ଆଜିର ରାଶିଫଳ, 28 ମାର୍ଚ୍ଚ 2022, ସୋମବାର, ମହାଦେବଙ୍କ କୃପା ରହିବ ଏହି ୬ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୮ ମାର୍ଚ୍ଚ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଆପଣଙ୍କ ଜୀବନରେ ଖରାପ ସମୟର ଅନ୍ତ ଘଟିବ ଓ ହସ ଖୁସିରେ ଆପଣଙ୍କର ଘର ପରିବାର ପୁରୀ ଉଠିବ । ଆପଣ ଅନ୍ୟ କାହାର କଥାରେ ପଡି କୌଣସି ଭୁଲ ନିସ୍ପତି ନିଅନ୍ତୁ ନାହି । ଜୀବନ ସାଥି ଙ୍କ ସହଯୋଗ ଆପଣଙ୍କ ସମ୍ପର୍କ ରେ ମଧୁରତା ଆସିବ । ଆଜି ଆପଣ କିଛି ନୂଆ କରିବା ପାଇଁ ଚିନ୍ତା କରିବେ । ଏଥିରେ ଆପଣ ସଫଳତା ଲାଭ କରିବେ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବ । ସ୍ୱାସ୍ଥ୍ୟ ଉତ୍ତମ ରହିବ ।

ବୃଷ ରାଶି : ବେପାରୀ ମାନଙ୍କ ଯୋଜନା ସଫଳ ହେବେ । ଜୀବନ ସାଥି ଙ୍କ ସହ ଦୂର ଜାଗାକୁ ଯାତ୍ରା କରିବେ । ସ୍ୱାସ୍ଥ୍ୟ କୁ ନେଇ କୌଣସି ସମସ୍ଯା ହୋଇପାରେ । ତେଣୁ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଆପଣଙ୍କ ସୁଖ ସୁବିଧାରେ ବୃଦ୍ଧି ହେବ । ଚାକିରି କ୍ଷେତ୍ର ରେ ଆପଣଙ୍କର ସ୍ଥାନାନ୍ତର ହୋଇପାରେ । ବାରମ୍ବାର କରା ଯାଇଥିବା ପ୍ରୟାସ ରେ ଆପଣ ସଫଳ ହେବେ । ଛୋଟ ଛୋଟ କଥା ଉପରେ ଆପଣ କ୍ରୋଧ କରନ୍ତୁ ନାହି । ଆପଣଙ୍କ ଜୀବନରେ ଖାସ ବ୍ୟକ୍ତି ଙ୍କ ଆଗମନ ହୋଇପାରେ ।

ମିଥୁନ ରାଶି : ଆଜି ଆପଣ ସବୁ ବିଗିଡି ଯାଇଥିବା କାମ ପୁରା କରିବେ । ଆପଣ ସଫଳତାର ନୂଆ କୀର୍ତ୍ତି ସ୍ଥାପନ କରିବେ । ଆଜି ଆପଣ ଚାକିରି ବଦଳାଇବା ପାଇଁ ଚିନ୍ତା କରିବେ । ଆପଣଙ୍କ ମନରେ ସାକାରାତ୍ମକ ବିଚାର ଆସିବ । କ୍ଯାରିୟର ଦିଗରେ ଆପଣ ଗ୍ରସର ହେବେ । ଆପଣ ପୁରୁଣା ଭୁଲ ଗୁଡିକ ପୁଣି ଥରେ କରନ୍ତୁ ନାହି । କାର୍ଯ୍ୟ ସମୟ ଅନୁସାରେ ପୁରା ହେବା କାରଣରୁ ଆପଣଙ୍କର ଆତ୍ମବିଶ୍ଵାସ ରେ ବୃଦ୍ଧି ହେବ । ସମାଜରେ ଆପଣଙ୍କର ମାନ ସମାନ ବୃଦ୍ଧି ହେବ ।

କର୍କଟ ରାଶି : ଆଜି ଆପଣଙ୍କ ମନ ଉଶ୍ଚାହିତ ଓ ପ୍ରଫୁଲ୍ଲିତ ରହିବ । କୌଣସି ଦୂର ସ୍ଥାନକୁ ଆପଣ ଯାତ୍ରା କରିବେ । ଆପଣଙ୍କ ଯାତ୍ରା ସୁଗମ ଓ ଫଳପ୍ରଦ ରହିବ । ମାତା ପିତା ଙ୍କ ସହଯୋଗ ଆପଣ ପାଇବେ । ଚାକିରିନ କ୍ଷେତ୍ର ରେ ଆପଣଙ୍କର ବେତନରେ ବୃଦ୍ଧି ହୋଇପାରେ । ଆଜି ଆପଣ କଠିନ ପରିଶ୍ରମ କରି ସଫଳତା ଲାଭ କରିବେ । ଆପଣ ଅଫିସରେ ଉଚ୍ଚ ଅଧିଆକରି ଙ୍କୁ ପ୍ରସନ୍ନ କରିବା ପାଇଁ ଚେଷ୍ଟା କରିବେ । ସ୍ୱାସ୍ଥ୍ୟ ଉତ୍ତମ ରହିବ ।

