ଆଜିର ରାଶିଫଳ, 29 ଜୁଲାଇ 2024, ସୋମବାର, ମହାଦେବଙ୍କ କୃପା ରହିବ ଏହି 4ଟି ରାଶି ଉପରେ, ମିଳିବ କିଛି ଖୁସି ଖବର

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ 29 ଜୁଲାଇ 2024 ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମିଥୁନ ରାଶି : ଅବହେଳା କାରଣରୁ ଆର୍ଥିକ କ୍ଷତି ହୋଇପାରେ । ଘରେ ନୂଆ ଅତିଥି ଙ୍କ ଆଗମନ ହୋଇପାରେ । ଜୀବନ ସାଥି ଓ ପିଲାଙ୍କ ଠାରୁ ଅତିରିକ୍ତ ସ୍ନେହ ଓ ସହଯୋଗ ମିଳିବ । କମ ସମୟରେ ଅଧିକ କାମ କୁ ଲକ୍ଷ୍ୟ ସ୍ଥାନରେ ପହଞ୍ଚିବାର ଜରୁରତ ଅଛି । ସମୟ କମ କାରଣରୁ ଆପଣ ଚିନ୍ତାରେ ରହିବେ । କିଛି କ୍ଷେତ୍ରରେ ଆପଣଙ୍କ ମନ ବିଚଳିତ ହୋଇପାରେ । ନିଜ ଆଖ ପାଖରେ ଚାଲୁଥିବା ଘଟଣା ଉପରେ ଧ୍ୟାନ ଦିଅନ୍ତୁ । ନିଜ ମନ ସାନ୍ତ ରଖନ୍ତି ।

କର୍କଟ ରାଶି : କାମ କାର୍ଯ୍ୟ ରେ ଆସୁଥିବା କଠିନ କାମ ଆଜି ପୁରା ହେବ । ଘରେ ଗୁରୁଜନ ଙ୍କ ସ୍ୱାସ୍ଥ୍ୟ ରେ ସୁଧାର ଆସିବ । ଆଜି ଆପଣଙ୍କ ଭାବନା ଉପରେ ସଂଯମ ରଖନ୍ତୁ । ବ୍ୟବସାୟରେ ଲାଭବାନ ହେବେ । ପରିବାରର ସବୁ ସଦସ୍ୟଙ୍କ ସହ ତାଳମେଳ ଠିକ ରଖନ୍ତୁ । ଘର ସମ୍ବଧିତ କିଛି ବସ୍ତୁ କ୍ରୟ କରିବାକୁ ଭାବୁଥିଲେ କିଣି ଦିଅନ୍ତୁ । ଆପଣ ରାଗି ପାରନ୍ତି । ତେଣୁ ନିଜ କ୍ରୋଧ ଉପରେ ସଂଯମ ରଖନ୍ତୁ । ଆମଦାନୀ କ୍ଷେତ୍ରରେ ବ୍ୟୟ ଅଧିକ ହେବ ।

ସିଂହ ରାଶି : ସମ୍ପର୍କ ରେ ଥିବା ବ୍ୟକ୍ତିଙ୍କ ସହ ବ୍ୟକ୍ତିଗତ ଜୀବନରେ କିଛି ପରିବର୍ତ୍ତନ ହେବ । ଆଜି ଆପଣ ଲୋକଙ୍କୁ ପ୍ରଭାବିତ କରିବା ପାଇଁ ନିଜର ସଂଚାର କୌଶଳ ର ଉପୋଯୋଗ କରନ୍ତୁ । ପାରିବାରିକ ବାତାବରଣ ବି ଭଲ ରହିବ । ନିଜ କାର୍ଯ୍ୟ ପାଇଁ କାର୍ଯ୍ୟ ସ୍ଥଳରେ ଆପଣ ପ୍ରଶଂସାର ପାତ୍ର ହେବେ । ଆପଣ କିଛି ଏମିତି କାମକୁ ଅଞ୍ଜାମ ଦେବେ ଯାହା ଦ୍ଵାରା ଆପଣଙ୍କ ପରିବାରର ନାମ ଉଚ୍ଚ ହେବ । ଆପଣ ଊର୍ଜା ର ସଠିକ ଦିଶାରେ ପ୍ରୟୋଗ କରନ୍ତୁ ।

