ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ ।
ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୭ ଜୁନ୍ ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।
ମେଷ ରାଶି –
ଆଜି ଆପଣ କିଛି ଯାତ୍ରା ପାଇଁ ଯିବା ଭଲ ନୁହେଁ । ଆଜି ଆପଣ କିଛି ଭଲ ସମୟ ବିତାଇବେ । ଆଜି ଆପଣଙ୍କ କାମ ହୋଇ ଜୀବ । ଆପଣ କିଛି ନୂଆ କାମ ପାଇନ ସଂକଳ୍ପ ନେବେ । ଆପଣ ଓ ଆପଣଙ୍କ ଜୀବନ ସାଥି ଆଜି ପରସ୍ପର ସହ କଥା ହୋଇ କିଛି ନା କିଛି କାମ କରିବେ । ଆଜି ଆପଣ ମା ଦୂର୍ଗା ଙ୍କ ପୂଜା କରି ନିଜ କାମ ଆରମ୍ଭ କରିବେ । ଆପଣ ନିଜ ପରିବାର ସହ ଖୁବ ଭଲ ଭାବେ ରହିବେ । ଆପଣ ଆଜି ନିଜ ସଞ୍ଚିତ ଧନ କୁ କାହାକୁ ଦେଇ ପାରନ୍ତି । ଆପଣ ଏହା ଦ୍ଵାରା ଦେଖିବେ କି ଆପଣ କାହାକୁ ଦେଉଛନ୍ତି ଓ ସେ ଏହାକୁ ନେଇ କଣ କରିବା ପାଇଁ ଯାଉଛି । କ୍ଯାରିୟର ପାଇଁ ସମୟ ଖୁବ ଭଲ ରହିବ । ଆଜି ଆପଣ ମା ଦୂର୍ଗା ଙ୍କ ପାଖରେ ଖିରୀ ଓ ପୁରୀ କରି ପୂଜା କରନ୍ତୁ ।
ବୃଷ ରାଶି –
ଆଜି ମହାଅଷ୍ଟମୀ ରେ ଆପଣଙ୍କ ସବୁ ପ୍ରକାର କାମ ସଫଳ ହେବ । ଆପଣ ନିଜ ଊର୍ଜା ଦ୍ଵାରା ସବୁ ଜୀବଙ୍କ ଦେହରେ ଜୀବନ ଦେଇ ପାରିବେ । ସଫଳତା ମିଳିଲେ ଆପଣଙ୍କ ମନ ଖୁବ ଭଲ ରହିବ । କେବଳ ଆପଣ କିଛି ଓଲଟା ଶିଧା ଭୋଜନ କରିବା ରୁ ନିଜକୁ ବଞ୍ଚେଇ ରଖନ୍ତୁ । ଆପଣ ଏବେ ନିଜ ସ୍ଵାସ୍ଥ ପାଇଁ ଟିକେ ଧ୍ୟାନ ଦିଅନ୍ତୁ । ଆପଣ ନିଜର କିଛି ବନ୍ଧୁ ମାନଙ୍କ ଘରକୁ ଯାଇ ପାରନ୍ତି କିମ୍ବା କେହି ଆପଣଙ୍କ ଘରକୁ ଆସିପାରନ୍ତି । ମାତା ମହାଗୋରୀ ଙ୍କ ପାଖରେ ଆପଣ କିଛି ଫୁଲ ଅର୍ପଣ କରନ୍ତୁ ।
ମିଥୁନ ରାଶି –
ମା ଦୂର୍ଗା ଙ୍କ କୃପା ରୁ ଆପଣଙ୍କ ଘର ଓ ଅଫିଶ ରେ ଥିବା ମାମଲା ଗୁଡିକ ଆଜି ସମାଧାନ ହେବ । ଆପଣଙ୍କ ପାଇଁ ଆଜି ଦିନ କିଛି କମ ଫଳ ଦାୟୀ ହେବ । କିଛି କଥାକୁ ନେଇକି ଆପଣ ଦୁଇଜଣ ଙ୍କ ସହ ମତ ଭେଦ ରହି ପାରେ । କାମରେ ବିଳମ୍ବ ହୋଇ ପାରେ କିନ୍ତୁ ଆପଣ କାମରେ ଖୁବ ସଫଳତା ପାଇବେ । ବିଦ୍ୟାର୍ଥୀ ମାନେ ଭବିଷ୍ୟତରେ ଆଗକୁ ଯାଇକି କିଛି ନୂଆ ବିଦ୍ୟା ଅର୍ଜନ ପାଇଁ ନାମ ଲେଖାଇ ପାରିବେ । ଆପଣଙ୍କୁ ନିଜ ମାତା ପିତା ଙ୍କର ସମ୍ପୂର୍ଣ ସହଯୋଗ ମିଳିବ । ଆବଶ୍ୟକତା ଥିବା ଲୋକମାନଙ୍କ ସାହାଜ୍ଯ କରିବା ଦ୍ଵାରା ଆପଣ ଖୁବ ଲାଭବାନ ହୋଇ ପାରିବେ । ଆପଣଙ୍କ ଉପରେ ମା ଦେବୀ ଙ୍କ କୃପା ରହିବ ।
କର୍କଟ ରାଶି –
ଆପଣଙ୍କ ପାଇଁ ଦିନ ବହୁତ ଭଲ ରହିବ । ଆପଣ ନିଜ ଖାଦ୍ଯ କୁ ଦେଖି କି ଖାନ୍ତୁ ନ ହେଲେ ମନ ଇଛା ଖାଇଲେ ଏଭଳି କରିବା ଦ୍ଵାରା ଆପଣଙ୍କ ଦେହ ଖରାପ ରହି ପାରିବ । ଆପଣଙ୍କ ଦାଂପତ୍ଯ ଜୀବନ ଖୁବ ଭଲ ରହିବ । ଆପଣଙ୍କ ଦିନ ଚିନ୍ତାରେ ରହି ପାରେ । ଆପଣ ନିଜ ଘରେ ଥିବା ବଡ ଲୋକଙ୍କ ପାଇଁ ନିଜ ସ୍ଵଭାବ କୁ ଟିକେ ଠିକ କରନ୍ତୁ । ଆପଣ କିଛି ସ୍ଵାର୍ଥ ପର ଲୋକଙ୍କ ସହ ସାଙ୍ଗ ହେବା ବନ୍ଦ କରି ଦିଅନ୍ତୁ । ଆପଣ ନିଜ ବ୍ୟବହାର ଦ୍ଵାରା ଅନେକ ଲୋକଙ୍କ ମନ ଜିତ୍ୟ ପାରିବେ । ଆପଣ କିଛି ଦାନ କରିବେ ଯଦି ପୂଜା କରିବା ପରେ ଏହା ଆପଣଙ୍କ ପାଇଁ ଖୁବ ଭଲ ଫଳ ଦେବ । ଦେବୀ ମା ଙ୍କ ପୂଜା ରେ ଆପଣ ଲାଲୀ ରଙ୍ଗର ବସ୍ତ୍ର ପରିଧାନ କରିଲେ ଭଲ ହେବ ।
ସିଂହ ରାଶି –
ଆଜି ଆପଣଙ୍କ କାମ ସଫଳ ହେବ । ଆଜି ଆପଣ କିଛି ଲୋକମାନଙ୍କ ପାଖରୁ ସାହାଜ୍ୟ ପାଇବେ । ବିଦ୍ୟାର୍ଥୀ ମାନେ ନିଜ ପରିଶ୍ରମରେ ଖୁବ ଭଲ ସଫଳତା ପାଇବେ । ଆପଣଙ୍କ ପାଇଁ ଆଜିର ଦିନ ଖୁବ ଭଲ ରହିବ । ଆପଣ କାହା ସହ ନିଜ ମାନଙ୍କୁ ଆଜି ବୁଝେଇ କରି ଟିକେ ସାନ୍ତ ରଖନ୍ତୁ । ଆପଣ କିଛି ଲୋକମାନଙ୍କ ପାଖରୁ ସାବଧାନ ରୁହନ୍ତୁ । ପାଠ୍ୟ ବହି ଛଡା ଅନ୍ୟ ବହି ପଢିବାରେ ଏମାନଙ୍କ ମନ ବେଶି ରହିବ । ଯଦି ଆପଣ ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ଆପଣ ସୋସିଆଲ ମିଡିଆ ରୁ ଦୂରେଇ ରୁହନ୍ତୁ । ଆପଣ ଆପଣଙ୍କ ବେତନ ର ଭଲ ଭାବେ ପ୍ରବନ୍ଧ କରିବା ଦରକାର ଏବଂ ଖର୍ଚ କରିବା ପ୍ରବୃତି ରେ ଅଙ୍କୁଶ ଲଗାଇବା ଦରକାର । ଦୂର୍ଗା ଚାଳିଶା ର ପାଠ କରନ୍ତୁ, ଆପଣଙ୍କୁ ଆପଣଙ୍କ ପରିଶ୍ରମ ର ଫଳ ନିଶ୍ଚୟ ମିଳିବ ।
କନ୍ୟା ରାଶି –
