ଆଜିର ରାଶିଫଳ, 23 ସେପ୍ଟେମ୍ବର 2020, ବୁଧବାର, ଗଣେଶଙ୍କ ଆଶୀର୍ବାଦ ରହିବ ଏହି ୪ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୩ ସେପ୍ଟେମ୍ବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆପଣ ଯେଉଁ ସମସ୍ତ କାର୍ଯ୍ୟ ପୁରା କରିବାକୁ ଚାହିଁବେ, ତାହା ସବୁ ସଠିକ ସମୟରେ ପୁରା ହୋଇଯିବ । ଆଜି ଆପଣଙ୍କ ପୁରୁଣା ସାଙ୍ଗ ସହ ଦେଖା ହବ । ଏହା ସହ ତାଙ୍କ ଘରକୁ ବି ଯାଇ ପାରନ୍ତି । ଅଚଳ ସମ୍ପତ୍ତି ପ୍ରାପ୍ତ ହେବାର ସମ୍ଭାବନା ଅଛି । ଅନ୍ୟଜଣଙ୍କ ସାହାଯ୍ୟରେ ଆପଣ ସଫଳ ହୋଇପାରିବେ । କ୍ରମ କ୍ଷେତ୍ରରେ କାର୍ଯ୍ୟ ଭାର ଅଧିକ ରହିବ । ବ୍ୟବସାୟରେ ଧନ ଲାଭ ମଧ୍ୟ ହେବ । ଗଣେଶ ଭଗବାନଙ୍କୁ ଦୁବ ଘାସ ଚଢାନ୍ତୁ , ବରିଷ୍ଠ ଲୋକମାନଙ୍କ ସହ ସମ୍ବନ୍ଧ ଭଲ ରହିବ ।

ବୃଷ

ଆପଣଙ୍କର ଆଧ୍ୟାତ୍ମିକ ପ୍ରତି ରୁଚି ବଢିବ । ଧାର୍ମିକ ଓ ସାମାଜିକ କାର୍ଯ୍ୟରେ ଆପଣ ଭାଗ ନେବେ । ଯାହା ଦ୍ଵାରା ଆପଣଙ୍କର ମାନ ସମ୍ମାନ ବି ବଢିବ । ଚାକିରି କ୍ଷେତ୍ରରେ ଉନ୍ନତି ହେବ । ସନ୍ଧ୍ୟା ସମୟରେ ଆପଣଙ୍କୁ କିଛି ଶୁଭ ସମାଚାର ମିଳିପାରେ । ବ୍ୟବସାୟକୁ ଆପଣ ବିସ୍ତାର ଭାବରେ ଯୋଜନା କରିବେ । ପରିବାରରେ ପରିବେଶ ଭଲ ରହିବ । କିନ୍ତୁ ଆପଣଙ୍କର କଟୁ କଥା କାହାକୁ ଖରାପ ଲାଗିପାରେ । ଅନାବଶ୍ୟକ ଖର୍ଚ ଅଧିକ ହୋଇପାରେ । ଜରୁରୀ କାଳିନ ଲୋକମାନଙ୍କୁ ବସ୍ତ୍ର ଦାନ କରନ୍ତୁ, ଆପଣଙ୍କର ଜୀବନରେ ଖୁସି ଭରିଯିବ ।

ମିଥୁନ

ଆପଣଙ୍କର ଦିନଟି ଭଲ ରହିବ । ଆପଣଙ୍କର କିଛି ଜରୁରୀ କାମରେ ସାଙ୍ଗମାନଙ୍କର ସାହାଯ୍ୟ ମିଳିପାରେ । ପରିବାରର ସହଯୋଗ ଦ୍ଵାରା ଆର୍ଥିକ ଲାଭ ମଧ୍ୟ ଭଲ ହେବ । ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଜଣ ଅନ୍ୟଜଣଙ୍କ ପ୍ରତି ସହଯୋଗର ଭାବନା ଉତ୍ପନ୍ନ ହୋଇପାରେ । ଆପଣଙ୍କର ଜୀବନ ସାଥି ସହ ସମ୍ବନ୍ଧ ଭଲ ରହିବ । ବ୍ୟାପର ମଧ୍ୟମ ରହିବା ଦ୍ଵାରା କାର୍ଯ୍ୟ ଭାର ଅଧିକ ରହିବ । ମନରେ କାଳ୍ପନିକ ବିଚାର ଆସିବ । ସୃଜନାତ୍ମକ ଶକ୍ତି ଦ୍ଵାରା ଭଲ ଦିଗ ମଧ୍ୟ ଆପଣଙ୍କୁ ମିଳି ଯାଇପାରେ । ମନ୍ଦିରରେ ମିଶିରି ଦାନ କରନ୍ତୁ ।

