ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।
ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ 22 ଜାନୁୟାରୀ 2025 ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।
ମେଷ ରାଶି : ଆଜି ଆପଣଙ୍କର ଆର୍ଥିକ ସ୍ଥିତିରେ ସୁଧାର ଆସିବ । ବେପାରରେ ଆପଣଙ୍କର ଆୟୋଜନ ବ୍ୟବସ୍ଥିତ ରହିବ । ସମୟ ଥାଉ ଥାଉ କାମ ପୁରା କରନ୍ତୁ । ମିତ୍ର ମାନଙ୍କର ସହଯୋଗ କରିବେ । ଆକସ୍ମିକ ଯାତ୍ରା କରିବାକୁ ପଡିପାରେ । ପରିଜନଙ୍କ ସହ ମହତ୍ଵ ପୂର୍ଣ୍ଣ କଥା ଉପରେ ଚର୍ଚ୍ଚା କରିବେ । ସନ୍ତାନ ଅମାନଙ୍କର କାମକୁ ନେଇ ଆପଣ ରାଗିବେ । ଆପଣ ନିଜର ଜୀବନ ସାଥୀଙ୍କୁ ବୁଝିବା ଏପାଇଁ ଚେଷ୍ଟା କରନ୍ତୁ । କଥା କଥାରେ ଝଗଡା କରନ୍ତୁ ନାହି । ଖର୍ଚ୍ଚ ମଧ୍ୟ ଅଧିକ ହୋଇପାରେ । ବ୍ୟକ୍ତି ବିଶେଷଙ୍କ ସହଯୋଗ କରିବେ ।
ବୃଷ ରାଶି : ବେପାର କାରଣରୁ ବାହାରେ କୁଆଡେ ଯାଇ ପାରନ୍ତି । ଆଜି ଆପଣଙ୍କର ରଚନାତ୍ମକ ପ୍ରତିଭା ଖୋଲି କରି ସାମନାକୁ ଆସିବ । ସମୟ ଅନୁଯାୟୀ ସ୍ଥିତି ଅନୁକୂଳ ରହିବ । ଚିନ୍ତା ରୁ ମୁକ୍ତି ପାଇବେ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଲୋକଙ୍କର ଆପଣଙ୍କ ପ୍ରତି ସମ୍ମାନ ବଢିବ । ଭାଇ ମାନଙ୍କ ସହ ସମ୍ପର୍କ ଭଲ ରହିବ । ପୁରୁଣା ବିବାଦର ସମାଧାନ ହେବ । ଆଜି ପଇସା ମାମଲାରେ ଆପଣ ନିଜର ଚତୁରତା ଦେଖାଇବେ । ସନ୍ତାନ ଓ ଜୀବନ ସାଥିଙ୍କ ସହଯୋଗ ପାଇବେ ।
ମିଥୁନ ରାଶି : ଆଜି ଆପଣଙ୍କର ସାମାଜିକ ରୂପରେ ମାନ ହାନି ର ପ୍ରସଙ୍ଗ ଯେମିତି ନ ହୁଏ ସେଥିପ୍ରତି ଧ୍ୟାନ ଦିଅନ୍ତୁ । କୌଣସି କାମ ଆରମ୍ଭ କରିବା ପୂର୍ବରୁ ତାହା ବିଷୟରେ ବୁଝି ବିଚାରୀ ନିସ୍ପତି ନିଅନ୍ତୁ । ଚାକିରି କ୍ଷେତ୍ର ରେ ଥିବା ବ୍ୟକ୍ତିଙ୍କୁ ଲାଭ ମିଳିପାରେ । ଅଧିକ ପରିଶ୍ରମ କରିବା କାରଣରୁ ଥକାପଣ ଅନୁଭବ କରିବେ । ଆଜି ଆପଣ ଭାଗ୍ୟ ଠାରୁ ଅଧିକ କର୍ମ ଆଶା କରିବେ । ବେହତର ପ୍ରସ୍ତାବ ଆପଣଙ୍କୁ ପ୍ରାପ୍ତ ହୋଇଅପରେ । ମିତ୍ର ମାନଙ୍କ ଅଘଣାରେ ସମୟ ବହୁତ ଭଲ ରହିବ । ଜୀବନରେ କିଛି ନୂଆ କରିବା ଜୋସ ଆପଣଙ୍କ ଭିତରେ ଆସିବ ।
