ଆଜିର ରାଶିଫଳ, 23 ମେ 2022, ସୋମବାର, ମହାଦେବଙ୍କ କୃପା ରହିବ ଏହି ୬ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୩ ମେ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଆପଣ ପ୍ରେମ ପ୍ରସ୍ତାବ ଦେବା ପାଇଁ ମନସ୍ଥ କରିବେ । ବେପାରି ମାନଙ୍କୁ ଅନେକ ପରିଶ୍ରମ ଓ ଦୌଡ ଧାପଡ କରିବା ପରେ ମଧ୍ୟ ଭଲ ପରିଣାମ ମିଳିବ ନାହି । ଏହି ସମୟରେ ଆପଣଙ୍କୁ ସାହସର ସହ କାମ କରିବାକୁ ହେବ । ଆପଣ ନିଜର ଚାକିରି କ୍ଷେତ୍ର ରେ ବଦଳିକୁ ନେଇ ଆଶା କରିବେ । ଧୀରେ ଧୀରେ ପରିସ୍ଥିତି ରେ ସୁଧାର ନଜର ଆସିବ । ପାରିବାରିକ ଜୀବନରେ କିଛି ସମସ୍ଯା ହୋଇପାରେ । ପୁରୁଣା କଥା ଓ ସ୍ମୃତି ରେ ଆପଣ ସମୟ ବିତାଇବେ ।

ବୃଷ ରାଶି : ଅଚାନକ ଘରକୁ କୌଣସି ଅତିଥିଙ୍କ ଆଗମନ ହୋଇପାରେ ଯାହା ପାଇଁ ଘରର ବାତାବରଣରେ ପରିବର୍ତ୍ତନ ଆସିପାରେ । ଟଙ୍କା ମାମଲା ବିଷୟରେ କହିବାକୁ ଗଲେ ଆଜି ଆପଣଙ୍କୁ ଅଚାନକ ଧନ ଲାଭ ହୋଇପାରେ । ସ୍ୱାସ୍ଥ୍ୟ ଦ୍ରୁଷ୍ଟି ରୁ ଆଜି ଦିନ ଟି ଭଲ ରହିବ । ଛାତ୍ର ମାନଙ୍କର ପ୍ରଗତି ରେ ଯାହା ବାଧା ଆସିଥିବ ତାହା ଦୂର ହେବ । ନୂଆ ସ୍ଥାନରେ ଚାକିରି ବା ନୂଆ ବେପାର ଆରାମ୍ଭ କରିବା ପୂର୍ବରୁ ବିଚାର କରନ୍ତୁ । ଶୁଭ ସମାଚାର ପ୍ରାପ୍ତି ହେବ ।

ମିଥୁନ ରାଶି : ଆଜି ଆପଣ ନୂଆ କାମ କରିବା ପାଇଁ ପ୍ରେରିତ ହେବେ । ସ୍ୱାସ୍ଥ୍ୟ ଭଲ ରହିବ । ଆପଣ ଗମ୍ଭୀର ମାନସିକ ଚିନ୍ତା ରେ କରିବେ । ପ୍ରତେକ ସମସ୍ୟାର ସମାଧାନ କରିବାର ରାସ୍ତା ନଜର ଆସିବ । ଆପଣଙ୍କୁ ସବୁ କ୍ଷେତ୍ର ରେ ସଫଳତା ପ୍ରାପ୍ତ ହେବ । ଆପଣଙ୍କର ବ୍ଯକ୍ତିଗତ ଗତି ବିଧି ରେ ପ୍ରଗତି ହେବ । ବିଦ୍ୟାର୍ଥୀ ମାନସିକ ଚାପ ରେ ରହିବେ । ସମାଜରେ ମାନ ସମାନ ବୃଦ୍ଧି ହେବ । ଅଚାନକ ଧନ ଲାଭ ହେବ ।

କର୍କଟ ରାଶି : ଆଜି ଆପଣ ଅନ୍ୟ ର ସାହାଜ୍ଯ ବିନା କାମ ପୁରଣ କରିବେ । ଯଦି ଆଜି ଆପଣ କୌଣସି ମହତ୍ଵ ପୂର୍ଣ୍ଣ କାମ ପୁରା କରିବାକୁ ଇଚ୍ଛା ରଖିଛନ୍ତି ତେବେ ତାହା ସଫଳ ହେବ । ଆଜି ଆପଣ ନିଜ ପାଇଁ ଓ ପରିବାର ପାଇଁ ସ୍ଥିତି ସୁଧାର ଆଣିବାକୁ ଚେଷ୍ଟା କରିବେ । ଆଜି ଆପଣ ଜୀବନ ସାଥି ଙ୍କ ସହ ଦିନର ପାଇଁ ପାଳନ କରନ୍ତୁ, ଏହା ଦ୍ଵାରା ଆପଣଙ୍କର ସମ୍ପର୍କ ରେ ମଧୁରତା ଆସିବ । କୌଣସି କ୍ଷେତ୍ର ରେ ନିବେଶ କରାଇଲେ ସଫଳ ହେବେ ।

