ଆଜିର ରାଶିଫଳ, 2 ଜୁନ 2025, ସୋମବାର, ମହାଦେବଙ୍କ କୃପା ରହିବ ଏହି ୫ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ମେଷ ରାଶି : ଆଜି ଦିନ ଟି ବହୁତ ଚ୍ୟାଲେଜ ଭରା ରହିବ । ଆପଣଙ୍କ ମାର୍ଗ ରେ ବଡ ବାଧା ଆସିପାରେ । କାର୍ଯ୍ୟ କ୍ଷେତ୍ର ରେ ଆପଣ ବେହତର ପ୍ରତିଭା ର ପରିଚୟ ଦେବାରେ ସଫଳ ହେବେ । ଯଦି ଆପଣ ନୂଆ କାମର ଆରାମ୍ଭ କରିବାକୁ ଚାହୁଁଛନ୍ତି ତେବେ କାଗଜ ପାତ୍ର କାରଣରୁ ଆପଣଙ୍କ କାମ ଅଧାରୁ ଅଟକିପାରେ । ପ୍ରଗତି ଦିଗରେ ଆପଣ ଆଗକୁ ବହଡିବେ । ସଫଳତା ଆପଣ ହାସଲ କରିବେ । ଜୀବନ ବଞ୍ଚିବାର ସଠିକ ଦିଶା ଆପଣଙ୍କୁ ବୁଝିବାର ଅଛି ।

ବୃଷ ରାଶି : ନିବେଶ ପାଇଁ ଆଜି ଦିନ ଟି ବହୁତ ଭଲ ରହିବ । ପାରିବାରିକ ଜୀବନରେ ସୁଖ ଓ ଶାନ୍ତି ବଜାୟ ରହିବ । ଜୀବନ ସାଥି ଙ୍କ ଭାବନାତ୍ମକ ସମର୍ଥନ ମିଳିବ  । ଆପଣଙ୍କର ପ୍ରେମରେ ବୃଦ୍ଧି ହେବ । ପଇସା ମାମଲାରେ ଆଜି ଦିନ ଖର୍ଚ୍ଚ ଅଧିକ ହେବ । ସମୟ ସମୟ ଅନୁଯାୟୀ ହେଉଥିବା ପରିବର୍ତ୍ତନ ଆପଣଙ୍କୁ କିଛି ନୂଆ ଶିକ୍ଷା ଦେବ । ଆପଣଙ୍କ ଜୀବନରେ ସବୁ ପ୍ରକାରର ବିନାଶକାରୀ ଶକ୍ତି ର ବିନାଶ ହେବ । ପିଲା ମାନଙ୍କ ସହ ଆଜି ବହୁତ ଭଲ ସମୟ ବ୍ଯତୀତ କରିବେ ।

ମିଥୁନ ରାଶି : ଆଜି ସମାଜରେ ଆପଣଙ୍କର ମାନ ସମାନ ବୃଦ୍ଧି ହେବ । ସମୟ ଅନୁଯାୟୀ ଆପଣଙ୍କର ମହତ୍ଵ ପୂର୍ଣ୍ଣ କାମ ପୁରା ହେବ । ଯଦି ଆପଣ ଯୋଜନା ମୁତାବକ କାମ କରିବେ ତେବେ ବେପାର ରେ ସଫଳ ହେବେ । ଦାଂପତ୍ଯ ଜୀବନରେ ମଧୁରତା ର ଆନନ୍ଦ ଉଠାଇବେ । ସମ୍ପର୍କ ଆପଣଙ୍କର ଆଗ ଅପେକ୍ଷା ବେହତର ରହିବ । ପୁରୁଣା ମିତ୍ର ତଥା ପରିଜନ ମାନଙ୍କ ସହ ଭେଟ ହୋଇପାରେ । କୌଣସି ସ୍ଥାନକୁ ବୁଲିବା ପାଇଁ ପ୍ଳାନ କରିବେ ।

କର୍କଟ ରାଶି : ଆଜି କୌଣସି ଏମିତି ବ୍ୟକ୍ତି ସହ ସମ୍ପର୍କ ହେବ ଯିଏ ଆପଣଙ୍କ ଭବିଷ୍ୟତ ପାଇଁ ବହୁତ ପ୍ରଭାବଶାଳୀ ସାବ୍ୟସ୍ତ ହେବେ । ନିଜର କାର୍ଯ୍ୟ ସ୍ଥଳରେ ଉଚିତ ନିର୍ଣ୍ଣୟ ନେବାରେ ପାନ ସଫମ ହେବେ । ଲାଇଫ ପାର୍ଟନର ଙ୍କ ତରଫରୁ ଆପଣ କୌଣସି ବଡ ସୁଖଦ ଖବର ମିଳିବାରେ ନଜର ଆସୁଛି । କାହା କଥାରେ ପଡି କୌଅଂଶୀ ନିସ୍ପତି ନିଅନ୍ତୁ ନାହି । ଛାତ୍ର ଙ୍କୁ ଆଜି ଅନୁଭବି ବ୍ୟକ୍ତିଙ୍କ ଠାରୁ ପରାମର୍ଶ ମିଳିବ । ଧାର୍ମିକ କାର୍ଯ୍ୟ ରେ ମନ ଲାଗିବ ।

