ପୁତୁରା ମୋ ଦେହକୁ ଚିପି ମୋତେ ତଳେ ପକେଇ ମୋ ତଳିପେଟକୁ… ଖୁଡୀ ସହ ନିଜ ପୁତୁରା ଯାହା କଲା ନା ଶୁଣିଲେ ରକ୍ତ ଗରମ ହୋଇଯିବ, ଦେଖନ୍ତୁ video

ଉଗ୍ର ରୂପ ନେଲା ପାରିବାରିକ ବିବାଦ । କେଇ ମୂହୁର୍ତ୍ତର କ୍ରୋଧ ଆଗରେ ସମ୍ପର୍କ ବି ତୁଚ୍ଛ ହୋଇଗଲା । ନିଜ ଖୁଡୀଙ୍କୁ ଆ-କ୍ର-ମ-ଣ ତ କଲା କଲା, ହେଲେ ହିତାହିତ ଜ୍ଞାନ ଭୁଲି ଦୁ-ଷ୍କ-ର୍ମ କରିବାକୁ ବି ଉଦ୍ୟମ କଲା ପୁତୁରା । ଏଭଳି ଏକ ନିନ୍ଦନୀୟ ଘଟଣା ଘଟିଛି କେନ୍ଦ୍ରପଡା ସଦର ଥାନା ଅନ୍ତର୍ଗତ ଚାନ୍ଦୋଳ ଫାଣ୍ଡି ଅଞ୍ଚଳର ଡେରାବିସ ବ୍ଲକ ର ସୋରିଷିଆ ଗାଁରେ । ନିଜ ପୁତୁରା ଓ ତାଙ୍କର କିଛି ଦୂର ସମ୍ପର୍କୀୟମାନେ ମିଶି ଜଣେ ମହିଳାଙ୍କୁ ଆ-କ୍ର-ମ-ଣ କରିଥିଲେ ।

ଖାଲି ସେତିକି ନୁହେଁ ବରଂ ତାଙ୍କ ସହ କୁ-କ-ର୍ମ କରିବାକୁ ମଧ୍ୟ ଚେଷ୍ଟା କରିଥିବା ଅଭିଯୋଗ ଆଣିଛନ୍ତି ପୀଡ଼ିତା ଖୁଡୀଜଣକ । କୌଣସି କାରଣବଶତଃ ସୋରିଷିଆ ଗାଁର ଅପର୍ଣ୍ଣା ନାୟକଙ୍କ ପରିବାରରେ କଳହ ଲାଗି ରହିଥିଲା । ଘରେ କେହି ନଥିବା ବେଳେ ଅପର୍ଣ୍ଣାଙ୍କ ପୁତୁରା ଜିତେନ୍ଦ୍ର ଓ ତାଙ୍କର କିଛି ଦୂର ସମ୍ପର୍କୀୟ ମିଶି ତାଙ୍କୁ ମା-ଡ ମା-ରି ତଳେ ପକାଇବା ସହ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ ।

ଖାଲି ସେତିକି ନୁହେଁ ବରଂ ଅପର୍ଣ୍ଣାଙ୍କ ସମେତ ତାଙ୍କର ପୁରା ପରିବାରକୁ ଜୀବନରେ ମା-ରି ଦେବାକୁ ମଧ୍ୟ ଧ-ମ-କ ଦେଇଥିଲା ପୁତୁରା । ପ୍ରଥମେ ପୁତୁରା ଆସି ତାଙ୍କ ସ୍ତ-ନ-କୁ ଚି-ପି ଧରି କହିଲେ ତୋ ଇଜ୍ଜତ ଲୁ-ଟି-ନେ-ବି । ଆଉ ଜଣେ ତାଙ୍କ ତ-ଣ୍ଟି ଚି-ପି ଧରି ଜୀବନରୁ ମା-ରି ଦେବେ ବୋଲି କହିଲେ । ମହିଳାଜନକ ଚିତ୍କାର କରିବାରୁ ତାଙ୍କ ତଳିପେଟକୁ ଗୋଟେ ଶକ୍ତ ଗୋ-ଇ-ଠା ମା-ରି-ଥି-ଲା ଶଇତାନ ପୁତୁରା ।

ମହିଳା ତଳେ ପଡିଯିବା ପରେ ତାଙ୍କ ଲୁଗା ଟେକି ତାଙ୍କ ସହ ଦୁ-ଷ୍କ-ର୍ମ କରିବାକୁ ଉଦ୍ୟମ କରିଥିଲେ ପୁତୁରା ଓ ତା’ ସହଯୋଗୀମାନେ । ମହିଳାଜଣକ ବିକଳରେ କାନ୍ଦିକି ଚିତ୍କାର କରିବାରୁ ଏକଥା କାହାକୁ କହିଲେ ତୋ ସ୍ଵାମୀକୁ ରାତିଅଧରେ ମ-ର୍ଡ-ର କରିଦେବୁ ବୋଲି ମଧ୍ୟ ସେମାନେ ଧମକ ଦେଇଥିଲେ । ତୋତେ ଦୁନିଆରୁ ହଜେଇ ଦେବୁ ଆଉ ତୋ ପୁଅକୁ ମା-ରି-ଦେ-ବୁ ବୋଲି କହିଥିଲା ପୁତୁରା । ଏହାପରେ ଖୁଡୀ ଅପର୍ଣ୍ଣା ଆ-ହ-ତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ଏହାସହ ଥାନାରେ ଯାଇ ପୁତୁରା ଏବଂ ତାଙ୍କ ସହଯୋଗୀଙ୍କ ନାଁରେ ଅଭିଯୋଗ ଦେଇଛନ୍ତି ଅପର୍ଣ୍ଣା । ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକାଉ ସେ ଦାବି କରିଛନ୍ତି । ସ୍ଥାନୀୟ ପୋଲିସ ମଧ୍ୟ ଘଟଣାକୁ ଗୁରୁତର ସହ ନେବାସହ ତଦନ୍ତ ଆରମ୍ଭ କରିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।