ଆଜିର ରାଶିଫଳ, 20 ମେ 2021, ଗୁରୁବାର, ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିବ ଏହି ୪ଟି ରାଶି ଉପରେ, ହେବ ଧନବର୍ଷା

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ। ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୦ ମେ ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି –

ଆପଣଙ୍କ ସାଙ୍ଗ ମାନଙ୍କ ପାଖରୁ କିଛି ଭଲ ଖବର ପାଇ ପାରିବେ ଆପଣ । ନିଜ ଘରେ ରହି ଆପଣ ନିଜ ପରିବାର ଓ ପତ୍ନୀଙ୍କ ସହ କିଛି ସମୟ ବିତାନ୍ତୁ । ଆପଣ ନିଜର ଖାଦ୍ଯ ଓ ପାନୀୟ ର ବିଶେଷ ଧ୍ୟାନ ରଖନ୍ତୁ । ଆପଣଙ୍କ ଜୀବନରେ କିଛି ପରିବର୍ତ୍ତନ ଆସିବ ଆପଣ ଯଦି ଚାହିଁବେ । ଆପଣଙ୍କର ଶନି ପ୍ରଭାବ ଭଲ ଥିବାରୁ ଆପଣ ଅନେକ ଭଲ କାମ କରିବେ । ଆପଣ ସକାଳୁ ଉଠିକି ଭଗବାନ ଶନି ଙ୍କୁ ଆରାଧନା କରନ୍ତୁ । ନିଜକୁ କୃର ଲୋକଙ୍କ ପାଖରୁ ଦୂରେଇ ରଖନ୍ତୁ ।

ବୃଷ ରାଶି –

ଏହି ରାଶି ଲୋକମାନଙ୍କୁ ଏହି ସମୟ ଭିତରେ ନିଜର କାମ ପାଇଁ ପ୍ରଶଂସା ମିଳିବ କିଛି ନୂଆ କାମ ପାଇଁ ଆପଣଙ୍କର ମତ ନେଇ ପାରନ୍ତି ଆପଣଙ୍କର ଉପର ଅଧିକାରୀ । ଆପଣ ଯଦି ନିଜକୁ ସମ୍ଭାଳି ନିଜ କଥା ଓ କହିବା ଶୈଳୀ କୁ ବଦଳାଇବେ ତାହାଲେ ଆପଣ ଏହି ସମୟ ଭିତରେ ଆନେକ ଉପରକୁ ଯିବେ । ଆପଣ ଖାଇବା ରେ ନିଜ ପସନ୍ଦର ଜିନିଷ ଆଜି ପାଇବେ ଖାଇବା ପାଇଁ । ନିଜ ପରିଜନ ଲୋକଙ୍କ ଦେହ ଖରାପ ରହି ପାରେ ଶେଥିପାଇଁ ଆପଣ ନିଜକୁ ସଚେତନ ରେ ରଖନ୍ତୁ।

ମିଥୁନ ରାଶି –

କାହା ଉପରେ ନ ଜାଣିକି ବିଶ୍ଵାସ କରନ୍ତୁ ନି । ନିଜର କାମରୁ ଆସିଥିବା ନିଜର ପଇସା କୁ ଆପଣ ନିଜର ଖରାପ ଗୁଣ ପାଇଁ ଖର୍ଚ୍ଚ କରନ୍ତୁ ନି । ଆପଣ ମାନେ ଯଦି ବ୍ୟବସାୟ କରୁଛନ୍ତି ତେବେ ଆପଣ ନିଜର ବ୍ୟାପାରରେ ଲଗା ହୋଇ ଥିବା ପଇସା କୁ ବାହାର କରନ୍ତୁ ଏହା ପରେ ଆପଣ ନୂଆ ନିବେଶ ପାଇଁ ଚେଷ୍ଟା କରିବେ । ଆପଣଙ୍କର ଶନି ଓ ସୂର୍ଯ୍ୟ ଙ୍କର ମିଲନ ହେଉଥିବାରୂ ଆପଣଙ୍କର ଭାଇ କିମ୍ବା ଭଉଣୀ ମାନେ ହଇରାଣ ହୋଇ ପାରନ୍ତି । ଆପଣଙ୍କର ଏହି ପରିସ୍ଥିତିରେ ସେମାନଙ୍କ ସହ ଝଗଡା ହୋଇ ପାରେ।