କନ୍ୟା ରାଶି : ଆପଣ ଯେଉଁ ଯୋଜନା କରିବେ ସେଥିରେ ଆପଣ ବଡ ଲାଭ ପାଇବେ । ଆପଣ ନିଜକୁ ଊର୍ଜାବାନ ଅନୁଭବ କରିବେ । ଆଜି ଆପଣଙ୍କ ସହ କିଛି ଚମତ୍କାର ବା କିଛି ବିସ୍ଫୋରକ ଘଟିବାର ଆଶା ନାହି । ପାରିବାରିକ ଜୀବନରେ ଭାଇ ଭାଇ ଙ୍କ ସହ ସମ୍ପର୍କ ଭଲ ରହିବ । ପ୍ରେମ ସମ୍ପର୍କ ଖୁବ ଖୁସି ପୂର୍ଣ୍ଣ ରହିବ । ସନ୍ତାନ ଙ୍କ ଦ୍ଵାରା କିଛି କାମ କରାଇବେ । ଯାହା ଦ୍ଵାରା ଆପଣଙ୍କ ସମାନ ରେ ବୃଦ୍ଧି ହେବ । କାହାକୁ ନିଜ ମନ କଥା କହିବା ପାଇଁ ଆଜି ଦିନ ଟି ଭଲ ରହିବ ।

ତୁଳା ରାଶି : ଆପଣ ପଜେଟିଭ ଚିନ୍ତାଧାରା ରଖିବେ । ଆପଣ ଯେଉଁ କ୍ଷେତ୍ରରେ ଧନ ଲଗାଇବେ ବିଜୟ ହାସିଲ କରିବେ । କୌଣସି ଉପଲବ୍ଧି କୁ ନେଇ ଗର୍ବ କରନ୍ତୁ ନାହି । ଆଜି ଆପଣଙ୍କର ଖାସ କାମ ରହିଛି । କିନ୍ତୁ ଆଜି ଅନ୍ୟ ସହ ବ୍ୟବହାର ଖରାପ କାନ୍ତୁ ନାହି । କାମ କାର୍ଯ୍ୟ ସମ୍ବଧିତ ଦୂର ଯାତ୍ରା କରି ପାରନ୍ତି । ଧନ ନିବେଶ କରିବା ପାଇଁ ଆଜି ଦିନ ଟି ଉତ୍ତମ ଅଟେ । ଆପଣ ଜଟିଳ ସମସ୍ୟାର ସମାଧାନ କରିବେ ।

ବିଛା ରାଶି : ଜୀବନ ସାଥିଙ୍କ ଉପରେ ଅଧିକ ରାଗନ୍ତୁ ନାହି । କାହା ସହ କଥା ହେବା ସମୟରେ ଖରାପ ଶବ୍ଦ ପ୍ରୟୋଗ କରନ୍ତୁ ନାହି । ଆପଣଙ୍କର ଆଧ୍ୟାତ୍ମିକ ଓ ବୌଧିକ କ୍ଷମତା ବଢିବ । ଆପଣ ଇଶ୍ଵର ଙ୍କ ନିକଟତର ଅନୁଭବ ଅରିବେ । ଆଜି ଆପଣ କାମ ପୁରା କରିବା ପାଇଁ ଅଧିକ ସମୟ ଲାଗିବ । ପ୍ରତେକ ମାମଲାରେ ସତର୍କ ରହିବାର ଜରୁରତ ଅଛି । କିଛି ଅଯଥା ଖର୍ଚ୍ଚ ହୋଇପାରେ । ଲେନଦେନ ସମୟରେ ସତର୍କ ରୁହନ୍ତୁ । ମହତ୍ଵ ପୂର୍ଣ୍ଣ କାର୍ଯ୍ୟ ରେ ଗତି ଆସିବ ।

