ଆଜିର ରାଶିଫଳ, 3 ଅଗଷ୍ଟ 2020, ସୋମବାର, ଭୋଲେନାଥଙ୍କ କୃପାରୁ ବନୁଛି ଦୁର୍ଲଭ ଯୋଗ, ଏହି ୫ଟି ରାଶିର ଚମକିବ ଭାଗ୍ୟ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୩ ଅଗଷ୍ଟ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ଦିନରେ ଏହି ରାଶି ଲୋକଙ୍କର ଭାବିଥିବା କାମ ସବୁ ପୁରା ହେବ । ବ୍ୟବସାୟରେ ଆପଣଙ୍କୁ ହଠାତ ଆର୍ଥିକ ଲାଭ ମିଳିବ । ଆପଣଙ୍କ ଦ୍ଵାରା କରାଯାଇ ଥିବା ଆର୍ଥିକ ଯାତ୍ରା ସଫଳ ହୋଇ ପାରେ । ଘରର ବାତାବରଣ ଭଲ ରହିବ । କୌଣସି ମରାମତି କାମ ହୋଇ ପାରେ । ଯଦି ଘର ବଦଳାଇବା ପାଇଁ ଚାହୁଁଛନ୍ତି ତାହେଲେ ତାହା ଉପରେ ମଧ୍ୟ ବିଚାର ହୋଇ ପାରେ ।

ବୃଷ

ଆଜି କୌଣସି ଧାର୍ମିକ ସ୍ଥାନ ପରିଦର୍ଶନ କରିବା ଦ୍ଵାରା ସାତ୍ଵିକତାରେ ବୃଦ୍ଧି ହେବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ପୁରା ଦିନ ଖୁସିର ବାତାବରଣ ରହିବ । ଅବିବାହିତ ଲୋକଙ୍କୁ ବହୁତ ଶୀଘ୍ର ଭଲ ଝିଅ ମିଳିବାର ଯୋଗ ଅଛି । ଘର ଠାରୁ ଦୂରକୁ ଯିବା ପାଇଁ ପଡିପାରେ । ହଠାତ କୌଣସି ବଡ କାମରେ ସଫଳତା ମିଳିପାରେ । ନିଜ ସାଥିଙ୍କ ସହିତ ରୋମାଣ୍ଟିକ ସମୟ ଅତିବାହିତ କରି ପାରନ୍ତି । ନୂଆ ସାଙ୍ଗ ହେବେ । କରାଯାଇ ଥିବା କାମରେ ସଫଳତା ମିଳିପାରେ ।

ମିଥୁନ

ଆଜି ଆପଣଙ୍କୁ କିଛି ଖୁସି ଖବର ମିଳିପାରେ । ବୈବାହିକ ଜୀବନରେ ଖୁସି ଆସିବ । ଚାପ ଏବଂ କାମର ବୋଝ ପରେ ଆପଣ ଠିକ ସମୟରେ ନିଜର କାମ ସମ୍ଭାଳି ପାରିବେ । ବ୍ୟକ୍ତିଗତ ସମ୍ପର୍କ ସଂବେଦନଶୀଳ ରହିବ । ଲାଭର ସୁଯୋଗ ହାତକୁ ଆସିବ । ନିଜ କଥା ଉପରେ ନିୟତ୍ରଣ ରଖନ୍ତୁ । ରୋଜଗାରରେ ବୃଦ୍ଧି ହେବ । ଘରେ ଏବଂ ବାହାରେ ଖୁସି ରହିବ । ବ୍ୟାପାରିକ ସମ୍ପର୍କ ଦୃଢ ହେବ । ପିଲାମାନେ ଆପଣଙ୍କୁ ନିଜ ଉପଲବ୍ଧି ଦ୍ଵାରା ଗର୍ବିତ ଅନୁଭବ କରାଇବେ ।

