ଆଜିର ରାଶିଫଳ, 23 ଜୁଲାଇ 2022, ଶନିବାର, ଶନିଦେବଙ୍କ ଆଶୀର୍ବାଦ ରହିବ ଏହି ୫ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୩ ଜୁଲାଇ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ପାରିବାରିକ ଓ ବ୍ଯବସାୟିକ ମାମଲାରେ ପ୍ରଗତି ହେବ । ଆଜି ମେହନତରୁ ପଛକୁ ହଟିବେ ନାହି । ବିରୋଧୀ ଆପଣଙ୍କ ପଛରେ ଷଡଯନ୍ତ୍ର କରିବେ । କାମ କାର୍ଯ୍ୟ ଭଲ ହେବା ପାଇଁ ଠିକ ଭାବରେ ଯୋଜନା କରନ୍ତୁ । ନୂଆ କାମ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ ନୁହେଁ । ପରିବାରର ପୁରା ସହଯୋଗ ମିଳିବ । ଶାସନ ସତ୍ତାର ସହଯୋଗ ମିଳିବ । ଯଦି ଆପଣ ନିଜର ପାଖ ଲୋକଙ୍କ ସହ ସମୟ ବ୍ୟତିତ ନ କରିବେ ତେବେ ସେ ଆପଣଙ୍କ ଉପରେ ରାଗି ଯାଇ ପାରନ୍ତି ।

ବୃଷ ରାଶି : ଅଚାନକ ଧନ ପ୍ରାପ୍ତି ହୋଇପାରେ । ବର୍ତ୍ତମାନର ସ୍ଥିତି ଅନୁଯାୟୀ ବରିଷ୍ଠ ଲୋକଙ୍କର ପରାମର୍ଶ ନେଇ କାମ କରିବେ ବେହତର ପରିଣାମ ମିଳିବ । ଚାକିରି କରିଥିଲେ ନୂଆ କମ୍ପାନୀରୁ ଅଫର ମିଳିପାରେ । ଫାଇନାନ୍ସ କାମ କରୁଥିବା ଲୋକ ଭଲ ଡିଲ ମିଳିପାରେ । ଏମିତି ଜିନିଷ କିଣିନା ପାଇଁ ଦିନ ଭଲ ରହିବ ଯାହାର ମୂଲ୍ୟ ଆଗକୁ ଯାଇ ବଢିପାରେ । ଘରୋଇ ଜୀବନ ଆନନ୍ଦମୟ ରହିବ । ନିଜର ସ୍ୱାସ୍ଥ୍ୟ ଓ ବ୍ୟକ୍ତିତ୍ବ ରେ ସୁଧାର ଆଣିବା ପାଇଁ ଚେଷ୍ଟା କରନ୍ତୁ ।

ମିଥୁନ ରାଶି : ଆଜି ଆପଣଙ୍କର ପାରିବାରିକ ବାତବାରଣ ସୁଖଦ ରହିବ । ଅଫିସରେ ନାକାରାତ୍ମକ ସୂଚନା ମିଳିବାର ଆଶଙ୍କା ରହିଛି ଯାହା କାରଣରୁ ମୁଡ ଅଫ ହୋଇପାରେ । ଆଜି ସହକର୍ମୀ ଙ୍କ କାର୍ଯ୍ୟ ର ଦାୟିତ୍ଵ ମିଳିପାଏ । ନୂଆ ଲୋକ ଦେଖା ହେବା କାରଣରୁ ବିନମ୍ରତା ରକ୍ଷା କରନ୍ତୁ । ଅବିବାହିତ ଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ । ଘର ପରିବାରରେ ପ୍ରସନ୍ନ ରହିବ । ନିଜ ଜୀବନକୁ ବରବାତ କରନ୍ତୁ ନାହି । ଜୀବନ ପ୍ରତି ସଜାଗ ରୁହନ୍ତୁ ।

