ଆଜିର ରାଶିଫଳ, 29 ଅଗଷ୍ଟ 2024, ଗୁରୁବାର, ମା ଲକ୍ଷ୍ମୀଙ୍କ କୃପା ରହିବ ଏହି ୫ଟି ରାଶି ଉପରେ, ହେବ ଧନବର୍ଷା

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ 29 ଅଗଷ୍ଟ 2024 ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : କୌଣସି ସ୍ଥିତି ରେ ନିଜ ମନରେ ଥିବା ଶାନ୍ତି କୁ ଭଙ୍ଗ କରନ୍ତୁ ନାହି । ଖାଦ୍ୟପେୟ ଉପରେ ସଂଯମ ରଖନ୍ତୁ । ପ୍ରେମ ସମ୍ପର୍କ ରେ ଅନୁକୂଳତା ଆସିବ । ଆଜି ଆପଣ କିଛି ନୂଆ କରିବାକୁ ଚିନ୍ତା କରିବେ । ଏଥିରେ ଆପଣ ସଫଳତା ବି ହେବେ । ଧାର୍ମିକ ଓ ସାମାଜିକ କାର୍ଯ୍ୟ ରେ ସହଯୋଗ କରିବେ । ଭାଇ ଙ୍କ ପରାମର୍ଶ ରେ ବ୍ୟାପାର ରେ ଉନ୍ନତି ହେବ ।

ବୃଷ ରାଶି : ଲଭ ଲାଇଫରେ କିଛି ସମସ୍ଯା ଆସିପାରେ । ନିଜ ବାଣୀ ବ୍ୟବହାର ଉପରେ ସଂଯମ ରଖନ୍ତୁ । ରଚନାତ୍ମକ କାମରେ ଲାଗିଥିବା ଲୋକଙ୍କୁ ଫାଇଦା ମିଳିପାରେ । କୌଣସି କଥାକୁ ନେଇ ଆପଣ ନିଜକୁ ଦାୟୀ ମନେ କରନ୍ତୁ ନାହି । ପାରିବାରିକ ସମସ୍ଯା ଦୂର ହେବ । ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ହେବ । ଆଜି ଆପଣ ପଇସା ବଞ୍ଚିତ ରଖନ୍ତୁ । ପରିବାରରେ ସମସ୍ତଙ୍କର ଭରପୁର ସହଯୋଗ ମିଳିବ । ଭାଇ ତଥା ବନ୍ଧୁ ଙ୍କ ସହାୟତା କରିବାର ଅବସର ମିଳିବ ।

ମିଥୁନ ରାଶି : ପରିବାର ରେ ଅଯଥା ଖର୍ଚ୍ଚ ପଡିପାରେ । ଆପଣ ନ ଚାହିଁ ମଧ୍ୟ କରିବେ । କାର୍ଯ୍ୟ କ୍ଷେତ୍ରରେ ବାଣୀ ଉପରେ ସଂଯମ ରଖନ୍ତୁ । ନଚେତ ବିବାଦ ହେବାର ଆଶଙ୍କା ଅଛି । ପ୍ରେମୀ ଯୁଗଳ ଙ୍କ ପାଇଁ ଦିନ ଶୁଭ ଅଟେ । ବ୍ୟାପାର କ୍ଷେତ୍ରରେ ଆପଣଙ୍କୁ ଅପାର ଧନ ଲାଭ ହେବ । ଆପଣଙ୍କ ଦୁଃଖର ଦିନ ଏବେ ଶେଷ ହେବ ଏବଂ ଭଲ ଦିନ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ।

କର୍କଟ ରାଶି : ଆପଣଙ୍କୁ ଏବେ ଠାରୁ ଆଉ ଟଙ୍କା ପଇସାର କୌଣସି ଅଭାବ ରହିବ ନାହିଁ । ଆପଣଙ୍କର ସବୁ ଅଧୁରା କାର୍ଯ୍ୟ ବା ବିଗିଡି ଯାଇଥିବା କାର୍ଯ୍ୟ ଏବେ ପୂରଣ ହେବାକୁ ଲାଗିବ । ଆପଣଙ୍କୁ ପ୍ରତ୍ଯେକ କାର୍ଯ୍ୟରେ ସଫଳତା ମିଳିବ ଓ ଶତ୍ରୁ ମାନେ ଏବେ ଆପଣଙ୍କ ଠାରୁ ଦୂରେଇ ରହିବେ । ସମାଜରେ ଲୋକ ମାନେ ମାନ ସମ୍ମାନ ଦେବେ ଓ ଆପଣଙ୍କ ବେପାର ବାଣିଜ୍ୟ ଦୁଇ ଗୁଣା ଜୋରରେ ବୃଦ୍ଧି ପାଇବ ।