ଦାମ୍ପତ୍ୟ ଜୀବନ ପାଇଁ ଆଜି ର ଦିନ ଅନ୍ୟ ଦିନ ଅପେକ୍ଷା ଭଲ ଓ ଆରାମଦାୟକ ରହିବ । କିନ୍ତୁ ଝଗଡା ଓ ଅଶାନ୍ତି ହୋଇପାରେ ତେଣୁ ଟିକେ ସାବଧାନ ରହିବେ । ଜୀବନସାଥିଙ୍କୁ କଷ୍ଟ ପୂର୍ଣ୍ଣ କଥା କହିବେ ନାହିଂ । ଗାଡି ଚଳାଇଲାବେଳେ ସୁରକ୍ଷା ର ସବୁ ଜିନିଷ ପିନ୍ଧିକି ଚଳାଇବେ । ପ୍ରେମ ସମ୍ଭନ୍ଧ ଅଶାନ୍ତି ରେ ରହିବ । ସମୟ ଆପଣ ଓ ଆପଣଙ୍କ ଆଗରେ କୌଣସି ଚୂନତି ରଖିବ । ଆଜି ଦିନରେ ମା ଗୌରି ଙ୍କ ଆଗରେ ଘିଅ ଦୀପ ଜଳାନ୍ତୁ, ଆପଣଙ୍କ ଦିନ ବଢିଆ ରହିବ ।
ତୁଳା ରାଶି –
ଆଜି ମାତା ମହାଗୌରିଙ୍କ ଆର୍ଶୀବାଦ ରୁ ଜୀବନ ରେ ଚାଲୁଥିବା ସବୁ ଅସୁବିଧା ଦୂର ହେବ । ଆଜି ଆପଣ ନିଜର କଥାବାର୍ତା ରେ ନିୟନ୍ତ୍ରଣ ରଖନ୍ତୁ । ପରିବାର ରେ ଚାଲିଥିବା କୌଣସି ଚିନ୍ତାଜନକ ବିଷୟକୁ ନେଇ ଆପଣ ମାନସିକ ଚିନ୍ତା ରେ ରହିବେ । ଆଜି ଆପଣଙ୍କ ଦିନ ମିଶ୍ରିତ ରହିବ । ପରିଶ୍ରମ ଦ୍ଵାରା ଆପଣ ସବୁ କାର୍ଯ୍ୟ କରିବାରେ ସଫଳ ରହିବେ । କାମକାର୍ଯ୍ୟ ମାମଲାରେ ଭଲ ପରିଣାମ ମିଳିବ । ମଦ ଓ ଧୂମ୍ରପାନ ଆଦି ନିଶାଦ୍ରବ୍ୟର ସେବନ କରନ୍ତୁନାହି । ଆଜି ମାତା ଗୌରି ଙ୍କୁ ଧୂପ – ଦୀପ ଦେଇ ପୂଜା କରନ୍ତୁ, ଆପଣଙ୍କ ସହ ସବୁ କିଛି ଠିକ ହେବ ।
ବିଛା ରାଶି –
ଆଜି ଆପଣଙ୍କ ର କୌଣସି କାର୍ଯ୍ୟ ବହୁତ ଭଲ ଭାବେ ପୁରା ହେବ । ଜୀବନସାଥୀଙ୍କ କ୍ଯାରିୟର ରେ ମଧ୍ୟ କିଛି ବଡ ଉନ୍ନତି ହେବ, ଯେଉଁଥିପାଇଁ ଆପଣଙ୍କୁ ମଧ୍ୟ ଖୁସି ଲାଗିବ । ରୋମାନ୍ସ କରିବା ର ଅବସର ମିଳିବ । ପ୍ରେମ ସମ୍ପର୍କ ରେ ଥିବା ବ୍ୟକ୍ତି ମାନଙ୍କୁ କିଛି ସମସ୍ଯା ର ସମନ୍ନା କରିବାକୁ ପଡିପାରେ । କାମ କାର୍ଯ୍ୟ ରେ ଆପଣଙ୍କ ପ୍ରୟାସ ଅନୁସାରେ ନିଶ୍ଚୟ ଫଳ ମିଳିବ । ଆପଣଙ୍କ ଛୋଟ ଭାଇ ଭଉଣୀ ମାନେ ଆପଣଙ୍କ ସାଥ ଦେବେ । ଆଜି ଆପଣ କର୍ମଠତା ରେ ବିପରୀତ ପରିସ୍ତିତି କୁ ବଦଳାଇବା ର ପ୍ରୟାସ କରିବେ । ସିଦ୍ଧକୁଞ୍ଜିକା ଶ୍ଳୋକ ର ପାଠ କରନ୍ତୁ, ଆପଣଙ୍କ ଜୀବନ ଭଲ ରହିବ ।
ଧନୁ ରାଶି –