ସିଂହ ରାଶି : ଆଜି ଆପଣଙ୍କର ପାଠ ପଢା ରେ ରୁଚି କମ ରହିବ । ଗୋଡ ରେ ଯନ୍ତ୍ରଣା ହୋଇପାରେ । ଆଜି ଘରେ ଅଚାନକ କୌଣସି ଅତିଥି ଆସି ପାରନ୍ତି । ଯାହା ଦ୍ଵାରା ଘରର ମାହୋଲ ହସ ଖୁଶିର ରହିବ । ଭବିଷ୍ୟତରେ ଯୋଜନା କରିବା ପାଇଁ ଚିନ୍ତା କରିବେ । ସବୁ ପ୍ରକାରର ସମସ୍ୟା ଦୂର ହେବ । ରୋଜଗାର କ୍ଷେତ୍ର ରେ ଆପଣଙ୍କୁ ଅନେକ ପ୍ରକାରର ଅବସର ମିଳିବ । ଆପଣ କିଛି ଜିନିଷ ରଖି ଦେଇ ଭୁଲିଯିବେ ତ ଏଣୁ ନିଜର ଜରୁରୀ ଜିନିଷର ଧ୍ୟାନ ରଖନ୍ତୁ ।

କନ୍ୟା ରାଶି : ମିତ୍ର ଓ ପରିଜନ ମାନଙ୍କ ସହ ହସ ଖୁସି ର ବାତାବରଣ ରହିବ । ବେପାର କ୍ଷେତ୍ର ରେ ଆପଣ ଦୁଇ ଗୁଣା ଲାଭ ପାଇବେ । କାର୍ଯ୍ୟ କ୍ଷେତ୍ର ରେ ଆପଣଙ୍କର କାମ ପୂରଣ ହେବ । ଉତ୍ତମ ଭୋଜନ ଓ ବସ୍ତ୍ର ଭୂଷଣ ପ୍ରାପ୍ତ ହେବ । ଦାଂପତ୍ଯ ଜୀବନରେ ସୁଖ ଅନ୍ତୋଷ ଅନୁଭବ ହେବ । ଆପଣ ଅଧିକ ଉତେଜନା ହେଲେ କାମ ବିଗିଡି ଯାଇପାରେ । ଘର ପରିବାର ରେ ସୁଖର ମାହୋଲ ରହିବ । ସ୍ୱାସ୍ଥ୍ୟ ଉତ୍ତମ ରହିବ ।

ତୁଳା ରାଶି : ଆଜି ଆପଣଙ୍କୁ ପରିବାର ଲୋକଙ୍କ ତରଫରୁ ଉପହାର ମିଳିପାରେ । ପାରିବାରିକ ବ୍ୟବସାୟରେ ଆପଣଙ୍କର ପ୍ରଭାବଶାଳି ରହିବ । ଆଜି ଆପଣ ବସ୍ତ୍ର ଓ ଅନ୍ୟ ଜରୁରି ଜିନିଷ ରେ ଖର୍ଚ୍ଚ ଅଧିକ କରିବେ । କୌଣସି ବଡ କାମ କରିବା ପାଇଁ ପ୍ରବଳ ଇଚ୍ଛା ଜାଗୃତ ହେବ । କାରୋବାର ରେ ବୃଦ୍ଧି ହେବ । ପ୍ରେମ ପ୍ରସଙ୍ଗରେ କୌଣସି ମାମଲା ରେ ବଡ ବିବାଦ କରନ୍ତୁ ନାହି । ଧର୍ମ କର୍ମ ରେ ରୁଚି ବୃଦ୍ଧି ହେବ । ଧାର୍ମିକ ଅନୁଷ୍ଠାନ ବା ଯାତ୍ରା କରିବାର ଯୋଜନା କରିବେ ।

ବିଛା ରାଶି : ଆଜି ମିତ୍ର ମାନଙ୍କ ସହ ସମୟ ବ୍ଯତୀତ କରିବେ ଓ ନୂଆ ଯୋଜନାକୁ ନେଇ ଆପଣ ଉଶ୍ଚାହିତ ଅନୁଭବ କରିବେ । ଆଜି ଆପଣଙ୍କର ଆତ୍ମବିଶ୍ଵାସ କାରଣରୁ କାମରେ ସଫଳତା ଲାଭ ହେବ । ଆପଣଙ୍କୁ ବିଦେଶରୁ ଶୁଭ ସମାଚାର ପ୍ରାପ୍ତ ହୋଇପାରେ । ଅଚାନକ ବିଦେଶ ଯାତ୍ରା କରିବାର ସମ୍ଭାବନା ରହିଛି । କାର୍ଯ୍ୟ ସ୍ଥଳରେ କୌଣସି ଆକର୍ଷକ ବ୍ୟକ୍ତି ଙ୍କ ସହ ଭେଟ ହୋଇପାରେ । କାରୋବାର ରେ ଜରୁରୀ ଯାତ୍ରା କରିବାକୁ ପଡିପାରେ ।