କର୍କଟ ରାଶି –

ଆପଣ ନିଜର ଅର୍ଥକୁ କିଛି ଲୋକଙ୍କୁ ସାହାଜ୍ଯ ପାଇଁ ନିବେଶ କରିବେ। ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହୋଇ ପାରେ । ଆପଣ କିଛି ଧାର୍ମିକ କାମରେ ନିଯକୂ ନିୟୋଜିତ କରିବେ । ଆପଣ ନିଜ ଲୋକଙ୍କ ପାଇଁ ନିଜର କିଛି କାମ ବନ୍ଦ କରି ପାରନ୍ତି । ଆପଣଙ୍କର ପ୍ପରିସ୍ଥିତି ଆଗ ଅପେକ୍ଷା ସୁଧୁରି ଜୀବ । ଆପଣଙ୍କୁ ସବୁ ବର୍ଗ ର ଲୋକମାନେ ଭଲ ପାଇବେ । ଆପଣ ନିଜାକୁଆ ଖୁବ ଜଲ୍ଦି ଏକ ସମାଜ ସେବି ଭାବେ ବେବିଚିତ କରିବେ ।

ସିଂହ ରାଶି –

ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ ବ୍ୟାପାର ପାଇଁ ଅନେକ ବାଟ ଖୋଲି ଜୀବ । ଆପଣ ନିଜ ପରିବାର ପାଇଁ କିଛି ଭଲ କାମ କରି ପାରିବେ । ଆପଣ ଯଦି ନିଜ ପାଇଁ କିଛି କିଣିବା ପାଇଁ ଚାହୁଁ ଛନ୍ତି ତେବେ ଏହାକୁ କିଣି ପାରିବେ । ଆପଣ ନିଜର ସମାଜରେ ଥିବା ରୋଗୀଙ୍କର ସେବାରେ ନିଜକୁ ନିୟୋଜିତ କରାଇବେ । ଆପଣ ସକାଳ ନିତ୍ୟ କର୍ମ ସାରି ଭଗବାନ ସୂର୍ଯ୍ୟଙ୍କୁ ଜଳ ଦାନ କରନ୍ତୁ ଦେଖିବେ ଆପଣଙ୍କର ଦେହ ସହ ପରିବାର ଲୋକଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ ।

କନ୍ୟା ରାଶି –

ଏହି ରାଶିର ଲୋକମାନେ ଧନ ପାଇବାର ଯୋଗ ଅଛି କେଉଁ ବି ସୂତ୍ର ରୁ ହେଉ ନା କାହିଁକି । ଆପଣ ନିବେଶ କରିଥିବା ଧନ ରାଶି କୁ ଫେରି ପାଇବେ । କାହାକୁ ଯଦି ଆପଣ ସାହାଜ୍ଯ ଦେଉଛନ୍ତି ତେବେ ଏହା ଆପଣଙ୍କୁ ଅଧିକ ମାତ୍ରାରେ ଶୁଭ ଫଳ ପ୍ରଦାନ କରିବ । ନିଜକୁ ସଙ୍ଖୃଳିତ ରଖନ୍ତୁ । ନିଜ ସହ ହେଉ କିମ୍ବା ଅନ୍ୟ ଶ ହେଉଥିବା ଅନ୍ୟାୟକୁ ଆପଣ ଶଯ୍ୟ କରନ୍ତୁନୀ ।

