ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।
ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୭ ସେପ୍ଟେମ୍ବର ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।
ମେଷ ରାଶି : ଆଜି କରିଥିବା ଚେଷ୍ଟା ର ଫଳ ନିଶ୍ଚୟ ଆପଣଙ୍କ ପକ୍ଷରେ ରହିବ । ଶ୍ଵଶୁର ଘର ପକ୍ଷରୁ ସମ୍ପର୍କ ମଧୁର ହେବ । ପିତାଙ୍କ ସହଯୋଗରେ ପରିସ୍ଥିତି ଆପଣଙ୍କ ପକ୍ଷରେ ରହିବ । ପ୍ରିୟ ବ୍ୟକ୍ତିଙ୍କ ସାଥ ମିଳିବ । କୌଣସି ଅଟକି ରହିଥିବା କାର୍ଯ୍ୟ ପୂର୍ଣ୍ଣ ହେବ କାରଣରୁ ମନ ପ୍ରସନ୍ନ ହେବ । ବ୍ୟକ୍ତିଗତ ଜୀବନରେ ଖୁସି ବଜାୟ ରଖିବା ପାଇଁ ଏବେ କାର୍ଯ୍ୟରତ କରନ୍ତୁ । ବାହନ ସାବଧାନ ପୂର୍ବକ ଚଲାନ୍ତୁ । ପାରିବାରିକ ବିବାଦରୁ ଦୂରରେ ରୁହନ୍ତୁ । ଗୁପ୍ତ ଧନର ବୃଦ୍ଧି ହେବ ।
ବୃଷ ରାଶି : ଆଜି ଆପଣଙ୍କର ମନୋକାମନା ପୂର୍ଣ୍ଣ ହେବ । ବିଜେନ୍ସ ରେ ଚ୍ୟାଲେଞ୍ଜ ଦେଖିବାକୁ ପାଇବେ । ଏହି ସ୍ମାସମରେ ଆପଣଙ୍କୁ ଧର୍ଯ୍ୟ ସହକାରେ କାମ ପୁରା କରିବାର ଆବଶ୍ୟକତା ରହିଛି । କେତେକ ପ୍ରକାରର ନିସ୍ପତି ଆପଣଙ୍କୁ ଏହି ପ୍ରକାରରେ କରିବାକୁ ହେବ ଯାହା ପାଇଁ ଆପଣଙ୍କର ସଞ୍ଚୟ ହୋଇ ପାରିବ । ଆପଣ ନିଜର ଜମିବାଡି ମାମଲା ରେ ଲାଭ ପାଇବେ । ଆଧ୍ୟାତ୍ମିକ ଓ ଇଶ୍ଵର ଙ୍କ ପ୍ରତି ଭକ୍ତି ଆପଣଙ୍କ ମନକୁ ଶାନ୍ତି ପ୍ରଦାନ କରିବ । ପିତାଙ୍କ ସହ ବୈଚାରିକ ମତଭେଦ ହୋଇପାରେ । ନିଜର କ୍ରୋଧ ଉପରେ ସଂଯମ ରଖନ୍ତୁ ।
ମିଥୁନ ରାଶି : ଆଜି ବାହନ ଆଦି ଚଳାଇବା ସମୟରେ ସତର୍କ ରୁହନ୍ତୁ । ନିଜକୁ କ୍ଷମତା ର ଶୀର୍ଷ ରେ ରଖିବାକୁ ନିଶ୍ଚୟ ପଦକ୍ଷେପ ଗ୍ରହଣ କରନ୍ତୁ । ଯେଉଁ ଲୋକ ମାନଙ୍କର କିଛି ରୋଗ ଜନିତ ସମସ୍ୟା ରହିଛି ସେମାନେ ଦିନଚର୍ଜ୍ୟା ର ପରିବର୍ତ୍ତନ କରନ୍ତୁ । ନିଜର ବ୍ୟକ୍ତିଗତ ଜୀବନରେ ସମସ୍ଯା କମ ରହିବ । ଆପଣ ସାମାଜିକ ଓ ପାରିବାରିକ ଜୀବନ ରେ ପୂର୍ଣ୍ଣ ଆନନ୍ଦ ଉଠାନ୍ତୁ । ଯଦି ଆପଣ ବାହନ କ୍ରୟ କରିବା ପାଇଁ ପ୍ଳାନ କରୁଛନ୍ତି ତେବେ ଅଟକି ଯାଆନ୍ତୁ । ପଦୋନ୍ନତି ହେବାର ସମ୍ଭାବନା ରହିଛି ।
