ୍ୱାସ୍ଥ୍ୟ, ପ୍ରେମ ଓ ବ୍ୟବସାୟ ସ୍ଥିତି ଠିକ ରହିବ । ସନ୍ତାନ ଙ୍କ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ । ବାହନ ଚଳାଇବା ସମୟରେ ସତର୍କ ରୁହନ୍ତୁ । କୌଣସି ଏମିତି ବ୍ୟକ୍ତି ଯାହାଙ୍କୁ ଆପଣ ଦାୟିତ୍ଵବାନ ମାନୁଛନ୍ତି ସେ ଆପଣଙ୍କୁ ସାହାଜ୍ଯ କରି ପାରନ୍ତି । ଆପଣଙ୍କ ଜୀବନରେ ଅନେକ ସାରା ଖୁସି ର ଆଗମନ ହେବାକୁ ଯାଉଛୁ ।
ମୀନ ରାଶି : ଆଜି କୌଣସି ବଡ କାମ ଆରମ୍ଭ କରିବାରେ ପଛ ଘୂଞ୍ଚା ଦିଅନ୍ତୁ ନାହି । ରୋଜଗାର ରେ ଉନ୍ନତି କରିବେ । କୋର୍ଟ କଚେରୀ ମାମଲାରେ ଆପଣଙ୍କୁ ଶୁଭ ଖବର ମିଳିବ । ରାଜନୈତିକ କ୍ଷେତ୍ର ରେ ଆପଣଙ୍କୁ ବଡ ସଫଲାତ ମିଳିବ । ସରାକରି ବ ରାଜନୈତିକ ଲାଭ ମିଳିବ । ଚାକିରି କରିଥିବା ଲୋକ ମାନଙ୍କର ବେତନରେ ବୃଦ୍ଧି ହୋଇପାରେ । ସମାଜରେ ଯଶ ଓ କୀର୍ତ୍ତି ମାନ ସ୍ଥାପନ ହେବ । ଯାହା ଦ୍ଵାରା ଲୋକେ ଆପଣଙ୍କର ରାଏ ନେବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।