କର୍କଟ ରାଶି : ଆଜି ଆପଣ ସମାଧାନ ସହକାରେ କାମ ପୁରା କରିବାକୁ ଚେଷ୍ଟା କରିବେ । ବୈବାହିକ ଜୀବନ ଖୁସିରେ ଭରପୁର ରହିବ । ପାର୍ଟନରସିପ ସମ୍ବଧ ବ୍ୟବସାୟ ରେ ଆଜି ଭବିଷ୍ୟତ ସହ ଜଡିତ ଯୋଜନା ଉପରେ ମହତ୍ଵ ପୂର୍ଣ୍ଣ ବିଚାର ବିମର୍ଶ କରିବେ ଯାହା ଆପଣଙ୍କ ପାଇଁ ଫାଇଦା ଆଣିବ । ଅଫିସରେ ନିଜର ପେପର ଓ ଫାଇଲ କୁ ସାବଧାନ ସହକାରେ ରଖନ୍ତୁ । ଅବହେଳା କାରଣରୁ କୌଣସି ଜରୁରୀ କାଗଜ ହଜିଯାଇ ପାରେ । ଅଫିସରେ ଭଲ ମାହୋଲ କାରଣରୁ ଅପୋନଙ୍କୁ ଖୁସି ମିଳିପାରେ । ବ୍ୟକ୍ତିଗତ ସୁଖରେ ବ୍ଯବଧାନ ରହିବ ।
ସିଂହ ରାଶି : ଆଜି ଆପଣ ପଇସା ସହ ଜଡିତ ମାମଲାରେ କୌଣସି ପ୍ରକାରର ଅବହେଳା କରନ୍ତୁ ନାହି । ଘରେ କୌଣସି ଧାର୍ମିକ ଅନୁଷ୍ଠାନର କାର୍ଯ୍ୟକ୍ରମ ହୋଇପାରେ । ସନ୍ତାନଙ୍କର କ୍ଯାରିୟରକୁ ନେଇ ଆପଣ ଚିନ୍ତାରେ ରହିବେ । ମିତ୍ର ମାନଙ୍କ ସହ ବାହାରକୁ ବୁଲିବାକୁ ଯିବେ । ଆଜି ଆପଣ ନିଜ ଘରର ସୁରକ୍ଷାକୁ ନେଇ ସାବଧାନ ରହିବେ । ବାରମ୍ବାର ହେଉଥିବା ସମସ୍ୟାକୁ ଆଉ ଆଗକୁ ବଢନ୍ତୁ ନାହି । ଶିକ୍ଷା କ୍ଷେତ୍ର ରେ ଚାଲିଥିବା ପ୍ରୟାସରେ ଆପଣ ଫଳପ୍ରଦ ହେବେ । ପାରିବାରିକ ଦାୟିତ୍ଵ ପୁରା କରିବେ ।
କନ୍ୟା ରାଶି : ବିଦ୍ୟାର୍ଥୀ ନିଜର ବୁଦ୍ଧି ପ୍ରୟୋଗ କରି ଶିକ୍ଷା ରେ ସଫଳତା ପ୍ରାପ୍ତ କରିବେ । ଆପଣଙ୍କ ମନ ଘର ଓ ଅଫିସର ଦୁନିଆରୁ ବାହାର ପ୍ରକୃତି ର ଆନନ୍ଦ ନେବାକୁ କରିବ । ଆର୍ଥିକ ରୂପରେ ପୁରୁଣା ବହୁ ମୂଲ୍ୟ ଜିନିଷ ଉପରେ ଅଧିକ ଲାଭ ପାଇବେ । ନିଜର ଅଧୁରା କାମ ପୁରା କରିବା ପାଇଁ ଆଜି ଦିନଟି ଭଲ ରହିବ । ସେୟାର ବଜାରରେ ନିବେଶ କରିବା ଠାରୁ ବଞ୍ଚିତ ରୁହନ୍ତୁ । ପ୍ରିୟ ବ୍ୟକ୍ତି ଙ୍କ ସହ ଭେଟ ହୋଇପାରେ । ସମାଜରେ ମାନ ସମାନ ପ୍ରତିଷ୍ଠା ହେବ । ଯାହା ଦ୍ଵାରା ଲୋକ ଆପଣଙ୍କର ମାର୍ଗ ଦର୍ଶନ କରିବେ ।
