ଆଜିର ରାଶିଫଳ, 17 ଅକ୍ଟୋବର 2022, ସୋମବାର, ମହାଦେବଙ୍କ କୃପା ରହିବ ଏହି ୫ ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୭ ଅକ୍ଟୋବର ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି କୌଣସି ପୈତୃକ ସମ୍ପତି ରୁ ଧନ ପ୍ରାପ୍ତିର ଯୋଗ ରହିଛି । ଘର ପରିବାର ରେ ଖୁସି ର ବାତାବରଣ ରହିବ । ଆଜି ଜୀବନ ସାଥିଙ୍କ ସହ ସମ୍ପର୍କ ଠିକ ରହିବ । ଏମିତିରେ ଆଲୋଚନା ସମୟରେ ଶବ୍ଦ ର ପ୍ରୟୋଗ ସାବଧାନ ପୂର୍ବକ କରନ୍ତୁ । ଆପଣଙ୍କର ରଚନାତ୍ମକ କୌଶଳ ଆଜି ଚରମ ସୀମାରେ ରହିବ । ଆପଣ ଏହାର ଉପୋଯୋଗ ସବୁ କାମରେ କରନ୍ତୁ । କିଛି ଅତିଥ୍ୟ ଙ୍କ ଆଗମନ ଘରକୁ ହୋଇପାରେ । ସେମାନଙ୍କ ଆଗମନରେ ଆପଣ ଅଧିକ ଧନ ଖର୍ଚ୍ଚ କରିବେ । ଜୀବନ ପ୍ରତି ସମଗ୍ର ଦ୍ରୁଷ୍ଟି କୋଣର ଲାଭ ଉଠାଇବେ ।

ବୃଷ ରାଶି : ଆଜି ମାତା ପିତା ଙ୍କ ଆଶୀର୍ବାଦ ନେଲେ ସବୁ କାମ ସହଜରେ ହୋଇଯିବ । ନିଜର ବୁଝାମଣାରେ ଅତିରିକ୍ତ ଧନ କମାଇବାରେ ସଫଳ ରହିବେ । ପାରିବାରିକ ଜୀବନରେ ସ୍ଥିତି ଭଲ ରହିବ । ଘରେ କିଛି ସଦସ୍ୟ ଙ୍କ ସହ ତାଳମେଳ ଠିକ ରହିବ ଯାହା ପାଇଁ ଆନଙ୍କ ମନ ପ୍ରସନ୍ନ ହେବ । ଧର୍ଯ୍ୟ ଓ ସାହସ ସହ ଯଦି ଆପଣ ନିସ୍ପତି ନେବେ ତେବେ ସ୍ଥିତି ସାମାନ୍ଯ ରହିବ । ଜୀବନ ସାଥିଙ୍କ ସହ ଆପଣଙ୍କର ସମ୍ପର୍କ ମଧୁର ହେବ । ପ୍ରେମ ଜୀବନରେ ସଫଳ ହେବେ । କୌଣସି କ୍ଷେତ୍ରରୁ ଅଚାନକ ଧନ ଲାଭ ହେବ ।

ମିଥୁନ ରାଶି : ଆଜି ଦିନରେ ସହଜ କାମ କାର୍ଯ୍ୟ ଆପଣଙ୍କୁ ଆରମ ପାଇଁ ବହୁତ ସମୟ ମିଳିବ । ଆଜି ଦିନ ଟି ଆପଣଙ୍କ ପାଇନ ଆର୍ଥିକ ଦ୍ରୁଷ୍ଟି କୋଣରୁ ଶୁଭ ରହିବ । ରୋଜଗାର ର ଦିଶା ରେ କାର୍ଯ୍ୟରତ ଲୋକେ ଉତ୍ତମ ସଫଳତା ଅବଶ୍ୟ ପ୍ରାପ୍ତ ହେବ । ଯଦି ଆପଣ ବିଦେଶ ଯିବାକୁ ଚାହୁଁଛନ୍ତି ତେବେ ନିଜର ପ୍ରୟାସର ଆଗକୁ ବଢନ୍ତୁ । ଆପଣଙ୍କ ର କାହା ସହ ବିବାଦ ହୋଇପାରେ । ତେଣୁ ନିଜର ବାଣୀ ଉପରେ ସଂଯମ ରଖନ୍ତୁ । କାର୍ଯ୍ୟ ସ୍ଥଳରେ ବିସ୍ତାର ହେବାର ଯୋଗ ରହିଛି । ସ୍ୱାସ୍ଥ୍ୟ ଭଲ ରହିବ । ଖାଦ୍ୟପେୟ ପ୍ରତି ରୁଚି ଅଧିକ ରହିବ ।