କର୍କଟ ରାଶି : ଆପଣଙ୍କୁ ନିଜର ଅଧିକାରୀଙ୍କୁ ବୁଝି ଭଲ ଭାବେ ଉପଯୋଗ କରିବାକୁ ପଡିବ । ଆଜି ଆପଣ ନିଜର ଲକ୍ଷ ପ୍ରତି ପୂର୍ତ୍ତି ହେବେ । ଏକାଗ୍ର ଚିତ୍ତରେ ଆପଣ ଆଗକୁ ବଢିବେ । ଆପଣଙ୍କୁ ସଫଳତା ମଧ୍ୟ ହାସଲ ହେବ । କୌଣସି ଧାର୍ମିକ ଅନୁଷ୍ଠାନ ଆଦି ସମ୍ପନ୍ନ ହୋଇପାରେ । ପରିବାର ଲୋକଙ୍କ ସହ ତୀର୍ଥ ସ୍ଥାନକୁ ଯାତ୍ରା କରିବେ । ନୂଆ ଊର୍ଜା କାରଣରୁ ଆପଣଙ୍କ କାମରେ ସଫଳତା ମିଳିବ । ଜୀବନରେ ନୂଆ ସମୟ ଆସିଛି ଏହାର ଫାଇଦା ଉଠାନ୍ତୁ ।

ସିଂହ ରାଶି : ଆଜି ଆପଣଙ୍କୁ ନିଜର ଭାଗ ଉନ୍ନତି ହେବାର ଅନୁଭବ ହେବ । ଦାଂପତ୍ଯ ଜୀବନ ସୁଖମୟ ରହିବ । ପ୍ରଭାବଶାଳି ଲୋକଙ୍କ ସହଯୋଗ ଆପଣଙ୍କର ଉଶ୍ଚାହକୁ ଦୁଇ ଗୁଣା କରି ଦେବ । ଦରକାର ଠାରୁ ଅଧିକ ଖର୍ଚ୍ଚ କରିବାକୁ ବଞ୍ଚିତ ହୁଅନ୍ତୁ । ପଡୋଶୀଙ୍କ ସହ କୌଣସି କଥାକୁ ନେଇ ବିବାଦ ହୋଇପାରେ । ବେହତର ହେବ ଏହି ନାକାରାତ୍ମକ ଗତି ବିଧି ଠାରୁ ଦୂରରେ ରୁହନ୍ତୁ । ନିଜର ଧ୍ୟନ ମହତ୍ଵ ପୂର୍ଣ୍ଣ କାମରେ କେନ୍ଦ୍ରିତ କାରଣରୁ । ଭୌତିକ ସୁଖ ସୁବିଧାରେ ବୃଦ୍ଧି ହେବ ।

କନ୍ୟା ରାଶି : ଜମିବାଡି କାମ ପାଇଁ ଆପଣଙ୍କୁ  ଦୌଡ ଧାପଡ କରିବାକୁ ପଡିପାରେ । ବ୍ୟବସାୟରେ ଫାଇଦା ମିଳିପାରେ । ନିଜର ମହତ୍ଵ ପୂର୍ଣ୍ଣ ନିସ୍ପତି ନେବାରେ ସହଯୋଗୀ ମାନଙ୍କର ପରାମର୍ଶ ନିଅନ୍ତୁ । ତାଙ୍କର ସହଯୋଗ ଆପଣ ବ୍ୟବସାୟରେ ଲାଭଦାୟକ ସାବ୍ୟସ୍ତ ହେବ । ସାମାଜିକ ପ୍ରତିଷ୍ଠା ମିଳିବ । ରୋମାନ୍ସରେ ଦିନ ଭରପୁର ରହିବ । ଖାଦ୍ୟ ପଦାର୍ଥ ରେ ଜଡିତ ଲୋକଙ୍କ ପାଇଁ ଦିନ ଉତ୍ତମ ରହିବ । ସମୟ ଥାଉ ଥାଉ ପୁଞ୍ଜି ନିବେଶ କରନ୍ତୁ ନଚେତ ଶତ୍ରୁ ସକ୍ରିୟ ହୋଇପାରନ୍ତି ।

