ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।
ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ 29 ଜାନୁୟାରୀ 2025 ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।
ମେଷ ରାଶି : ଆକସ୍ମିକ ଧନ ପ୍ରାପ୍ତି ର ଉତ୍ତମ ଯୋଗ ରହିଛି । ପରିବାର ରେ ମାହୋଲ ଭଲ ରହିବ । ଅଯଥା ଖାତାରେ ଚିନ୍ତା କରନ୍ତୁ ନାହି । କାମ କାର୍ଯ୍ୟ ରେ ଦିନ ଭଲ ରହିବ । ନିଜର ଅନୁଭବ ର ଲାଭ ଉଠାନ୍ତୁ । ବିବାହିତା ଲୋକଙ୍କ ଜୀବନ ଖୁସି ରେ ଭରି ରହିବ । ନିକଟତର ଲୋକଙ୍କ ଉପରେ ଟଙ୍କା ବିନିମୟ କରିବେ । ବ୍ୟକ୍ତିଗତ ଜୀବନରେ ଆପଣଙ୍କର ସମସ୍ଯା ବଢିପାରେ । ନିଜର ପ୍ରତିଭା ର ପ୍ରଦର୍ଶନ କରିବା ପାଇଁ ଉତ୍ତମ ସମୟ ଅଟେ । ଲୋକେ ପ୍ରଶଂସା କରିବେ ।
ବୃଷ ରାଶି : ଆଜି ଦିନ ଟି ଆପଣଙ୍କ ପାଇଁ ବହୁତ ବଢିଆ ରହିବ । ଆପଣଙ୍କ ସ୍ୱାସ୍ଥ୍ୟ ବେହତର ରହିବ । ଆଜି ଅଚାନକ ସମ୍ପର୍କୀୟ ମାନଙ୍କ ସହ ଭେଟ ହେବ । କାର୍ଯ୍ୟ ସିଧି ର ପ୍ରୟାସରେ ସଫଳ ହେବେ । କାର୍ଯ୍ୟ ରେ ସଫଳତା ମିଳିବାରୁ ମନ ହର୍ଷିତ ରହିବ । ବିବାହିତା ଲୋକଙ୍କ ଗୃହସ୍ଥ ଜୀବନ ପ୍ରେମ ରେ ଭାରି ରହିବ । ଆର୍ଥିକ ଉନ୍ନତି ପାଇଁ ନୂଆ ଯୋଜନା କରିବେ । ଦିନର ମହତ୍ଵ କୁ ବୁଝାନ୍ତୁ ଓ ନିଜର ଭବିଷ୍ୟ ପାଇଁ ନିସ୍ପତି ନିଅନ୍ତୁ । ସମାଜରେ ମାନ ସମାନ ରେ ବୃଦ୍ଧି ହେବ ।
ମିଥୁନ ରାଶି : ଆଜି ଯାତ୍ରା ରେ ଯିବାରୁ ବିଜେନ୍ସ କୁ ନୂଆ ଯୋଜନା କରିବାକୁ ସ୍ଥିର କରିବେ । ଆପଣଙ୍କର ମାନସିକ ସ୍ଥିତି ମଜବୁତ ହେବ । ବୈବାହିକ ଜୀବନରେ ଜୀବନ ସାଥି ଙ୍କୁ କୌଣସି ପ୍ରକାରର ଉପଲବଧି ମିଳିବାର ସମ୍ଭାବନା ରହିଛି । ନୂଆ ଚାକିରି ମିଳିବାର ସମ୍ଭାବନା ରହିଛି । କାରୋବାର ପାଇଁ ଦିନ ଭଲ ରହିବ । କିଛି ମାମଲାରେ ଭାଗ୍ୟ ର ସାଥ ମିଳିବ । ଗୁରୁଜନ ମାନଙ୍କର ପରମର୍ଶ ନିଅନ୍ତୁ ।
କର୍କଟ ରାଶି : ଆଜି ଦିନମାନ ଆପଣଙ୍କ ପାଇଁ ଶୁଭ ଅଟେ । ଆଜି କାହାର ଅପମାନ କରନ୍ତୁ ନାହି । ଆଜି ଦୁଇ ଗୁଣା ଗତିରେ କାମ କରିବେ । ଆପଣ ନିଜ ପାଇଁ ମିଳିଥିବା ଚାନସ କୁ ପୂରଣ କରିବାକୁ ଚେଷ୍ଟା କରନ୍ତୁ । ଆଜି ଆପଣଙ୍କର ଆର୍ଥିକ ପକ୍ଷ ମଜବୁତ ହେବ । ଧନ ସଞ୍ଚୟ କରିବା ରେ ସଫଳ ହେବେ । ଯଦି ବ୍ୟାଙ୍କ ରୁ ଲୋନ ନେବାକୁ ଚାହୁଁଛନ୍ତି ତେବେ ସେଥିରେ ଆପଣଙ୍କୁ ସଫଳତା ମିଳିବ । ପରିଜନ ଙ୍କ ସହ ଭଲ ସମୟ ବ୍ଯତୀତ କରିବେ ଯାହା ପାଇଁ ଆପଣଙ୍କ ମନ ପ୍ରସନ୍ନ ରହିବ ।
