ଆଜିର ରାଶିଫଳ, 10 ଜୁଲାଇ 2022, ରବିବାର, ସୂର୍ଯ୍ୟଦେବଙ୍କ କୃପା ରହିବ ଏହି ୬ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୦ ଜୁଲାଇ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଛାତ୍ରଙ୍କୁ ନିଜର କାମରେ ସଫଳତା ମିଳିବ । ମିତ୍ର ମାନଙ୍କ ସହଜରେ କୌଣସି ପୁରୁଣା ଋଣ ଫେରି ପାଇବେ । ଅଫିସରେ କାହାର ଖରାପ ଚିନ୍ତା କରନ୍ତୁ ନାହି । ତରବର ହୋଇ ଭୁଲ ନିସ୍ପତି ନିଅନ୍ତୁ ନାହି । କ୍ଯାରିୟରକୁ ନେଇ ସାବଧାନ ରୁହନ୍ତୁ । ଅଜଣା ବ୍ୟକ୍ତିଙ୍କ କଥାରେ ପଡନ୍ତୁ ନାହି । କୌଣସି ମିତ୍ର ବ ସମ୍ପର୍କୀୟ ଙ୍କ କାରଣରୁ ମାନସିକ ଚିନ୍ତାରେ ରହିବେ । ପାରିବାରିକ ମତଭେଦ ଦୂର ହେବ । କାନୁନି ମାମଲାରେ ଫସି ପାରନ୍ତି ।

ବୃଷ ରାଶି : ଆଜି ଛୋଟ ଯାତ୍ରା କରି ପାରନ୍ତି । ରାଗ ଆପଣଙ୍କର ଅଧିକ ରହିପାରେ । ବୟସରୁ କମ ଛୋଟ କଥାରେ ପଡନ୍ତୁ ନାହି । ଜୀବନ ସାଥିଙ୍କ ସହ ସମ୍ପର୍କ ବେହତର ରହିବ । କାହାକୁ ଟଙ୍କା ଉଧାର ଦେବାରୁ ବଞ୍ଚିତ ରୁହନ୍ତୁ । ସ୍ଵାସ୍ଥ୍ୟକୁ ନେଇ ଚିନ୍ତା ରେ ରହିବେ । ବିଦେଶ କାରୋବାରରେ ଜଡିତ ଥିବା ଲୋକଙ୍କୁ ଭଲ ପରିଣାମ ମିଳିବ । ପ୍ରେମ ଜୀବନରେ ଆପଣଙ୍କୁ ଅପାର ସଫଳତା ମିଳିବାର ଯୋଗ ରହିଛି । ଆଜି ଆପଣଙ୍କୁ ଆପଣଙ୍କର ମାନ ସମାନର ପୁରା ଧ୍ୟାନ ରଖିବାକୁ ହେବ । କୌଣସି ଗରିବାକୁ ଭୋଜନ କରାନ୍ତୁ ।

ମିଥୁନ ରାଶି : ପିତା ତଥା ବଡ ମାନଙ୍କ ଠାରୁ ଲାଭ ମିଳିପାରେ । ଅଜଣା ଲୋକଙ୍କୁ ଠାରୁ ସାବଧାନ ରୁହନ୍ତୁ । ଆଜି ଆପଣଙ୍କର ସୃଜନାତ୍ମକତା ଆପଣଙ୍କୁ ଅନ୍ୟ ଠାରୁ ଆଗକୁ ନେବ । ଖର୍ଚ୍ଚ ଅଧିକ ହୋଇପାରେ । ପ୍ରସନ୍ନ ରୁହନ୍ତୁ । ଆଖି ବନ୍ଦ କରି କାହା ଉପରେ ଭରସା କରନ୍ତୁ ନାହି । କାମ କାର୍ଯ୍ୟରେ ଅବହେଳା କରିଲେ କ୍ଷତି ହୋଇପାରେ । ପଡି ରହିଥିବା କାମ ପୁରା କରନ୍ତୁ । ମିତ୍ର ମାନଙ୍କ ସହଯୋଗ ପ୍ରାପ୍ତ ହେବ । ଜୀବବାରେ କିଛି ନୂଆ କରିବାର ଆଗ୍ରହ କରିବେ ।