ସିଂହ ରାଶି : ଯେଉଁ ମାନେ ବେରୋଜଗାର ଅଛନ୍ତି ସେମାନଙ୍କୁ ଏବେ ଭଲ ଚାକିରି ମଧ୍ୟ ମିଳିଯିବ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ବଡ ସଫଳତା ମିଳିବାକୁ ଯାଉଛି । ଲୋକ ମାନେ ଆପଣଙ୍କ ପରାମର୍ଶ ନେଇ କାମ କରିବେ ଓ ଘର ପରିବାରରେ ଖର୍ଚ୍ଚ କମ୍ ହେବା ସହ ଦିନକୁ ଦିନ ଆୟ ମଧ୍ୟ ବଢିବାରେ ଲାଗିବ । ଆପଣଙ୍କ ମନରେ ଆତ୍ମବିଶ୍ଵାସ ଓ ଉତ୍ସାହ ମଧ୍ୟ ବଢିଯିବ ।

କନ୍ୟା ରାଶି : ଆଗକୁ ଆପଣଙ୍କୁ ସମାଜ ପାଇଁ ଶୁଭ କାର୍ଯ୍ୟ କରିବାର ଅବସର ମିଳିବାକୁ ଯାଉଛି । ଯେଉଁ ମାନେ ଦୀର୍ଘଦିନ ଧରି ଚାକିରି ଅପେକ୍ଷାରେ ରହିଥିଲେ ସେମାନଙ୍କୁ ଭଲ ଚାକିରି ପ୍ରାପ୍ତ ହେବ । ପୂର୍ବରୁ ଚାକିରି କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ମଧ୍ୟ ଏହି ସମୟ ବେଶ ଭଲ ରହିବ । କାର୍ଯ୍ୟ କ୍ଷେତ୍ରରେ ମାନ ସମ୍ମାନ ବଢିବ ଓ ପ୍ରମୋଶନ ହେବାର ମଧ୍ୟ ଯୋଗ ରହିଛି ।

ତୁଳା ରାଶି : ଆପଣଙ୍କ ପରିବାର ଲୋକ ଆପଣଙ୍କ ଉପରେ ପ୍ରସନ୍ନ ରହିବେ ଓ ଆପଣ ଘରକୁ କୌଣସି ସମ୍ପତ୍ତି କିମ୍ବା ଯାନବାହାନ କିଣିବାକୁ ଚିନ୍ତା କରି ପାରନ୍ତି । ପ୍ରେମ ସମ୍ବନ୍ଧରେ ଥିବା ଲୋକଙ୍କ ପାଇଁ ମଧ୍ୟ ଏହି ସମୟ ବେଶ ଭଲ ରହିବ । ଯଦି ଆପଣଙ୍କ ସାଥିଙ୍କ ସହ କୌଣସି ବିଷୟକୁ ନେଇ ମନୋମାଳିନ୍ୟ ଚାଲିଥିଲା ତେବେ ତାହା ଏବେ ସମାଧାନ ହୋଇଯିବ । ଏହି ସମୟରେ ଆପଣଙ୍କ ପ୍ରେମ ବିବାହ ହେବାର ମଧ୍ୟ ଯୋଗ ବନୁଛି ।

ବିଛା ରାଶି : ଆଜି ଜୀବନ ସାଥିଙ୍କ ସହ ସମ୍ପର୍କ ମଧୁର ରହିବ । ଆପଣଙ୍କ ଧ୍ୟାନ ଆପଣଙ୍କ ଲକ୍ଷ୍ୟ ଉପରେ ରହିବେ । ଅଯଥା ଖର୍ଚ୍ଚ ପାଇଁ ଆପଣଙ୍କର ଆର୍ଥିକ ହାନି ହୋଇପାରେ । ସତର୍କତା ସହ ଖର୍ଚ୍ଚ କରନ୍ତୁ । କୌଣସି କାରଣ ପାଇଁ ଦିନ ସାରା ମୁଡ ଖରାପ ହୋଇପାରେ । ନୂଆ ପରିଚିତ ଅଥବା ନୂତନ ସଉଦା ଆପଣଙ୍କ ପାଇଁ ଚିନ୍ତା ର କାରଣ ହୋଇପାରେ । କାରୋବାର କରୁଥିବା ଲୋକଙ୍କ ସହ ସମୟ କଠିନ ହୋଇପାରେ କିନ୍ତୁ ନିରାଶ ହୁଅନ୍ତୁ ନାହି ।