ସିଂହ ରାଶି : ଆଜି ଆପଣ କିଛି ବାଧା ର ସାମନା କରିବେ । ଆପଣଙ୍କ ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ଭଲ ରହିବ । ଯାହାର ପୁରା ଲାଭ ଆପଣଙ୍କୁ ମିଳିବ । ବ୍ୟାପାରୀ ଙ୍କୁ କିଛି ରିହାତି ମିଳିପାରେ । ଛୋଟ ହେଲେ ବି ଆପଣଙ୍କୁ ଆର୍ଥିକ ଫାଇଦା ମିଳିବ । ଅପାନ ନିଜର ଅଧୁରା କାମ ପୁରା କରିବାକୁ ଚାହୁଁଥିଲେ କିନ୍ତୁ ଶେଷରେ ତାହା ପୂରଣ ହେବ । ପ୍ରତେକ ସମୟରେ କାମ ବିଷୟରେ ଚିନ୍ତା କରିବା ଆପଣଙ୍କ ବିକାଶ ରେ ବାଧା ଆଣିପାରେ । ତେଣୁ ଯେତିକି ଦରକାର ସେତିକି ଚିନ୍ତା କରନ୍ତୁ ।
କନ୍ୟା ରାଶି : ଧର୍ଯ୍ୟ ଶୀଳତା ରେ କମି ଆସିପାରେ । ଯଦି କଥା ଆପଣଙ୍କ ପାରିବାରିକ ଜୀବନରେ କରିବା ତେବେ ଘରେ କୌଣସି କଥାକୁ ନେଇ ବିଶେଷ ଚର୍ଚ୍ଚା ହେବ । ଏଥିପାଇଁ ଆପଣ ବୁଝି ବିଚାରୀ କଥା ହୁଅନ୍ତୁ । କାହାକୁ ନିଜ ଉପରେ ଏତେ ନିୟନ୍ତ୍ରଣ ହେବାକୁ ଦିଅନ୍ତୁ ନାହି ଯାହା ପାଇଁ ସେ ଆପଣଙ୍କ ଉପରେ ରାଗିଯିବେ । ଆଉ ଯାହା ପାଇଁ ଆପଣଙ୍କୁ ପରେ ଅନୁତାପ କରିବାକୁ ପଡିବ । ଯେଉଁ ଜିନିଷ ରେ ଆପଣ ନିଜକୁ ସୁରକ୍ଷିତ ମାନେ କରୁଛନ୍ତି ତାହା ଆପଣଙ୍କ ଠାରୁ ଦୂରେଇ ଯିବେ । କିନ୍ତୁ ଚିନ୍ତା କରନ୍ତୁ ନାହି ।
ତୁଳା ରାଶି : ଆଜି ଆପଣ ଅଧିକ ଖର୍ଚ୍ଚ କରନ୍ତୁ ନାହି । ଯେଉଁ କଥା ଅନେକ ଦିନରୁ ଆପଣଙ୍କ ମନରେ ଚାଲିଛି ତାହାକୁ ପୁରା କରନ୍ତୁ । ନ ହେଲେ କଥା ବିଗିଡି ଯାଇପାରେ । କ୍ରୋଧ ଉପରେ ସଂଯମ ରଖନ୍ତୁ । ନିଜର କର୍ମଚାରୀ ଙ୍କ ସହଯୋଗ କରନ୍ତୁ । ବିତ୍ତୀୟ ସ୍ଥିତି ଠିକ ରହିବ । ତଥାପି ଆପଣଙ୍କୁ ନିବେଶ କରିବା ସମୟରେ ବିଚାର କରିବାର ଜରୁରତ ଅଛି । କାର୍ଯ୍ୟ ସ୍ଥଳରେ ସମସ୍ୟା ଆସିବାକୁ ଦିଅନ୍ତୁ ନାହି । ଶିକ୍ଷା କ୍ଷେତ୍ରରେ ଆସୁଥିବା ଧନ ସମସ୍ଯା ଦୂର ହେବ ।
ବିଛା ରାଶି : ଆଜି ଖର୍ଚ୍ଚ ଅପେକ୍ଷା କୌଣସି କାମରେ ଅଧିକ ଗୁରୁତ୍ଵ ଦିଅନ୍ତୁ ନାହି । ପଇସାର ସ୍ଥିତି ଖରାପ ହୋଇପାରେ । କୌଣସି କଳା ଜଗତର ପ୍ରସିଦ୍ଧ ବ୍ୟକ୍ତିଙ୍କ ସହ ମିଳାମିଶା କରିବେ । ଘର, ଗାଡି କ୍ରୟ ବିକ୍ରୟ ରେ ଧନ ନିବେଶ କରିବେ । ନିଜର ଜୀବନ ଶୈଳୀ କୁ ପରିବର୍ତ୍ତନ କରନ୍ତୁ । ଆପଣଙ୍କୁ ସେହି ମାମଲାରେ ଧ୍ୟାନ କେନ୍ଦ୍ରିତ କରିବାକୁ ପଡିବ ଯାହା ପାଇଁ ଆପଣ ସଂଯୁକ୍ତ ପ୍ରୟାସ ବା ନିସ୍ପତି ର ଆବଶ୍ୟକତା ଅଛି । ପରିବାର ଲୋକଙ୍କ ସହ କୌଣସି ନିସ୍ପତି ନେଲେ ତାହା ସଫଳ ହେବ ।
