ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।
ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୩୧ ଜାନୁୟାରୀ ୨୦୨୩ ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।
ମେଷ ରାଶି : ଘରେ ବଡ ଲୋକଙ୍କର ସହଯୋଗ ଆପଣଙ୍କୁ ମିଳିବ । ଆଜି ପିତାଙ୍କ ସହ ଗମ୍ଭୀର ଘରୋଇ ଚର୍ଚା କରିବେ । ସ୍ୱାସ୍ଥ୍ୟ ଦ୍ରୁଷ୍ଟି ରୁ ଆଜି ଦିନ ଟି ଭଲ ରହିବ । ଆଜି ଆପଣ ସହଯୋଗୀ ର ଭୂମିକା କୁ ସ୍ପଷ୍ଟ ରୂପରେ ତିଆରି କରିବେ । ସଫଳତାର ମାର୍ଗ ମିଳିବ । ବିବାଦ ଠାରୁ ଦୂରେଇ ରୁହନ୍ତୁ । ସେମାନଙ୍କ ସାହାଜ୍ଯ ନେବାକୁ ଚେଷ୍ଟା କରିବେ । ଆଜି ଲାଭ ଅଧିକ ଓ ବ୍ୟାପାରରେ ଫାଇଦା ହୋଇପାରେ । ଘରେ କିଛି ସଦସ୍ୟଙ୍କ ମଧ୍ୟରେ ବିବାଦ ହୋଇପାରେ ।
ବୃଷ ରାଶି : ଆପଣଙ୍କ ଘରର ବାତାବରଣ କିଛି ଚିନ୍ତା ଜନକ ରହିପାରେ । ଜୀବନ ସାଥିଙ୍କ ବ୍ୟବହାରରେ କିଛି ପରିବର୍ତ୍ତନ ହୋଇପାରେ । ଆଜି ଆପଣ ପ୍ରିୟ ଲୋକଙ୍କ ସହ ମନ କଥା ପ୍ରକାଶ କରିବେ । ଉତ୍ତମ ଭୋଜନ ଓ ବସ୍ତ୍ର ର ସୁବିଧା ମିଳିବ । ରାଜନୈତିକ କ୍ଷେତ୍ରରେ ଲାଭବାନ ହେବେ । ଆଜି ଆପଣଙ୍କୁ କିଛି ନୂଆ ଶିଖିବାକୁ ମିଳିବ । ଭାବିଥିବା କାମ ର ଗତି ମଜବୁତ ହେବ । ପ୍ରେମ ପ୍ରସଙ୍ଗରେ ସଫଳତା ମିଳିବ । ବ୍ୟାପାର ସହ ଜଡିତ ଜାତକ ଙ୍କୁ ଦେଖି ଚାହିଁ ଡିଲ କରିବାକୁ ପଡିବ ।
ମିଥୁନ ରାଶି : ପାରିବାରିକ ଜୀବନ ସୁଖ ପୂର୍ଣ୍ଣ ରହିବ । ରୋମାଣ୍ଟିକ ଜୀବନ ବହୁତ ଭଲ ରହିବାର ଅଛି । ଅନେକ ଦିନରୁ ଅଟକି ଥିବା ପଇସା ଫେରି ପାଇବେ । ସ୍କିନ ଜନିତ ସମସ୍ୟାରୁ ରିହାତି ପାଇବେ । ଦିନ ଆପଣଙ୍କ ପାଇଁ ଭଲ ରହିବାର ଅଛି । ଆତ୍ମବିଶ୍ଵାସ ରେ ଭାରି ରହିବେ । କୌଣସି କାମ ହାତକୁ ନିଅନ୍ତୁ ନାହି । ଛାତ୍ର ଙ୍କୁ ଆଜି ଭଲ ପରିଣାମ ମିଳିବାର ସମ୍ଭାବନା ଅଛି । ଆପଣଙ୍କ ପ୍ରେମ ଜୀବନରେ ପଜେଟିଭ ବିକାଶ ହେବ ।
କର୍କଟ ରାଶି : ଆପଣଙ୍କ ଜବରଦସ୍ତ ଉଶ୍ଚାହ ବହୁତ ଆକର୍ଷକ ହେବ । ଏହା ଅନେକ ଲୋକଙ୍କୁ ଆପଣଙ୍କ ପକ୍ଷ କୁ ଆକର୍ଷିତ କରିବ । ନିଜର ଲକ୍ଷ୍ୟ ପ୍ରାପ୍ତି ପାଇଁ ଆପଣଙ୍କୁ ଆଜି କଠିନ ମେହନତ କରିବାର ଜରୁରତ ଅଛି । ନିଜର ବିତ୍ତୀୟ ଯୋଜନା ଓ ନିବେଶ ଉପରେ ପୁନଃ ବିଚାର କରନ୍ତୁ । ଆପଣଙ୍କୁ ବିଭିନ୍ନ ସ୍ରୋତ ରୁ ଧନ ପ୍ରାପ୍ତ ହେବ , ଆପଣଙ୍କ ବ୍ୟାପାରର ଗତି ବିଧି ବଢିଯିବ ଯାହା ଦ୍ଵାରା ଅଧିକ ଲାଭ ପ୍ରାପ୍ତ ହେବ ।
