ଆଜିର ରାଶିଫଳ, 20 ଡିସେମ୍ବର 2020, ରବିବାର, ସୂର୍ଯ୍ୟଦେବଙ୍କ କୃପା ରହିବ ଏହି ୫ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ବଡ ପରିବର୍ତ୍ତନ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୦ ଡିସେମ୍ବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆପଣ ଅଳ୍ପ ଚିନ୍ତାରେ ରହିପାରନ୍ତି । ପରନ୍ତୁ ସବୁ କାର୍ଯ୍ୟକୁ ସମ୍ପୂର୍ଣ କରିବା ପାଇଁ ଅତିରିକ୍ତ ପ୍ରୟାସ କରିବାକୁ ପଡିବ । କାର୍ଯ୍ୟ କ୍ଷେତରେ ବହୁତ ବାଧା ବିଘ୍ନର ସାମ୍ନା କରିବାକୁ ପଡିପାରେ । ଆର୍ଥିକ ରୂପରେ ଲାଭକାରୀ ହେବେ । ସାବଧାନ ରୁହନ୍ତୁ ଛୋଟୋ ବୟସର ବ୍ୟକ୍ତି ଆପଣଙ୍କୁ ଅପମାନ କରିପାରନ୍ତି । ମାନସିକ ରୂପରେ ଚିନ୍ତିତ ରହିବେ । ଅଫିସରେ ଆପଣଙ୍କ ଦାୟିତ୍ଵ ବଢିପାରେ । ମା ପିତାଙ୍କ ପ୍ରତି ଧ୍ୟାନ ଦିଅନ୍ତୁ । ବ୍ୟବସାୟରେ କିଛି ଦୁଖ ଆସିପାରେ ।କିନ୍ତୁ ଚିନ୍ତା କରନ୍ତୁ ନାହିଁ ସବୁ ସମସ୍ୟାର ସମାଧାନ ଆପେ ଆପେ ହୋଇଯିବ ।

ବୃଷ

ଜୀବନସାଥିଙ୍କ ସହ ଆପଣଙ୍କର ସମ୍ପର୍କ ବହୁତ ଭଲ ରହିବ । ପାର୍ଟନରଶିପ ବ୍ୟବସାୟରେ ଆପଣଙ୍କୁ ଲାଭ ମିଳିପାରେ । ପରିଶ୍ରମ ଯେମିତି କରିବେ ସେମିତି ଲାଭ ପ୍ରାପ୍ତ କରିବେ । କାର୍ଯ୍ୟରେ ସଫଳ ହେବେ । ସମାଜରେ  ମାନ ସମ୍ମାନ ବଢିବ । ଆଜି ଭାଗ୍ୟ ଆପଣଙ୍କର ସାଥ ଦେବ । ହଠାତ ଆପଣଙ୍କୁ ଧନ ପ୍ରାପ୍ତି ହେବ । ଆଜି ବହୁତ ଖୁସିରେ ରହିବେ ଓ ଜୀବନସାଥିଙ୍କ ସହ ମଧ୍ୟ ବହୁତ ଖୁସିରେ ଦିନ କଟିବ । ଯଦି ନିଜର କିଛି ଟଙ୍କା କେଉଁ ଠାରେ ଅଟକି ଅଛି ତେବେ ସେହି ଟଙ୍କା ବର୍ତ୍ତମାନ ପାଇବେ ସେଥିରେ ସନ୍ଦେହ ନାହିଁ ।

ମିଥୁନ

ଏହି ସମୟରେ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଏହା ସହିତ ଶତ୍ରୁଙ୍କ ଠାରୁ ସତର୍କ ରହିବାର ଆବଶ୍ୟକତା ଅଛି । ଘରେ ଅନୁକୂଳର ବାତାବରଣ ସୃଷ୍ଟି ହେବ ଏହା ସହିତ ଶତ୍ରୁମାନଙ୍କର ନାସ ମଧ୍ୟ ହେବ । ପାରିବାରିକ ଖୁସି ମଧ୍ୟ ପ୍ରାପ୍ତି ହେବ । ଅଳ୍ପ ଅଳ୍ପ କଥା ଉପରେ ରାଗନ୍ତୁ ନାହିଁ କାରଣ କିଛି ଲୋକମାନେ ଆପଣଙ୍କୁ ବିରୋଧ କରିପାରନ୍ତି । ଆପଣ ପୁରୁଣା କଥାରେ ଜମା ପଡନ୍ତୁ ନାହିଁ । ସମସ୍ୟା ଅତ୍ୟଧିକ ବଢିଯିବ । ନୂଆ କାର୍ଯ୍ୟ କରିବା ପାଇଁ ଉତ୍ସାହିତ ହେବେ । କୌଣସି ମାଙ୍ଗଳିକ କାର୍ଯ୍ୟକ୍ରମରେ ମିତ୍ରମାନଙ୍କ ସହ ଦେଖା ହୋଇପାରେ ।

