ଆଜିର ରାଶିଫଳ, 25 ଅକ୍ଟୋବର 2020, ରବିବାର, ମା ଦୂର୍ଗାଙ୍କ କୃପାରୁ ଏହି ୪ଟି ରାଶିକୁ ମିଳିବ ଜବରଦସ୍ତ ଫାଇଦା, ସବୁ କ୍ଷେତ୍ରରେ ରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୫ ଅକ୍ଟୋବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ଦିନଟି ଆପଣଙ୍କ ପାଇଁ ବହୁତ ଖୁସିରେ ବିତିବ । ଆପଣ ଭାବୁଥିବା କୌଣସି କାର୍ଯ୍ୟ ଆଜି ସହଜରେ ପୂରଣ ହୋଇଯିବ । ଆପଣ କୌଣସି ଗୁରୁତ୍ଵ ପୂର୍ଣ କାର୍ଯ୍ୟ କରିବା ପୂର୍ବରୁ ସେଥିରେ ଅନୁଭବ ଥିବା ବ୍ୟକ୍ତିଙ୍କ ଠାରୁ ପରାମର୍ଶ ନିଅନ୍ତୁ । ସନ୍ତାନ ପକ୍ଷରୁ ଖୁସି ମିଳିବ । ସମୟ ଅନୁସାରେ ସନ୍ତାନଙ୍କ ପକ୍ଷରୁ ସହଯୋଗ ମିଳିବ । ଘର ପରିବାର ସଦସ୍ୟଙ୍କ ସହ ଭଲ ସମ୍ପର୍କ ରଖନ୍ତୁ ଆପଣଙ୍କୁ ପାରିବାରିକ ବ୍ୟବସାୟରେ ଭଲ ଲାଭ ମିଳିବ । ଆକସ୍ମିକ ଭାବେ ଆପଣଙ୍କୁ କୌଣସି କ୍ଷେତ୍ରରୁ ଧନ ମିଳିବାର ସମ୍ଭାବନା ଅଛି । କୌଣସି ଆର୍ଥିକ କ୍ଷେତ୍ରରେ ନିବେଶ ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ ।

ବୃଷ

ଆପଣଙ୍କର ଲେଖନୀ ପ୍ରଭାବଶାଳି ଓ ଜନ ମାନସ ଉପରେ ଭଲ ପ୍ରଭାବ ପକେଇବ । ଆପଣଙ୍କର କୌଣସି ପୁରୁଣା ସମସ୍ୟା ସମାଧାନ ହୋଇଯିବ । ବ୍ୟବସାୟିକ ଦୃଷ୍ଟି କୋଣରୁ ଆପଣଙ୍କୁ ଭଲ ଲାଭ ମିଳିବ । ଯାହା ଫଳରେ ଆପଣଙ୍କର ଆର୍ଥିକ କ୍ଷେତ୍ରରେ ସୁଧାର ଆସିବ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କର ଅନୁକୁଳ ବାତାବରଣ ରହିବା ଦ୍ଵାରା ଆପଣଙ୍କୁ କାର୍ଯ୍ୟରେ ସଫଳତା ମିଳିବ । ଯାହା ଫଳରେ ଭବିଷ୍ୟତରେ ଆପଣଙ୍କୁ ଧନ ଲାଭ ମିଳିବ । ଆପଣଙ୍କ ବାଣୀ ପ୍ରତି ନିୟତରଣ ରଖନ୍ତୁ  ଯାହାଦ୍ୱାରା ସମସ୍ତଙ୍କ ସହିତ ଭଲ ସମ୍ପର୍କ ରହିବ । ଛାତ୍ରମାନଙ୍କୁ ଶିକ୍ଷା ଓ ପ୍ରତିଯୋଗିତାମୂଳକ କ୍ଷେତତ୍ରରେ କୃତକାର୍ଜ୍ୟ ମିଳିବ ।