କର୍କଟ ରାଶି : ଆଜି ଆପଣ ଅତିରିକ୍ତ ଆୟ ପାଇଁ  ନିଜର ସୃଜନାତ୍ମକ ବିଚାର ର ସାହାରା ନେବେ । ଆପଣଙ୍କର କୌଣସି ପ୍ରିୟ ବସ୍ତୁ ହଜିବାର ବା ଚୋରୀ ହେବାର ସମ୍ଭାବନା ରହିଛି । ତେଣୁ ଆପଣଙ୍କୁ ସାବଧାନ ପୂର୍ବକ କରନ୍ତୁ । ଆଜି ଆପଣ ନିଜ କାମରେ କୌଣସି ଅବହେଳା କରନ୍ତୁ ନାହି । ବାଣୀ ବ୍ୟବହାର ପ୍ରଭାବୀ ରହିବ । ଖାଦ୍ୟପେୟ ଉପରେ ଧ୍ୟାନ ଦିଅନ୍ତୁ । ମନୋବଳ ବଢିପାରେ । କୌଣସି ଧାର୍ମିକ ସ୍ଥାନ ଦର୍ଶନ କରିବାର ପ୍ରୋଗ୍ରାମ କରିବେ । ଆଜି କିଛି ସମୟ ବନ୍ଧୁ ଙ୍କ ସହ ମଉଜ ମସ୍ତିରେ କଟିବ ।

ସିଂହ ରାଶି : ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଭଲ ରହିବ । ଚିନ୍ତା ରୁ ମୁକ୍ତି ହେବାର ଅନୁଭବ କରିବେ । ଯଦି ଆପଣଙ୍କୁ ରାଗ ଆସୁଛି ତେବେ ତାହା ଶାନ୍ତ କରିବାକୁ ନିଜ ମନକୁ ନେଗେଟିଭ ଚିନ୍ତାଧାରା ଦୂର କରନ୍ତୁ । ନଚେତ ଆରିବାର ମଧ୍ୟରେ ଭୁଲ ବୁଝାମଣା ହୋଇପାରେ । କୌଣସି ଅସହାୟ ବ୍ୟକ୍ତି ଙ୍କ ସେବା କରିବାର ଅବସର ମିଳିବ । ସାମାଜିକ ପ୍ରତିଷ୍ଠା ବଢିବ । କାରୋବାର ର ଏ ବୃଦ୍ଧି ହେବ । ଆପଣଙ୍କର ଅଟକି ରହିଥିବା କାମ ପୁରା ହେବ ।

କନ୍ୟା ରାଶି : ଆଜି ଆପଣ କୌଣସି ଭବନ ବା ସମ୍ପତି ରୁ ଧନ ଅର୍ଜନ କରିବାର ସାଧନ ହେବ । ସମୟର ସଦୁପୋଗ କରନ୍ତୁ । ବଡ ମାନଙ୍କର ପରାମର୍ଶ ବା ଅନୁଭବ ର ଲାଭ ଉଠାନ୍ତୁ । ଆଜି ଆପଣ ଯେଉଁ ବି କାର୍ଯ୍ୟ କରିବେ ଶୁଭ ପରିଣାମ ଆପଣଙ୍କୁ ପ୍ରାପ୍ତ ହେବ । ବିଦ୍ୟାର୍ଥୀ ବର୍ଗ ଆପଣଙ୍କୁ ନିଜର ହୋମ ୱାର୍କ ସମୟ ଅନୁଯାୟୀ ପୁରା କରନ୍ତୁ । ଆଳସ୍ୟ କରି ସମୟ ନଷ୍ଟ କରନ୍ତୁ  ନାହି । ବ୍ୟବହାରିକ ତଥା ସାମାଜିକ କାର୍ଯ୍ୟ ପାଇଁ ବାହରକୁ ଯିବାର ଅବସର ମିଳିବ । କାନୁନି ମାମଲାରେ ଅଧିକ ଅବହେଳା କରନ୍ତୁ ନାହି ।