କର୍କଟ

ଆଜିର ଦିନଟି ବହୁତ ମହତ୍ଵପୂର୍ଣ ଅଛି । ସନ୍ତାନଙ୍କ ସ୍ୱାସ୍ଥ୍ୟ ଖରାପ ହେବାର ଅଛି । ଉଚ୍ଚ ଶିକ୍ଷା ପ୍ରାପ୍ତି ନିମନ୍ତେ ସମୟ ଅନୁକୂଳ ଅଛି । କାର୍ଯ୍ୟରେ ସ୍ଥିତି ଅନୁକୂଳ ରହିବ । ପ୍ରଶାସନିକ କାର୍ଯ୍ୟରେ ସଫଳତା ମିଳିବ । ମା ବାପାଙ୍କ ପ୍ରତି ଧ୍ୟାନ ଦିଅନ୍ତୁ । ବ୍ୟବସାୟରେ କିଛି ଛୋଟୋ ଛୋଟୋ ଦୁଖ ଆସିପାରେ କିନ୍ତୁ ଚିନ୍ତା କରନ୍ତୁ ନାହିଁ ସବୁ ସମସ୍ୟାର ସମାଧାନ ହୋଇଯିବ । ପୂର୍ବରୁ ଅଟକି ଯାଇଥିବା କାର୍ଯ୍ୟ ବର୍ତ୍ତମାନ ପୂର୍ଣ୍ଣ ହେବ । ବିଦ୍ୟାର୍ଥୀମାନେ ମନ ଲଗାଇ ପଢିବାକୁ ଚେଷ୍ଟା କରନ୍ତୁ ଆପଣଙ୍କୁ ନିଶ୍ଚୟ ସଫଳତା ମିଳିବ ।

ସିଂହ

ଯେଉଁସ୍ଥାନରେ କ୍ଷତିର ସମ୍ଭାବନା ଅଛି ସେହି ସ୍ଥାନରେ ନିବେଶ କରନ୍ତୁ ନାହିଁ । ଚଳ ଅଚଳ ସମ୍ପତ୍ତି ବୃଦ୍ଧି ହେବ । ମାତା ପିତାଙ୍କର ସ୍ୱାସ୍ଥ୍ୟ ଭଲ ରହିବ । ବିବାଦ ପୂର୍ଣ ସ୍ଥିତି ନିଜ ଆୟତରେ ରଖିବାକୁ ଚେଷ୍ଟା କରନ୍ତୁ । ବିଶ୍ଵାସ କରୁଥିବା ବ୍ୟକ୍ତିଙ୍କର କହିବା କଥା ଅନୁସାରେ ଯଦି ଆପଣ କାମ କରୁଛନ୍ତି ତେବେ ନିଜକୁ ବହୁତ ଲାଭରେ ଦେଖିବେ । ନିଜ ଭିତରେ ଥିବା ସକାରାତ୍ମକ ଶକ୍ତି ଆଜି ଆପଣଙ୍କୁ ବହୁତ ଉପରକୁ ନେଇଯିବ । ଯେ କୌଣସି ବ୍ୟକ୍ତି ହେଉ ନା କାହିଁକି ଆଜି ଆପଣଙ୍କର କଥାରେ ନିଶ୍ଚୟ ପ୍ରଭାବିତ ହେବେ ।

କନ୍ୟା

ନୂଆ ଯୋଗ ନିର୍ମିତ ହେବ ସେଥିପାଇଁ ସମସ୍ତ ବାଧା ବିଘ୍ନକୁ ପାର କରି ସଫଳ ହେବେ । ସମ୍ପତ୍ତି ମଧ୍ୟ ମିଳିବ । ଏହି ଅବଧିରେ ଆପଣଙ୍କର ସାହସ, ପରାକ୍ରମ ଓ ଆତ୍ମବିଶ୍ଵାସ ବଢିବ । ଭାଇ ଭଉଣୀଙ୍କ ସହ ସମ୍ପର୍କ ଭଲ ରହିବ । ଆପଣଙ୍କର ପ୍ରତିଦ୍ଵନ୍ଦୀ ଆପଣଙ୍କୁ ଡରି ରହିବ । ଚାକରୀରେ ଆଜି ଆପଣଙ୍କୁ ବହୁତ ସମ୍ମାନ ମିଳିବ ଓ ଆପଣଙ୍କର ଉନ୍ନତି ମଧ୍ୟ ହେବ । ନୂଆ ଯୋଜନା କରିବେ ଓ ସେଥିରେ ସଫଳତା ମଧ୍ୟ ମିଳିବ ।

