ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।
ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୨ ଅକ୍ଟୋବର ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।
ମେଷ ରାଶି : ଆଜି ଆପଣଙ୍କର ଚାକିରି ର ସନ୍ଧାନ ଶେଷ ହେବ । ମନରେ କୌଣସି କଥାକୁ ନେଇ ଯଦି ସମସ୍ଯା ଅଛି ତେବେ ସାଥି ଙ୍କ ସହ ସେୟାର କରନ୍ତୁ ସବୁ ଠିକ ହେବ । ନିଜର କଳାତ୍ମକ କ୍ଷେତ୍ର ରେ ସୁଧାର ଆଣିବେ । ବିଜେନ୍ସ ପାଇଁ ନୂଆ ଯୋଜନା କରିବେ । ସାମାଜିକ କାର୍ଯ୍ୟ ପାଇଁ ଆପଣଙ୍କୁ ସମାରୋହ ରେ ସମ୍ମାନିତ କରାଯିବ । ଛାତ୍ର ଙ୍କ ପାଇଁ ଦିନ ଭଲ ରହିବ । ଅଟକି ରହିଥିବା ସରକାରି କାର୍ଯ୍ୟ ପୂର୍ଣ୍ଣ ହେବ । ପ୍ରେମ ଭରା ବୈବାହିକ ଜୀବନ ଆପଣଙ୍କର ପ୍ରସନ୍ନ ରହିବ ।
ବୃଷ ରାଶି : ଆଜି ଆପଣଙ୍କର ଯାତ୍ରା ସମୟରେ ଅଜଣା ବ୍ୟକ୍ତି ଙ୍କ ସହ ଭେଟ ହେବ । ଘରେ କୌଣସି ଧାର୍ମିକ ଆୟୋଜନ କରିବାର ମନ ବଳାଇବେ । ଲୋକଙ୍କୁ ପ୍ରସନ୍ନ କରିବା ପାଇଁ ଆପଣଙ୍କର ସ୍ଵଭାବରେ ଅଳ୍ପ ପରିବର୍ତ୍ତନ ଆଣିବାର ଜରୁରତ ଅଛି । ଘରେ ପରିବାର ରେ ଖୁସି ର ଆଗମନ ହେବ । ଆମଦାନି ବଢିପାରେ । ଚାକିରି ସନ୍ଧାନ ରେ ଥିବା ଜାତକ ଙ୍କୁ ରୋଜଗାର କରିବାର ଅବସର ମିଳିବ । ଅଧିକ ଖର୍ଚ୍ଚ ହୋଇପାରେ । ତେଣୁ ସତର୍କ ରୁହନ୍ତୁ ।
ମିଥୁନ ରାଶି : ବ୍ୟାପାର କରୁଥିବା ଲୋକଙ୍କ ପାଇଁ ସମୟ ଅନୁକୂଳ ରହିବ । ଛାତ୍ର ଙ୍କୁ ଅତ୍ୟଧିକ ମେହନତ କରିବାର ଜରୁରତ ଅଛି । ଶିକ୍ଷା ପ୍ରତିଯୋଗୀତା ରେ ଚାଲୁଥିବା ପ୍ରୟାସ ଆଜି ସାର୍ଥକ ହେବ । ଆର୍ଥିକ ପକ୍ଷ ମଜବୁତ ହେବ । ଗୃହ ଊପୋଯୋଗୀ ବସ୍ତୁ ରେ ବୃଦ୍ଧି ହେବ । ରଚନାତ୍ମକ କାର୍ଯ୍ୟ ରେ ପ୍ରଗତି ହେବ । ନୂଆ ସମ୍ପର୍କ କରିବେ । ପ୍ରତିଭା ଙ୍କ ପାଇଁ ପୁରସ୍କାର ମିଳିବାର ନଜର ଆସୁଛି । ଆପଣଙ୍କର ରୁଟିନ କାମରେ କାହାର ସାହାଜ୍ଯ ମିଳିପାରେ । ଗତି ବିଧି ଉପରେ ନଜର ପକାନ୍ତୁ ।
