ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।
ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୮ ସେପ୍ଟେମ୍ବର ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।
ମେଷ ରାଶି : ଆଜି ଆପଣ ଆୟ ର କିଛି ନୂଆ ସ୍ରୋତ ଖୋଜିବେ ଯାହା ପାଇଁ ଆପଣଙ୍କୁ ଭଲ ଧନ ଲାଭ ହେବ । ଆପଣଙ୍କର କଟୁ କଥା ଲୋକଙ୍କ କଷ୍ଟ ଦେଇପାରେ । ଛାତ୍ର ଙ୍କ ପାଇଁ ଆଜି ଦିନ ଟି ବହୁତ ଭଲ ରହିବ । ଆପଣଙ୍କର ଦିନଚର୍ଜ୍ୟା ଠିକ ରହିବ । ଆପଣ ବିତ୍ତୀୟ ପରିସ୍ଥିତି ରେ ସୁଧାର ଆଣିବାକୁ ଚେଷ୍ଟା କରିବେ । ନୂଆ ପ୍ରେମ ସମ୍ପର୍କ ସ୍ଥାପନ କରିବାରେ ଆପଣ ନିସ୍ପତି ନେବେ । ଆଜି ଅନୈତିକ କାର୍ଯ୍ୟ ରୁ ଦୂରେଇ ରୁହନ୍ତୁ । ଦାଂପତ୍ଯ ଜୀବନରେ ମଧୁରତା ଆସିବ ।
ବୃଷ ରାଶି : ଆଜି ଆପଣ ଯେଉଁ କାର୍ଯ୍ୟ କୁ ହାତକୁ ନେବେ ତାହା ପୁରା କରିବେ । ଚାକିରିରେ ନୂତନ ଅବସର ପ୍ରାପ୍ତ ହେବ । ବ୍ୟବସାୟରେ ଉନ୍ନତି ହେବ । ଆଜି ଆପଣଙ୍କର ସାଥି ଆପଣଙ୍କ ହିସାବ ରେ କାମ କରିବେ । ଭାଗ୍ୟ ଆପଣଙ୍କର ସହଯୋଗ କରିବ ତଥା କାର୍ଯ୍ୟ ବ୍ୟବସାୟ ରେ ସ୍ଥିତି ସାମାନ୍ଯ ଠିକ ରହିବ । ଆର୍ଥିକ ଦ୍ରୁଷ୍ଟି ରୁ ସ୍ଥିତି ଅନୁକୂଳ ରହିବ । ଆୟ ରେ ସୁଧାର ଆସିବ । ସହଯୋଗୀଙ୍କର ପ୍ରାପ୍ତି ହେବ । ପ୍ରତେକ କ୍ଷେତ୍ରରୁ ସଫଳତା ମିଳିବାର ନଜର ଆସୁଛି ।
ମିଥୁନ ରାଶି : ଆଜି ଆପଣ ପରିବାରର ସଦସ୍ୟ ଙ୍କ ସହ ଅଧିକ ସମୟ ବ୍ଯତୀତ କରିବାକୁ ଚେଷ୍ଟା କରିବେ । ଆର୍ଥିକ ଉନ୍ନତି ର ନୂଆ ରାସ୍ତା ପାଇବେ । ବ୍ୟବସାୟକୁ ନେଇ ଅଚାନକ କୌଣସି ବଡ ଲାଭ ମିଳିପାରେ । ଶିକ୍ଷା କ୍ଷେତ୍ର ରେ ସଫଳତା ପ୍ରାପ୍ତ ହେବ । ଆପଣ ନିଜର ସମୟ ଅଧ୍ୟୟନ ରେ ଲଗାନ୍ତୁ । କାର୍ଯ୍ୟ ବ୍ୟବସାୟ ଓ ମାନ ସମାନ ରେ ବୃଦ୍ଧି ହେବ । ଆପଣଙ୍କୁ ସଫଳତା ମିଳିବ । ସକାଳୁ ଆପଣଙ୍କର ବ୍ୟବସାୟ ସହ ଜଡିତ ସୁନହେରୀ ଅବସର ମିଳିବ । ଅଫିସରେ ଅନୁକୂଳ ବାତାବରଣ ରହିବ ।
