ଆଜିର ରାଶିଫଳ, 04 ମାର୍ଚ୍ଚ 2023, ଶନିବାର, ଶନିଦେବଙ୍କ ଆଶୀର୍ବାଦ ରହିବ ଏହି 4ଟି ରାଶି ଉପରେ, ମିଳିବ ଆର୍ଥିକ ସଙ୍କଟରୁ ମୁକ୍ତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୦୪ ମାର୍ଚ୍ଚ ୨୦୨୩ ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : କଳା କ୍ଷେତ୍ର ସହ ଜଡିତ ଲୋକ ଙ୍କ ପାଇଁ ଆଜି ଦିନ ଟି ଭଲ ରହିବ । ଆଜି ବଡ ଭାଇ ଙ୍କ ସହ ମନାନ୍ତର ହୋଇପାରେ । ଆଶ୍ଚର୍ଯ୍ୟ କରି ଦେବ ଯାହାର ପ୍ରଦର୍ଶନ ଆପଣ କମ କରୁଥିଲେ । ଆଜି ଲୋକେ ଆପଣଙ୍କର ପ୍ରଶଂସା କରିବେ । ପ୍ରିୟଙ୍କ ଆପଣଙ୍କ ସାଥିଙ୍କ ଫୋନ ଆସିବ । ବାଣୀ ଉପରେ ସଂଯମ ରଖନ୍ତୁ । ନିଜ ମନ କଥା ଶୁଣନ୍ତୁ । ଏଥିପାଇଁ ସମୟ ଉପଯୁକ୍ତ ଅଟେ ।

ବୃଷ ରାଶି : ଅପେକ୍ଷିତ କାର୍ଯ୍ୟ ରେ ଡେରି ହେବ । କାମରେ ମନ ଲାଗିବ । ଆଜି ଆପଣଙ୍କୁ ପରିବାରର ସହଯୋଗ ପ୍ରାପ୍ତ ହେବ । ପରିଜନ ଙ୍କ ସହ ସମୟ ଆନନ୍ଦପୂର୍ବକ ରହିବ । ଧାର୍ମିକ କାମରେ ଖର୍ଚ୍ଚ ହେବ । ପ୍ରବାସ ବା ପର୍ଯ୍ୟଟନ ର ଯୋଗ ଅଛି । ବିତ୍ତୀୟ ବ୍ୟବହାର ଓ ନିବେଶ ସହ ଅଧିକ ସତର୍କ ରୁହନ୍ତୁ । କାରଣ ଦିନ ଅନୁକୂଳ ନାହି । ଘର ମାହୋଲ ଭଲ ରହିବ । ଅବିବାହିତ ଙ୍କ ପାଇଁ ଦିନ ଶୁଭ ବ୍ରହିବ । ବିବାହ ପାଇଁ ଉପୁକ୍ତ ପ୍ରସ୍ତାବ ଆସିପାରେ ।

ମିଥୁନ ରାଶି : ଆପଣଙ୍କ ନୂଆ ବିଚାର ଓ କାର୍ଯ୍ୟ ଶୈଳୀ ର ପ୍ରଶଂସା ହେବ । କାର୍ଯ୍ୟ କ୍ଷେତ୍ରରେ ଅନୁକୂଳତା ରେ ପ୍ରସନ୍ନତା ର ଅନୁଭବ ହେବ । କାର୍ଯ୍ୟ ସ୍ଥଳରେ ସୁଧାର ଆସିବ । ସାମାଜିକ କାର୍ଯ୍ୟ କରିବାର ଅବସର ମିଳିବ । ଚାକିରି କରୁଥିବା ଜାତକ ଙ୍କ ପାଇଁ ପରିବର୍ତ୍ତନର ସମୟ ଚାଲୁଅଛି । ଆପଣଙ୍କ ମେହନତର ଭଲ ପରିଣାମ ମିଳିବାର ପ୍ରବଳ ସମ୍ଭାବନା ଅଛି । ସନ୍ତାନ ମାନଙ୍କ ତରଫରୁ ଶୁଭ ସମାଚାର ପ୍ରାପ୍ତ ହେବ । ସମାଜରେ ମାନ ସମାନ ବୃଦ୍ଧି ହେବ ।