କର୍କଟ ରାଶି : ଆଜି ଆପଣଙ୍କୁ ସମାଜରେ ମାନ ସମାନ ପ୍ରାପ୍ତି ହେବ । ଆପଣଙ୍କ ଘରେ କୌଣସି ଅତିଥି ଙ୍କ ଆଗମନ ହୋଇପାରେ । ଅଫିସରେ ଗୁପ୍ତ କଥା କାହାକୁ ସେଯାର କରନ୍ତୁ ନାହି । ଆର୍ଟ୍ସ ସହ ଜଡିତ ଲୋକେ କିଛି ନୂଆ କ୍ରିଏଟିଭିଟି କରି ପାରନ୍ତି । ଜେନେରାଲ ଷ୍ଟୋର ର ବ୍ୟାପାରୀ ମାନଙ୍କ ପାଇଁ ଦିନ ସାମାନ୍ଯ ରହିବ । ଦୈନିକ ବ୍ୟାପାର ରେ ବୃଦ୍ଧି ହେବ । ଲେନଦେନ କାର୍ଯ୍ୟ ରେ ତରବର ହୁଅନ୍ତୁ ନାହି । ସ୍ୱାସ୍ଥ୍ୟ ଭଲ ରହିବ । ଅନ୍ୟ ର ଅପେକ୍ଷା କରନ୍ତୁ ନାହି ।
ସିଂହ ରାଶି : ଆଜି ଆପଣଙ୍କୁ ଆପଣଙ୍କର ମିତ୍ର ଙ୍କ ସହଯୋଗ ସମୟ ସମୟରେ ମିଳିପାରେ । ପୂଜା ପାଠ କରିବା ସହ ଇଶ୍ଵର ଙ୍କ ଆଗରେ ବସିକି ଧ୍ୟାନ କରନ୍ତୁ । ମାନସିକ ରୂପରେ କମି ଆସିପାରେ । ଅଫିସରେ ଅଧିନସ୍ଥ ଅଯଥାରେ ହୁକୁମ ଚଳାଇବା ଭାରି ପଡିପାରେ । ଏପଟ ସେପଟ କଥା ରେ ସମୟ ବରବତ କରନ୍ତୁ ନାହି । ଘରେ କିଛି କାର୍ଯ୍ୟ ଆପଣଙ୍କର ମୁତାବକ ନ ହେବାରୁ ଆପଣ ଚିଡି ପାରନ୍ତି । ବ୍ଯବସାୟିକ ଯାତ୍ରା ସଫଳ ହେବ । ମନରେ ଆଗ୍ରହ ଆସିବ ।
କନ୍ୟା ରାଶି : ଆଜି ଅଚାନକ ରାଗ ଆସିପାରେ କିନ୍ତୁ ଜଲ୍ଦି ସାନ୍ତ ହୋଇଯିବେ । ଅପ୍ରତ୍ୟାଶିତ ଲାଭ ହେବାର ସମ୍ଭାବନା ରହିଛି । ଆପଣଙ୍କର କାର୍ଯ୍ୟ କ୍ଷେତ୍ର ରେ କିଛି ବ୍ଯବଧାନ ଆସିପାରେ । ଯାହାକୁ ଆପଣ ନିଜ ପିତା ଙ୍କ ସହ ସମାଧାନ କରିବାରେ ସଫଳ ହେବେ । ଆଜି ଆପଣଙ୍କୁ ନିଜର ବ୍ୟାପାର ରେ କାହା ଉପରେ ଆଖି ବନ୍ଦ କରି ଭରସା କରନ୍ତୁ ନାହି । ସ୍ୱାସ୍ଥ୍ୟ ମାମଲାରେ ଅଣଦେଖା କରନ୍ତୁ ନାହି । ମନ୍ଦିର ରେ ଗୁଡ ଦାନ କରନ୍ତୁ ଆପଣଙ୍କର ସାମସ୍ୟା ଦୂର ହେବ । ବୁଦ୍ଧି କୌଶଳ ଦ୍ଵାରା କରା ଯାଇଥିବା କାର୍ଯ୍ୟ ରେ ପ୍ରଗତି ହେବ ।