କର୍କଟ ରାଶି : ଆଜି ଆପଣଙ୍କର ଆର୍ଥିକ ସ୍ଥିତି ରେ ସୁଧାର ଆଣିବାର ଅବସର ମିଳିବ । ବିବାଦୀୟ ମାମଲାରେ ବିଜୟୀ ଓ ବିରୋଧୀ ପରାସ୍ତ ହେବେ । ନୂଆ କାର୍ଯ୍ୟ ର ପ୍ରାପ୍ତି ସମ୍ଭବ ଅଟେ । ସ୍ଥାୟୀ ସମ୍ପତି ରେ ଲାଭ ହେବ । କାର୍ଯ୍ୟ କ୍ଷେତ୍ରରେ ସମକକ୍ଷ ଆଗରେ ରହିବେ । ଆପଣ ପ୍ରଥମେ କୌଣସି କଥା ବୁଝନ୍ତୁ ପରେ କାହାକୁ କଥା ଦେବେ । ଯେଉଁ ମହତ୍ଵ ପୂର୍ଣ୍ଣ ଅବସର ର ଅପେକ୍ଷାରେ ଅଛନ୍ତି ତାହା ଆପଣଙ୍କୁ ମିଳିବ । ମିତ୍ର ମାନଙ୍କର ସହଯୋଗ ପାଇବେ ।
ସିଂହ ରାଶି : ଆଜି ଆପଣ କୌଣସି ନୂଆ ଅବସର ର ଫାଇଦା ଉଠାଇବାକୁ ପ୍ରସ୍ତୁତ ରହିବେ । ଅନ୍ୟ କାହାର ମାମଲା ରେ ଦାଖଲ ଦେବାକୁ ଚେଷ୍ଟା କରନ୍ତୁ ନାହି । ଏହା ସହ ନିଜର ମହତ୍ଵ ପୂର୍ଣ୍ଣ କାର୍ଯ୍ୟ ରେ ମଧ୍ୟ କାହାର ହସ୍ତକ୍ଷେପ ଗ୍ରହଣ କରନ୍ତୁ ନାହି । ବ୍ୟାପାର ସହ ଯଦୀୟତ ଲୋକେ ଆଜି କଠିନ ପରିଶ୍ରମ କରିବା ପରେ ଯାଇ ଭଲ ଫାଇଦା ପାଇବେ । ଚାକିରି ରେ ଆପଣଙ୍କୁ ସହଯୋଗୀ ମାନଙ୍କର ସହଯୋଗ ମିଳିବ । ଖାଦ୍ୟପେୟ ଉପରେ ସଂଯମ ରଖନ୍ତୁ । ନିଜ ସ୍ୱାସ୍ଥ୍ୟ ର ବେହତର ଧ୍ୟାନ ରଖନ୍ତୁ ।
କନ୍ୟା ରାଶି : ଆଜି ପରିବାରର ସଦସ୍ୟ ଙ୍କ ସହ ସମ୍ପର୍କ ସ୍ଥାପନ କରିବେ । ଯାହା ପାଇଁ ଆପଣ ଖୁସି ଅନୁଭବ କରିବେ । ଯଦି ଆପଣ ବିଦ୍ୟାର୍ଥୀ ତେବେ ଆପଣ ନିଜର ସମୟ ନଷ୍ଟ କରନ୍ତୁ ନାହି । ସମୟ ବରବାତ କରିଲେ ଆପଣଙ୍କ ପାଇଁ କ୍ଷତି ହୋଇପାରେ । ଆପଣ ଶାନ୍ତି ଭାବେ ନିଜ ପଢା ଉପରେ ଫୋକସ କରନ୍ତୁ । ଏହି ରାଶିର ବିବାହିତା ଙ୍କ ଆଜି ଦିନ ଟି ବହୁତ ଭଲ ରହିଛି । ଆପଣଙ୍କୁ ସଫଳତା ନିଶ୍ଚୟ ମିଳିବ । ସାମାଜିକ କାର୍ଯ୍ୟ ରେ ଅଗ୍ରସର ହେବେ ଓ ଆଉ କିଛି ମହତ କାମ କରିବେ । ଧାର୍ମିକ କାର୍ଯ୍ୟ ରେ ରୁଚି ଅଧିକ ରହିବ ।
ବିଛା ରାଶି : ଆଜି ଆପଣ ଯେଉଁ କାର୍ଯ୍ୟ ମନ ଲଗାଇ କରିବେ ସେଥିରେ ନିଶ୍ଚୟ ଆପଣଙ୍କୁ ସଫଳତା ମିଳିବ । ବ୍ୟକ୍ତିଗତ ଜୀବନ ବିଷୟରେ କହିବାକ ଗଲେ ଜୀବନ ସାଥି ଙ୍କ ସହ ସମ୍ପର୍କରେ ସୁଧାର ଆସିବ । ଆପଣ ଦୁହେଁ ପରସ୍ପର ର ସମ୍ମାନ କରିବାର ଆବଶ୍ୟକ ଅଛି । ସ୍ୱାସ୍ଥ୍ୟ ବିଷୟରେ କହିବାକୁ ଗଲେ ନିଜର ଖାଦ୍ୟପେୟ ର ଅଭ୍ଯାସ କୁ ପରିବର୍ତ୍ତନ କରନ୍ତୁ । ଶିକ୍ଷା କ୍ଷେତ୍ର ରେ ଆପଣଙ୍କୁ ବେହତର ପରିଣାମ ହାସିଲ ହେବ । ଅଚାନକ ଧନ ଲାଭ ହେବାରୁ ମନ ପ୍ରସନ୍ନ ରହିବ ।