ଧନୁ ରାଶି : ମିତ୍ର ମାନଙ୍କ ସହ ଆଜି ମତଭେଦ ହେବାର ଆଶଙ୍କା ଦେଖା ଯାଉଛି । ଯେଉଁ ଲୋକ ପାର୍ଟନରସିପ ରେ ଅଛନ୍ତି ସେମାନଙ୍କ ସହ ଧୋକା ହୋଇପାରେ । ଯୁବକ ମାନଙ୍କୁ ଯୋଜନା ରୁ ଓହରି ଯାଇ କାମ କରିବା ଉଚିତ ହେବ ନାହି । ଜୀବନ ଜରୁରୀ କୌଣସି ବଡ କାମ ହୋଇପାରେ । କୌଣସି ବଡ କାମ ପ୍ରତି ଆପଣଙ୍କୁ ସମର୍ଥନ ଦେଖାଇବାକୁ ପଡିବ । ବେପାର କ୍ଷେତ୍ର ରର ବୃଦ୍ଧି ହେବ ଓ ଆପଣ ନୂଆ ଅବସର ପାଇବେ । ମୁଣ୍ଡ ବ୍ୟଥା କାରଣରୁ ଆପଣ ଚିନ୍ତାରେ ରହିବେ ।

ମକର ରାଶି : ଆଜି ଆପଣଙ୍କୁ ଶତ୍ରୁ ଙ୍କ ଠାରୁ ସାବଧାନ ରହିବାକୁ ହେ । ନିଜର କ୍ରୋଧ ଉପରେ ସଂଯମ ରଖନ୍ତୁ । ମନ କଥା କହିବାର ଅବସର ପାଇବେ । ସମ୍ପର୍କ ସୁଧାରିବା ପାଇଁ ଆପଣ ଚେଷ୍ଟା କରିବେ । ଦାଂପତ୍ଯ ଜୀବନ ସୁଖମୟ ରହିବ । ଜୀବନରେ କିଛି ବଡ କାମ କରିବାର ଚିନ୍ତା କରିବେ । ସନ୍ତାନ ମାନଙ୍କ ତରଫରୁ ଶୁଭ ଖବର ପ୍ରାପ୍ତ ହେବ । ସମାଜରେ ଆପଣଙ୍କ କୀର୍ତ୍ତି ସ୍ଥାପନ ହେବ । ଯାହା ଦ୍ଵାରା ଆପଣଙ୍କର ଅଲଗା ପରିଚୟ ସୃଷ୍ଟି ହେବ ।

କୁମ୍ଭ ରାଶି : କାର୍ଯ୍ୟ କ୍ଷେତ୍ର ରେ କେହି ଆପଣଙ୍କୁ ଖୁବ ପ୍ରଶଂସା କରିବେ । ଆପଣ କୌଣସି ଦାୟିତ୍ଵ ନେବାକୁ ମନ କରିବେ ନାହି । ବେରୋଜଗାର ମାନଙ୍କୁ ଚାକିରି ମିଳିପାରେ । ଭାବନାତ୍ମକ ସମ୍ବଦ୍ଧ ସମ୍ପର୍କ ରେ ବଦଳିପାରେ । ଅଧ୍ୟୟନ ପାଇଁ ଅନ୍ୟ ସହରକୁ ଯାଇ ପାରନ୍ତି । କ୍ରୋଧ ଉପରେ କାବୁ ରଖନ୍ତୁ । ଧନ, ସମାନ ରେ ବୃଦ୍ଧି ହେବ । ମହତ୍ଵ ପୂର୍ଣ୍ଣ ଲୋକଙ୍କ ସହ ଭେଟା ହୋଇପାରେ ଯାହା ଆପଣଙ୍କ ପାଇଁ ଫାଇଦା ସାବ୍ୟତା ହେବ ।

ମୀନ ରାଶି : ସନ୍ତାନ ମାନଙ୍କର ମାଙ୍ଗଳିକ କାର୍ଯ୍ୟ ରେ ଆସୁଥିବା ବାଧା ଦୂର ହେବ । ବାପଘରୁ ଶୁଭ ଖବର ପ୍ରାପ୍ତ ହେବ । ବାହନ ଚଳାଇବା ସମୟରେ ସାବଧାନ ରୁହନ୍ତୁ ଆଘାତ ଲାଗିପାରେ । ଚାକରି କ୍ଷେତ୍ର ରେ କାହା ସହା ବିବାଦ ହୋଇପାରେ । ଦାଂପତ୍ଯ ଜୀବନରେ ସମ୍ପର୍କ କୁ ନେଇ କିଛି ମତଭେଦ ହୋଇପାରେ । ଆମଦାନିର ନୂଆ ସ୍ରୋତ ମିଳିପାରେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।