ତୁଳା ରାଶି : ଘରେ ସୁଖଦ ମାହୋଲ ରହିବ । ପରିବାର ସହ ଯାତ୍ରା କରି ପାରନ୍ତି । ଆଜି ଦିନ ଟି ଆପଣଙ୍କ ପାଇଁ ମିଶ୍ରିତ ପରିଣାମ ନେଇ କରି ଆସିବ । ବିଦ୍ୟାର୍ଥୀଙ୍କର ଶିକ୍ଷା ପ୍ରତି ରୁଚି ବଢିବ । ଇନକମ ମାମଲାରେ ଆସୁଥିବା  ବାଧା ଆଜି ଦୂର ହେବ । ଆଜି ଆପଣଙ୍କୁ ଷ୍ଟକ ମାର୍କେଟ ରେ ସାବଧାନ ରହିବାକୁ ହେବ । ବ୍ୟାପାର ବ୍ୟବସାୟରେ ଯଶ କୀର୍ତ୍ତି ବୃଦ୍ଧି ହେବ । ଖେଳ ଜଗତରେ ଜଡିତ ଲୋକଙ୍କ ପାଇଁ ଆଜି ଦିନ ଟି ଶ୍ରେଷ୍ଠ ରହିବ ।

ବିଛା ରାଶି : ଆସ୍ଥା ଓ ବିଶ୍ଵାସ ର ବଳ ମିଳିବ । ପ୍ରେମ ଜୀବନରେ ଜଡିତ ଲୋକ ମାନଙ୍କୁ କୌଣସି ସୁଖ ଖବର ମିଳିପାରେ । ସନ୍ଧ୍ୟା ସମୟରେ ଆଜି ଆପଣ ପରିବର ସହ ଦେବ ଦର୍ଶନ ପାଇଁ ଯାତ୍ରା କରି ପାରନ୍ତି । ଆପଣ ଅନ୍ୟ ମାନଙ୍କ ପାଇଁ ଖରାପ ଚିନ୍ତା କରନ୍ତୁ ନାହି । ନିଜର ଖାଦ୍ୟ ଉପରେ ନିୟନ୍ତ୍ରଣ ରଖନ୍ତୁ । ସମୟ କମ ଆସି ତେଣୁ ମନ ଲଗାଇ ନିଜ କମ ଅରନ୍ତୁ । ସଫଳତା ନିଶ୍ଚୟ ମିଳିବ । ଏମିତି କିଛି କଥାର ଖୁଲସା କରନ୍ତୁ ନାହି ବ୍ୟକ୍ତିଗତ ଓ ରହସ୍ୟମୟ ହୋଇଥିବ ।

ଧନୁ ରାଶି : ଭୌତିକ ସୁଖ ସୁବିଧା ରେ ଆଜି ଆପଣ ଅଧିକ ଧନ ଖର୍ଚ୍ଚ କରିବେ । କିନ୍ତୁ ନିଜ ଆୟ ଉପରେ ଧ୍ୟାନ ରଖିକି ବ୍ୟୟ କରନ୍ତୁ । ମାନସିକ ଶାନ୍ତି ପ୍ରାପ୍ତ କରିବା ପାଇଁ କୌଣସି ଜାଗାକୁ ଯାତ୍ରା କରିବାକୁ ଯାଅନ୍ତୁ । ଭଲ ବହି ପଢିବାର ସୁଯୋଗ ପାଇବେ । ନିଜ କାମ ଉପରେ ଧ୍ୟାନ ଦିଅନ୍ତୁ । ଆଜି ବ୍ୟାପାର କ୍ଷେତ୍ରରେ ଶତ୍ରୁ ମାନେ ଆପଣଙ୍କ ପଛରେ ଷଡଯନ୍ତ୍ର କରି ପାରନ୍ତି ତେଣୁ ସାବଧାନ ରୁହନ୍ତୁ । ଆଜି ସିନିୟର୍ସ ମାନେ ଅପଣାଙ୍କ କାମର ପ୍ରଶଂସା କରିବେ । ଏହା ଦ୍ଵାରା ଆପଣଙ୍କ କାମରେ ଅଧିକ ଊର୍ଜା ମିଳିବ ।