ସିଂହ ରାଶି : କୌଣସି ବିଶେଷ କାମରେ ପରିବାର ଲୋକଙ୍କର ସହଯୋଗ ମିଳିପାରେ । କ୍ଯାରିୟର କୁ ନେଇ ବଡ ସଫଳତା ମିଳିବ । ଆଜି ଆପଣ ଜଟିଳ ସମସ୍ୟାର ସମଧାନ କରିବେ । ଆପଣ ଅବଶ୍ୟ ନିଜର ଦୃଢ ଇଚ୍ଛା ବା ବୁଦ୍ଧିମତା ରେ ସମସ୍ୟାର ସମଧାନ କରିବେ । ସନ୍ତାନ ଙ୍କ ଡିମାଣ୍ଡ ବଢିପାରେ । ଆତ୍ମବିଶ୍ଵାସ ଓ ସାକାରାତ୍ମକତା ଆପଣଙ୍କୁ ଜିତ ମିଳିବ । ଜୀବନ ପ୍ରତି ପଜେଟିଭ ଚିନ୍ତା ରଖିବା ଏହି ସମୟ ରେ ଆପଣଙ୍କ ପାଇଁ ବହୁତ ଜରୁରୀ ଅଟେ ।
କନ୍ୟା ରାଶି : ପ୍ରିୟଜନ ଓ ସମ୍ପର୍କୀୟ ଙ୍କ ସହ ବିବାଦ କରନ୍ତୁ ନାହି । ଆତ୍ମବିଶ୍ଵାସ କମ ହେବାକୁ ଦିଅନ୍ତୁ ନାହି । ସ୍ୱାସ୍ଥ୍ୟ ମାମଲାରେ ଆଜି ଦିନ ଟି ବେହତର ରହିବ । ଆଜି ଆପଣ କାହାକୁ ଦେଇଥିବା କଥା ପୁରା କରିବେ । ଆଜି ଦିନରେ ଆପଣଙ୍କ ମନ ପ୍ରସନ୍ନ ରହିବ । ଆପଣଙ୍କ ସ୍ୱାସ୍ଥ୍ୟ ପୂର୍ବ ଅପେକ୍ଷା ବେହତର ରହିବ । ଆଜି ଭୂମି, ଭବନ ବା ବାହନ କ୍ରୟ କରି ପାରନ୍ତି । ଆପଣଙ୍କ ମଧ୍ୟରୁ କିଛି ଜାତକଙ୍କର ପ୍ରେମ ସମ୍ପର୍କ ଆରମ୍ଭ ହୋଇପାରେ ।
ତୁଳା ରାଶି : ଆୟରେ ଆଶାତୀତ ସଫଳତା ମିଳିବ । ଆପଣଙ୍କ ବ୍ୟାପାର ଠିକ ରହିବ । ଆଜି ଆପଣ ବିରୋଧୀ ଆପଣଙ୍କୁ ସମସ୍ୟାରେ ପକାଇ ପାରନ୍ତି । ତେଣୁ ସାବଧାନ ରୁହନ୍ତୁ । ସନ୍ତାନ ଙ୍କ ତରଫରୁ ସୁଖ ସମାଚାର ମିଳିପାରେ । ମନ ପ୍ରସନ୍ନ ରହିବ । ଶୈକ୍ଷିକ କାର୍ଯ୍ୟ ରେ ମନ ଲାଗିବ । ଆପଣଙ୍କୁ ଭାଇ ଭଉଣୀ ଙ୍କ ସହଯୋଗ ମିଳିବ । ଆଜି ଆପଣ ପଜେଟିଭ ବିଚାର ରଖିବାକୁ ଚେଷ୍ଟା କରନ୍ତୁ । ଆଜି ଆପଣଙ୍କୁ ସବୁଠାରୁ ଅଧିକ ଧ୍ୟାନ ନିଜ ଉପରେ ଦେବାକୁ ହେବ ।
ବିଛା ରାଶି : ମାତା ଙ୍କ ସ୍ୱାସ୍ଥ୍ୟ ର ଧ୍ୟାନ ରଖନ୍ତୁ । ପରିବାର ସହଯୋଗ ମିଳିବ । ଆଜି ପ୍ରାତଃ କାଳରେ ସୂର୍ଯ୍ୟ ଙ୍କ ଦର୍ଶନ କରନ୍ତୁ । ଆପଣ ପ୍ରତେକ କ୍ଷେତ୍ରରେ ବେହତର ପ୍ରଦର୍ଶନ ଓ ଭଲ ପରିଣାମ ପାଇବେ । ଏହା ଦ୍ଵାରା ଆପଣଙ୍କ ଲକ୍ଷ୍ୟ ହାସଲ ପାଇଁ ଆତ୍ମବିଶ୍ଵାସ ମିଳିବ । କିଛି ଜରୁରୀ ବା ଦାୟିତ୍ବବାନ କାମ ରେ ପଡିବା ଆପଣଙ୍କ ପାଇଁ ବେହତର ହେବ । ହାତକୁ ଆସିଥିବା ଡିଲ ବା ଲାଭ ହାତ ଛଡା କରନ୍ତୁ ନାହି ।