ତୁଳା ରାଶି –

ଆପଣ ନିଜର ଲେନ ଦେନ କାରବାର ପାଇଁ ଅଧିକ ସଚେତନ ହୋଇ ରହିବେ । ଆପଣ ଯଦି ଚାହିଁବେ ତାହେଲେ ଆପଣ ନିଜର କିଛି ନୂଆ ସଂସ୍ଥା ଖୋଲି ପାରିବେ । ଆପଣ ନିଜ ପିଲା ମାନଙ୍କ ସହ ଭଲ ସମୟ ବିତାଇବେ । ନିଜର ଗୁରୁଜନ ମାନଙ୍କ ଆଶୀର୍ବାଦ ଆପଣ ପାଇ ପାରିବେ । କିଛି ଲୋକ ମାନେ ଧନ ସଂଚୟ କରି ପାରିବେ । କିଛି ବ୍ୟକ୍ତି ମାନେ ଏହି ସମୟରେ ନୂଆ ଜାଗାକୁ ଯାଇ ପାରନ୍ତି ଟ୍ରାନ୍ସଫର ହୋଇକି।

ବିଛା ରାଶି –

ଆଜି ଆପଣ ଖୁବ ଖୁସିରେ ରହି ପାରିବେ । ଅତୀତ ରେ ଘଟି ଥିବା କିଛି ଘଟଣା ଆପଣଙ୍କୁ ଡରାଇ ପାରେ ଆପଣ ଏହାର ସାମନା କରି ଏହା ସହ ଳଢନ୍ତୁ । ନିଜକୁ ଆପଣ ମାନେ ସବୁ ବେଳେ ଅନ୍ୟ ମାନଙ୍କ ଠାରୁ କମ ଭାବନ୍ତି ମାତ୍ର ମନେ ରଖନ୍ତୁ ଆପଣ ନିଜକୁ ନିଜ ମହତ୍ଵ ଦେବା ଶିଖନ୍ତୁ ଯାହା ପାଇଁ ଆପଣ କିଛି ବି କରି ପାରିବେ । ନିଜର କାର୍ଯ୍ୟ ଦକ୍ଷତା ପାଇଁ ଆପଣ ନିଜକୁ ଖୁବ ଉପରକୁ ଉଠାଇ ପାରିବେ। କାହାର କଥା କୁ ଆପଣ ସୁଣନ୍ତୁନି । ଆପଣ ଏହି ସମୟ ଭିତରେ ଅଧିକ ରୁ ଅଧିକ ଅର୍ଥ ଉପାର୍ଜନ କରିପାଇବେ । ଆପଣ ନିଜ ଉପରେ ଭରଷା ରଖନ୍ତୁ ଓ ଆଜି ଆପଣ ଧଳା ବସ୍ତ୍ର ପିନ୍ଧି କାମକୁ ଯାଅନ୍ତୁ ଦେଖିବେ ଆପଣ ନିଶ୍ଚିତ ଭାବେ ସଫଳ ହେବେ ।

ଧନୁ ରାଶି –

ଏହି ରାଶିର ଲୋକମାନେ ଆଜି ବିଶେଷ ଭାବେ ଉପକୃତ ହେବେ ଆପଣ ନିଜର କାମକୁ ନେଇ ଅଧିକ ବ୍ୟସ୍ତ ରହିବେ ଏହା ଭଲ ହେଲେ ନିଜ ପାଇଁ ସମୟ କାଢି ଆପଣ କିଛି ସମୟ ଏକଲା ହୋଇ ବସନ୍ତୁ । ନିଜକୁ ବି ସମୟ ଦେବା ଆବଶ୍ୟକ ଅଟେ । ଆପଣ ଯଦି ଏକ ଛୋଟ ବ୍ୟବସାୟୀ ତେବେ ଏହି ସମୟରେ ଆପଣଙ୍କର ରୁଣ ଅଧିକ ହୋଇ ପାରେ । ଆପଣ ଉଠାଇ ଥିବା ଲୋନ ଅଭି କିଛି ସମୟ ପାଇଁ ମିଳିବନି ଯଦି ଆପଣ ଏହାକୁ ଚିନ୍ତା କରିବେ ତାହେଲେ ଆପଣ ନିଜର କାମ ସଠିକ ଭାବେ କରି ପାରିବେ ନି ଆପଣ ଏହା ଭାବିବା ଛାଡି କେବଳ ନିଜର କାମ କରିଚାଲନ୍ତୁ ।

