ଆଜିର ରାଶିଫଳ, 28 ଜାନୁୟାରୀ 2023, ଶନିବାର, ଶନିଦେବଙ୍କ କୃପା ରହିବ ଏହି ୫ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୮ ଜାନୁୟାରୀ ୨୦୨୩ ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଆପଣଙ୍କୁ କାର୍ଯ୍ୟ କ୍ଷେତ୍ର ରେ ପ୍ରଗତି ହେତୁ ଅଲଗା ଅଲଗା କ୍ଷେତ୍ର ରେ ଭାଗ୍ୟ ପରଖିବାର ଅବସର ମିଳିବ । କେଉଁଠି ଉଧାର ଦେଇଥିବା ପଇସା ଆପଣଙ୍କୁ ଫେରସ୍ତ ମିଳିପାରେ । ଆପଣ ଏମିତି କିଛି କାମ କରିବେ ଯାହା ଦ୍ଵାରା ଆପଣଙ୍କ ପରିବାରର ନାମ ଉଚ୍ଚ ହେବ । ଆଜି ଆଧ୍ୟାତ୍ମିକ ମେହନତ କରିବାର ଜରୁରତ ଅଛି ।  ସହଯୋଗୀ ଙ୍କ ସହ ତାଳମେଳ ରଖିବାର ଜରୁରତ ଅଛି ।

ବୃଷ ରାଶି : ଆଜି ଆପଣ ମାତା ଙ୍କ ଦ୍ଵାରା ଦିଆ ଯାଇଥିବା କୌଣସି କାମ ସମୟ ଅନୁଯାୟୀ ପୁରା କରିବେ । କୌଣସି ଗୁରୁଜନ ଙ୍କ ସହଯୋଗରେ ଆର୍ଥିକ ସ୍ଥିତି ରେ ସୁଧାର ଆସିବ ।କଥା ହେବା ସମୟରେ କନଫିୟୁଜ ହୁଅନ୍ତୁ ନାହି । ଆଜି ଦିନରେ ଆପଣ ପରିବାର ସହ ସମୟ ବ୍ଯତୀତ ହେବ । ଅପାର ପ୍ରସନ୍ନତା ହେବେ । ବ୍ୟାପାର କରୁଥିବା ଲୋକଙ୍କୁ ବଡ ଧନ ଲାଭ ମିଳିପାରେ । କାରୋବର ବର୍ଗ ଙ୍କୁ ପୁରୁଣା ନିବେଶକ ରୁ ଲାଭ ମିଳିପାରେ ।

ମିଥୁନ ରାଶି : ଆଜି କାରୋବର ରେ ବୃଦ୍ଧି ହେବାର ଯୋଗ ତଥା ସ୍ୱାସ୍ଥ୍ୟ ସାମାନ୍ଯ ରହିବ । ପୁରୁଣା କ୍ଷତି ର ଭରପାଇ କରିବେ । ଘରେ କିଛି ସମସ୍ଯା ହୋଇପାରେ ତେଣୁ କାହା ସହ ବିବାଦ କରନ୍ତୁ ନାହି । ଏମିତି ଅବସର ମିଳିବ ଯେଉଁଥି ରେ ଅପାନଙ୍କୁ ସଫଳତା ମିଳିବ । ଆଜି ଦିନ ଟି ଆପଣଙ୍କ ପାଇଁ ଊର୍ଜା ରେ ଭରପୁର ରହିବ । ଆଜି ଆପଣଙ୍କ ନିକଟରେ ଦାୟିତ୍ଵ ପର୍ଯ୍ୟାପ୍ତ ରହିପାରେ । କିନ୍ତୁ ତାହାକୁ ପୁରା କରିବାର ପ୍ରେସର ପଡିପାରେ । ନିଜର ଯୋଗ୍ୟତା ଉପରେ ଶଙ୍କା କରନ୍ତୁ ନାହି ।

କର୍କଟ ରାଶି : ପାରିବାରିକ ସମ୍ପତି ର ଆପଣଙ୍କୁ ଭରପୁର ଲାଭ ହେବ । ଆପଣଙ୍କୁ ଆପଣଙ୍କର ମେହନତ ଓ ବୁଦ୍ଧି ଦ୍ଵାରା ଜୀବନକୁ ସୁଖମୟ କରିବାରେ ସାହାଜ୍ଯ ମିଳିବ । ଜୀବନ ସାଥିଙ୍କ ସହ ଆଲୋଚନା କରିବେ । ଆପଣ କାହା ସହ ବିବାଦ କରନ୍ତୁ ନାହି । ଉଚ୍ଚ ଅଧିକାରୀ ଆପଣଙ୍କ କୌଶଳ ର ପ୍ରଶଂସା କରିବେ । ଆଜି ଆପଣ ବହୁତ ବ୍ୟବହାରିକ ଓ ଯଥାର୍ଥ ରହିବେ ।