ଧନୁ ରାଶି : ଜୀବନ ସାଥିଙ୍କ ସହ ନିକଟତର ହେବାର ଅନୁଭବ କରିବେ । ତାଙ୍କର ସହଯୋଗ ମଧ୍ୟ ମିଳିବ । ମାତା ଙ୍କ ସ୍ୱାସ୍ଥ୍ୟ ଉତ୍ତମ ରହିବ । ଆଜି ଦିନ ଟି ଶାନ୍ତି ପୂର୍ଣ୍ଣ ରହିବ । ମନରେ ଶାନ୍ତି ବଜାୟ ରଖନ୍ତୁ ଅଯଥା ଚିନ୍ତା କରନ୍ତୁ ନାହି । ଆଜି ଆପଣ ଶତ୍ରୁ ଙ୍କୁ ନଷ୍ଟ କରିବେ । ଆଜି ଆପଣ ଅହଡିକ ପଇସା ରୋଜଗାର କରିବେ । ଆଜି ଆପଣଙ୍କୁ ହୁସିଆର ହୋଇ ଘରୋଇ ମାମଲାରେ ସମାଧାନ କରିବାକୁ ହେବ ।
ମକର ରାଶି : ଲଭ ପ୍ରୋପୋଜାଲ ମାମଲାରେ ସଫଳତା ପ୍ରାପ୍ତ ହେବ । ପଇସା ମାମଲାରେ ସତର୍କ ରୁହନ୍ତୁ । ମନରେ ଅଧିକ ଊର୍ଜା ଅନୁଭବ ହେବ । ଆଜି ନିସ୍ପତି ନେବାରେ ଆତ୍ମବିଶ୍ଵାସ ବଜାୟ ରହିବ । କୌଣସି ଅଜଣା ବ୍ୟକ୍ତି ଉପରେ ଭରସା କରନ୍ତୁ ନାହି । କେଉଁ କାମରେ ଭୁଲ ହେଉଥିଲା ତାହା ଅନୁଭବ କରନ୍ତୁ । ଆପଣ ନିଜ ଯୋଜନା ଉପରେ କାମ କରିବାକୁ ଚେଷ୍ଟା କରନ୍ତୁ । ନିଜର ଜୀବନ ଓ ଲକ୍ଷ୍ୟ ପାଇଁ ପଜେଟିଭ ଅନୁଭବ ହେବ ।
କୁମ୍ଭ ରାଶି : ଆଜି ଆପଣ ଆଲୋଚନା ସମୟରେ ସତର୍କ ରୁହନ୍ତୁ । ନିଜ ଦକ୍ଷତା ଆର ସଠିକ ପ୍ରୟୋଗ କରନ୍ତୁ । ଯୋଗ ଓ ଆଧ୍ୟାତ୍ମିକ କ୍ଷେତ୍ର ର ଲୋକ ଙ୍କ ପାଇଁ ଆଜି ଦିନ ଟି ବହୁତ ଭଲ ରହିବ । ଆପଣଙ୍କର କାମରେ ମନ ଲଗାଇବ । ବରିଷ୍ଠ ଓ ପ୍ରଭାବଶାଳୀ ବ୍ୟକ୍ତି ଙ୍କ ଠାରୁ ଲାଭ ପାଇବାକୁ ଅତିରିକ୍ତ ପ୍ରୟାସ କରିବାକୁ ହେବ । ଆପଣଙ୍କୁ ପରିବାରର ସହଯୋଗ ମିଳିବ । ଲୁହା ସହ ଜଡିତ ବ୍ୟାପାରୀ ଙ୍କୁ କ୍ଷତି ହୋଇପାରେ ।
ମୀନ ରାଶି : ବନ୍ଧୁ ଙ୍କ ସହ ଭ୍ରମଣ କରିବାର ଅବସର ମିଳିବ । ଆପଣଙ୍କ ମନରେ ଚାଲିଥିବା ପ୍ରଶ୍ନ ର ଉତ୍ତର ଆଜି ପାଇବେ । ଜୀବନ ସାଥିଙ୍କ ସହ ସମ୍ପର୍କ ମଧୁର ରହିବ । ଘରର ଦାୟିତ୍ଵ ନିଭାଇବା ଦିଶରେ ଆପଣଙ୍କୁ କିଛି ନିସ୍ପତି ନେବାକୁ ପଡିପାରେ । ବ୍ୟାପାର, ରୋଜଗାର ଭଲ ଚାଲିବ । ବ୍ୟାପାରୀ ଙ୍କ ପାଇଁ ଲାଭର ସ୍ଥିତି ରହିଛି । ଆଜି ଯେତେ ସମ୍ଭବ ଆପଣ ନିଜର ବନ୍ଧୁ ବ ପରିବାର ର ସଂଗତି ପାଇବାକୁ ଚେଷ୍ଟା କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।