କର୍କଟ ରାଶି : ଆଜି ପ୍ରତିଦ୍ବନ୍ଦିତାରେ ତାଳମେଳ ରହିପାରେ । ଚାକିରିରେ ସ୍ଥାନ ପରିବର୍ତ୍ତନ ହେବାର ନଜର ଆସୁଛି । ମିତ୍ର ମାନଙ୍କ କାରଣରୁ ମାନସିକ ଚିନ୍ତାରେ ରହିବେ । କିନ୍ତୁ ଆପଣଙ୍କର ଆର୍ଥିକ ସ୍ଥିତିରେ ସୁଧାର ଆସିବ । କିନ୍ତୁ ଟଙ୍କା ପଣି ଭଳି ବୋହି ଯିବାରୁ ଆପଣଙ୍କର ଯୋଜନାରେ ବାଧା ସୃଷ୍ଟି ହୋଇପାରେ । ଆପଣ କୌଣସି ନୂଆ କାମ କରିବା ପାଇଁ ମନ ସ୍ଥିର କରିବେ । ପକ୍ଷୀ ମାନଙ୍କୁ ଦାନା ଖାଇବାକୁ ଦିଅନ୍ତୁ । ଭାଇ ଭଉଣୀଙ୍କ ସହ ସମ୍ପର୍କ ଭଲ ରହିବ ।

ସିଂହ ରାଶି  : ବ୍ୟବସାୟିକ କ୍ଷେତ୍ରରେ ଲାଭ ପ୍ରାପ୍ତ ହେବ । ବିଜନେସ ବଢାଇବା ପାଇଁ ଚେଷ୍ଟା କରନ୍ତୁ । ଆପଣଙ୍କୁ ବ୍ୟର୍ଥ ଚିନ୍ତରୁ ଦୂରେଇ ରହିବା ପାଇଁ ନିଜକୁ କାବୁ କରି ରଖନ୍ତୁ । ଆର୍ଥିକ ସମସ୍ଯା କାରଣରୁ ଆପଣଙ୍କୁ ଆଲୋଚନା ଓ ବଡ ବିବାଦର ସାମ୍ନା କରିବାକୁ ପଡିପାରେ । କୌଣସି ପୁରୁଣା କାମ ମଧ୍ୟ ପୁରା ହୋଇପାରେ । ଆପଣଙ୍କ ମନରୁ ଚିନ୍ତା ର ଭାର ହାଲକା ହେବ । ଆପଣ ମାନସିକ ରୂପରେ ପ୍ରଫୁଲ୍ଲିତ ଅନୁଭବ କରିବେ । ମାତା ପିତାଙ୍କ ସ୍ଵାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ ।

କନ୍ୟା ରାଶି : ଜମିବାଡି ମାମଲାରେ ଆଜି ଗତି ବିଧି ଠିକ ରହିବ । ଆଜି ଆପଣଙ୍କ ଜୀବନ ସାଥି ପାରିବାରିକ ଦାୟିତ୍ଵ ଖୁବ ଭଲ ଭାବେ ନିଭାଇବାରେ ସଫଳ ହେବେ । ଉନ୍ନତିର ମାର୍ଗ ପ୍ରଶସ୍ତ ହେବ । ଆଜି ଘରର ବଡ ମାନଙ୍କ ସହ ତାଳମେଳ ଠିକ ରଖିବାରେ ସମସ୍ଯା ଆସିପାରେ । ଲୋକଙ୍କ ସାହାଜ୍ଯ କରିବ ପାଇଁ ଉଦାରତା ମନୋଭାବ ରଖନ୍ତୁ । ଆଜି ସମ୍ପତି ସହ ଜଡିତ ମାମଲାରେ ତରବର ହୁଅନ୍ତୁ ନାହି । ଆଜି ଆପଣ ସାହସ ଓ ବୁଦ୍ଧି ବଳରେ ସବୁ କ୍ଷେତ୍ରରେ ବିଜୟ ଲାଭ କରିବେ ।