କର୍କଟ ରାଶି : ଆଜି ଆପଣଙ୍କର ବୈବାହିକ ଜୀବନରେ ଖୁସି ଆସିବ । ସାଧୁ ସନ୍ଥ ଙ୍କ ଆଶୀର୍ବାଦ ଗ୍ରହଣ କରନ୍ତୁ ଏଥିରେ ମନରେ ଊର୍ଜା ସଂଚାର ହେବ । ଆଜୀବିକା କ୍ଷେତ୍ରରେ ଆସୁଥିବା ବାଧା ଦେଖି ମନ ଅଶାନ୍ତ ରହିବ । ପୁରୁଣା ସମ୍ପର୍କ ରେ ସୁଧାର ଆସିବ । ଜୀବନ ସାଥିଙ୍କ ସହ ବୁଲିବାର ଅବସର ପାଇବେ । ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ନଚେତ ଆପଣଙ୍କର ବନିବାକୁ ଯାଉଥିବା କାମ ମଧ୍ୟ ବିଗିଡି ଯାଇପାରେ ।
ସିଂହ ରାଶି : ଆଜି କାମରେ ମନ ନ ଲାଗିବାରୁ ଚିନ୍ତା ରେ ରହିବେ । କୌଣସି ନୂଆ କାମର ଆରମ୍ଭ କରି ପାରିବେ । ଘରର ମାହୋଲ ପ୍ରଫୁଲ୍ଲିତ ରହିବ । ନିଜ ଲୋକଙ୍କ ଉପରେ ଭରସା ରଖନ୍ତୁ । ଲମ୍ବା ସମୟରୁ ଅଟକି ରହିଥିବା କାମ ଆଜି ପୁରା ହେବାର ନଜର ଆସୁଛି । ମନରେ ଶାନ୍ତି ଆସିବ । କୌଣସି ସମ୍ପତି ର ସଉଦା କରିବା ସମୟରେ କାଗଜ ପାତ୍ର ପ୍ରତି ଧ୍ୟାନ ଦିଅନ୍ତୁ । ତରବର ହୋଇ କୌଣସି ନିସ୍ପତି ନିଅନ୍ତୁ ନାହି । ଯେଉଁ କାର୍ଯ୍ୟ ରେ ବିଳମ୍ବ ହେଉଛି ସେଥିରେ ନିୟନ୍ତ୍ରଣ ରଖନ୍ତୁ ।
କନ୍ୟା ରାଶି : ଆଜି ଆପଣଙ୍କୁ ସରକାରୀ କାମ କାର୍ଯ୍ୟ ରେ ଯଶ ମିଳିବାର ସମ୍ଭାବନା ରହିଛି । ବିଜେନ୍ସ କରୁଥିବା ଲୋକଙ୍କର ମେହନତ ର ଫଳ ନିଶ୍ଚୟ ମିଳିବ । ଆପଣ ପୂର୍ବରୁ ଯେଉଁ ପ୍ରୟାସ କରିଥିଲେ ସେଥିରେ ଉନ୍ନତି ହେବ । ସନ୍ଧ୍ୟାରେ ପିଲାଙ୍କ ସହ ସମୟ ଅତିବାହିତ କରିବେ । ସମ୍ପତି କୁ ନେଇ ଆପଣଙ୍କୁ କୌଣସି ଭଲ ଡିଲ ମିଳିବାର ସମ୍ଭବନା ରହିଛି । କୌଣସି ପାରିବାରିକ ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି । ସମ୍ପର୍କ ରେ ଗୁରୁତ୍ଵ ଦିଅନ୍ତୁ । ସମ୍ପତି ମାମଲା ରେ ଅଧିକ ତରବର ହୁଅନ୍ତୁ ନାହି । ପ୍ରେମ ପ୍ରସଙ୍ଗ ରେ ଥିବା ବ୍ୟକ୍ତିଙ୍କୁ ବଡ ସଫଳତା ମିଳିବ ।