ତୁଳା ରାଶି : ଆଜି ଆପଣଙ୍କୁ ଜୀବନ ସାଥି ଙ୍କ ସହଯୋଗ ପ୍ରାପ୍ତ ହେବ । କାନୁନି ମାମଲା ଦୂର ହେବ । ବନ୍ଧୁ ଙ୍କ ସହଯୋଗରେ ଅଟକି ରହିଥିବା କାମ ପୂରଣ ହେବ । କୌଣସି ପ୍ରେରକ ବ୍ୟକ୍ତି ଙ୍କ ସହ ଭେଟ ହେବା ହେବା କାରଣରୁ ଆପଣଙ୍କର ବ୍ୟକ୍ତିତ୍ବ ନିଖାର ଆସିବ । ବିଦ୍ୟାର୍ଥୀ ବର୍ଗ ନିଜର ଭାବି ଲକ୍ଷ୍ୟ ପ୍ରତି ପୁରା କେନ୍ଦ୍ରିତ କରିବେ । ଆପଣଙ୍କୁ ନିଜର କାର୍ଯ୍ୟ କ୍ଷେତ୍ର ରେ ପ୍ରଭାବ ରଖିବା ପାଇଁ ଧ୍ୟାନ ଦେବାର ଜରୁରତ ଅଛି । ସ୍ୱାସ୍ଥ୍ୟ ମାମଲାରେ ଆଜି ଦିନ ଟି ଭଲ ରହିବ । ଆପଣଙ୍କର କ୍ରୋଧ ସ୍ଵଭାବ ଆପଣଙ୍କୁ ବିପଦରେ ପକାଇ ପାରେ ।

ବିଛା ରାଶି : ଆଜି ଆପଣଙ୍କର ବ୍ୟବସାୟ ଠିକ ଚାଲିବ । ତନ ମନ ପ୍ରସନ୍ନତା ର ଅନୁଭବ କରିବେ । ନ ବୁଝି ବିଚାରି କହିଲେ ସମସ୍ୟାରେ ପଡିବେ । ଘରେ କୌଣସି ନୂତନ ବସ୍ତୁ କ୍ରୟ କରିବାର ସମୟ ରହିଛି । କିଛି ସମୟ କୌଣସି ଧାର୍ମିକ ସ୍ଥଳ ରେ ବ୍ଯତୀତ କରିଲେ ଆପଣଙ୍କୁ ମାନସିକ ଶାନ୍ତି ପ୍ରାପ୍ତ ହେବ । ମିତ୍ର ଙ୍କ ସହ ବୁଲିବାର ଯୋଜନା କରିବେ । ଆପଣଙ୍କ ର ବନ୍ଧୁତା ମଜବୁତ ରହିବ । ଆପଣ ନିଜ କାର୍ଯ୍ୟ କୁ ପୁରା ଜୋସ ସହକାରେ ପୁରା କରିବେ ।

ଧନୁ ରାଶି : ଆଜି ଆପଣଙ୍କର କୌଣସି ମୂଲ୍ୟବାନ ଜିନିଷ ପ୍ରତି ଧ୍ୟାନ ରଖନ୍ତୁ ନଚେତ ସମସ୍ୟା ହୋଇପାରେ । କିଛି ଅନାବଶ୍ୟକ ଖର୍ଚ୍ଚ ସାମନାକୁ ଆସିପାରେ । ଘରେ ଚାଲିଥିବା ସମସ୍ଯା ଦୂର ହୋଇପାରେ । ତେଣୁ ଧର୍ଯ୍ୟ ରଖନ୍ତୁ । କୋଣସି ବିପଦରେ ପଡିଥିବା ବ୍ୟକ୍ତି ଙ୍କ ସହଯୋଗ କରନ୍ତୁ । ଆଜି ଆପଣଙ୍କର ପୁରୁଣା କରଯ ଫେରାଇବାରେ ଅନେକ ସମସ୍ଯା ଆସିପାରେ । ବ୍ୟବସାୟିକ କ୍ଷେତ୍ର ରେ ଆଶାବାଦୀ ଦ୍ରୁଷ୍ଟି କୋଣ ସହ କାର୍ଯ୍ୟ ସ୍ଥଳ ରେ ଆପଣ ବହୁତ ଉଶ୍ଚାହ ରେ ରହିବେ । ପାରିବାରିକ ସଦସ୍ୟ ଙ୍କ ସହ ସୁଖମୟ ଦିନ ବ୍ଯତୀତ କରିବେ ।