ତୁଳା

ଏହି ଦିନଟି ବହୁତ ଉତ୍ତମ ଅଛି ଯାହାକି ସବୁ ପ୍ରକାର ସମସ୍ୟାକୁ ଆସିବାକୁ ଦେବ ନାହିଁ । ଆପଣଙ୍କର କମ୍ୟୁନିକେଶନ ସ୍କିଲ ସୁଧୁରି ଯିବ । ଧନକୁ ସଞ୍ଚୟ କରିବା ପାଇଁ ଆପଣ ସଫଳ ହେବେ । ଆର୍ଥିକ ସ୍ଥିତି ମଜବୁତ ରହିବ । କିଛି ପୁରୁଣା କଥାକୁ ନେଇ ଆଜି ଘରେ ପାଟିତୁଣ୍ଡ ହୋଇପାରେ ଅଳ୍ପ ସାବଧାନ ହୋଇ ଚଳିବେ । ଅଫିସରେ ବହୁତ ସମସ୍ୟା ସାମ୍ନାକୁ ଆସିପାରେ ଓ ଏହା ସହିତ ଆଜି ପୁରା ଦିନ ବ୍ୟସ୍ତ ରହିବେ । ରୋଜଗାର କରୁଥିବା ଟଙ୍କା ଭବିଷ୍ୟତ ପାଇଁ ସାଇତି ରଖନ୍ତୁ ।

ବିଚ୍ଛା

ଏହି ରାଶିର ବ୍ୟକ୍ତିମାନଙ୍କର ଦିନଟି ବହୁତ ଭଲ ରହିବ । ଆପଣଙ୍କୁ ମାନସିକ ଚିନ୍ତାର ସାମ୍ନା କରିବାକୁ ପଡିପାରେ । ପରିବାରରେ କୌଣସି ବାଦ ବିବାଦ ହେବାର ସମ୍ଭାବନା ଅଛି । ପ୍ରୋମୋଶନ ସହିତ ନୂଆ ନୂଆ କାର୍ଯ୍ୟରେ ବୃଦ୍ଧି ହେବ । କୌଣସି ଏକ ବଡ ଅଧିକାରିଙ୍କର ସହଯୋଗରେ ସଫଳତା ମିଳିବ । ଆପଣଙ୍କର ସବୁଆଡେ ଚର୍ଚା ହେବ । ନୂଆ କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବ । ସାଙ୍ଗ ମାନଙ୍କ ସହ ଝଗଡା କରିବାରୁ ଦୂରେଇ ରୁହନ୍ତୁ । ସନ୍ତାନଙ୍କ ପକ୍ଷରୁ ସୁଖ ମିଳିବ ।

ଧନୁ

କୌଣସି ପୁରୁଣା ସାଙ୍ଗ ସହ ଦେଖା ହୋଇପାରେ । ଆପଣ ଆଜି ଅଳ୍ପ ସୁସ୍ଥ ଅନୁଭବ କରିବେ । ଯାହା ବି କରୁଛନ୍ତି ଆପଣ ନିଜେ ହିଁ କରନ୍ତୁ । କୌଣସି ଭଲ ଖବର ଆପଣଙ୍କୁ ମିଳିପାରେ । ଋଣରୁ ଆପଣ ମୁକ୍ତ ହୋଇଯିବେ । ଆର୍ଥିକ ସ୍ଥିତି ମଜବୁତ ରହିବ । ଚାକିରି କିମ୍ବା ବ୍ୟବସାୟ କ୍ଷେତ୍ରରେ ଆୟ ବଢିପାରେ । ଉଚ୍ଚ ଅଧିକାରୀ ଆପଣଙ୍କ ପ୍ରତି ପ୍ରସନ୍ନ ରହିବେ । ମିତ୍ରମାନଙ୍କର ପୁରା ସହଯୋଗ ମିଳିପାରେ । ପରିବାରରେ ଅଳ୍ପ ସମସ୍ୟା ଆସିପାରେ । ଆର୍ଥିକ ମାମଲାରେ ଲାଭ ହିଁ ଲାଭ ମିଳିବ ।

