ମେଷ ରାଶି : ବେପାରରେ ଆସିଥିବା ବାଧା ଆଜି ଦୂର ହେବ । ନୂଆ କାମ ମିଳିବ । ବ୍ୟବସାୟ ବର୍ଗଙ୍କ ପାଇଁ ସମୟ ଭଲ ରହିବ । ବିରୋଧୀଙ୍କ ଉପରେ ବିଜୟ ହାସଲ କରିବାରେ ସଫଳ ହେବେ । ଧନ ଅଟକି ରହିବା କାରଣରୁ ଆପଣ ମାନସିକ ଚାପରେ ରହିବେ । ଆଜି କୌଣସି ପଡୋଶୀ ଆପଣଙ୍କୁ ଆଘାତ ଦେଇ ପାରନ୍ତି । ଜୀବନ ସାଥି ଙ୍କ ସହ ସମୟ ବ୍ଯତୀତ କରିବାର ଅବସର ପାଇବେ । ଅଚାନକ ଧନ ଲାଭ ହେବ । ସମାଜରେ ମାନ ସମାନ ବୃଦ୍ଧି ହେବ ।
ବୃଷ ରାଶି : ପରିବାର ସହ ଯାତ୍ରା କରିବାକୁ ପଡିପାରେ । ବଡ ଗୁରୁଜନ ଆପଣଙ୍କୁ ଖାସ ପରାମର୍ଶ ଦେବେ । ନିଜ କାମରେ ସହ କର୍ମୀମାନଙ୍କ ଉପରେ ପ୍ରଭାବ ପକାଇବାରେ ଆପଣ ସଫଳ ହେବେ । ଆପଣଙ୍କୁ ତାଙ୍କର କଥା ଉପରେ ଗୁରୁତ୍ଵ ଦେବାକୁ ହେବ । ଅନେକ ଦିନରୁ ଚାଲିଥିବା କାମ ପୂରଣ ଅହେବ । କାରୋବର ରେ ବୃଦ୍ଧି ହେବ । ଟଙ୍କା ର ଅଭାବ ହୋଇପାରେ । ତେଣୁ ଏହି ଦିନର ଆନନ୍ଦ ନିଅନ୍ତୁ । ଲୋକ ମାନଙ୍କ ସହ ଖରାପ ବ୍ୟବହାର କରନ୍ତୁ, ଏମିତି କରିବା ଆପଣଙ୍କ ଉପରେ ଭାରି ପଡିପାରେ ।
ମିଥୁନ ରାଶି : ଆଜି ଆପଣଙ୍କୁ ଭାଇ ଙ୍କ ସହଯୋଗ ମିଳିବ । ବେପାରୀ ମାନେ ଧର୍ଯ୍ୟ ସହକାରେ କାମ କରନ୍ତୁ । ଆଖ ପାଖରେ ଥିବା ଲୋକଙ୍କ ଜୀବନରେ ମୁଣ୍ଡ ପୁରାନ୍ତୁ ନାହି । ଆପଣ ଅଳସ ଅନୁଭବ କରିବେ । ଟଙ୍କା ମାମଲା କୁ ନେଇ ଆପଣଙ୍କ ମନରେ ଅନିଶ୍ଚିନ୍ତତା ହୋଇପାରେ । ଆପଣଙ୍କ ସହ କିଛି ନା କିଛି ଭଲ ହୋଇପାରେ । ପରିବାର ର ସଦସ୍ୟଙ୍କ ମଧ୍ୟରେ ପ୍ରେମ ବୃଦ୍ଧି ହେବ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ ।
କର୍କଟ ରାଶି : କାର୍ଯ୍ୟ କ୍ଷେତ୍ରରେ ଲାଭର ଦିନ ରହିବ । ଧନ ସମ୍ଭଧୀୟ ମାମଲାରେ ସାବଧାନ ରହିବାକୁ ହେବ । ଧନର ସଦୁପୋଯୋଗ କରନ୍ତୁ ଓ ଆବଶ୍ୟକ କାମରେ ବ୍ୟୟ କରନ୍ତୁ । ପରିବାର ଓ ସନ୍ତାନ ମାନଙ୍କ ସହ ଭଲ ସମୟ ବ୍ଯତୀତ କରିବେ । ମିତ୍ର ମାନଙ୍କ ସାହାଜ୍ୟ କରିବେ । ସ୍ୱାସ୍ଥ୍ୟ ପାଇଁ ଆଜି ଦିନ ଟି ମଧ୍ୟମ ରହିବ । ଛାତ୍ର ଙ୍କୁ ମାନସିଆ ରୂପରେ ସମସ୍ଯା ହୋଇପାରେ । ଯଦି ଆପଣ ନୂଆ ଚାକିରି ସାନ୍ଧନାରେ ଅଛନ୍ତି ତେବେ ଆପଣଙ୍କୁ ଶୁଭ ସମଚାର ମିଳିପାରେ ।