ତୁଳା ରାଶି : ଆଜି ଆପଣ ନିଜର ଦୈନିକ କାମରେ ପରିବର୍ତ୍ତନ କରିବା ପାଇଁ ଯାତ୍ରା କରିବାର ଯୋଜନା କରିବେ । ନିଜର କାମ କାର୍ଯ୍ୟକୁ ସାବଧାନ ସହକାରେ କରନ୍ତୁ । ଏହା ସହ ଅନ୍ୟର ସାହାଜ୍ଯ କରନ୍ତୁ । ଆପଣଙ୍କର ଆର୍ଥିକ ସ୍ଥିତି ସାମାନ୍ଯ ରହିବ । ପ୍ରେମୀ ଯୁଗଳଙ୍କ ପାଇଁ ସମୟ ଭଲ ରହିବ । ଚାକିରି ସନ୍ଧାନରେ ଥିବା ବ୍ୟକ୍ତି ବ ନିଜର ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିବା ବ୍ୟକ୍ତି ନିଜର ପ୍ରୟାସରେ ସଫଳ ହେବେ । ଆପଣ ତାଙ୍କ ସହ ହାତ ମିଳାଇବେ ଯିଏ ଆପଣଙ୍କ ଠାରୁ ସାହାଜ୍ଯ ପାଇବା ପାଇଁ ଆସ ବାନ୍ଧିଛନ୍ତି ।
ବିଛା ରାଶି : ଆଜି ଆପଣଙ୍କ ଜୀବନରେ ଖୁସି ହିଁ ଖୁସି ଆସିବ । ଭବିଷ୍ୟତ ପାଇଁ କରିଥିବା ଯୋଜନା ଉପରେ ଆପଣ ବିଚାର କରନ୍ତୁ । ଆପଣଙ୍କୁ ନିଜର ଉଦ୍ଦେଶ୍ୟ ପୁରା କରିବା ପାଇଁ ସାହାଜ୍ଯ ମିଳିପାରେ । ଜୀବନରେ ନିଜର ପରିବାର, ମିତ୍ର ଓ ଜୀବନ ସାଥି ଙ୍କ ଭୂମିକା କଣ ରହିଛି ତାହା ଜାଣିବାକୁ ଚେଷ୍ଟା କରନ୍ତୁ । ଆଜି ଆପଣଙ୍କର ଭେଟ କୌଣସି ପୁରୁଣା ମିତ୍ର ଙ୍କ ସହ ହୋଇପାରେ ଯାହା ଆପଣଙ୍କ ପାଇଁ ଫାଇଦା ଆଣିପାରେ । ନାକାରାତ୍ମକ ସ୍ଥିତି ସୁଧାରିବା ପାଇଁ ଚେଷ୍ଟା କରନ୍ତୁ ।
ଧନୁ ରାଶି : ଆଜି ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ ଓ ମନ ପ୍ରସନ୍ନ ରହିବ । ଭୁଲ ବୁଝାମଣା କାରଣରୁ ସମ୍ପର୍କରେ ଫାଟ ଆସିପାରେ । କାରୋବାରରେ ଆଶା କରିବା ଠାରୁ ଅଧିକ ପ୍ରଗତି ହେବା ସହ ଧନ ପ୍ରାପ୍ତ ହେବ । ଯାହା ଦ୍ଵାରା ଆପଣଙ୍କ ହାରାଇଥିବା ବିଶ୍ଵାସ ଫେରି ଆସିବ । ଜୀବନ ସାଥିଙ୍କ ସ୍ୱାସ୍ଥ୍ୟ ରେ ସୁଧାର ହେବ । ଶତ୍ରୁ ପରାସ୍ତ ହେବେ । ନାକାରାତ୍ମକ ବିଚାର ଠାରୁ ଦୂରେଇ ରୁହନ୍ତୁ । କର୍ମଚାରୀ ଙ୍କ ଦ୍ଵାରା କ୍ଷତି ହେବାର ସମ୍ଭାବନା ରହିଛି । ମନୋରଞ୍ଜନ ଓ ସଉକ ପାଇଁ ପାଇଁ ଧନ ଖର୍ଚ୍ଚ କରନ୍ତୁ ନାହି ।