ସିଂହ ରାଶି : ଆଜି ଆପଣଙ୍କ ଯାତ୍ରା ମନୋରଞ୍ଜନ ଦାୟକ ରହିବ । ଅଟକି ରହିଥିବା ଧନ ଫେରି ପାଇବେ । ମହତ୍ବପୂର୍ଣ୍ଣ ଲୋକଙ୍କ ସହ ଆପଣ ଆଲୋଚନା କରିବେ । ଆପଣ ପ୍ରଭାବଶାଳି ଲୋକଙ୍କ ଦ୍ଵାରା ପ୍ରଭାବିତ ହେବେ ଯାହା ଦ୍ଵାରା ଆପଣଙ୍କର ବିଜନେସ ରେ ବୃଦ୍ଧି ହେବ । ସମାଜରେ ଆପଣଙ୍କର ଯଶ ଓ କୀର୍ତ୍ତି ସ୍ଥାପନ ହେବ । ଯାହା ଦ୍ଵାରା ଲୋକ ମାନେ ଆପଣଙ୍କର ମାର୍ଗ ଦର୍ଶନ କରିବେ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବ ।

କନ୍ୟା ରାଶି : ଏହି ରାଶିର ଲୋକ ମାନେ ପରିବାର ଲୋକଙ୍କ ସହ ଧାର୍ମିକ ସ୍ଥାନ କୁ ଯାତ୍ରା କରିବେ । ଆପଣଙ୍କ ସାମାଜିକ କ୍ଷେତ୍ର ରେ ଅଗ୍ରସର ହେବେ । ଚାକିରି କ୍ଷେତ୍ର ରେ ଆପଣଙ୍କୁ ମାନ ସମାନ ପ୍ରାପ୍ତ ହେବ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ଆପଣଙ୍କର ଅଧୁରା କାମ ପୁରା ହେବ । ସନ୍ତାନ ମାନଙ୍କ ତରଫରୁ ଶୁଭ ଖବର ଶୁଣିବାକୁ ପାଇବେ । ଆପଣଙ୍କର ଆର୍ଥିକ ସ୍ଥିତି ମଜବୁତ ରହିବ ।

ତୁଳା ରାଶି : ଆଜି ଆପଣଙ୍କର ବ୍ୟକ୍ତିତ୍ବ ରେ ବିକାଶ ହେବ । ଆପଣ ସୁଖ ସୁବିଧା ପ୍ରାପ୍ତ କରିବେ । ମାତା ପିତା ଙ୍କ ସହ ମାଙ୍ଗଳିକ କାର୍ଯ୍ୟ ରେ ଯୋଗ ଦେବେ । ସନ୍ତାନ ମାନଙ୍କର ଶିକ୍ଷା କ୍ଷେତ୍ର ରେ ଉନ୍ନତି ପରିଲକ୍ଷିତ ହେବ । ଯେଉଁ କ୍ଷେତ୍ର ରେ ରହିବେ ସର୍ବଦା ଉଚ୍ଚ ସତ ରେ ରହିବେ । ଧାର୍ମିକ କାର୍ଯ୍ୟ ରେ ଆପଣ ଯୋଗ ଦେଇ ନିଜକୁ ଧନ୍ୟ ମାନେ କରିବେ । ଗୃହକୁ ନୂଆ ତିଥି ଙ୍କ ଆଗମନ ହୋଇପାରେ । କୌଣସି ଦିଗରୁ ବଡ ଖୁସି ଖବର ଶୁଣିବାକୁ ପାଇବେ ।

ବିଛା ରାଶି : ଭାଗୀଦାରୀ କାର୍ଯ୍ୟ ରେ ଆପଣଙ୍କୁ ସଫଳତା ଲାଭ ହେବ । ବେପାର ବାଣିଜ୍ୟ କ୍ଷେତ୍ର ରେ ଆପଣ ଅଧିକ ଧନ ଲାଭ କରିବେ । ଦୀର୍ଘ ଦିନରୁ ଯେଉଁ ସମସ୍ଯା ଲାଗି ରହିଥିଲା ତାହା ଦୂର ହେବ । ସମାଜରେ ମାନ ସମାନ ପ୍ରତିଷ୍ଠା ହେବ । ଯାହା ଦ୍ଵାରା ଅନ୍ୟ ମାନେ ଆପଣଙ୍କର ଅନୁସରଣ କରିବେ । ଆପଣ କିଛି ନୂଆ କାମ ଆରମ୍ଭ କରିବା ପାଇଁ ଚିନ୍ତା କରିବେ । ଆପଣଙ୍କ କାମ ର ଲୋକ ମାନେ ପ୍ରଶଂସା କରିବେ ।