ଧନୁ ରାଶି : କେହି ଆପଣଙ୍କ ପାଇଁ ଆର୍ଥିକ ସମସ୍ଯା ସୃଷ୍ଟି କରିପାରେ । କାର୍ଯ୍ୟ ସ୍ଥଳରେ ଅଧିକାରୀ ଓ ପ୍ରଭାବଶାଳୀ ଲୋକଙ୍କ ସହ ମାର୍ଗ ଦର୍ଶନ ମିଳିବ । ଆଜି କିସ୍ମତ ଆପଣଙ୍କର ସାଥ ଦେବ । ଆପଣଙ୍କ ଅନ୍ୟ ର ଭାବନାକୁ ସମାନ କରି ଆଗକୁ ବଢିବେ । ଘରେ ଖୁସି ର ମହୋଲ ରହିବ । କୌଣସି ପ୍ରିୟଜନ ଙ୍କ ଠାରୁ ଖୁସି ଖବର ମିଳିପାରେ । ଆପଣଙ୍କର ଆର୍ଥିକ ସ୍ଥିତି ବେହତର ରହିବ । କାର୍ଯ୍ୟ କ୍ଷେତ୍ର ରେ ନୂଆ ଯୋଜନାର ନୂଆ ରାସ୍ତା ମିଳିବ ।

ମକର ରାଶି : ଆଜି ଆପଣଙ୍କର କାମ କାର୍ଯ୍ୟ ରେ ଅଟକି ରହିଥିବା ବାଧା ଦୂର ହେବ । ଆଜି କୌଣସି ଅଜଣା ବ୍ୟକ୍ତି ଙ୍କ ଠାରୁ ଆପଣଙ୍କୁ ଏମିତି ଶିକ୍ଷା ମିଳିବ କି ଯାହାକୁ ଆପଣଙ୍କର ଜରୁରତ ରହିଛି । ଆଜି ଏକା ଥିବା ଲୋକଙ୍କୁ କାହାର ସାଥ ମିଳିବାର ସମ୍ଭାବନା ରହିଛି । କିଛି ନୂଆ ଶିଖିବାର ଇଚ୍ଛା ରଖିବେ । ପରିବାର ଲୋକଙ୍କର ରାଏ ନେଇ କୌଣସି ଯୋଜନା ପ୍ରସ୍ତୁତ କରନ୍ତୁ ।

କୁମ୍ଭ ରାଶି : କୋର୍ଟ କେସ ପରିଣାମ ଆପଣଙ୍କ ପାଖ ରେ ରହିବ । ଶତ୍ରୁ ମାନଙ୍କ ଠାରୁ ସାବଧାନ ରୁହନ୍ତୁ । ଚାକିରି କ୍ଷେତ୍ର ରେ ନୂଆ ଦାୟିତ୍ଵ ମିଳିପାରେ । ଆଜି ଅଚାନକ ରାଗ ଆସିପାରେ କିନ୍ତୁ ବହୁତ ଜଲ୍ଦି ଶାନ୍ତ ହୋଇଯିବେ । ଧନ ବୃଦ୍ଧି କରିବା ପାଇଁ ଆପଣ ନୂଆ ଲୋକଙ୍କ ସହ ବ୍ୟବସାୟ ଆରମ୍ଭ କରିବେ । ରାଜକାର୍ଯ୍ୟ ରେ ବାଧା ଆସିପାରେ । ଜଲ୍ଦି ହିଁ ପରିସ୍ଥିତି ଅନୁକୂଳ ହୋଇଯିବ । ଆପଣଙ୍କୁ ଭୁଲ ବୁଝାମଣା ମଧ୍ୟ ହୋଇପାରେ ।

ମୀନ ରାଶି : ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ । ଚିକିତ୍ସକଙ୍କ ଖର୍ଚ୍ଚ ବଢିପାରେ । କାର୍ଯ୍ୟ କ୍ଷେତ୍ର ରେ କଠିନ ପରିସ୍ଥିତି ର ସାମନା କରିବାକୁ ପଡିପାରେ । ଧର୍ଯ୍ୟ ସହକାରେ କାମ ପୂରଣ କରନ୍ତୁ । ମନ ମୁତାବକ କାମ ହେଉ ନାହି ତ ଆଜୀବିକାର ନୂଆ ଯୋଜନା ଆରମ୍ଭ କରନ୍ତୁ । ଅଟକି ରହିଥିବା ଧନ ଫେରି ପାଇବା ପାଇଁ ଆପଣଙ୍କୁ କଠିନ ପଦକ୍ଷେପ ଗ୍ରହଣ କରିବାକୁ ହେବ ।  ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।