ମିଥୁନ

ଆପଣଙ୍କୁ ନିଜର ଅନାବଶ୍ୟକ ଖର୍ଚ ନିୟନ୍ତ୍ରଣ ରଖିବାକୁ ପଡିବ । ଆଜି ଆପଣଙ୍କୁ କୌଣସି ଖୁସି ଖବର ମିଳିବ । ଘର ପରରିବାର ପାଇଁ ସମସ୍ତଙ୍କ ସହଯୋଗ ମିଳିବା ଦ୍ଵାରା ଆପଣଙ୍କୁ ସବୁ କାର୍ଯ୍ୟରେ ସଫଳତା ମିଳିବ । ଘର ପରିବାର ଦାୟିତ୍ଵ ଠିକ ସେ ତୁଲାନ୍ତୁ । ଯାହା ଫଳରେ ପରିବାରରେ ସାମଞ୍ଜ୍ୟଷ୍ୟ ରହିବ । ଆପଣଙ୍କ ପରିବାରେ ମାନ ସମ୍ମାନ ମିଳିବ । କାର୍ଯ୍ୟ କ୍ଷେତ୍ରରେ ସମୟର ସଦୁପଯୋଗ କରନ୍ତୁ ଯାହା ଦ୍ଵାରା ଆପଣଙ୍କୁ ଧାନ ଲାଭ ହେବ ।  ବ୍ୟବସାୟିକ ନେଇ କିଛି ନୂଆ ଯୋଜନା କରିବେ । ଯାହାଫଳରେ କି ଆର୍ଥିକ କ୍ଷେତ୍ରରେ କିଛି ସୁଧାର ଆସିବ ।

କର୍କଟ

ଆପଣଙ୍କୁ କୌଣସି କାମରେ ମିତ୍ରଙ୍କ ସହଯୋଗ ମିଳିପାରେ । କାହା ସାହ ଅନ୍ୟଥା ଝଗଡା କରନ୍ତୁ ନାହିଁ । ନିଜ ବାଣୀ ଉପରେ ନିୟତରଣ ରଖନ୍ତୁ । ଭୂମି ବାହନ କିଣିବାର ସୁଯୋଗ ମିଳିବ । ନିଜ ଉପରେ ଭାରୋଷା ରଖନ୍ତୁ । ସବୁ କାର୍ଯ୍ୟରେ ସଫଳତା ମିଳିବ । ବ୍ୟବସାୟରେ ଛୋଟୋ ମୋଟ ସମସ୍ୟା ଆସିପାରେ । କିନ୍ତୁ ପରେ ଏହାର ସମାଧାନ ହୋଇଯିବ । ଘର ପରିବାରରେ କୌଣସି ମାଙ୍ଗଳିକ କାର୍ଯ୍ୟ ହୋଇପାରେ ଯାହା ଦ୍ଵାରା ଆପଣଙ୍କ ମନ ଖୁସି ରହିବ ।

ସିଂହ

ଏହି ରାଶିର ଛାତ୍ରମାନଙ୍କୁ ବହୁତ କଠିନ ପରିଶ୍ରମ କରିବାକୁ ପଡିବ । ଆପଣଙ୍କର କୌଣସି ଅଟକିଥିବା କାମ ସହଜରେ ହୋଇଯିବ । ପରିବାରରେ କୌଣସି ମାଙ୍ଗଳିକ କାର୍ଯ୍ୟ ହୋଇପାରେ ଯାହା ପହଲରେ ଆପଣଙ୍କ ଘରେ ଯିବା ଆସିବା ହୋଇପାରେ ଯାହା ଦ୍ଵାରା ଆପଣଙ୍କ ମନ ଖୁସି ରହିବ । ଆପଣ ନିଜ କାର୍ଯ୍ୟକୁ କାର୍ଯ୍ୟର ସାରଣୀ ଅନୁସାରେ କରନ୍ତୁ ସଫଳତା ପାଇବା ସହ ସମାଜରେ ମାନ ସମ୍ମାନ ବଢିବ । ଆପଣଙ୍କ ମନ ଧାର୍ମିକ କ୍ଷେତ୍ରରେ ଲାଗିବ । ଚାକିରିରେ ଉନ୍ନତି ହେବ ଏବଂ ସହଯୋଗୀଙ୍କ ସହଯୋଗ ମିଳିବ । ଆପଣଙ୍କ ଆର୍ଥିକ କ୍ଷେତ୍ରରେ ସୁଧାର ଆସିବ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ।