ମକର ରାଶି –

ଆପଣଙ୍କୁ ସନ୍ତାନ ସୁଖ ମିଳିବାର ଯୋଗ ଅଛି । କିଛି ସମୟ ପାଇଁ ଆପଣ ନିଜ ପରିବାର ପାଖରୁ ଦୂରରେ ରହିବେ କିମ୍ବା ବିଚ୍ଛେଦ ର କଷ୍ଟ ଅନୁଭବ କରିବେ । ଆପଣ ନିଜ ନିତ୍ୟ କାମ ସାରି ଖାଲି ସମୟରେ ବାସସିଥିବା ବେଳେ ଗାୟତ୍ରୀ ମନ୍ତ୍ର ଶୁଣନ୍ତୁ ଯଦି ହୋଇ ପାରିବ ଆପଣ ଏହାକୁ ଗାଇଲେ ଏହା ଅଧିକ ଶୁଭ ଫଳ ଦେବ।

କୁମ୍ଭ ରାଶି –

ଆପଣ ଙ୍କର ଚାରି ପାଖରେ ସକାରାତ୍ମକ ଶକ୍ତି ରହି ଥିବାରୁ ଆପଣ ନିଜର କାମକୁ ଆଗକୁ ନେଇ ପାରିବେ । ଆପଣଙ୍କ ଜମି ବାଡି ସମସ୍ୟା ଦୂର ହୋଇ ପାରିବ । ଆପଣଙ୍କର ଜୀବନରେ କିଛି ମାଙ୍ଗଳିକ କାମ ହେବାର ଯୋଗ ଦେଖାଉଛି । ଆପଣଙ୍କ ବୈବାହିକ ଜୀବନ ଖୁସିରେ ବିତିବ । ଏହି ସମୟ ମଧ୍ୟ ରେ ଆପଣ ସନ୍ତାନ ମଧ୍ୟ ପାଇ ପାରିବେ । ନିଜ ଲୋକମାନଙ୍କୁ ସାହାଜ୍ୟ କରନ୍ତୁ । ପରରିବାର ରେ ଥିବା ଗୁରୁ ଜନ ଙ୍କର କଥାମାନି ନିଜର କାମକୁ ଆଗକୁ ନିଅନ୍ତୁ ।

ମୀନ ରାଶି –

ଆପଣଙ୍କ ଜୀବନର ସବୁ ଦୁଃଖ ଦୂର ହେବ ଭଗବାନ ଶିବ ଙ୍କର ଦୟାରୁ ଆପଣ କରିବାକୁ ଚାହୁଁ ଥିବା କାମ ଆପଣ ମାନେ କରି ପାରିବେ । ଯଦି ଆପଣ କିଛି ନୂଆ ଜାଗା କିଣିଛନ୍ତି ଓ ସେଠାରେ ଘର କରିବା ପାଇଁ ଚାହୁଁ ଛନ୍ତି ତେବେ ଆପଣ ଏକ କାମ କରନ୍ତୁ ଆପଣ ଆଗେ ସେଠାରେ କିଛି ପୂଜା କରି ସେଠାରେ ନିଜର ଘର କାମ ଆରମ୍ଭ କରନ୍ତୁ । ଯେଉଁ ବିଦ୍ୟାର୍ଥୀ ମାନେ ପାଠ ପଢାକୁ ଆଗକୁ ନେବାକୁ ଚାହାଁନ୍ତି ସେମାନେ ନିଜର ପସନ୍ଦ ମୁତାବକ ନିଜର ନାମ ଲେଖାଇ ପାରିବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।