ସିଂହ ରାଶି : ଆଜି ପରିବାରର ସଦସ୍ୟ ଙ୍କ ବିବାହ ପ୍ରସ୍ତାବ ଆସିବ । ସନ୍ଧ୍ଯା ସମୟରେ ଆଜି ଆପଣ ପରିବାରର ଛୋଟ ପିଲାଙ୍କ ସହ ମଉଜ ମସ୍ତି ରେ ବ୍ଯତୀତ କରିବେ । ଲମ୍ବା ସମୟରୁ ରୋଗରେ ପୀଡିତ ଥିଲେ ତାହା ଆଜି ଦୂର ହେବ । ବନ୍ଧୁ ବର୍ଗ ଓ ବିଶେଷ କରି ସ୍ତ୍ରୀ ବର୍ଗ ଙ୍କ ଠାରୁ ଆପଣଙ୍କୁ ଲାଭ ମିଳିବ । ଅଫିସରେ ଜୁନିୟର ଆପଣଙ୍କ ଠାରୁ କିଛି ନୂଆ ଶିଖିବେ । ଆଜି ଦିନ ଟି ସୁଖଦ ନେଇ କରି ଆସିବ ।

କନ୍ୟା ରାଶି : ଉଧାର ଦେଇଥିବା ରାଶି ପ୍ରାପ୍ତ କରିବେ । ପିତା ଓ ଗୁରୁଜନ ଙ୍କ ଠାରୁ ଲାଭ ହେବ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ପରିବାରରେ ସୁଖ ଶାନ୍ତି ବଜାୟ ରହିବ । କଠିନ ସ୍ଥିତି ରେ ନିସ୍ପତି ନେବାରେ ସକ୍ଷମ ହେବେ । ପରିଜନ ଙ୍କ ଠାରୁ ଆପଣ ଖୁସି ଓ ସନ୍ତୋଷ ପ୍ରାପ୍ତ କରିବେ । ଆଜି ଆପଣ ନିଜର ବିଚାର ଉପରେ ଅମଳ କରିବାର ଅଛି । ଆପଣଙ୍କ କାରୋବାର ରେ ବୃଦ୍ଧି ହେବ ।

ତୁଳା ରାଶି : ଆପଣଙ୍କୁ ଆପଣଙ୍କର ଜୀବନ ସାଥିଙ୍କ ସହଯୋଗ ପ୍ରାପ୍ତ ହେବ । ଭଲ ସ୍ୱାସ୍ଥ୍ୟ ହେତୁ ଯୋଗ ଓ ଧ୍ୟାନ ଆପଣନ୍ତୁ । ଆପଣଙ୍କୁ ଆପଣଙ୍କର ପରିବାର ର ସଦସ୍ୟ ଙ୍କ ସହ କଥା ହେବା ସମୟରେ କିମ୍ବା ସନ୍ତାନ ଙ୍କ ସହ କୌଣସି ଚର୍ଚ୍ଚା କରିବା ସମୟରେ ସଂଯମ ରକ୍ଷା କରନ୍ତୁ । ନଚେତ କଥା ବିଗିଡି ଯାଇପାରେ । ଆପଣଙ୍କ ପିଲାଙ୍କ ଜୀବନରେ ପ୍ରତେକ କ୍ଷେତ୍ର ରେ ଖସି ଓ ଉନ୍ନତି ମିଳିବ ।

ବିଛା ରାଶି : ସ୍ତ୍ରୀ ଙ୍କ ସହଯୋଗରେ ମନ ପ୍ରଫୁଲ୍ଲିତ ରହିବ । ଆଜି କୌଣସି ବନ୍ଧୁ ଙ୍କ ସହ ଭେଟ ହେବ । ବିବାହିତ ଜାତକ ଙ୍କ ପାଇଁ ଆବେଗ କାରଣରୁ ଜୀବନ ସାଥିଙ୍କ ସହ ମତଭେଦ ହୋଇପାରେ । ଆର୍ଥିକ ଦ୍ରୁଷ୍ଟି କୋଣରେ ଆଜି ଦିନ ଟି ବେହତର ହେବ । ଆପଣଙ୍କର ଅଟକି ଥିବା ଧନ ପ୍ରାପ୍ତ ହେବ । ଯେଉଁ ବ୍ୟକ୍ତି ଲେଖନ ସହ ଜଡିତ ଅଛନ୍ତି ସେମାନଙ୍କ ପାଇଁ ସମୟ ଲାଭକାରୀ ସିଦ୍ଧ ହେବ । କାହା କଥାକୁ ଆଖି ବନ୍ଦ କରି ଭରସା କରନ୍ତୁ ନାହି ।