ଚାକିରି କରିଥିବା ବ୍ୟକ୍ତି ମାନଙ୍କ ର ବହୁତ ଜଲ୍ଦି ବଡ ପଦ ମିଳିବାର ଯୋଗ ଅଛି । ବ୍ୟାପାର ରେ ନିଜ ର ବୁଦ୍ଧି ର ପ୍ରୟୋଗ କରିଲେ ଆପଣଙ୍କୁ ବହୁତ ଲାଭ ମିଳିବ । ଚାକିରି କ୍ଷେତ୍ର ରେ ମଧ୍ୟ ଭଲ ପରିଣାମ ମିଳିବ । ଯେଉଁ ପ୍ରତିଯୋଗୀ ମାନେ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ସେମାନଙ୍କ ପରୀକ୍ଷା ଫଳ ଭଲ ହେବ । କାର୍ଯ୍ୟ କ୍ଷେତ୍ର ରେ ଆପଣଙ୍କ ଊର୍ଜା ର ସ୍ତର କମାଲ ରହିବ, ଯେଉଁଥିରେ ଆପଣଙ୍କ ସହକର୍ମୀ ଭି ଆପଣଙ୍କ ପ୍ରତି ପ୍ରଭାବିତ ହେବେ । କନ୍ୟା ଙ୍କୁ କିଛି ଗିଫ୍ଟ କରନ୍ତୁ ତାଙ୍କ ଆର୍ଶୀବାଦ ନିଅନ୍ତୁ, ଆପଣ ଜୀବନରେ କେବେବି ଅସଫଳ ହେବେନି ।
ମକର ରାଶି –
ଆଜି ଆପଣଙ୍କୁ କିଛି ଅନୁଭବ ବ୍ୟକ୍ତି ର ସହ କାମ କରିବା ର ସୁଯୋଗ ମିଳିବ । ଲୋକ ମାନେ ଆପଣଙ୍କଠୁ ପରାମର୍ଶ ମାଗିବାକୁ ଆସିବେ ଏବଂ ତାହା ସେମାନଙ୍କ କାର୍ଯ୍ୟ ରେ ଆସିବ ମଧ୍ୟ । ଚାକିରି କରୁଥିବା ବ୍ୟକ୍ତି ମାନଙ୍କର ପଦୋନ୍ନତି ହେବ । ଆଜି ଆପଣଙ୍କ ଦିନ ମିଶ୍ରିତ ରହିବ । ଗରିବ ଲୋକଙ୍କୁ ବସ୍ତ୍ର ଦାନ କରନ୍ତୁ, ଜୀବନରେ ଭଲ ସୁଯୋଗ ମିଳୁଥିବ ।
କୁମ୍ଭ ରାଶି –
ଆଜି ଆପଣଙ୍କ ମଧ୍ୟ ରେ ନେତୃତ୍ଵ କରିବାର କ୍ଷମତା ଆସିବ । ରାଜନୀତି କ୍ଷେତ୍ର ରେ ଯୋଡି ହେଉଥିବା ଲୋକଙ୍କ ମାନ ସମ୍ମାନ ବଢିବ । ପରିବାରେ ଧାର୍ମିକ ଅନୁଷ୍ଠାନ ହେବ । ପରିବାର ର ବାତାବରଣ ରେ ସକାରତ୍ମକ ରହିବ । ବିଦ୍ୟାର୍ଥୀଙ୍କ ପାଇଁ ମଧ୍ୟ ଭଲ ଅଟେ । ମା ମହାଗୌରୀ ଙ୍କ ର ଦର୍ଶନ କରନ୍ତୁ, ଆପଣଙ୍କ ନେତୃତ୍ଵ କ୍ଷେତ୍ର ମଜବୁତ ହେବ ।
ମୀନ ରାଶି –
ଆଜି ଆପଣଙ୍କ ଦିନ ଶୁଭ ଅଟେ । ଆଜି ଆପଣଙ୍କ ପରିବାର ରେ କିଛି ଶୁଭ କାର୍ଯ୍ୟ ହେବ । ଆପଣଙ୍କ ଆର୍ଥିକ ଅବସ୍ତା ଦୁର୍ବଳ ରହିବ । ଘର ଲୋକ ଆପଣଙ୍କୁ ଆର୍ଥିକ ସହାୟତା କରିବେ । ବ୍ୟବସାୟ ରେ ଖାସ କିଛି ପରିବର୍ତନ ହେବ ନାହିନ । ଆପଣଙ୍କ ଗତି କାର୍ଯ୍ୟ କ୍ଷେତ୍ର ରେ ଧୀର ରହିବ । ଆଜି ମାତା ମହାଗୌରୀ ଙ୍କୁ ମିଷ୍ଟାନ ଭୋଗ ଲଗାନ୍ତୁ, ଆପଣଙ୍କ ଦିନ ଭଲ ରହିବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।