ମକର

କିଛି ଲକ୍ଷ୍ୟକୁ ନେଇ ଆପଣ ଗମ୍ଭୀର ହୋଇପାରନ୍ତି । ଆପଣଙ୍କୁ ଯୋଗ୍ୟତା ଅନୁସାରେ ମାନ ସମ୍ମାନ ମିଳିବ । ଦାମ୍ପତ୍ୟ ଓ ସନ୍ତାନ ସୁଖ ମିଳିବ । ଆଜି ଦିନଟି ଖୁସିରେ ବିତିବ । ଆଜି ସୃଜନାତ୍ମକ ଶକ୍ତିର ଶ୍ରେଷ୍ଠ ଉପଯୋଗ କରିବେ । ଯାତ୍ରାରେ ସଫଳତା ପାଇବେ । ଅବିବାହିତଙ୍କୁ ବିବାହର ପ୍ରସ୍ତାବ ମିଳିବ । ଘରେ କୌଣସି ମାଙ୍ଗଳିକ କାର୍ଯ୍ୟକ୍ରମ ହୋଇପାରେ । ଆପଣଙ୍କର ପ୍ରଗତି ହେବ ମିତ୍ରଙ୍କ ଠାରୁ ସହଯୋଗ ମିଳିବ । ଆପଣ କ୍ୟାରିୟରରେ ଗୋଟିଏ ପାଦ ଆଗକୁ ଦେଲେ ଠିକ ଲକ୍ଷ ସ୍ଥାନରେ ପହଞ୍ଚି ପାରିବେ ।

କୁମ୍ଭ

ଅଟକିଥିବା କାର୍ଯ୍ୟ ଆଗକୁ ବଢିବାରେ ସହାୟକ ହେବେ । ଗୋଟିଏ ଦିଗରୁ ଆପଣ ଭାବୁନ୍ତୁ ନାହିଁ ଯାହାକି ଦୁଖରେ ପକାଇପାରେ । ଆଜି ଆପଣ ବହୁତ ଭାଗ୍ୟଶାଳି ରହିବେ ଓ ଅଧିକାରୀଙ୍କ ଠାରୁ ବିଶେଷ ତଥ୍ୟ ପ୍ରାପ୍ତି କରିବେ । ଆଜି ଆପଣ ଯାହା ବି କାର୍ଯ୍ୟ କରିବାକୁ ଚେଷ୍ଟା କରିବେ ସେଥିରେ ଶକ୍ତିଶାଳୀ ଓ ଆକର୍ଷକ ସ୍ଥିତି ବୃଦ୍ଧି କରିବେ । ବଡ ବଡ ଉଦ୍ୟଗପତି ସହ ବ୍ୟବସାୟ କଲେ ଆପଣଙ୍କର ଲାଭ ଅତ୍ୟଧିକ ରହିବ । ସୁଖ ସମୃଦ୍ଧି ବଢିବ ଓ ସ୍ଵାସ୍ଥ୍ୟରେ କିଛି ଅସୁବିଧା ମଧ୍ୟ ହେବ ନାହିଁ ।

ମୀନ

କୌଣସି ପୁରୁଣା ସାଙ୍ଗ ସହ ଦେଖା ହୋଇପାରେ । ଆପଣ ଆଜି ଅଳ୍ପ ସୁସ୍ଥ ଅନୁଭବ କରିବେ । ଯାହା ବି କରୁଛନ୍ତି ଆପଣ ନିଜେ ହିଁ କରନ୍ତୁ । କୌଣସି ଭଲ ଖବର ଆପଣଙ୍କୁ ମିଳିପାରେ । ଋଣରୁ ଆପଣ ମୁକ୍ତ ହୋଇଯିବେ । ଆର୍ଥିକ ସ୍ଥିତି ମଜବୁତ ରହିବ । ଚାକିରି କିମ୍ବା ବ୍ୟବସାୟ କ୍ଷେତ୍ରରେ ଆୟ ବଢିପାରେ । ଉଚ୍ଚ ଅଧିକାରୀ ଆପଣଙ୍କ ପ୍ରତି ପ୍ରସନ୍ନ ରହିବେ । ମିତ୍ରମାନଙ୍କର ପୁରା ସହଯୋଗ ମିଳିପାରେ । ଆପଣ ପ୍ରିୟଜନ କିଛି ସମସ୍ୟାରେ ପଡି ପାରନ୍ତି । ଆଜି ଆପଣ ଅଳ୍ପ ବ୍ୟସ୍ତ ରହିପାରନ୍ତି । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।