ସିଂହ ରାଶି : ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ସମୟ ଶୁଭ ରହିବ । ଯୁବକ ମାନଙ୍କୁ ରୋଜଗାର କରିବାର ଅବସର ମିଳିବ । ପରିଜନ ମାନଙ୍କ ସାହାଜ୍ଯ ପାଇଁ ଘରୋଇ କାମ ପୁରା ହେବ । ମେହନତ ଦ୍ଵାରା ଜୀବନରେ ସଫଳତା ଲାଭ କରିବେ । ଆପଣଙ୍କୁ ଅଚାନକ ଧନ ଲାଭ ହେବାର ଆମ୍ଭବାନା ରହିଛି । ଧାର୍ମିକ ଭାବନା କାରଣରୁ ଆପଣ କୌଣସି ତୀର୍ଥ ସ୍ଥାନ କୁ ଯାତ୍ରା କରିବେ । ଧାର୍ମିକ କାର୍ଯ୍ୟ ରେ ସଚ୍ଚା ମନରେ ଯୋଗ ଦେବେ । ଓଭର କନଫିଡେନ୍ସରେ କୌଣସି ଭୁଲ ନିସ୍ପତି ନିଅନ୍ତୁ ନାହି ।
କନ୍ୟା ରାଶି : ଆଜି ଆପଣଙ୍କର ଘରେ ପରିବାର ସଦସ୍ୟଙ୍କ ମଧ୍ୟରେ ଏକାଗ୍ରତା ଭାରି ରହିବ । କୌଣସି ଜରୁରୀ ନିସ୍ପତି ଆପଣଙ୍କ ପାଇଁ ଫାଇଦା ସାବ୍ୟସ୍ତ ହେବ । ଆପଣ ବେପାରୀ ହୋଇଥିଲେ ଆପଣଙ୍କୁ ଖାସ ବ୍ୟକ୍ତି ସହ ଭେଟ କରିବାର ଅବସର ମିଳିବ । ଆପଣ ନିଜ ଜୀବନରେ ମାନେ ରହିବା ଭଳି କିଛି ମୂହୁର୍ତ୍ତ ନିଜ ଜୀବନ ସାଥି ସହ ବିତାଇବେ । ଆପଣ ଅନିଜ କାମ ପାଇଁ ଅନ୍ୟ ମାନଙ୍କର ସହମତି ଆଣିବାରେ ସଫଳ ହେବେ । ଆପଣଙ୍କର କ୍ଷତି ହେଲେ ଆପଣ ମାନସିକ ଚପରେ ରହିବେ ।
ତୁଳା ରାଶି : ଧର୍ଯ୍ୟ ସହକାରେ ନିସ୍ପତି ନେଲେ ଆପଣ କାମରେ ସଫଳ ହେବେ । ଆପଣ ଯେଉଁ କ୍ଷେତ୍ର ରେ ନିବେଶ କରିଥିବେ ସେଥିରେ ସଫଳ ହେବେ । କୌଣସି କାମରେ ଆପଣଙ୍କୁ ଜୀବନ ସାଥି ଙ୍କ ସହଯୋଗ ମିଳିବା କାରଣରୁ ଆପଣ ଫାଇଦା ରେ ରହିବେ । ଆପଣଙ୍କୁ ଭବିଷ୍ୟତ ବିଷୟରେ କିଛି ବିଚାର କରିବାକୁ ହେବ । କିଛି ଲୋକ ପେଟ ସମସ୍ଯା ପାଇଁ ଅସୁବିଧାରେ ପଡି ପାରନ୍ତି । ପ୍ରେମ ଜୀବନ ବହୁତ ଭଲ ରହିବ । ବ୍ୟବସାୟରେ ପ୍ରଗତି ହେବ ।
ବିଛା ରାଶି : କ୍ରୋଧ ଆପଣଙ୍କର ଅଧିକ ରହିପାରେ । ଚାକିରି କ୍ଷେତ୍ର ରେ ସ୍ଥାନ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ଧନ ବା ସମାନ ପାଇବା ପାଇଁ ଇଚ୍ଛା ରହିଥିଲେ ଏଥିପାଇଁ ଅଧିକ ମେହନତ କରିବାକୁ ପଡିବ । ସହଜ ରୂପରେ ଯାହା ମିଳିବ ସେଥିରେ ସନ୍ତୁଷ୍ଟ ହୁଅନ୍ତୁ । ରାଜନୀତି କ୍ଷେତ୍ର ରେ ଜଡିତ ଥିବା ବ୍ୟକ୍ତି ଙ୍କୁ ସଫଳତା ମିଳିବ । ଧନର ଗମନ ହେବେ । ବାଣୀ ଉପରେ ସଂଯମ ରଖନ୍ତୁ । କୌଣସି ଅପ୍ରିୟ କାମ କରିବାର ଭୁଲ ଆପଣ କରିବେ ।