ଧନୁ ରାଶି : ସମାଜରେ ଆପଣ ମାନ ସମାନ ଓ ପ୍ରତିଷ୍ଠା ପ୍ରାପ୍ତ କରିବେ । ଆଜି ଆପଣଙ୍କ ରାଶି ପାଇଁ ସ୍ଥିତି ବହୁତ ପଜେଟିଭ ରହିବ । ଊର୍ଜା ର କମି ରହିବ । ସ୍ୱାସ୍ଥ୍ୟ ରହିବା ପାଇଁ ଆଜି ଆପଣନ ନିଜକୁ ପ୍ରୟାସ କରନ୍ତୁ । ଯେଉଁଥି ରେ ଆପଣ ସଫଳତା ହେବେ । କାରଣ ଗ୍ରହର ସ୍ଥିତି ପଜେଟିଭ ଚାଲିଛି । ଆଜି କାମ କାର୍ଯ୍ୟ ର କ୍ଷେତ୍ରରେ ପରିବାରର ସହଯୋଗ ପ୍ରାପ୍ତ ହେବ । କାର୍ଯ୍ୟ ରେ କାହାର ପରାମର୍ଶ ନେବା ସାହାଜ୍ଯକାରୀ ରହିବ ।

ମକର ରାଶି : ଆଜି କିକି ଅଧିକ ଭାବୁକତାର ଅନୁଭବ ହେବ । ପ୍ରେମ ସମ୍ପର୍କରେ ଆପଣ ଭାଗ୍ୟଶାଳୀ ରହିବ । ପ୍ରେମୀ ନିଜର ସାଥିଙ୍କ ପ୍ରତି ଅତ୍ୟଧିକ ଭାବୁକ ହେବେ । ମନ ଅଜ୍ଞାନ ଭୟରେ ଗ୍ରାସିତ ହେବ । ଆଜି କିଛି ନୂଆ କାମ କରିବେ । ବିବାଦକୁ ଶାନ୍ତି ପୂର୍ବକ ସମାଧାନ କରିବାକୁ ଚେଷ୍ଟା କରନ୍ତୁ । ରଚନାତ୍ମକ କାର୍ଯ୍ୟ ରେ ପ୍ରଗତି ହେବ । ଆପଣଙ୍କ ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ବେହତର ହେବ ।

କୁମ୍ଭ ରାଶି : କୌଣସି ଖାସ କାମରେ ଆପଣଙ୍କୁ ଜୀବନ ସାଥିଙ୍କ ସହଯୋଗ ପ୍ରାପ୍ତ ହେବ । ନିଜ କ୍ରୋଧ ଉପରେ ସଂଯମ ରଖନ୍ତୁ । ବ୍ୟାପାର ରେ ଆପଣଙ୍କୁ ଲାଭ ହେବ । ଆଜି ଆପଣଙ୍କୁ ଅନେକ ସାରା ନୂଆ ଜିନିଷ ଶିଖିବାର ଅବସର ମିଳିବ । ପାରିବାରିକ ଜୀବନ ସାମାନ୍ଯ ରହିବ । ଆର୍ଥିକ ମାମଲା ପାଇଁ ଦିନ ଭଲ ରହିବାର ଅଛି । ଆପଣ ଯେତେ ଫାଇଦା ପାଇଁ ଭାବୁଛନ୍ତି ତାହା ଠାରୁ ଅଧିକ ହେବ ।

ମୀନ ରାଶି : କାହାର ଆଲୋଚନା ପଛରେ ଆପଣଙ୍କ ଫାଇଦା ର କଥା ହୋଇପାରେ । ତେଣୁ ଏହି ପ୍ରକାରର ବିଚାରକୁ ବିନମ୍ରତା ସହ କୁହନ୍ତୁ । ରାଜାନିତି ରେ ଜଡିତ ଲୋକେ ଆଜି ସଫଳତା ପାଇବେ । ମହିଳା ଆଜି ଘରୋଇ କାମକୁ ପୁରା କରିବେ । ଚାକିରି କରୁଥିବା ଲୋକଙ୍କୁ ପଦ ପ୍ରତିଷ୍ଠା ଆସି ର ଲାଭ ହେବ । ମାତା ଙ୍କ ସମ୍ମାନ କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।