କର୍କଟ

ଅଫିସରେ ଆପଣ ଜରୁରୀ କାମକୁ ପୁରୁଣା କରିବା ପାଇଁ ଆପଣଙ୍କର ପୁରୁଣା କିଛି ଅନୁଭବ କାମରେ ଆସିପାରେ । ମା ବାପାଙ୍କ ସହଯୋଗ କିମ୍ବା ଆଶୀର୍ବାଦ ଦ୍ଵାରା ଭଲ ଫଳ ମିଳିପାରେ । ପରିବାରରେ ଅନୁକୂଳ ସ୍ଥିତି ରହିବ । ଯାହା ଦ୍ୱାରା ଦମ୍ପତ୍ୟ ଜୀବନ ଖୁସିରେ କଟିବ । ଦୌଡ ଦଉଡି ଅଧିକ କରିବାକୁ ପଡିବ । ଯାହା ଦ୍ଵାରା ଶାରୀରିକ ଓ ମାନସିକ ରୂପରେ ଅସୁସ୍ଥ ଅନୁଭବ କରିବେ । କିନ୍ତୁ ଆପଣ ଚେଷ୍ଟା କରିବା ଦ୍ଵାରା ସଠିକ ସମୟରେ ସମସ୍ତ କାର୍ଯ୍ୟ ପୂରଣ ହୋଇଯିବ । ପିତା ମାତାଙ୍କର ଚରଣ ସ୍ପର୍ଶ କରନ୍ତୁ ଆପଣଙ୍କର କାର୍ଯ୍ୟ ସହଜରେ ହୋଇଯିବ ।

ସିଂହ

ଆପଣ ନିଜର ସହପାଠୀ ସହ ନିଜର କଥା ସେୟାର କରିପାରିବେ । ମାନ ସମ୍ମାନ ପ୍ରାପ୍ତ ହେବାର ସମ୍ଭାବନା ଅଛି । ଗାଡି ଘର ଇତ୍ୟାଦି ସୁଖ ସୁବିଧା ପ୍ରାପ୍ତ ହେବାର ଅଛି । ବ୍ୟବସାୟ ମଧ୍ୟ ଭଲ ଚାଲିବ । କାର୍ଯ୍ୟ କ୍ଷେତ୍ରରେ ସହଯୋଗୀ ପରିଜନଙ୍କ ଭରପୁର ସାହାଯ୍ୟ ମିଳିପାରେ । ଆକସ୍ମିକ ଧନଲାଭ ହେବାର ଯୋଗ ମଧ୍ୟ ଅଛି । ଅନାବଶ୍ୟକ ଖର୍ଚ ଦ୍ଵାରା ମନରେ ଅଶାନ୍ତି ବଢିପାରେ । ସମ୍ପର୍କୀୟମାନଙ୍କ ସହ ଝଗଡା ହେବା ଦ୍ଵାରା ଧୋଖା ଖାଇପାରନ୍ତି । ମା ଦୂର୍ଗାଙ୍କୁ ପୂଜା କରନ୍ତୁ ସବୁ କିଛି ଠିକ ହୋଇଯିବ ।

କନ୍ୟା

ଅଫିସରେ ଆପଣଙ୍କୁ ସମସ୍ତେ ପ୍ରଶଂସା କରିବେ । ପରିବାରେ ସମସ୍ତଙ୍କ ସହ ସମ୍ବନ୍ଧ ଭଲ ରହିବ । ଭାଗ୍ୟରେ ଉନ୍ନତି ପାଇଁ ଏହି ସମୟଟି ଭଲ ସମୟ ଅଟେ । ଆପଣ ରାଜନୈତିକ କ୍ଷେତ୍ରରେ ପାଦ ରଖିବା ଦ୍ଵାରା ତାହା ବହୁତ ମଜବୁତ ହୋଇଯିବ । ଯଦି ବିଦ୍ୟାର୍ଥୀମାନେ ଉଚ୍ଚ ବିଦ୍ୟା ପ୍ରାପ୍ତ କରିବାକୁ ଇଚ୍ଛା କରୁଛନ୍ତି ତେବେ ଏହା ସମ୍ଭବ ଅଟେ । ଆକସ୍ମିକ ଧନ ଲାଭର ଯୋଗ ମଧ୍ୟ ଅଛି । ବ୍ୟବସାୟରେ ଆର୍ଥିକ ଲାଭ ଓ ଚାକିରିରେ ଉନ୍ନତିର ଯୋଗ ମଧ୍ୟ ରହିଛି । ଜୀବନ ସାଥି ସହ ଝଗଡା ହୋଇପାରେ । ବିଷ୍ଣୁଙ୍କୁ ହଳଦିଆ ରଙ୍ଗର ଫୁଲ ଅର୍ପଣ କରନ୍ତୁ, କାମ ପ୍ରତି ଆପଣଙ୍କର ରୁଚି ବଢିବ ।