ଧନୁ ରାଶି : ଆଜି କୌଣସି ଖାସ ବ୍ୟକ୍ତି ଙ୍କ ସହ ଭେଟ ହେବା କାରଣରୁ ଆପଣଙ୍କ ଜୀବନ ବଦଳିଯିବ । ବ୍ୟବସାୟୀ ବର୍ଗ ସକାଳ ସମୟରେ ଅଳସ ଅନୁଭବ କରିବେ କିନ୍ତୁ ଅପରାହ୍ନ ରେ ଆପଣ କାମ ପ୍ରତି ଫୁର୍ତ୍ତି ଅନୁଭବ କରିବେ । ଆପଣ ଅନ୍ୟ ଅମାନଙ୍କ ଆବଶ୍ୟକତାକୁ ନେଇ ସମ୍ବେଦନଶୀଳ ହେବେ । ଧର୍ଯ୍ୟ ସହକାରେ ସ୍ଥିତି କୁ ଆପଣ ନିୟନ୍ତ୍ରଣ କରିବେ । ଧାର୍ମିକ କାର୍ଯ୍ୟ ପ୍ରତି ରୁଚି ରହିବ । ଶତ୍ରୁ ମାନେ ଆପଣଙ୍କର କିଛି ବି କରିପାରିବେ ନାହି ।
ମକର ରାଶି : ଆଜି ଦିନ ଟି ଆପଣଙ୍କ ପରିବାର ପାଇଁ ବହୁତ ଭଲ ରହିବ । କାରଣ ଆପଣ ତାଙ୍କ ସହ କିଛି ସମୟ ବ୍ଯତୀତ କରିବେ । ଆପଣ ଟଙ୍କା କମାଇ ପାରିବେ । ପ୍ରୋଜେକ୍ଟ ରେ ନିବେଶ କରି ପାରିବେ ଓ ଧନ ଅର୍ଜିତ କରିବା ପାଇଁ ଉପାୟ ଚିନ୍ତା କରିବେ । ଆପଣଙ୍କୁ ନିଜର ପରିଜନ ଓ ମିତ୍ର ମାନଙ୍କ ଉପରେ ଭରସା କରିବା ଦରକାର । ଆପଣଙ୍କ ସମ୍ପର୍କ ରେ ସନ୍ଦେହ କୁ ଆଣନ୍ତୁ ନାହି । ନିଜ ସାଥି ଙ୍କୁ ସନ୍ଦେହ କରିବାର ଭୁଲ କରନ୍ତୁ ନାହି । କାର୍ଯ୍ୟ ସ୍ଥଳରେ ଆପଣ ବହୁତ ବଡ ଦାୟିତ୍ଵ ମିଳିପାରେ । ମହିଳା ମାନେ ଘର କାମରେ ବ୍ୟସ୍ତ ରହିବେ ।
କୁମ୍ଭ ରାଶି : ଆଜି ଦରକାର ଠାରୁ ଅଧିକ କାମ କରିବାକୁ ପଡିପାରେ । ବେପାରୀ ମାନଙ୍କୁ ଆଜି ଭଲ ବିକଳ୍ପ ମିଳିପାରେ ଯାହା ଦ୍ଵାରା ଆପଣଙ୍କର କାରୋବାର ପୁଣି ଥରେ ତୀବ୍ର ଗତିରେ ଚାଲିବାକୁ ଲାଗିବ । ଆପଣଙ୍କୁ ଅହଂକାର ଭଳି ଭାବନା ଠାରୁ ଦୂରେଇ ରହିବା ଉଚିତ । ଆପଣଙ୍କ ମଧ୍ୟରୁ କିଛି ଲୋକ ଆଜି ଦିନ ସାରା କୌଣସି ଛୋଟ କଥାକୁ ନେଇ ରାଗିକି ରହିବେ । ଚାକିରି କ୍ଷେତ୍ରରେ ପ୍ରଭାବ ବୃଦ୍ଧି ହେବ । ବେରୋଜଗାର ଦୂର କରିବା ପାଇଁ ସଫଳ ହେବେ ।
ମୀନ ରାଶି : ଆଜି ଆପଣଙ୍କୁ ସଫଳତାର ନୂଆ ମାର୍ଗ ପ୍ରଶସ୍ତ ହେବ । ସନ୍ତାନଙ୍କ ସଫଳତାରେ ମନ ପ୍ରସନ୍ନ ହେବ । ଚାକିରି କ୍ଷେତରେ ଆପଣଙ୍କୁ ଧ୍ୟାନ ଦେବାକୁ ପଡିବ । ସ୍ୱାସ୍ଥ୍ୟ ଭଲ ରହିବ । ଆପଣ ନିଜ କାମ ପ୍ରତି ଅବହେଳା କରନ୍ତୁ ନାହି । ଖର୍ଚ୍ଚ ଉପରେ ସଂଯମ ରଖିଲେ ଅଯଥା ଖର୍ଚ୍ଚ ହେବ ନାହି । ଆର୍ଥିକ ବିଷୟରେ ସାବଧାନ ରୁହନ୍ତୁ । ଅଟକି ରହିଥିବା କାମ ପୁଣି ଥରେ ଆରମ୍ଭ ହେବ । ଟଙ୍କା ପଇସା ମାମଲାରେ ସମ୍ବାଳି ରୁହନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।