ସିଂହ ରାଶି : ଆଜି ଅଚାନକ ଆପଣଙ୍କୁ ଛୋଟ ଯାତ୍ରା ରେ ଯିବାକୁ ପଡିପାରେ । ଅଜବ ପ୍ରକାରର ବିଚାର କାରଣରୁ ଆପଣଙ୍କ ମନରେ ଭୟ ଆସିବ । କଥା କଥାରେ ଉଦାସ ଅନୁଭବ କରିବେ । ତେଣୁ ସାବଧାନ ରୁହନ୍ତୁ । ଶିଂଗଲ ଲୋକ ମାନେ କାହାକୁ ପ୍ରପୋଜ କରିବାକୁ ଚାହୁଁଥିଲେ ଅଟକି ଯାଅନ୍ତୁ । ଆପଣଙ୍କୁ କିଛି ଅବସର ମିଳିପାରେ । ବେହତର ହେବ ଆପଣ ନିଜକୁ ଶାନ୍ତ ରଖନ୍ତୁ । ତରବର ହୋଇ କୌଣସି ନିର୍ଣ୍ଣୟ ନିଅନ୍ତୁ ନାହି । କେଉଁ ଠାରୁ ଶୁଭ ଖବର ମିଳିବାର ଅଛି ।

କନ୍ୟା ରାଶି : ଆଜି କୌଣସି ବଡ କାମ ସହଜରେ ପୂରଣ ହେବାର ନଜର ଆସୁଛି । ଅଚଳ ସମ୍ପତି ର ଫାଇଦା ମିଳିବାର ଯୋଗ ରହିଛି । ପୁରୁଣା ଟଙ୍କା ମଧ୍ୟ ଆପଣ ଫେରି ପାଇବେ । କପଡା ବ୍ୟବସାୟ କରୁଥିଲେ ଦିନ ଭଲ ରହିବ । ସଫଳତା ପାଇଁ ଆପଣଙ୍କୁ ଅଧିକ ମେହନତ କରିବାକୁ ପଡିବ । ବାପଘରୁ କୌଣସି ଶୁଭ ଖବର ପ୍ରାପ୍ତ ହେବ । ପରିଜନଙ୍କ ସହ ମତଭେଦ ହୋଇପାରେ । ପ୍ରେମ ଜୀବ ପାଇଁ ଆଜି ଦିନ ଟି ଭଲ ନୁହେଁ ।

ତୁଳା ରାଶି : ଆଜି ଆପଣଙ୍କର ପରାକ୍ରମ ଓ ସାହସ ବହୁତ ଦୃଢ ରହିବ । ତରବର ହୋଇ କୌଣସି କ୍ଷେତ୍ର ରେ ନିବେଶ କରନ୍ତୁ ନାହି ନଚେତ କ୍ଷତି ହୋଇପାରେ । ଚାକିରି କ୍ଷେତ୍ର ରେ ମାନ ସମାନ ବୃଦ୍ଧି ହେବ । ନୂଆ ବାହନ ନେଇଥିଲେ ସାବଧାନ ରୁହନ୍ତୁ । ପୁରୁଣା ପରିଚିତ ଲୋକ ବା ସମ୍ପର୍କୀୟ ମାନଙ୍କ ସହ କଥା ହେବା ପାଇଁ ଆଇ ଦିନ ଟି ଭଲ ରହିବ । ପରିବାର ସହ ଜଡିତ ମାମଲାରେ ଆପଣଙ୍କୁ ଧ୍ୟାନ ଦେବାକୁ ପଡିବ । ରୋମାନ୍ସ କରିବାର ଅବସର ପାଇବେ ।

ବିଛା ରାଶି : ସମାଜରେ ମାନ ସମାନ ମିଳିବ । ଉଚ୍ଚ ପଦ ପ୍ରାପ୍ତି ହେବାର ଯୋଗ ରହିଛି । ରାଜନୈତିକ କ୍ଷେତ୍ର ରେ ଅବସର ମିଳିବ ଓ ସଫଳତା ମଧ୍ୟ ମିଳିବ । ସାଂସାରିକ ସୁଖ ଭୋଗର ସାଧନାରେ ବୃଦ୍ଧି ହେବ । ଆଜି ଚାକିରି ବା ରୋଜଗାର କ୍ଷେତ୍ର ରେ ଲାଭ ହେବ । ଆପଣ ଭଗବାନ ଙ୍କ ନାମ ନେଇ ଯେଉଁ କାମ ଆରମ୍ଭ କରିବେ ସେଥିରେ ନିଶ୍ଚିନ୍ତ ଭାବେ ସଫଳ ହେବେ । ପରିବାର ରେ ମଙ୍ଗଳମୟ ପରିବର୍ତ୍ତନ ହେବାର ଯୋଗ ରହିଛି ।