ତୁଳା ରାଶି : ଆଜି ବଡ ନିବେଶ କରିଲେ ଆପଣଙ୍କୁ ଫାଇଦା ମିଳିବ । ଇନକମ ର ସ୍ତର ବଢିବ । ବ୍ୟାପାରର ରେ କିଛି ବେହତର କରିବାରା ଆୟୋଜନ କରିବେ । ଆପଣଙ୍କ ବିରୋଧୀ ଆପଣଙ୍କ ପ୍ରତି ଈର୍ଷା କରି ପାରନ୍ତି । ଯାହା କାରଣରୁ ଆପଣଙ୍କର ସମ୍ପର୍କ ରେ ଖରାପ ପ୍ରଭାବ ପଡିପାରେ । ତେଣୁ ସାବଧାନ ରୁହନ୍ତୁ । ଚାକିରି କ୍ଷେତ୍ରରର ଭଲ ଗତି ଅର୍ଜିତ କରିବାର ଅବସର ସହ ଯୋଡି ରୁହନ୍ତୁ । ଆଜି ଆପଣ ଅନ୍ୟ ସହ ମିଶି କାର୍ଯ୍ୟ କରିବେ । କିଛି ବ୍ଯବସାୟିକ ଯାତ୍ରା କରିବେ । କାମ କାରଣରୁ ବ୍ୟସ୍ତରେ ରହିବେ ।
ବିଛା ରାଶି : ଆଜି ଆପଣ କ୍ରୋଧ ଉପରେ ସଂଯମ ରଖନ୍ତୁ । ଅଧିକ କଥା କହିବାରୁ ବଞ୍ଚିତ ରୁହନ୍ତୁ । କୌଣସି ଆଧ୍ୟାତ୍ମିକ ଗୁରୁ ବା ବଡ ଗୁରୁଜନ ଆପଣଙ୍କର ସାହାଜ୍ଯ କରି ପାରନ୍ତି । ଅଯଥା ଖର୍ଚ୍ଚ କାରଣରୁ ଚିନ୍ତା ରେ ରହିବେ । ଏହି ସମୟରେ ନିଜର ବଜେଟ ପ୍ରତି ଧ୍ୟାନ ଦିଅନ୍ତୁ । ପଡୋଶୀ ଙ୍କ ସହ ଆପଣଙ୍କର ସମ୍ପର୍କ ବହୁତ ଭଲ ରହିବ । ସ୍ୱାସ୍ଥ୍ୟ ଭଲ ରହିବ । ସମାଜରେ ମାନ ସମାନ ପ୍ରତିଷ୍ଠା ହେବ । ଯାହା ଦ୍ଵାରା ଲୋକେ ଆପଣଙ୍କର ସମ୍ମାନ କରିବେ । ଦାଂପତ୍ଯ ଜୀବନରେ ଥିବା ସମସ୍ଯା ଦୂର ହେବ ।
ଧନୁ ରାଶି : ଆଜି ଆପଣ ଜୋସ ଓ ଉଶ୍ଚାହ ର ଅନୁଭବ କରିବେ । ସ୍ତ୍ରୀ ମିତ୍ର ଙ୍କ ଠାରୁ ସହାୟତା ମିଳିବ । ବିଶେଷଜ୍ଞ ଙ୍କ ପରାମର୍ଶ ନେଇ ନିବେଶ କରିଲେ ଅଧିକ ଲାଭ ପ୍ରାପ୍ତ ହେବ । ଯଦି ଆପଣ ଦୋକାନ କରୁଛନ୍ତି ଆଜି ବୀରକି ହେବାର ସମ୍ଭାବନା ଅଧିକ ରହିଛି । ଆର୍ଥିକ ରୂପରେ ଆଜି ଦିନ ଟି ଶୁଭ ରହିବ । ଆପଣଙ୍କର ନୂଆ କୌଶଳ ବିକଶିତ କରିବାର ଅବସର ମିଳିବ । ଆପଣଙ୍କୁ ନୂଆ ଦାୟିତ୍ଵ ବୁଝିବାର ଜରୁରତ ଅଛି । ଅଫିସରେ ସାଥିଙ୍କ ସହଯୋଗ ମିଳିବ ।