ମକର ରାଶି : ଖାଦ୍ୟପେୟ ଉପରେ ଧ୍ୟାନ ଦିଅନ୍ତୁ । ଘରେ ବଡ ଲୋକ ମାନଙ୍କର ରାଏ ନିଅନ୍ତୁ କୌଣସି କାମ କରିବା ପୂର୍ବରୁ । ବିଜେନ୍ସ ମାମଲାରେ କୌଣସି ଅନୁଭବି ଲୋକଙ୍କର ପରାମର୍ଶ ନିଅନ୍ତୁ । ସାମାଜିକ କ୍ଷେତ୍ର ରେ ମାନ ସମାନ ବଢିବ । ଭଲ ସ୍ୱାସ୍ଥ୍ୟ ପାଇଁ ଆପଣ ବ୍ୟାୟାମ କରନ୍ତୁ । ଆପଣଙ୍କ ବ୍ୟବହାର ଆଜି କିଛି ନ୍ୟାୟ ପ୍ରିୟ ରହିବ । ପରିବାର ର ସଦସ୍ୟ ଙ୍କ ସହ ଛୋଟ ଯାତ୍ରା କରିବାର ଯୋଜନା କରିବେ । ଆପଣଙ୍କର ପାରିବାରିକ ଜୀବନ ଆନନ୍ଦମୟ ଓ ଖୁଶିମୟ ରହିବ । ବିଜନେସ ରେ ବଡ ଡିଲ ହେବାରୁ ଆର୍ଥିକ ପକ୍ଷ ମଜୁବୁତ ହେବ ।

କୁମ୍ଭ ରାଶି : ଆଜି ଆପଣ ମଉଜ ମସ୍ତି ରେ ଧନ ଅଧିକ ଖର୍ଚ୍ଚ କରିବେ । ଆୟ ରେ ବୃଦ୍ଧି ପାଇଁ କୌଣସି ଜାଗାରେ ନିବେଶ କରି ପାରନ୍ତି । ଆଜି ଆପଣ ନିଜର ଦକ୍ଷତା ର ସହ କାମ କରନ୍ତୁ । ଏହା ଦ୍ଵାରା ଆପଣଙ୍କୁ ଫାଇଦା ମିଳିବ ।  ବ୍ୟାପାର କରୁଥିବା ଲୋକଙ୍କ ପାଇଁ ସମୟ ଅନୁକୂଳ ରହିବ । ଛାତ୍ର ଙ୍କୁ ଅତ୍ୟଧିକ ମେହନତ କରିବାର ଜରୁରତ ଅଛି । ଶିକ୍ଷା ପ୍ରତିଯୋଗୀତା ରେ ଚାଲୁଥିବା ପ୍ରୟାସ ଆଜି ଗୃହ ଊପୋଯୋଗୀ ବସ୍ତୁ ରେ ବୃଦ୍ଧି ହେବ । ରଚନାତ୍ମକ କାର୍ଯ୍ୟ ରେ ପ୍ରଗତି ହେବ । ନୂଆ ସମ୍ପର୍କ କରିବେ ।

ମୀନ ରାଶି :ଆପଣଙ୍କର ରୁଟିନ କାମରେ କାହାର ସାହାଜ୍ଯ ମିଳିପାରେ । ଗତି ବିଧି ଉପରେ ନଜର ପକାନ୍ତୁ । ଆଜି ଆପଣଙ୍କୁ ସମାଜରେ ମାନ ସମାନ ପ୍ରାପ୍ତି ହେବ । ଆପଣଙ୍କ ଘରେ କୌଣସି ଅତିଥି ଙ୍କ ଆଗମନ ହୋଇପାରେ । ଅଫିସରେ ଗୁପ୍ତ କଥା କାହାକୁ ସେୟାର କରନ୍ତୁ ନାହି । ଆର୍ଟ୍ସ ସହ ଜଡିତ ଲୋକେ କିଛି ନୂଆ କ୍ରିଏଟିଭିଟି କରି ପାରନ୍ତି । ଜେନେରାଲ ଷ୍ଟୋର ର ବ୍ୟାପାରୀ  ମାନଙ୍କ ପାଇଁ ଦିନ ସାମାନ୍ଯ ରହିବ । ଦୈନିକ ବ୍ୟାପାର ରେ ବୃଦ୍ଧି ହେବ ।  ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।