ଧନୁ ରାଶି : ଆଜି ଆପଣ ବିଶେଷ ରୂପରେ ବ୍ୟସ୍ତ ରେ ରହିବେ । କୌଣସି କାରଣରୁ ଉଦାସ ମଧ୍ୟ ରହିବେ । କୌଣସି ନିସ୍ପତି ନେବା ପୂର୍ବ ରୁ ବିବେକ ଦ୍ଵାରା କାମ କରନ୍ତୁ । ଆପଣଙ୍କର ଶତ୍ରୁ ମାନେ ବ୍ଯବସାୟିକ କ୍ଷେତ୍ର ରେ ସମସ୍ୟା ସୃଷ୍ଟି କରିବେ । ନିକଟତର ଲୋକଙ୍କ ସହ କଳହ କରନ୍ତୁ ନାହି ନଚେତ ହାନି ହୋଇପାରେ । ଆପଣଙ୍କୁ ଅତିରିକ୍ତ କାମ ମିଳିବ ଓ ଏଥିପାଇଁ ଆପଣଙ୍କୁ ପ୍ରୟାସ କରିବାକୁ ପଡିବ ।

ମକର ରାଶି : ଆଜି ଆପଣ ଉଦାସ ଭୁଲିବା ପାଇଁ ବାହାରକୁ ବୁଲିବାକୁ ଯିବେ । ନିୟମିତ ଉପଲବ୍ଧି ହାସଲ କରିବା ପାଇଁ ଖୁସି ର ଦିନ କରିବେ । ଆପଣଙ୍କ ଠାରେ ଉଶ୍ଚାହ ଓ ଗତି ବିଧି କରିବା ପାଇଁ ଜୋସ ଆସିବ । ଅବିବାହିତ ମାନଙ୍କ ପାଇଁ ବିବାହ ପ୍ରସ୍ତାବ ଆସିବ । ଭାଗ୍ୟ ଉନ୍ନତି ର ପ୍ରୟାସ ସଫଳ ରହିବ । ଘରେ କୌଣସି ମାଙ୍ଗଳିକ କାର୍ଯ୍ୟ ଓ ପ୍ରସ୍ତୁତି ଆରମ୍ଭ ହୋଇପାରେ । ପ୍ରେମ ଜୀବନରେ ସଫଳତା ମିଳିବାର ଯୋଗ ରହଚି ।

କୁମ୍ଭ ରାଶି : ଆଜି ଆପଣଙ୍କ ମନରେ ଧନ କମାଇବା ପାଇଁ ତୀବ୍ର ଇଚ୍ଛା ହେବ । ଆଜି ସମସ୍ୟାରୁ ରିହାତି ପାଇବେ । ପଇସା ସହ ମାମଲା ରେ ଯାହା ସମସ୍ଯା ଥିଲା ତାହା ଦୂର ହେବ । ଚାକିରି କ୍ଷେତ୍ର ରେ ପରିବର୍ତ୍ତନ କାରଣରୁ ମାନସିକ ଚିନ୍ତାରେ ରହିବେ । ଯଦି ଆପଣ ଲମ୍ବା ସମଯରୁ ନିଜ ଜୀବନରେ ରୋଚକ ଜିନିଷ ହେବାର ଅପେକ୍ଷା ରେ ଅଛନ୍ତି ତେବେ ନିଶ୍ଚିନ୍ତ ଭାବେ ତାହା ମିଳିବାର ସଂକେତ ନଜର ଆସିବ । ଉଧାର ଦେଇଥିବା ଟଙ୍କା ଫେରି ପାଇବେ । ଛାତ୍ରଙ୍କୁ ମେହନତ କରିଲେ ଫାଇଦା ମିଳିବ ।

ମୀନ ରାଶି : ଆଜି ଜୀବନ ସାଥି ଙ୍କ ଅସହମତି କାରଣରୁ ବାଦ ବିବାଦ ହୋଇପାରେ । ନୂଆ ଚାକିରି ର ଅଫର ମିଳିବାର ଯୋଗ ରହିଛି । ନାକାରାତ୍ମକ ବିଚାର ଆପଣଙ୍କୁ ଆସନ୍ତି କରିପାରେ । ବିଜନେସ ରେ ଫାଇଦା କିଛି କମ ହେବ । ପରିବାର ରେ ଶାନ୍ତି ପୂର୍ଣ୍ଣ ସ୍ଥିତି ରହିବ । ନିଜ ଯୋଜନାରେ ପରିବାର ଲୋକଙ୍କ ସହଯୋଗ ଆପଣ ଲୋଡିବେ । ଆଜି ଦିନରେ ଆପଣଙ୍କୁ ଏକାଗ୍ର ହେବାର ସାହାଜ୍ଯ ମିଳିବ ଓ ଆପଣ ନିଜକୁ ରିଲାକ୍ସ ଅନୁଭବ କରିବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।