କନ୍ୟା

ଆପଣଙ୍କ ସମାଜରେ ପ୍ରତିଷ୍ଠା ବଢିବ । ଆପଣଙ୍କ ଦାମ୍ପତ୍ୟ ଜୀବନରେ ଖୁସି ଆସିବ । ସନ୍ତାନ ଶାନ୍ତିତ କୁ ପାଠ ପଢାକୁ ନେଇ ଖୁସି ରହିବ । ପାର୍ଟନର ଶିପ ବ୍ୟବସାୟରେ ସଫଳତା ମିଳିବ । ବ୍ୟବସାୟକୁ ନେଇ କୌଣସି ନୂଆ ଯୋଜନାରେ ସଫଳତା ମିଳିବ । ଚାକିରି କ୍ଷେତ୍ରରେ ସାହାଯୋଗୀଙ୍କ ସାହାଯ୍ୟ ମିଳିବ ।  ଅଫିସରେ ଉପରିସ୍ଥ ପ୍ରଶଂସା ଦ୍ଵାରା ମନ ଖୁସି ରହିବ । ଆପଣଙ୍କ ଆର୍ଥିକ କ୍ଷେତ୍ର ରେ ସୁଧାର ଆସିବ । ଅନାବଶ୍ୟକ ଖର୍ଚ କରନ୍ତୁ ନାହିଁ । ସନ୍ତାନକୁ ନେଇ ଆପଣଙ୍କୁ କୌଣସି ଖୁସି ଖବର ମିଳିବ । କାରବାର ଭଲ ଚାଳିବାରୁ ଭଲ ଧନ ମିଳିବ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ।

ତୁଳା

ଆଜି ଆପଣଙ୍କ କାର୍ଯ୍ୟକ୍ଷେତ୍ରରେ ଅଧିକ ପରିଶ୍ରମ କରିବା ଦ୍ଵାରା କାର୍ଯ୍ୟରେ ସଫଳତା ମିଳିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ । ଆଜି ଧାର୍ମିକ କାର୍ଯ୍ୟରେ ମନ ଲାଗିବ । ଆର୍ଥିକ ସ୍ଥିତି ଭଲ ରହିବା ଦ୍ଵାରା ଆପଣଙ୍କ ମନ ଖୁସି ରହିବ । ଆପଣ ନିଜ ସଞ୍ଚୟ ପ୍ରତି ଧ୍ୟାନ ରଖନାଟୁ । ତଥାପି ଖର୍ଚରେ ବୃଦ୍ଧି ହୋଇପାରେ । ପରିବାରରେ ଆପଣଙ୍କୁ କୌଣସି ବଡ ଦାୟିତ୍ଵ ମିଳିପାରେ । ପରିବାର ସଦଶ୍ୟଙ୍କ ସହିତ ଭଲ ସମ୍ପର୍କ ରଖନ୍ତୁ କାର୍ଯ୍ୟରେ ସଫଳତା ମିଳିବ ।

ବିଚ୍ଛା

ଆଜି ଆପଣ ଆପଣଙ୍କ କୌଣସି ସାଙ୍ଗ ସହ ବୁଲିବାକୁ ଯାଇପାରନ୍ତି । ଆଜି ଆପଣଙ୍କୁ କୌଣସି ବ୍ୟକ୍ତିଙ୍କ ଠାରୁ କିଛି ନୂଆ କରିବାକୁ ପ୍ରେରଣା ମିଳିବ । ଆପଣଙ୍କୁ ଧନ ପ୍ରାପ୍ତି ର ସୁଯୋଗ ମିଳିବ ।  କାମ କାର୍ଯ୍ୟ କୁ ଧ୍ୟାନ ସହ କରନ୍ତୁ ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ବ୍ୟବସାୟରେ ଛୋଟ ମୋଟ ସମସ୍ୟା ଆସିପାରେ ତଥାପି  କାର୍ଯ୍ୟରେ ସଫଳତା ପାଇବେ । ପାରିବାରିକ ସମସ୍ୟା ଦୂର ହେବ । ମାତା ପିତାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।

ଧନୁ

ଆପଣଙ୍କୁ ଆଜି କୌଣସି କୋଟ କଚେରୀ ମାମଲାରେ ବିଜୟ ମିଳିବ । ଯଦି ଆପଣ ବ୍ୟବସାୟ କରୁଛନ୍ତି ତେବେ ନିବେଶରେ ଲାଭ ମିଳିବ । ଯାହାଦ୍ଵାରା କି ଆପଣଙ୍କୁ ଆର୍ଥିକ ଲାଭ ମିଳିବ । ଆପଣଙ୍କୁ ସବୁ କାର୍ଯ୍ୟରେ ସଫଳତା ମିଳିବ । ଅଫିସରେ ଉପରିସ୍ଥଙ୍କ ସହଯୋଗ ମିଳିବ ଏବଂ ପ୍ରଶଂସା ମଧ୍ୟ ମିଳିବ । ଆପଣ ନିଜ ଖର୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ଆପଣ ନିଜ କ୍ରୋଧ ଉପରେ ନିଯନ୍ତ୍ରଣ ରଖନ୍ତୁ ନଚେତ ସମସ୍ୟାରେ ପଡ଼ିପାରନ୍ତି ।  ଅନ୍ୟ ବ୍ୟକ୍ତି ଉପରେ ଭରୋଷା କରନ୍ତୁ ନାହିଁ ।