ଧନୁ ରାଶି : ଆଜି ପ୍ରଗତି ର ଦିନ ଆପଣଙ୍କ ପାଇଁ ରହିବ । ଯେଉଁ କାମରେ ହାତ ଦେବେ ତାହା ସଫଳତା ପୁର୍ବକ ପୁରା ହେବ । ଆଜି କୌଣସି କ୍ଷେତ୍ର ରେ ବଡ ନିବେଶ କରିବେ । ପାରିବାରିକ ଜୀବନ ସୁଖମୟ ରହିବ । ପ୍ରେମ ସମ୍ପର୍କ ରେ ଆପଣଙ୍କର ସମୟ ଭଲ ରହିବ । ସନ୍ତାନ ମାନଙ୍କ ତରଫରୁ ଶୁଭ ଖବର ଶୁଣିବାକୁ ପାଇବେ । ଛାତ୍ର ଛାତ୍ରୀ ମାନେ ଶିକ୍ଷା କ୍ଷେତ୍ର ରେ ଅଗ୍ରସର ହେବେ । ମାତା ପିତା ଙ୍କ ସହଯୋଗ ଆପଣ ପାଇବେ । ଭାଇ ଭଉଣୀ ଙ୍କ ଠାରୁ ଆର୍ଥିକ ଲାଭ ପାଇବେ ।

ମକର ରାଶି : ଆଜି ଆୟ କରିବାର ନୂଆ ସ୍ରୋତ ଆପଣଙ୍କୁ ମିଳିପାରେ । ଆପଣଙ୍କର ଆର୍ଥିକ ସ୍ଥିତି ରେ ସୁଧାର ଆସିବ । ଆପଣଙ୍କର ବିଗିଡି ଯାଇଥିବା କାମ ପୁରା ହେବ । କୌଣସି ନୂଆ ଯୋଜନା ଆରମ୍ଭ କରିବା ପାଇଁ ପ୍ରସ୍ତୁତ ହେବେ । ଆପଣଙ୍କ ଜୀବନରେ ସବୁ ଦୁଖ କଷ୍ଟର ନିବାରଣ ହେବ । ଛୋଟ ଯାତ୍ରା କରିବେ । ଉଚ୍ଚ ଶିକ୍ଷା ଲାଭ ପାଇଁ ଆପଣ ଉଦ୍ୟମ କରିବେ । ପାରିବାରିକ ଜୀବନ ସୁଖମୟ ରହିବ ।

କୁମ୍ଭ ରାଶି : ଆଜି ଆପଣ କୌଣସି ବ୍ୟକ୍ତି ଙ୍କ ପ୍ରତି ଆକର୍ଷିତ ହେବ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବ । ଯାହା ଦ୍ଵାରା ଆପଣଙ୍କର ଆର୍ଥିକ ପକ୍ଷ ମଜବୁତ ରହିବ । ଯେଉଁ କ୍ଷେତ୍ର ରେ ରହିବେ ଉଚ୍ଚ ସ୍ତର ରେ ରହିବେ । ଚାକିରି କ୍ଷେତ୍ର ରେ ଆପଣଙ୍କର ମାନ ସମାନ ବୃଦ୍ଧି ପାଇବ । ଅଫିସରେ ବରିଷ୍ଠ ଅଧିକାରି ଙ୍କ ସହଯୋଗ ଆପଣ ପାଇବେ । ମିତ୍ରା ମାନଙ୍କ ସହ ଆପଣଙ୍କର ସମୟ ଅତିବାହିତ ହେବ । ଯାହା ଦ୍ଵାରା ଆପଣଙ୍କ ମନ ପ୍ରସନ୍ନ ରହିବ । ସ୍ୱାସ୍ଥ୍ୟ ଉତ୍ତମ ରହିବ ।

ମୀନ ରାଶି : ଆଜି ଆପଣ ବାହନ ଚଳାଇବା ସମୟରେ ସାବଧାନ ରୁହନ୍ତୁ । ଚାକିରି କ୍ଷେତ୍ର ରେ ପ୍ରମୋଶନ ହୋଇପାରେ । ଦାଂପତ୍ଯ ଜୀବନ ଆପଣଙ୍କର ମଧୁମୟ ରହିବ । ଜୀବନ ସାଥି ଙ୍କ ସହ ଖାସ କଥା କୁ ନେଇ ଆପଣ ଆଲୋଚନା କରିବେ । ପରିବାର ଲୋକଙ୍କ ସହ ଦୂର ଜାଗାକୁ ଯାତ୍ରା କରିବେ । ପୈତୃକ ସମ୍ପତି ଲାଭ କରିବେ । ରାଜନୀତି କ୍ଷେତ୍ର ରେ ସଫଳ ହେବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।