କର୍କଟ

ଆଜି ନିଜର ରାଗ ଉପରେ ନିୟତ୍ରଣ ରଖନ୍ତୁ । ସାଙ୍ଗ କିମ୍ବା ସମ୍ପର୍କୀୟ ମାନଙ୍କର ସହଯୋଗ କରିବାର ସୁଯୋଗ ମିଳିବ । ପାରିବାରିକ ଚିନ୍ତା ବୃଦ୍ଧି ହେବ । କୌଣସି କଥାରେ ଆଖି ବନ୍ଦ କରି ବିଶ୍ଵାସ କରନ୍ତୁ ନାହିଁ । ପରିବାର ସଦସ୍ୟଙ୍କ ସହିତ ବିବାଦ କରନ୍ତୁ ନାହିଁ । କୋର୍ଟ କଚେରୀ ମାମଲା ଶାନ୍ତ ହେବ । କୌଣସି ଅଜଣା ଲୋକ ଉପରେ ଅତି ଶୀଘ୍ର ଆଖି ବନ୍ଦ କରି ଭରସା କରନ୍ତୁ ନାହିଁ । ହନୁମାନଙ୍କ ସାମନାରେ ଘିଅ ଦୀପ ଜଳାନ୍ତୁ ଏବଂ ଲାଲ ଫୁଲ ଚଢାନ୍ତୁ ଲାଭ ହେବ ।

ସିଂହ

ଆଜି ଆପଣଙ୍କୁ ବହୁତ ସାବଧାନ ରହିବାର ଆବଶ୍ୟକତା ଅଛି କାରଣ କିଛି ଲୋକ ଆପଣଙ୍କ ରାସ୍ତାରେ ବାଧା ହେବା ପାଇଁ ଚେଷ୍ଟା କରି ପାରନ୍ତି । ଯାତ୍ରା ଲାଭଦାୟକ ରହିବ । ବାଦ ବିବାଦ ଠାରୁ ଦୂରେଇ ରୁହନ୍ତୁ । ଆପଣଙ୍କ ପିଲାମାନେ ଭଲ ପାଇବା ପାଇବାରେ ସଫଳ ହେବେ । ନୂଆ କାମ କରିବା ପାଇଁ ପ୍ରେରିତ ହେବେ । ଘରେ ଏବଂ ବାହାରେ ଖୁସିର ବାତାବରଣ ରହିବ । ଅଟକି ଥିବା କାମରେ ପ୍ରଗତି ହେବ । ମାନସିକ ଛାପର ଶିକାର ହୋଇ ପାରନ୍ତି । ବନ୍ଧୁଙ୍କ ଠାରୁ ସହଯୋଗ ମିଳିବ ।

କନ୍ୟା

ଆଜି ଆପଣ ନିରାଶବାଦୀ ମନୋଭାବରୁ ଦୂରେଇ ରୁହନ୍ତୁ କାରଣ ଏହା କେବଳ ଆପଣଙ୍କ ସମ୍ଭାବନାକୁ ହ୍ରାସ କରିବ ନାହିଁ ବରଂ ଶାରୀରିକ ଆଭ୍ୟନ୍ତରୀଣ ସନ୍ତୁଳନକୁ ମଧ୍ୟ ନଷ୍ଟ କରିବ । ଉତ୍ସାହ ଏବଂ ଖୁସିର ସହିତ କାମ କରି ପାରିବେ । ଚେଷ୍ଟା ସଫଳ ରହିବ । କୌଣସି ବଡ ସମସ୍ୟା ସହଜରେ ସମାଧାନ ହେବ । ଦିନର ଆରମ୍ଭରୁ କିଛି ବାଧା ଆସିପାରେ କିନ୍ତୁ ଦିନ ସରିବା ସହିତ ସବୁକିଛି ଠିକ ହୋଇଯିବ ।