ଧନୁ ରାଶି : ଆଜି ଆପଣଙ୍କର ଆର ଠିକ ସ୍ଥିତି ରେ ସୁଧାର ଆସିବ । ଆପଣଙ୍କର ସାମାଜିକ ଛବି ବଢିବ । କାମ ମାମଲାରେ ଆପଣଙ୍କ ନିଜର କ୍ଷମତା ରେ ଅଧିକ ଦାୟିତ୍ଵ ପାଇବେ । ଛାତ୍ର ଙ୍କୁ କୌଣସି ବେହତର କାମରେ ଭଲ ପରିଣାମ ମିଳିବାର ଯୋଗ ରହିଛି । ପରିବାରରେ ଆପଣଙ୍କୁ ମାତାଙ୍କର ପୁରା ସହଯୋଗ ମିଇବ । କୌଣସି ବଡ କାମର ଯୋଜନା ନାହି ତ ଦିନର କିଛି ସମୟ ସାଙ୍ଗ ମାନଙ୍କ ସହ ମନୋରଞ୍ଜନ କରିବାରେ ବ୍ଯତୀତ କରି ପାରିବେ । ଭବିଷ୍ୟତକୁ ବେହତର କରନ୍ତୁ ।
ମକର ରାଶି : ଆଜି ଆପଣଙ୍କ ଜୀବନ ଖୁସି ପୂର୍ଣ୍ଣ ରହିବ । ଆପଣ ନିଜର ଭାଇ, ଭଉଣୀ ଓ ମିତ୍ରା ଙ୍କ ସମର୍ଥନ ରେ ପ୍ରଗତି କରିବେ । ଆପଣଙ୍କ ପାରିବାରିକ ଜୀବନରେ ଉଶ୍ଚାହ ର ମହୋଲ ରହିବ । ଏହି ରାଶିର କମ୍ପ୍ୟୁଟର ରେ ଜଡିତ ଲୋକ ଙ୍କ ପାଇଁ ଆଜି ଦିନ ଟି ଅତ୍ୟନ୍ତ ମହତ୍ଵ ପୂର୍ଣ୍ଣ ରହିବାର ଅଛି । ଆପଣଙ୍କୁ କୌଣସି ବଡ କମ୍ପାନୀ ରେ ଭଲ ଅର୍ଡର ମିଳିପାରେ । ଆପଣଙ୍କ ଦ୍ଵାରା କରା ଯାଉଥିବା ଅଳ୍ପ ପ୍ରୟାସରେ ଯଶ ମିଳିବ । କୌଣସି ପ୍ରିୟଜନ ଙ୍କ ସହ ଭେଟ ହୋଇପାରେ ।
କୁମ୍ଭ ରାଶି : ଆଜି ଅନାବଶ୍ୟକ ଖର୍ଚ୍ଚ ସାମାନ୍ୟ ଆସିବ ଯାହା ପାଇଁ ଆପଣ ଚିନ୍ତା ରେ ରହିବେ । ବରିଷ୍ଠ ଲୋକଙ୍କର ବା ବଡ ଗୁରୁଜନଙ୍କର ପରାମର୍ଶ ନିଅନ୍ତୁ । ତାଙ୍କ କଥା ଶୁଣନ୍ତୁ ଯାହା ଆପଣଙ୍କ ପାଇଁ ଫାଇଦା ଆଣିପରେ । ମତା ପିତାଙ୍କ ସହଯୋଗ ମିଳିବ । ସନ୍ଧ୍ୟା ସମୟରେ କୌଣସି ଖୁସି ଖବର ମିଳିପାରେ ଯାହା ପାଇଁ ଆପଣ ଉଶ୍ଚାହ ଅନୁଭବ କରିବେ । ଏହି ସମୟରେ ସ୍ୱାସ୍ଥ୍ୟ କୁ ନେଇ ସାବଧାନ ରୁହନ୍ତୁ । ଆପଣଙ୍କର କୌଣସି ଅଟକି ଥିବ କାମ ପୁରା ହେବ । ପ୍ରେମ ଜୀବନରେ ସଫଳ ହେବେ ।
ମୀନ ରାଶି : ଆଜି କାନୁନି ମାମଲା ଦୂର ହେବ । ପୁରୁଣା ବନ୍ଧୁ ଙ୍କ ସହ ଭେଟ ହୋଇପାରେ । ରାଜ୍ୟ ଓ ସମାଜ ତରଫରୁ ସହଯୋଗ ମିଳିବ । ପରିବାର ତରଫରୁ ଶୁଭ ସମାଚାର ମିଳିବାର ସଂକେତ ଅଛି । ଯଦି ଆପଣ ଚାକିରି କରୁଛନ୍ତି ତ ଆପଣଙ୍କର ଅଧିକାରୀ ରେ ବୃଦ୍ଧି ହେବ । ଗମ୍ଭୀରତା ସହକାରେ କୌଣସି କାର୍ଯ୍ୟ କରିଲେ ଲାଭ ପାଇବେ । ଆୟ ର ସାଧନରେ ବୃଦ୍ଧି ହେବ । ଆପଣ ଆରାମ ପାଇଁ ସୁଖ ସୁବିଧା ପାଇଁ ଖର୍ଚ୍ଚ କରିବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।