ମକର ରାଶି : ଆଜି ଆପଣ ମିତ୍ର ଙ୍କ ସହ ସହ ବିତାଇଥିବା ସୁନହେରୀ ସ୍ମୃତି ମାନେ ପକାଇ ଖୁସି ହେବେ । ଛାତ୍ର ପଢା ରେ ଅଧିକ ଗୁରୁତ୍ଵ ଦେବେ । ପରିବାରରେ ବିବାଦ ଲାଗିଥିଲେ ବି ନିଜ କାମରେ ଫୋକସ କରନ୍ତୁ । ସମା ସହ ଜଡିତ କାର୍ଯ୍ୟ କରିଲେ ଖ୍ୟାତି ବଢିବ । ଆପଣଙ୍କର ଅତ୍ୟଧିକ କ୍ରୋଧ କାରଣରୁ କାମ ବିଗିଡି ଯାଇପାରେ ତେଣୁ ନିଜର କ୍ରୋଧ ଉପରେ ସଂଯମ ରଖନ୍ତୁ । ସନ୍ତାନ ଙ୍କ ସହଯୋଗ ମିଳିବ । ବ୍ୟାପାର ଆଗକୁ ବଢାଇବା ପାଇଁ ପିତାଙ୍କ ସହଯୋଗ ପାଇବେ ।
କୁମ୍ଭ ରାଶି : ଆଜି ଘରେ କିଛି ପରିବର୍ତ୍ତନ ହେବ ଯାହା ଆପଣଙ୍କୁ ଅଧିକ ଭାବୁକ କରିବ । କିନ୍ତୁ ଆପଣ ନିଜର ଭାବନକୁ ଅନ୍ୟ ଆଗରେ ପ୍ରକାଶ କରିବାରେ ସଫଳ ହେବେ । କାରୋବାର ରେ ବୃଦ୍ଧି ପାଇଁ ପିତା ଙ୍କ ମାର୍ଗ ଦର୍ଶନ ପ୍ରାପ୍ତ ହେବ । ଏହା ସହ ସରକାରୀ ଅଧିକାରୀ ସାହାଜ୍ଯକାରୀ ସାବ୍ୟସ୍ତ ହେବେ । ଆର୍ଥିକ ସ୍ଥିତି ରେ ସୁଧାର ଆସିବ । ସଞ୍ଚୟ ରେ ବୃଦ୍ଧି ହେବ । ଆପଣ ଆର୍ଥିକ ରୂପରେ ନିଜକୁ ମଜବୁତ କରିବେ । ଜୀବନ ସାଥିଙ୍କ ସହଯୋଗ ମିଳିବ ।
ମୀନ ରାଶି : ଆଜି ଆପଣଙ୍କର ଆର୍ଥିକ ପକ୍ଷ ମଜବୁତ ହେବ । ଯଦି ଆପଣଙ୍କୁ କୌଣସି ପ୍ରକାରର ଆର୍ଥିକ ନିବେଶ କରିବାର ଅଛି ତେବେ ଆପଣ ବିଚାର କରି କରନ୍ତୁ । ଅଯଥା ଯାତ୍ରା କରନ୍ତୁ ନାହି । ପିଲାଙ୍କର ସମସ୍ଯା ରେ ତାଙ୍କୁ ସହଯୋଗ କରିଲେ ତାଙ୍କର ଆତ୍ମବିଶ୍ଵାସ ଓ ଆତ୍ମବଳ ବୃଦ୍ଧି ହେବ । ଗୁରୁଜନ ମାନଙ୍କର ଆଶୀର୍ବାଦ ମିଳିବ । ମାନ ସାମନାରେ ବୃଦ୍ଧି ହେବ । ଯାତ୍ରା କରିବାରେ ଆଜି ଦିନ ଟି ଭଲ ନୁହେଁ । ପୁରୁଣା କାମ ସହଜରେ କରିବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।