ମକର

ଆଜି ଫିସରେ ସହଯୋଗୀଙ୍କ ସହଯୋଗ ମିଳିବ । ପ୍ରେମ ଜୀବନରେ ପ୍ରେମ ସମ୍ପର୍କ ଭଲ ରହିବ । ଅଚଳ ସମ୍ପତ୍ତି ନିବେଶ କରିବା ଦ୍ଵାରା ଲାଭ ମିଳିବ । ଆପଣଙ୍କୁ ଆର୍ଥିକ କ୍ଷେତ୍ରରେ ସୁଧାର ଆସିବ । ବ୍ୟାପାର ସମ୍ବନ୍ଧୀୟ ଯାତ୍ରା ଆପଣ କରିପାରନ୍ତି । କୌର୍ଟ କଚାରୀରେ ସଫଳତା ଆମିଳିବା । ପରବାରିକ ସ୍ଥିତିରେ ସାମାନ୍ୟ ସମସ୍ୟା ଆସିପାରେ । ଏଥିପାଇଁ ଘର ପରିବାର ସହିତ ସାମଞ୍ଜୟସ୍ୟ ଭଲ ରଖନ୍ତୁ । ପିଲାମାନଙ୍କୁ ନେଇ କିଛି ବି ଖୁସି ଖବର ମିଳିପାରେ ।

କୁମ୍ଭ

ଆଜି ଆପଣ ବ୍ୟବସାୟରେ କିଛି ବଡ ଗ୍ରୁପ ସହ ପାର୍ଟନର ଶିପ କରିବା ପାଇଁ ବହୁତ ଭଲ ସମୟ ଅଛି । ଆଜି ଆପଣଙ୍କୁ ବହୁତ ଭଲ ଧନ ଲାଭ ହେବ । ଆନନ୍ଦ ପ୍ରମୋଦରେ ଦିନଟି ବିତିବ । ଘର ସଜାଇବା ତଥା କୌଣସି ବାହନ କିଣିବାର ସୁଯୋଗ ମିଳିବ । ସମାଜରେ ପ୍ରତିଷ୍ଠା ମିଳିବ । ପ୍ରେମ ଜୀବନରେ ସମ୍ପର୍କ ଭଲ ରହିବ । ଆପଣ ନିଜ ଉପରେ ଭରୋଷା କରି ସବୁ କାର୍ଯ୍ୟ କରନ୍ତୁ ନିଶ୍ଚିତ ସଫଳତା ମିଳିବ । ଆପଣଙ୍କ ଆର୍ଥିକ ସ୍ଥିତିରେ ବୃଦ୍ଧି ହେବ ।

ମୀନ

ଏହି ରାଶିର ଲୋକମାନଙ୍କର ଦିନଟି ବହୁତ ଭଲ ରହିବ । ଭାବନରୁ ଅଧିକ ଧନ ଲାଭ ହେବ । ମା ଓ ବାପାଙ୍କ ଆଶୀର୍ବାଦ ଯୋଗୁ ଅସଭବମ ସମ୍ଭବ ହୋଇଯିବ । ସନ୍ତାନକୁ ନେଇ ଆପଣ ଟିକେ ଚିନ୍ତାରେ ରହିପାରନ୍ତି । ବ୍ୟବସାୟରେ ଭଲ ଚାଲିବ ଆଉ ଧନ ଲାଭର ସ୍ଥିତି ଭଲ ରହିବ । ଆପଣଙ୍କ କିଛି ବିଚାର ଧାରା ଓ  ଯୋଜନା ଦ୍ଵାରା ବ୍ୟବସାୟ ଆଗକୁ ବଢିବା ସହ ଆପଣଙ୍କ ଆର୍ଥିକ କ୍ଷେତ୍ରରେ ସୁଧାର ଆସିବ । ଧନ ର ଦେବା ନେବା କରନ୍ତୁ ନାହିଁ ନଚେତ ଅସୁବିଧାରେ ପଡ଼ିପାରନ୍ତି । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।