ମକର ରାଶି : ଆଜି ମିତ୍ର ମାନଙ୍କ ସହ ବୁଲିବା ପାଇଁ ଫଳଣା କରିବେ । ମନରେ ଖରାପ ଚିନ୍ତାଧାରର ପ୍ରଭାବ ରହିବ । ଆଜି ଆପଣଙ୍କର ଆଖପାଖର ବାତବାରଣ ସୁଖଦ ରହିବ । ଘର ପରିବାରରେ ସଦସ୍ୟଙ୍କ ମଧ୍ୟରେ ଖୁସି ଭରପୁର ରହିବ । ବିଜେନ୍ସ ରେ ଅନେକ ଦିନରୁ ଚଳାଇଥିବା ଲେନଦେନ ସମସ୍ଯା ସେସ ହେବ । ଯାହା କାରଣରୁ ଆପଣ ପ୍ରସନ୍ନ ହେବେ । ଘର ପରିବାରରେ ଧାର୍ମିକ କାର୍ଯ୍ୟ ହୋଇପାରେ । ଘର କାମ କରି ଆପଣ ଥକିଯିବେ । କାରୋବାରରେ ନୂଆ ଯୋଜନା ଲାଗୁ କରିବେ ।
କୁମ୍ଭ ରାଶି : ଆଜି ଇନକମ କ୍ଷେତ୍ରରେ ଲଗାର ବୃଦ୍ଧି ହେବ । ନୂଆ ସମ୍ପର୍କରେ ପଦ ବା ପ୍ରତିଷ୍ଠା ବୃଦ୍ଧି ହେବାର ନଜର ଆସୁଛି । ବିଦ୍ୟାର୍ଥୀଙ୍କୁ ପରୀକ୍ଷା ରେ ଆସ ଜଣକ ଖବର ଶୁଣିବାକୁ ମିଳିବ । ଅବିବାହିତ ମାନଙ୍କର ବିବାହରେ ଆସୁଥିବା ବାଧା ଦୂର ହେବ । ନିଜର ମସ୍ତକ ରେ ଚନ୍ଦନ ର ତିଳକ ଲଗାନ୍ତୁ ଆପଣଙ୍କର ସବୁ ଭଲ ହେବ । କାହା ଉପରେ ଅନ୍ଧ ବିଶ୍ଵାସ କରନ୍ତୁ ନାହି । ନଚେତ ଆପଣଙ୍କ ସହ ଧୋକା ହୋଇପାରେ । ପିତା ଙ୍କ ସହ ବାଦ ବିବାଦ ହେବାର ସମ୍ଭାବନା ରହିଛି । ଭାବିଥିବା କାମ ସମୟ ଅନୁଯାୟୀ ହେବ ।
ମୀନ ରାଶି : ଆଜି କୌଣସି ମହିଳାଙ୍କ ସହ ବିବାଦ ହେବା କାରଣରୁ ସାମନାରେ ଆଞ୍ଚ ଆସିପାରେ । ଜୀବନ ସାଥିଙ୍କ ଠାରୁ ଆଜି ସହଯୋଗ ମିଳିବାର ନଜର ଆସୁଛି । ସନ୍ତାନଙ୍କ ଠାରୁ ଆଶା ଜନକ ସମାଚାର ଶୁଣିବାକୁ ମିଳିବ । ଆପଣ ମିତ୍ରଙ୍କ ସହ ଯାତ୍ରା ରେ ବାହାରିବେ । ଭାଇ ଭଉଣୀଙ୍କ ସହଯୋଗ କାରଣରୁ କିସ୍ମତ ଚମକିବ । ଅପ୍ରତ୍ଯାଶିତ ଲାଭ ମଧ୍ୟ ହୋଇପାରେ । କାର୍ଯ୍ୟ ସ୍ଥଳରେ ସହକର୍ମୀଙ୍କ ସହଯୋଗ ମିଳିବାରୁ କାମ ପୁରା ହେବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।