କର୍କଟ ରାଶି : ପଇସା ମାମଲାରେ ଆଜି ଦିନ ଟି କିଛି ଭେଟର ସାବ୍ୟସ୍ତ ହେବ । ନିଜର ଊର୍ଜା ବ୍ୟର୍ଥ କାମରେ ନ ଲଗାଇ ଭଲ କାମରେ ଲଗାନ୍ତୁ । ଏଥିରୁ ଲାଭ ହେବ । ଆଜି ମନ ଲଗାଇ କାମ କରନ୍ତୁ । ଶୁଭ ପ୍ରସଙ୍ଗର ଆୟୋଜନ ହେବ । ଅଚାନକ ବିଚାର ରେ ଆସୁଥିବା ପରିବର୍ତ୍ତନ କାରଣରୁ କଠିନ କଥାକୁ ସରଳ ଭାବେ ବୁଝାଇବେ । ଆପଣଙ୍କ ବ୍ୟକ୍ତିଗତ ଓ ପାରିବାରିକ ଜୀବନ କୁ ଅଲଗା ଅଲଗା ରଖିବାକୁ ଚେଷ୍ଟା କରନ୍ତୁ ।

ସିଂହ ରାଶି : କାହା ସହ ଅଯଥାରେ ବିବାଦ କରନ୍ତୁ ନାହି ନଚେତ ସମସ୍ଯା ହୋଇପାରେ । ପରିବାରର ସହଯୋଗ ମିଳିବ । ଭୂମି ଭାବନା କ୍ରୟ କରିବାର ଯୋଗ ଅଛି । ଆର୍ଥିକ ପକ୍ଷ ସାମାନ୍ଯ ରହିବ । ଆଜି ଆପଣଙ୍କ ପାଇଁ ସୁଖ ଶାନ୍ତି ପୂର୍ବକ ବ୍ଯତୀତ ହେବ । ଶାରୀରିକ କଷ୍ଟ ଦୂର ହେବ । ରିୟଲ ଷ୍ଟେଟ ସମ୍ବଧିତ ବ୍ୟାପାର କରୁଥିବା ଲୋକ ଙ୍କୁ ବଡ ଡିଲ ହାସିଲ ହେବାର ଅଛି ।

କନ୍ୟା ରାଶି : କ୍ଲାଇଣ୍ଟ ଙ୍କ ସହ ଆଲୋଚନା ଜାରି ରଖନ୍ତୁ । ଘର ପରିବାରରେ ପଜେଟିଭ କଥା ଉପରେ ଚର୍ଚ୍ଚା କରନ୍ତୁ । ନିଜର ଗୁପ୍ତ କଥା କାହା ସହ ସେୟାର କରନ୍ତୁ ନାହି । ଆଜି ମନରେ ଶାନ୍ତି ଅନୁଭବ କରିବେ । ନିଜ ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ । ନଚେତ ରୋଗରେ ପଡି ପାରନ୍ତି । ବ୍ୟକ୍ତିଗତ ଜୀବନ ସମ୍ବଧିତ କୌଣସି କଥା ଆଗକୁ ବଢାଇବାର ଜରୁରତ ନାହି । ସମୟ ଅନୁଯାୟୀ କଥା ଆଗକୁ ବଢନ୍ତୁ । ଏବେ ସଂଯମ ରଖନ୍ତୁ ।

ତୁଳା ରାଶି : ଲମ୍ବା ସମୟରୁ କୌଣସି କାମକୁ ନେଇ ଚୀନତାରେ ଥିଲେ ତାହା ପୂରଣ ହେବ । ଦ୍ଵିପହର ପରେ ଆପଣ ବୈଚାରିକ ସ୍ଥିରତା ସହ ସବୁ କାମ ସହଜରେ ପୁରା କରିବେ । ଆପଣ ଖରାପ ଲୋକଙ୍କ ଠାରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ । ପରିବାରରେ ସମ୍ପର୍କ ଭଲ ହେବ । ସଜାଗ ହୋଇ ନିଜ କାର୍ଯ୍ୟ ରେ ଧ୍ୟାନ କେନ୍ଦ୍ରିତ କରନ୍ତୁ । କଳା କ୍ଷେତ୍ର ସହ ଜଡିତ ଲୋକ ଙ୍କୁ ଟେକ୍ନୋଲୋଜିର ସାହାରା ନେବା ଉଚିତ ।

ବିଛା ରାଶି : ଆପଣଙ୍କ ମଧ୍ୟରୁ କିଛି ଲୋକ ନିଜକୁ ସାବ୍ୟସ୍ତ କରିବାକୁ ଚେଷ୍ଟା କରିବେ । ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ । ପ୍ରେମ ଜୀବନରେ ଯାହା ବି ସମସ୍ଯା ଥିଲା ତାହା ଦୂର ହେବ । କାର୍ଯ୍ୟ ସ୍ଥଳରେ ମାହୋଲ ରେ ସୁଧାର ହେବ । ପାରିବାରିକ ଜୀବନ ସୁଖମୟ ରହିବ । ଶାସନ ସତ୍ତା ର ସହାୟତା ମିଳିବ । ପରିବାର ରେ ଆଜି କିଛି ନୂଆ ଦାୟିତ୍ଵ ଆପଣ ପାଇବେ । ସମାଜରେ ଯଶ ଓ କୀର୍ତ୍ତି ସ୍ଥାପନ ହେବ ।