ଧନୁ ରାଶି : ଭାଇ ଭଉଣୀଙ୍କ ସହ ସମ୍ପର୍କ ମଧୁର ରହିବ । ଜଟିଳ ସମସ୍ୟାରୁ ରିହାତି ପାଇବେ । ଆପଣଙ୍କୁ ବନ୍ଧୁ ଙ୍କ ଠାରୁ ଆର୍ଥିକ ସାହାଜ୍ଯ ମିଳିବ । ଶାସନ ସତ୍ତା ରେ ସହାଯୋଗ ନେବାରେ ସଫଳ ହେବେ । ସପିଙ୍ଗ ସମ୍ବଧିତ ଗତି ବିଧି ରେ ତୀବ୍ର ଆସିବ । ପିଲା ଓ ପରିବାର ସହ ସମୟ ବିତାଇବେ । ଆଜି ଆପଣଙ୍କର ମହତ ଆଶା ବହୁତ ପ୍ରବଳ ରହିବ । ଦିନ ସାରା ମନରେ ଅନେକ ପ୍ରକାରର ସ୍ଵପ୍ନ ଆସିବ ।

ମକର ରାଶି : ଅଧିନସ୍ଥ କର୍ମଚାରୀ ଙ୍କ ଠାରୁ ସହଯୋଗ ମିଳିବ । ଆର୍ଥିକ ପକ୍ଷ ମଜବୁତ ହେବ । ସମୟ ର ଗତି ଆପଣଙ୍କ ପକ୍ଷ ରେ ରହିବ । ପଦ ପ୍ରତିଷ୍ଠା ରେ ବୃଦ୍ଧି ହେବ । ଆର୍ଥିକ ସ୍ଥିତିରେ ନିରନ୍ତର ସୁଧାର ହେବ । ସାମାଜିକ କାର୍ଯ୍ୟ ରେ ରୁଚି ବଢିବ । ଜରୁରୀ କାମରେ ବ୍ୟସ୍ତ ରହିବେ । ପୁରୁଣା ସମସ୍ଯା ଶେଷ ହେବ । ଆଜି ଆପଣଙ୍କର  ସୃଜନାତ୍ମକ ଆପଣଙ୍କୁ ଅନ୍ୟ ସାଥିଙ୍କ ଠାରୁ ଆଗକୁ ନେଇଯିବ । ଆଜି ଆପଣ ନିଜ ଲୋକଙ୍କ ସହ ଯୋଡି ହେବେ ।

କୁମ୍ଭ ରାଶି : ଆପଣଙ୍କ ପ୍ରିୟ ବଡ ଡିମାଣ୍ଡ କରି ପାରନ୍ତି । ଏଭଳି ସ୍ଥିତି ରେ ଆପଣ ଧର୍ଯ୍ୟ ରଖନ୍ତୁ । ସ୍ୱାସ୍ଥ୍ୟ ଭଲ ରହିବ । ପାରିବାରିକ ଜୀବନ ଶାନ୍ତି ପୂର୍ଣ୍ଣ ଓ ଆରାମଦାୟକ ରହିବ । ପରିବାରର ସବୁ ସଦସ୍ୟ ପରସ୍ପର ସହ ଭଲ ବ୍ୟବହାର ରଖିବେ । ପରିବାରରେ କୌଣସି ଧାର୍ମିକ ଅନୁଷ୍ଠାନ ହୋଇପାରେ । ଆଜି ମାତା ପିତା ଙ୍କ ସହ ଅତିରିକ୍ତ ସମୟ ବିତାଇବାର ଅବସର ପ୍ରାପ୍ତ ହେବ । ଆଜି ଆପଣ ମାତା ପିତା ଙ୍କ ସହ ଖାସ ଉପହାର କ୍ରୟ କରିବେ ।

ମୀନ ରାଶି : ଆର୍ଥିକ ଦ୍ରୁଷ୍ଟି କୋଣରୁ ଆଜି ଦିନ ଟି ଆପଣଙ୍କ ପାଇ କିଛି ବେହତର ସାବ୍ଯସ୍ତ ହେବ । ଦାଂପତ୍ଯ ଜୀବନରେ ପୁଣି ଥରେ ଖୁସି ଆସିବା ପାଇଁ ଦିନ ଭଲ ଅଟେ । ପରିବାରରେ କାହା ସହ ବିବାଦ କରନ୍ତୁ ନାହି । ନିଜର ଶକ୍ତି ର ଅଧିକ ବ୍ୟବହାର କରନ୍ତୁ ନାହି । ଆଜି ଚାକିରି କରୁଥିବା ଜାତକ ଙ୍କୁ କିଛି ଜରୁରୀ ନିସ୍ପତି ନେବାକୁ ପଡିପାରେ । ପାରିବାରିକ ଜୀବନରେ ସ୍ଥିତି ଅନୁକୂଳ ରହିବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।