ତୁଳା

ଏହି ରାଶିର ଲୋକଙ୍କୁ ଆଜି ବେପାରର ଲାଭ ହେବ । ନୂଆ ସାଙ୍ଗ ହେବେ । ଆପଣଙ୍କ ଯୋଜନାକୁ ବୟସ୍କ ଲୋକ ଏବଂ ଭାଇ ମାନଙ୍କର ସହଯୋଗ ମିଳିବ । ଆପଣ ଯୋଜନା ଅନୁସାରେ ଆଗକୁ ବଢିବେ । ପାରିବାରିକ ସ୍ତରରେ ଆଜିର ଦିନ ଏକ ସାମାନ୍ୟ ଦିନ ହେବ କାରଣ ସବୁ କିଛି ଭଲ ହେବାକୁ ଲାଗିବ । ଆପଣ ଏକ ବୃତ୍ତିଗତ ଯାତ୍ରା ପାଇଁ ଯାଇ ପାରନ୍ତି ଯାହା ସଫଳ ହେବ । ଏମିତି ଲୋକଙ୍କ ସାଙ୍ଗରେ ଯୋଡି ହୁଅନ୍ତୁ ଯେଉଁମାନେ ପ୍ରତିଷ୍ଠିତ ଅଟନ୍ତି ଏବଂ ଭବିଷ୍ୟତର ଧାରା ବୁଝାଇବାରେ ଆପଣଙ୍କୁ ସାହାଯ୍ୟ କରି ପାରିବେ ।

ବିଛା

ଆଜି ସମ୍ପର୍କରେ ଥିବା ବାଧା ଦୂର ହୋଇଯିବ ଏବଂ ଋଣ କାବରବରେ ଲାଭ ହେବ । ଅଟକି ଥିବା ଧନ ମିଳିବ । ସୁଖ ଏବଂ ଐସ୍ଵର୍ଯ୍ୟ ବଢିବ । ସଫଳତା ନିହାତି ମିଳିବ । ପରାକ୍ରମର ବୃଦ୍ଧି ହେବ । ଭଲ କାମ ପାଇଁ ଆପଣଙ୍କୁ ପ୍ରଶଂସା ମିଳିପାରେ । ଲୋକ ଆପଣଙ୍କର ସେହି ପ୍ରଶଂସା କରିବେ ଯାହାକୁ ଆପଣ ସବୁବେଳେ ଶୁଣିବାକୁ ଚାହୁଁଥିବେ । ସାମାଜିକ ସ୍ତର ବଢିବ । ଶୁଭ ଏବଂ ସାମାଜିକ କାମରେ ସଲଙ୍ଗ ହେବେ । ଆପଣଙ୍କ ଜୀବନସାଥୀ ପରିପକ୍ଵ ରୂପରେ ପରିସ୍ଥିତିକୁ ସମ୍ଭାଳି ନେବେ ।

ଧନୁ

ବ୍ୟବସାୟୀ ଲୋକଙ୍କ ପାଇଁ ଆଜିର ଦିନ ଭଲ ଅଟେ । ଆଜି ଆପଣଙ୍କ ଦିନ ଅନୁକୂଳ ରହିବ । ଦାୟିତ୍ଵର ନିର୍ବାହ ହେବ । ସାହିତ୍ୟ କଳାରେ ମଧ୍ୟ ଆପଣ ନିପୁଣ ରହିବେ । ଆପଣ କୌଣସି ବଡ କାମକୁ ସଫଳତାପୂର୍ବକ ଶେଷ କରିବେ । ସ୍ୱାସ୍ଥ୍ୟ ସହିତ ଯୋଡି ହୋଇଥିବା ମାମଲା ଆପଣଙ୍କୁ ପ୍ରଭାବିତ କରିପାରେ । ଆପଣଙ୍କର ପରିବର୍ତ୍ତନ ହେବାର ଅଭ୍ୟାସ ଆପଣଙ୍କୁ ଅଟକାଇ ଦେବ । କିଛି ଅଧିକ ପରିଶ୍ରମ ହୋଇ ପାରେ । ନୂଆ କାମର ଯୋଜନା କରିବେ । ଜୀବନସାଥିଙ୍କ ପୁରା ସହଯୋଗ ମିଳିବ ।