ତୁଳା

ଆଜି ଆପଣଙ୍କର ସାମାଜିକ କାର୍ଯ୍ୟ ପ୍ରତି ରୁଚି ରହିବ । ଏହା ସହିତ ପଡୋଶୀ କିଛି ପୁରୁଣା କାମକୁ ପ୍ରଶଂସା କରିବେ । ପରିବାର ଓ ମିତ୍ର ସହ ଆନନ୍ଦ ସମୟ ବିତାଇବେ । ଚାକିରିର ସ୍ଥାନ ପରିବର୍ତ୍ତନ ଯୋଗୁ ଆୟରେ ବୁଦ୍ଧି ହେବାର ଯୋଗ ମଧ୍ୟ ଅଛି । ବ୍ୟବସାୟରେ ଆପଣ ଛୋଟ ଛୋଟ ଚିନ୍ତାରେ ପଡ଼ିପାରନ୍ତି । କଥାରେ ନାହିଁ କି ଯେମିତି କର୍ମ ସେମିତି ଫଳ ମିଳିବ । ବ୍ୟବସାୟରେ ଅଚାନକ ଆୟ ବୃଦ୍ଧି ହୋଇପାରେ । ଖର୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ଶ୍ରୀ ଗଣେଶାୟ ନମଃ ମନ୍ତ୍ର ୨୧ ଥର ଜପ କରନ୍ତୁ ।

ବିଚ୍ଛା

କାର୍ଯ୍ୟରେ ବହୁତ ସଫଳତା ପାଇବେ । ଆଜି ବେସ୍ଟ ଫ୍ରେଣ୍ଡ ସହ ବହୁତ ସମୟ ଆପଣ କଥା କହିବେ । ମା ବାପାଙ୍କ ଓ ଭାଇଙ୍କର ସହଯୋଗ ପ୍ରାପ୍ତ କରିବେ । ବ୍ୟବସାୟରେ ଧନ ଲାଭର ଯୋଗ ମଧ୍ୟ ଅଛି । ବ୍ୟବସାୟରେ ବିସ୍ତାର ଦ୍ଵାରା ଯୋଜନା ବନେଇବେ । ଅପୂର୍ଣ କାର୍ଯ୍ୟ ପୂର୍ଣ ହେବ । ନୂଆ କାର୍ଯ୍ୟର ଆରମ୍ଭ ପାଇଁ ଏହି ସମୟଟି ଭଲ ସମୟ ଅଟେ । ଆପଣ ସ୍ଵଭାବ ଯୋଗୁ ଶତ୍ରୁ ସହ କିଛି ବଡ ବିବାଦ ହୋଇପାରେ । କିନ୍ତୁ ଆପଣଙ୍କର ଚେଷ୍ଟା ଦ୍ଵାରା ଆପଣ ବାଦ ବିବାଦକୁ ଦୂର କରିଦେବେ । ମନ୍ଦିରରେ କପୁର ଡିବା ଦାନ କରନ୍ତୁ । ଜୀବନରେ ଲୋକଙ୍କ ସହଯୋଗ ମିଳିବ ।

ଧନୁ

ଆଜି ଆପଣଙ୍କର ଦିନତି ଉତ୍ତମ ରହିବ । କିନ୍ତୁ ଆପଣ କିଛି ଭଲ ଦେଖାଇବା ପାଇଁ ଆପଣ କିଛି ନୂଆ କରିପାରନ୍ତି । ଆପଣଙ୍କୁ କିଛି ନୂଆ ସୁଯୋଗ ମିଳିପାରେ ତାକୁ ହାତ ଛଡା କରନ୍ତୁ ନାହିଁ । ଯଦି ବିଦ୍ୟାର୍ଥୀ ମାନେ ବିଦ୍ୟା ପ୍ରାପ୍ତ ହେବାର ସମ୍ଭାବନା ଅଛି । ବାହାରାକୁ ଯାତ୍ରା ଦମ୍ପତ୍ୟ ଜୀବନ ଦୁଇଜଣଙ୍କର ଭଲ ସ୍ଥିତି ରହିବ । ବ୍ୟବସାୟିକରେ ଛୋଟ ଛୋଟ ସମସ୍ୟା ଆସିପାରେ । କାର୍ଯ୍ୟଭାର ଅଧିକ ରହିବ । ମାନସିକ ଓ ଶାରୀରିକ ରୂପରେ ପାନ ଅସୁସ୍ଥ ରହିବେ । କୁକୁରଙ୍କୁ ରୁଟି ଖୁଆନ୍ତୁ , ଆପଣଙ୍କୁ ସଫଳତା ପୂର୍ବକ କାର୍ଯ୍ୟ ମିଳିବ ।

