ଭାରତୀୟ ସେନାରେ ଅଧିକାରୀ ଅଛନ୍ତି ଦିଶା ପଟାନୀଙ୍କର ବଡ ଭଉଣୀ, ଦେଖିବାକୁ ଦିଶାଙ୍କ ଠାରୁ ବି ଅଧିକ ସୁନ୍ଦର

ଦିଶା ପଟାନୀ ବଲୀଉଡର ଜଣେ ଜଣାଶୁଣା ଅଭିନେତ୍ରୀ ଅଟନ୍ତି । ସେ ୨୦୧୬ରେ ଆସିଥିବା ଫିଲ୍ମ ‘ଧୋନୀ ଦ ଅନଟୋଲ୍ଡ ସ୍ଟୋରୀ’ରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଦର୍ଶକମାନେ ତାଙ୍କର ଅଭିନୟକୁ ବହୁତ ପସନ୍ଦ ମଧ୍ୟ କରିଥିଲେ । ଦିଶା ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି । ଏବଂ ସବୁଦିନ ତାଙ୍କର ଫଟୋ ସୋସିୟାଲ ମିଡିୟାରେ ଭାଇରାଲ ହେଉଥାଏ । ଦିଶାଙ୍କର ସୁନ୍ଦରତା ସହ ନିଜର ଆକର୍ଷକ ଫିଗର ପାଇଁ ବି ସେ ଜଣା ଯାଆନ୍ତି ।

କିନ୍ତୁ କଣ ଆପଣମାନେ ଜାଣିଛନ୍ତି କି ଦିଶାଙ୍କର ଏକ ସୁନ୍ଦର ଭଉଣୀ ମଧ୍ୟ ଅଛି । ଯିଏକି ସୁନ୍ଦରତା ମାମଲାରେ ତାଙ୍କ ଠାରୁ ବହୁତ ଆଗରେ ଅଛନ୍ତି । ଦିଶାଙ୍କର ବଡ ଭଉଣୀଙ୍କର ନାମ ଖୁଶବୂ ପଟାନୀ ଅଟେ ।

ଭାରତୀୟ ସେନାରେ ଅଧିକାରୀ ଅଟନ୍ତି ଦିଶାଙ୍କର ଭଉଣୀ

କହିବାକୁ ଗଲେ ଖୁଶବୂ ଦିଶାଙ୍କ ଠାରୁ ଅଧିକ ସୁନ୍ଦର ଅଟନ୍ତି । କହିଦେଛୁ ଯେ ଦିଶା ତିନି ଭାଇ ଭଉଣୀ ଅଟନ୍ତି । ଯେଉଁଥିରେ ଖୁଶବୂ ବଡ ଅଟନ୍ତି, ଏହା ପରେ ଦିଶାଙ୍କର ନମ୍ବର, ସବୁଠୁ ଛୋଟ ତାଙ୍କର ଭାଇ ସୂର୍ଯାଂଶ ପଟାନୀ ଅଟେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଦିଶାଙ୍କର ବଡ ଭଉଣୀ ଭାରତୀୟ ସେନାର ଅଧିକାରୀ ଅଟନ୍ତି । ବର୍ତ୍ତମାନ ହିଁ ଦିଶା ନିଜର ଇନ୍ସ୍ଟାଗ୍ରାମ ଅକାଉଂଟରେ ଖୁଶବୂଙ୍କର ଫଟୋ ଶେୟାର କରିଛନ୍ତି ।

ଶେୟାର କରାଯାଇଥିବା ଫଟୋରେ ଖୁଶବୂ ଭାରତୀୟ ସେନାର ପୋଷକ ପିନ୍ଧିଛନ୍ତି । ଯେଉଁଠି କିଛି ଲୋକମାନେ ଫଟୋ ଦେଖିବା ପରେ ତାଙ୍କର ପ୍ରଶଂସା କରୁଛନ୍ତି ତ କିଛି ଲୋକମାନେ ଦିଶାଙ୍କୁ ନିଜର ବଡ ଭଉଣୀଙ୍କ ଠାରୁ କିଛି ଶିଖିବା ପାଇଁ ଉପଦେଶ ଦେଉଛନ୍ତି ।

ଗ୍ଲୈମର ଇଣ୍ଡଷ୍ଟ୍ରିରୁ ଦୂରରେ ଅଛନ୍ତି ଖୁଶବୂ

ଯେଉଁଠି ଦିଶା ଏକଦମ ବିନ୍ଦାସ ଏବଂ ବେବାକ ଅଟନ୍ତି ଅନ୍ୟ ପଟେ ତାଙ୍କର ଭଉଣୀ ବିଲକୁଲ ଅଲଗା ଅଟନ୍ତି । ଖୁଶବୂଙ୍କର ସ୍ଵଭାବ ବହୁତ ଶାନ୍ତ ଏବଂ ଗମ୍ଭୀର ଅଟେ । ସେଲେବ୍ରିଟୀର ଭଉଣୀ ଏବଂ ସୁନ୍ଦର ହେବା ସତ୍ବେ ବି ସେ ଲାଇମଲାଇଟରୁ ଦୂରେଇ ରୁହନ୍ତି । ଖୁଶବୂ ଏକ ସାଧାରଣ ମଣିଷଙ୍କ ଭଳି ଜୀବନ ବିତାଇବାକୁ ଚାହାନ୍ତି । ଯଦି ଫିଲ୍ମର କଥାବାର୍ତ୍ତା କରିବା ତେବେ ବର୍ତ୍ତମାନ ଦିଶା ମୋହିତ ସୂରୀଙ୍କର ଫିଲ୍ମ ‘ମଲଙ୍ଗ’ର ଶୁଟିଙ୍ଗରେ ବ୍ୟସ୍ତ ଅଛନ୍ତି ।

ଯଦି ଆପଣଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗିଥାଏ ସେଆର କରିବେ ଓ ଆଗକୁ ଆମ ସହିତ ଯୋଡି ହେବା ପାଇଁ ପେଜକୁ ଲାଇକ କରନ୍ତୁ ।