ତୁଳା ରାଶି : ନିଜ ଉପରେ ଭରସା ରଖିକି କାର୍ଯ୍ୟ କରିବାରେ ଧନ ବୃଦ୍ଧି ହେବ । ଆତ୍ମବିଶ୍ଵାସ ଭରପୁର ରହିବ । ସନ୍ଧ୍ୟା ସମୟରେ ଆଜି ଆପଣଙ୍କୁ କୌଣସି ଖୁସି ଖବର ମିଳିପାରେ । ଆଜି ବ୍ୟାପାର ରେ କୌଣସି ଦୂର ଜାଗାକୁ ଯାତ୍ରା କରିବାକୁ ପଡିପାରେ । ଲମ୍ବା ସମୟରୁ ଅଟକି ରହିଥିବା ଧନ ଆଜି ଆପଣଙ୍କୁ ପ୍ରାପ୍ତ ହୋଇପାରେ ଯାହା ପାଇଁ ଆପଣଙ୍କ ମନ ପ୍ରସନ୍ନ ହେବ । କାର୍ଯ୍ୟ ସିଧି ରେ ପ୍ରସନ୍ନତା ରହିବ । ଆୟ ର ନୂଆ ସ୍ରୋତ ପ୍ରାପ୍ତ ହେବ । ଜରୁରୀ ମାମଲାରେ ବଡ ନିସ୍ପତି ନେବେ ।
ବିଛା ରାଶି : ଆଜି ଦିନ ଟି ଆପଣଙ୍କ ପାଇଁ ଆର୍ଥିକ ଦ୍ରୁଷ୍ଟି ରୁ ବେହତର ରହିବ । ଆଜ୍ୟ ଆପଣ ଯେଉଁ କାର୍ଯ୍ୟ ଆରମ୍ଭ କରିବେ ତାହାର ଭଲ ଫଳ ଆପଣଙ୍କୁ ଆସୁଥିବା ସମୟରେ ମିଳିପାରେ । ଏହି ରାଶିର କିଛି ଜାତକ ଙ୍କ ମନରେ ସନ୍ୟାସ ନେବାର ଭାବନା ଆଜି ଦିନରେ ଜାଗୃତ ହୋଇପାରେ । କିଛି ଯାତ୍ରା କରି ପାରନ୍ତି ଯାହା ପାଇଁ ଆପଣ ଫାଇଦା ରେ ରହିବେ । ଆର୍ଥିକ ମାମଲାରେ ଆଶାତୀତ ପ୍ରଗତି ହେବ । ସାମାଜିକ କ୍ଷେତ୍ର ରେ ମାନ ସମାନ ବୃଦ୍ଧି ପାଇବ ।
ଧନୁ ରାଶି : ଶୈକ୍ଷିକ କାର୍ଯ୍ୟ ରେ ସଫଳତା ମିଳିବ । ସାମାଜିକ କ୍ଷେତ୍ର ବେହତର ରହିବ । କାର୍ଯ୍ୟ କ୍ଷେତ୍ରରେ ସହ କର୍ମୀ ମାନଙ୍କ ସହ ଆପଣଙ୍କ ତାଳମେଳ ଠିକ ରହିବ । ଆର୍ଥିକ ସ୍ବଭାବରେ ଆଜି ଆପଣଙ୍କର କିଛି ଭଲ ପରିବର୍ତ୍ତନ ଆସିପାରେ । ଯାହା ଦ୍ଵାରା ସାମାଜିକ ସ୍ତର ରେ ଭଲ ପରିଣାମ ମିଳିପାରେ । ବ୍ୟକ୍ତିଗତ ଜୀବନରେ ଦାଖଲ ଦିଅନ୍ତୁ ନାହି । ବଡ ସହୟତା ଆପଣଙ୍କୁ ହାସଲ ହୋଇପାରେ । କୋର୍ଟ କଚେରୀ ମାମଲାରେ ନିସ୍ପତି ଆପଣଙ୍କ ପକ୍ଷ ରେ ରହିବ । ଶାସନ ସତ୍ତା ରେ ସହଯୋଗ ନେବେ ।