ତୁଳା ରାଶି : ସିନିୟର୍ସ ମାନେ ଆପଣଙ୍କ କାମରେ ସନ୍ତୁଷ୍ଟ ହେବ । ଜୀବନ ସାଥିଙ୍କ ଠାରୁ ବହୁତ ସାରା ଭଲ ପାଇବା ମିଳିବ । ସମ୍ପର୍କ ଆହୁରି ମଜବୁତ ହେବ । ଆଜି ଆପଣ କାମକୁ ନୂଆ ଯୋଜନା ମୁତାବକ କରିବାକୁ ପ୍ଳାନ କରିବେ । ପାର୍ଟନର ଙ୍କ ସହଯୋଗ ପ୍ରାପ୍ତ ହେବ । ଯଦି ସ୍ୱାସ୍ଥ୍ୟ ଚିନ୍ତା ରହିଛି ତେବେ ତାହା ଦୂର ହେବ । ଶତ୍ରୁ ଆପଣଙ୍କର କିଛି କରି ପାରିବେ ନାହି । ଭଲ ଖାଦ୍ୟପେୟ ସହ ନିୟମିତ ବ୍ୟାୟାମର ଅଭ୍ୟାସ କରନ୍ତୁ ।

ବିଛା ରାଶି : ଆଜି ଆପଣ ତୀବ୍ର ଗତିରେ ପ୍ରଗତି କରି ସଫଳତାର ନୂଆ କୀର୍ତ୍ତିମାନ ସ୍ଥାପିତ କରିବେ । ଏହି ରାଶିର ଯେଉଁ ଲୋକ ସାହିତ୍ଯ ସହ ଜଡିତ ଅଛନ୍ତି ତାଙ୍କର ରଚନାର କୌଣସି ବଡ ବ୍ୟକ୍ତି ପ୍ରଶଂସା କରିବେ । ଆଜି କୌଣସି ସମ୍ପର୍କୀୟ ଆପଣଙ୍କ ଠାରୁ ଆର୍ଥିକ ସାହାଜ୍ଯ ମାଗିବେ । ବ୍ଯବସାୟିକ କ୍ଷେତ୍ରରେ ଆପଣଙ୍କ ସ୍ଥିତି ମଜବୁତ ରହିବ । ନୂଆ ଲୋକଙ୍କ ସହ ସମ୍ପର୍କ ସ୍ଥାପନ ହେବ ସହ ଭବିଷ୍ୟତରେ ଆପଣଙ୍କ ପାଇଁ ଫାଇଦାମନ୍ଦ ସାବ୍ୟସ୍ତ ହେବ । ଘରୋଇ ସୁଖ ସୁବିଧାରେ ବୃଦ୍ଧି ହେବ ।

ଧନୁ ରାଶି : ଆଜି ଧନ ପ୍ରାପ୍ତି ସୁଗମ ହେବ । ମହତ୍ବପୂର୍ଣ୍ଣ ନିପଷ୍ଟି ନେବା ପାଇଁ ଅନ୍ୟ ଉପରେ ନିର୍ଭର ରହିଲେ ଆପଣ ଚିନ୍ତାରେ ରହିବେ । ଗୁରୁଙ୍କର ଧ୍ୟାନ କରନ୍ତୁ ସମ୍ଭବ ହୁଏ ତ ଗାଈର ସେବା କରନ୍ତୁ । ପୁରା ଦିନ ଆପଣଙ୍କ ମନ ପ୍ରସନ୍ନ ରହିବ । ଏହି ରାଶିର ଡାକ୍ତରଙ୍କ ପାଇଁ ଆଜି ଦିନ ଟି ଫାଇଦାରେ ରହିବ । ଆଜି ଆପଣଙ୍କୁ କୌଣସି ସୋସିଆଲ ୱାର୍କ ପାଇଁ ଅଫର ପରେ । କୌଣସି ବ୍ୟକ୍ତିଙ୍କ ବ୍ୟବହାରରେ ଆପଣଙ୍କ ସ୍ଵାଭିମାନ ଙ୍କୁ କଷ୍ଟ ହୋଇପାରେ ।