ମକର

ଆଜି ଆପଣ ଅସହାୟ ଲୋକଙ୍କୁ ସାହାଯ୍ୟ କରନ୍ତୁ ଉର୍ଣ୍ଣତି ହେବ । ବନ୍ଧୁଙ୍କ ଠାରୁ ଭଲ ଖବର ମିଳିବ । ପ୍ରିୟଜନଙ୍କ ସହିତ ଦେଖା ହେବ । ବିଦ୍ୟାର୍ଥୀ ମାନଙ୍କୁ ପଢାରେ ଅବରୋଧ ଆସିବ । ଶୁଭ ସମାଚାର ମିଳିବ । ମାନସିକ ଚିନ୍ତା ଅଧିକ ରହିବ । ଆୟ ପ୍ରାପ୍ତି ସବନ୍ଧରେ ବୃଦ୍ଧି ହେବ କିନ୍ତୁ ଏହା ସହିତ ଖର୍ଚରେ ମଧ୍ୟ ଅପ୍ରତ୍ୟାଶିତ ରୂପରେ ବୃଦ୍ଧି ହେବାର ଦେଖିବାକୁ ମିଳିବ ।

କୁମ୍ଭ

ଆଜି ଆପଣଙ୍କୁ ଆଖପାଖ ଏବଂ ନିଜ ଲୋକଙ୍କ ଠାରୁ ସାହାଯ୍ୟ ମିଳିବ । ସନ୍ତାନ ମାନଙ୍କର ପ୍ରଗତି ହେବ । ବାପା ମାଆଙ୍କ ସମ୍ପକରେ ସୁଧାର ହୋଇ ପାରେ । ଆପଣ କୌଣସି ନୂଆ ନିଷ୍ପତ୍ତି ନିଅନ୍ତୁ ନାହିଁ । ଆପଣ ଆପଣଙ୍କ ପରିଶ୍ରମ ଦ୍ଵାରା ସଫଳତା ପାଇବେ । ଆପଣଙ୍କ ଜୀବନକୁ ଖୁସି ଆସିବ । ଆପଣଙ୍କ ସମୟ ଭଲରେ ଅତିବାହିତ ହେବ । ଧନ ହାନି ନହେବା ପାଇଁ ଏହି ରାଶିର ଲୋକ ଆଜି ଘରର ମୁଖ୍ୟ ଦ୍ଵାରରେ ଗୁଲାଲ ଛିଞ୍ଚନ୍ତୁ ଏବଂ ଦୁଇ ମୁଖରେ ଦୀପ ଜଳାନ୍ତୁ ।

ମୀନ

ଆଜି ଆପଣଙ୍କୁ ଆପଣଙ୍କ ବିଶେଷତା ପାଇଁ ବହୁତ ପ୍ରଶଂସା ମିଳିବ । ଦିନ ଭଲ ରହିବ । ଧନ ଲାଭ ହେବ । ଶିକ୍ଷାରେ ବୃଦ୍ଧି ହେବ । ଆପଣଙ୍କର ସବୁ ପ୍ରକାରର ମନସ୍କାମନା ପୁରା ହେବାର ଯୋଗ ଅଛି । ଆପଣ ସମସ୍ତଙ୍କର ମନ ମୋହୀ ନେବେ । ଅଫିସରେ କାମର ଚାପ ଅଧିକ ରହିବ । ଆଜି ଗରିବ ମାନଙ୍କୁ ଖାଇବା ପାଇଁ ଦିଅନ୍ତୁ । ଏହାଦ୍ୱାରା ଆପଣଙ୍କ ମନସ୍କାମନା ପୁରା ହେବ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।