ଧନୁ ରାଶି : ଚାକିରି କ୍ଷେତ୍ର ରେ ଆପଣଙ୍କର ବେତନରେ ବୃଦ୍ଧି ହୋଇପାରେ । ଯେଉଁ ମାନେ ବେରୋଜଗାର ଥିଲେ ସେମାନଙ୍କୁ ରୋଜଗାର କରିବାର ଅବସର ପ୍ରାପ୍ତ ହେବ । ଆପଣଙ୍କ ମନରେ ନୂଆ ଊର୍ଜା ସୃଷ୍ଟି ହେବ । ଯାହା ଦ୍ଵାରା ଆପଣଙ୍କ ମନ ପ୍ରସନ୍ନ ରହିବ । ଆଜି ଆପଣ ଧାର୍ମିକ କାର୍ଯ୍ୟ ରେ ବ୍ୟସ୍ତ ରେ ରହିବେ । ଯାହା ଦ୍ଵାରା ଆପଣଙ୍କର ସାମାଜିକ ଲୋକପ୍ରିୟତା ବୃଦ୍ଧି ହେବ ।

ମକର ରାଶି : କୌଣସି ଗରିବ ଲୋକଙ୍କୁ ସାହାଜ୍ଯ କରନ୍ତୁ । ଆଜି ଆପଣଙ୍କର କୌଣସି ବଡ କାମ କରିବା ପାଇଁ ମନସ୍ଥ କରିବେ । ସମୟ ର ଲାଭ ଉଠାନ୍ତୁ । ଚାକିରି କ୍ଷେତ୍ର ରେ ପ୍ରଭାବ ପଡିପାରେ । ବିଦ୍ୟାର୍ଥୀ ମାନେ ପାଠ ପଢା ରେ ଆଗରେ ରହିବେ । ଆପଣଙ୍କର ଅଟକି ରହିଥିବା କାମ ପୁରା ହେବ । ଏହି ରାଶିର ଲୋକ ମାନଙ୍କର ଦାଂପତ୍ଯ ଜୀବନ ସୁଖମୟ ରହିବ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ଛୋଟ ଛୋଟ ସମସ୍ୟାର ଆପଣ ସମାଧାନ କରିବେ ।

କୁମ୍ଭ ରାଶି : ଯେଉଁ ମାନେ ବେରୋଜଗାର ଥିଲେ ସେମାନଙ୍କୁ ନୂଆ ଚାକିରି ମିଳିବାର ଯୋଗ ରହିଛି । କୌଣସି କ୍ଷେତ୍ର ରେ ବଡ ନିବେଶ କରିବେ । ପ୍ରେମ ଜୀବନରେ ସମୟ ଅନୁକୂଳ ରହିବ । ଆପଣ ମନ କଥା ନିଜ ସାଥି ଙ୍କୁ କହିବାର ସଠିକ ସମୟ ରହିଛି । ଆପଣଙ୍କର ଆମଦାନୀ ରେ ବୃଦ୍ଧି ହେବ । ମିତ୍ର ମାନଙ୍କ ଗହଣରେ ଅଧିକ ସମୟ ଅବିବାହିତ କରିବେ । ନୂଆ ମିତ୍ର ସ୍ଥାପନ କରିବେ ।

ମୀନ ରାଶି : ଘର ପରିବାର ରେ ହସ ଖୁଶିର ମାହୋଲ ରହିବ । କୌଣସି ଗୁରୁତ୍ଵ ପୂର୍ଣ୍ଣ ନିସ୍ପତି ଗ୍ରହଣ କରିବେ । ଆପଣ କୌଣସି ବଡ କାମ ରେ ସଫଳ ହେବେ । ସନ୍ତାନ ମାନଙ୍କ ତରଫରୁ ଶୁଭ କାର୍ଯ୍ୟ ର ଆରମ୍ଭ ହୋଇପାରେ । ଯାହା ଦ୍ଵାରା ଆପଣଙ୍କ ମନ ପ୍ରସନ୍ନ ରହିବ । ଆପଣଙ୍କୁ ସଫଳତା ପ୍ରାପ୍ତି ପାଇଁ କଠିନ ମେହନତ କରିବାକୁ ପଡିପାରେ ।  ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।