ମକର ରାଶି : ପାରିବାରିକ ଜୀବନ ସୁଖମୟ ହେବ । ସ୍ୱାସ୍ଥ୍ୟ କୁ ନେଇ ଜାଗୃତ ହେବା କାରଣରୁ ଆପଣ ନିୟମିତ ବ୍ୟାୟାମ କରନ୍ତୁ । ପ୍ରେମର ସ୍ଥିତି ଭଲ ରହିବ । ବ୍ୟାପାରିକ ଦ୍ରୁଷ୍ଟି କୋଣ ଆପଣଙ୍କର ଭଲ ଚାଲିବ । ଆପଣଙ୍କ ମନ ଅନେକ ପ୍ରକାର ର ଚିନ୍ତା ରେ ପୂର୍ଣ୍ଣ ହୋଇ ରହିବ । ଆର୍ଥିକ ସ୍ଥିତି ମଜବୁତ ହେବ । ଶୁଭ ସମାଚାର ପ୍ରାପ୍ତି ହେବ । ମହିଳା ମାନେ ଧର୍ମ ପରାୟଣ ହେବେ । ଆତ୍ମବିଶ୍ଵାସ ରେ ବୃଦ୍ଧି ହେବ । ଯାହା ବି କାମ କରିବେ ଭାବି ଚିନ୍ତି କରନ୍ତୁ ନିଶ୍ଚୟ ସଫଳ ହେବେ । ସାମାଜିକ ଗତି ବିଧିରେ ଆପଣଙ୍କ ଭାଗ ନେବେ ।
କୁମ୍ଭ ରାଶି : ଆଜି ଧନ ପ୍ରାପ୍ତି ର ଯୋଗ ରହିଛି । କାମ କାର୍ଯ୍ୟ ରେ କଥା କହିବାକୁ ଗଲେ ଆପଣଙ୍କୁ କୌଣସି ବଡ କମ୍ପାନୀ ଠାରୁ ଚାକିରି ଆବ ଇଣ୍ଟରଭିୟୁ ଦେବା ପାଇଁ ଅଫର ଆସିପାରେ । ଆଜି ଆପଣଙ୍କୁ ଶୁଭ ସମାଚାର ମିଳିପାରେ । ଆଜି ଆପଣଙ୍କୁ ଏମିତି ଏକ ଗୁପ୍ତ କଥା ଜଣା ପଡିବ ଯାହାର ଆସ ଆପଣ କେବେ କରି ନାହାନ୍ତି । ଭୂମି ବା ବାହନ କ୍ରୟ କରିଲେ ବଡ ଲାଭ ପାଇବେ । ସାମାଜିକ ଗତି ବିଧିରେ ପ୍ରଗତି ହେବ । ଦାଂପତ୍ଯ ଜୀବନ ସୁଖମୟ ରହିବ ।
ମୀନ ରାଶି : ବ୍ୟାପାର କ୍ଷେତ୍ରରେ ଆଜି ଭଲ ଲାଭ ହେବ । କିନ୍ତୁ ଆର୍ଥିକ ଲେନଦେନ ରେ ସାବଧାନ ରୁହନ୍ତୁ । ବ୍ୟାପାର ସହ ଜଡିତ ଜାତକ ଙ୍କୁ ପ୍ରଚାର ପ୍ରାସର ଉପରେ ଆର୍ଥିକ ଧ୍ୟାନ ଦେବାର ଜରୁରତ ଅଛି । ଯଦି ଆଜି ଆପଣ ମହତ୍ଵ ପୂର୍ଣ୍ଣ ବ୍ୟବସାୟିକ ନିସ୍ପତି ନେଉଛନ୍ତି ତେବେ କୌଣସି ଅନୁଭବି ବ୍ୟକ୍ତି ଙ୍କ ପରାମର୍ଶ ନିଶ୍ଚୟ ନିଅନ୍ତୁ । ପରିବାର ସହ ମନୋରଞ୍ଜକ ସ୍ଥଳ କୁ ଯାତ୍ରା କରିବେ । ନୂଆ ପଜେଟିଭ ଚିନ୍ତାଧାରା ରେ ପ୍ରଗତି ହେବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।