ଧନୁ ରାଶି : ଆଜି ଆପଣଙ୍କୁ ନୂଆ ଦାୟିତ୍ଵ ମିଳିପାରେ । ସନ୍ଧ୍ୟା ସମୟରେ ଯଦି ଆପଣଙ୍କୁ ଯାତ୍ରା କରିବାର ଅବସର ମିଳେ ତେବେ ବିଚାର କରି କରନ୍ତୁ । ଆପଣଙ୍କର ଦାବିଥିବା କୌଣସି ପ୍ରତିଭାର ଉଜାଗର ହେବ । ଯାହା ପାଇଁ ଆପଣଙ୍କ ଆତ୍ମବିଶ୍ଵାସ ବଢିବ । ଆପଣଙ୍କ ପାରିବାରିକ ଜୀବନ ଆନନ୍ଦଦାୟକ ପରିବେଶ ରେ ଖୁସି ରେ ରହିବ । ସମାଜିକ ରୂପରେ ଆପଣଙ୍କୁ ଅଧିକ ଲୋକପ୍ରିୟତା ମିଳିବ । ନିଜର ବିଶେଷ କାମରେ ଜୀବନ ସାଥିଙ୍କ ପରାମର୍ଶ ନିଶ୍ଚୟ ନିଅନ୍ତୁ ।
ମକର ରାଶି : ଆଜି ଆପଣ କୌଣସି ବଡ ବ୍ଯବସାୟିକ ଲେନଦେନ କୁ ଅଞ୍ଜାମ ଦେବେ । ଠାବର ହୋଇ ନିସ୍ପତି ନିଅନ୍ତୁ ନାହି ନଚେତ ହାନି ହୋଇପାରେ । କାମ ପୁରା ହେବାର ଯୋଗ ରହିଛି । ଯୁବକ ଙ୍କୁ କୌଶଳ ପ୍ରବନ୍ଧନ କ୍ଷମାତା ବହୁତ କମ ଆସିବ । ଘରେ ଲାଗିଥିବା ଗଛ ଳତାର ସେବା କରନ୍ତୁ । କୌଣସି ଅସହାୟକଙ୍କୁ ଫଳ ଦାନ କରନ୍ତୁ ସବୁ କାମ ପୁରା ହେବ । ଘରେ ସୁଖ ଶାନ୍ତି ବଜାୟ ର ଅହିବ । ଅଫିସରେ ସହକର୍ମୀ ମାନଙ୍କ ସହଯୋଗ ମିଳିବ ।
କୁମ୍ଭ ରାଶି : ଆଜି ଆପଣ ବିବାଦର ସମାଧାନ କରିବାକୁ ଅନେକ ମାତ୍ର ରେ ସଫଳ ହେବେ । ପରିବାର ର କାହାର ବିବାହ ପ୍ରସ୍ତାବ ଉଠିପାରେ । ଯଦି ଆପଣଙ୍କ ଆଖ ପାଖରେ କୌଣସି ବିବାଦ ହେଉଛି ତ ଏବେ ସେଥିରେ ମୁଣ୍ଡ ପୁରାନ୍ତୁ ନାହି । ଲାଭ ର ଅବସର ହାତକୁ ଆସିବ । କୌଣସି ପ୍ରକାରର ବିବାଦରେ ପଡିଲେ ହାନି ହୋଇପାରେ । ଆପଣଙ୍କୁ ନିଜର ବନ୍ଧୁ ଙ୍କ ସହଯୋଗ ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ ।
ମୀନ ରାଶି : ତରବର ନ ହୋଇ ଗମ୍ଭୀର ଓ ସାବଧାନ ପୂର୍ବକ ପୂର୍ବକ ଜରୁରୀ କାମ କରନ୍ତୁ । ଅହଙ୍କାର କାରଣରୁ ପ୍ରତିଷ୍ଠା କମ ହୋଇପାରେ । ଆପଣ ବିଜେନ୍ସ ଉପରେ ଅଧିକ ଧ୍ୟାନ ଦିଅନ୍ତୁ । ମାନସିକ ଚିନ୍ତା ରୁ ରିହାତି ପାଇବେ । ପରିବାର ରେ ସମ୍ପର୍କ ମଜବୁତ ହେବ । ଯାହା ବି ନିସ୍ପତି ନେବେ ବୁଝି ବିଚାରୀ ନିଅନ୍ତୁ । ଯୁବକ ଙ୍କ ମାଇଣ୍ଡ ରେ ବହୁତ ପ୍ରକାରର କ୍ରୀଏଟିଭ ଯୋଜନା ଆସିବ ଯାହା କ୍ଯାରିୟର ପାଇଁ ନୂଆ ମୋଡ ଆଣିପାରେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।