ମକର

ନୂଆ ନୂଆ ବିଚାର ଧାରା ଆପଣଙ୍କ ମନରେ ଆସିପାରେ । ଆପଣ କିଛି କାମରେ ଯୋଜନା ବନେଇବେ । ଆୟରେ ବୃଦ୍ଧି ହେବ । ପୁରୁଣା ସାଙ୍ଗ ସହ ଦେଖା ହୋଇପାରେ । ଦୈନିକ କାର୍ଯ୍ୟରେ ଆତ୍ମବିଶ୍ଵାସ ଏକାଗ୍ର ମନ ଦ୍ଵାରା ଆପଣ ପୁରୁଣ କରିପାରିବେ । କାର୍ଯ୍ୟ ସଫଳ ହେବା ଦ୍ଵାରା ମନ ପ୍ରଫୁଲ୍ଲିତ ରହିବ । ପରିବାରେ ପରିବେଶ ଭଲ ରହିବ । ପରିଜନ ସହିତ ଆନନ୍ଦପୂର୍ବକ ସମୟ ବିତେଇବେ । ନିଜ କଥା ଉପରେ ସଂଯମତା ରଖନ୍ତୁ ବାଦ ବିବାଦକୁ ନଜର ଅନ୍ଦାଜ କରନ୍ତୁ । ଆଜି ଆପଣ ଗୁରୁଙ୍କୁ କିଛି ଉପହାର ପ୍ରଦାନ କରନ୍ତୁ । ଯାହା ଦ୍ଵାରା ଚିନ୍ତା ଦୂର ହୋଇଯିବ ।

କୁମ୍ଭ

କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ସଫଳତା ହିଁ ସଫଳତା ମିଳିବ। ଆପଣଙ୍କ ଦମ୍ପତ୍ୟ ଜୀବନ ଖୁସିରେ କାଟିବ । ଆପଣ ଧାର୍ମିକ କାର୍ଯ୍ୟରେ ଜଡିତ ହୋଇପାରନ୍ତି । ପରିବାରରେ ପରିବେଶ ଆପଣଙ୍କର ଅନୁକୂଳ ରହିବ । ସାମାଜିକ କାର୍ଯ୍ୟରେ ମନ ଲାଗି ରହିବ ଯାହା ଦ୍ଵାରା ସମଯରେ ପ୍ରତିଷ୍ଠା ବଢିବ । ବ୍ୟାପାର ଧନ୍ଦା ମଧ୍ୟମ ରହିବ । ଆଜି ନିବେଶରେ ହାନିକରକ ହୋଇପାରେ । କାର୍ଯ୍ୟ ଭାର ଅଧିକ ରହିବ । ଯାହା ଦ୍ଵାରା ଶାରୀରିକ ଓ ମାନସିକ ଚିନ୍ତା ଗ୍ରସ୍ତ ରହିବେ । ନିଜ କଥା ଉପରେ ସଂଯମତା ରଖନ୍ତୁ ବାଦ ବିବାଦକୁ ନଜର ଅନ୍ଦାଜ କରନ୍ତୁ । ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରନ୍ତୁ  ।

ମୀନ

ଆଜି ଆପଣଙ୍କର ଦିନଟି ଭଲରେ କଟିବ । ଆପଣ ମନ୍ଦିର ଦର୍ଶନ ପାଇଁ ଆପଣ ଯାଇପାରନ୍ତି । ଜୀବନ ସାଥିଙ୍କ ସହ ଆପଣଙ୍କର ମଧୁର ସମ୍ପର୍କ ରହିବ । ପରିବାର ତରଫରୁ ଆପଣଙ୍କୁ ସହଯୋଗ ପ୍ରାପ୍ତ ହେବ । ଆପଣ ନିଜ ଉପରେ ଖର୍ଚ କରିପାରନ୍ତି । ପାରିବାରିକ ଜୀବନ ପ୍ରତି ଧ୍ୟାନ ଦେବା ଉଚିତ । ଅବିବାହିତ ଲୋକମାନଙ୍କୁ ବିବାହର ପ୍ରସ୍ତାବ ମିଳିପାରେ । ଛାତ୍ର ଛାତ୍ରୀମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ । ବୀନା କାରଣରେ ତର୍କ ବିତର୍କ କରନ୍ତୁ ନାହିଁ ଅନ୍ୟଥା ବିବାଦରେ ଆପଣ ପଡିପାରନ୍ତି । ଲକ୍ଷ୍ମୀଙ୍କୁ ଆପଣ ଆରତି କରନ୍ତୁ , ଆପଣଙ୍କ ଇଚ୍ଛା ପୁରୁଣ ହେବ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।