ମକର ରାଶି : ଆଜି ସ୍ଵାସ୍ଥ୍ୟରେ ଉତ୍ଥାପନ ପତନ ହୋଇପାରେ । ରାଜନୀତି ସହ ଜଡିତ ବ୍ୟକ୍ତି ଙ୍କୁ ନୂଆ ଅବସର ମିଳିବାରୁ ସଫଳତା ମିଳିପାରେ । ସକ୍ରିୟ ରାଜନୀତିରେ ଭାଗ ନେବାର ଅବସର ମିଳିବ । ସନ୍ଧ୍ୟା କାଳରେ ଲାଭ ଲାଇଫରେ ନୂଆ ଉର୍ଜା ସଂଚାର ହେବ । ନୂଆ ମିତ୍ର ସ୍ଥାପନ କରିବେ । ଯଦି ଆପଣ ପ୍ରତିଯୋଗୀ ପରୀକ୍ଷାରେ ଭାଗ ନେବାକୁ ଯାଉଛନ୍ତି ତେବେ ସଂଘର୍ଷ ସହ ସଫଳତା ପ୍ରାପ୍ତ ହେବ । ଆର୍ଥିକ ମାମଲାରେ ମିତ୍ର, ପଡୋଶୀ ସାହାଜ୍ଯ କରିବେ । ବାଦ ବିବାଦରୁ ଦୂରେଇ ରୁହନ୍ତୁ ।

କୁମ୍ଭ ରାଶି : କାର୍ଯ୍ୟ କ୍ଷେତ୍ର ରେ ଉନ୍ନତି ଓ ସହଯୋଗ ଦେଖିବାକୁ ମିଳିବ । ଲାଭର ଅବସର ହାତକୁ ଆସିବ । କାମ କାର୍ଯ୍ୟ ଅଧିକ ହେବା କାରଣରୁ ପରିବାର ଲୋକଙ୍କୁ ଅବହେଳା କରନ୍ତୁ ନାହି । ରୋଜଗାର କ୍ଷେତ୍ର ରେ ଆପଣଙ୍କ କ୍ଷମତା ରେ ସୁଧାର ଆସିବା କାରଣରୁ ଆପଣଙ୍କୁ ନୂଆ ଅବସର ମିଳିବ । ଲେନଦେନ କରିବାରେ ତରବର ହୁଅନ୍ତି ନାହି । ବ୍ୟାପାର ବ୍ୟବସାୟ ଅନୁକୂଳ ରହିବ । କ୍ଯରିୟୟରେ କିଛି ନୂଆ ମୌକା ମିଳିବ ।

ମୀନ ରାଶି : ଆଜି ଆପଣଙ୍କର ଆର୍ଥିକ ସ୍ଥିତି ମଜବୁତ ରହିବ । ସମୟର ଅନୁକୂଳତାର ଲାଭ ଉଠାନ୍ତୁ । ଛାତ୍ରଙ୍କୁ ଶିକ୍ଷା କ୍ଷେତ୍ରରେ କିଛି ସମସ୍ୟାର ସାମନା କରିବାକୁ ପଡିପାରେ । ଅବିବାହିତଙ୍କ  ବିବାହ ପ୍ରସଙ୍ଗ କୁ ନେଇ କୌଣସି ଜାଗାରେ ସ୍ଥିର ହୋଇପାରେ । ରଚନାତ୍ମକ କାର୍ଯ୍ୟ ରେ ଆପଣଙ୍କୁ ରୁଚି ବଢିବ । ପ୍ରେମୀ ଯୁଗଳଙ୍କ ପାଇଁ ଆଜି ଦିନ ଟି ଶୁଭ ନୁହେଁ । କିଛି କ୍ଷତି ଘଟିପାରେ । ଘର ବାହାରେ ମନ ସମାନ ମିଳିବ । ପରିବାରର ଲୋକଙ୍କ ସହ ସହଯୋଗ ବଢିବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।