ମକର ରାଶି : ଆଜି ଦିନ ଟି ଆପଣଙ୍କ ପାଇଁ କୌଣସି ଉପହାର ଠାରୁ କମ ନୁହେଁ । ସେହି ଲୋକଙ୍କ ଉପରେ ନଜର ରଖନ୍ତୁ ଯିଏ ଆପଣଙ୍କୁ ଖରାପ କଥା କହୁଛନ୍ତି । ମାନସିକ ଚାପରୁ ଦୂରେଇ ରହିବା ପାଇଁ ଧର୍ଯ୍ୟ ଓ ନମ୍ରତା ରକ୍ଷା କରନ୍ତୁ । ନିବେଶ କରିବା ପାଇଁ ସମୟ ଭଲ ରହିବ । କିନ୍ତୁ ଅନାବଶ୍ୟକ ଖର୍ଚ୍ଚ ରେ ସାବଧାନ ରୁହନ୍ତୁ । ଭାଗ୍ଯର ପ୍ରବଲତା କାରଣରୁ ସବୁ କାମରେ ସଫଳ ହେବେ । ନୂଆ ବିଚାରଧାରା ର ପ୍ରଭାବ ସାମାଜିକ ଲାଭ ଦେବ । ପରିବାରର ସଦସ୍ୟଙ୍କ ଠାରୁ ଶୁଭ ଖବର ପ୍ରାପ୍ତ ହେବ ।

କୁମ୍ଭ ରାଶି : ଆପଣ ନିଜର କାମ ଓ ପରିବାରିକ ସମ୍ବଧ ରେ ମତଭେଦ କରନ୍ତୁ ନାହି । ଧାର୍ମିକ କାର୍ଯ୍ୟ ରେ ମନ ଲାଗିବ । ଧର୍ମ  କର୍ମ କାର୍ଯ୍ୟ ରେ ଭାଗ ନେବେ । ଶତ୍ରୁ ଙ୍କ ଚିନ୍ତରୁ ମୁକ୍ତି ମିଳିବ । ନୂଆ ଘର ଆବ ବାହନ କ୍ରୟ କରିବାର ସୁଖଦ ଖବର ପ୍ରାପ୍ତ ହେବ । କୌଣସି ନୂଆ ପ୍ରୋଜେକ୍ଟ ରେ ନିବେଶ କରନ୍ତୁ ନାହି । ଯଦି ଆପଣ ଚାକିରି ସନ୍ଧାନ କରୁଛନ୍ତି ତେବେ ଆପଣଙ୍କୁ ସଫଳତା ମିଳିବ । ଧାର୍ମିକ ଯାତ୍ରା ର ସମ୍ଭାବନା ରହିଛି ।

ମୀନ ରାଶି : ଆପଣ ଚାକିରି ହେବ ବା ବ୍ୟବସାୟ ହେଉ ବା କୌଣସି କ୍ଷେତ୍ର ରେ ଜଡିତ ଅଛନ୍ତି ଆଜି ସଫଳତାର ଚରମ ଶିଖର ଛୁଇଁବେ । ଘର କାମରେ ବ୍ୟସ୍ତ କରିବେ । ଶ୍ବଶୁର ଘର ପକ୍ଷରୁ ସମ୍ପର୍କରେ ସୁଧାର ଆସିବ । ମାତାଙ୍କ ସହ ବୈଚାରିକ ମତଭେଦ ହୋଇପରେ । ଯେଉଁ କାରଣରୁ ପରିବାରରେ କିଛି ସମୟ ପାଇଁ ଆସନ୍ତି ର ମାହୋଲ ରହିବ । ଭାଇ ଭଉଣୀ ଙ୍କ ସହଯୋଗ ଆପଣଙ୍କ କିସ୍ମତ ବଦଳାଇ ଦେବ । ନିଜର ରାଗ ଉପରେ ସଂଯମ ରଖନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।