ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।
ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୨ ମାର୍ଚ୍ଚ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।
ମେଷ ରାଶି : ଆଜି କାହା ସହ ଆପଣ ବିବାଦରେ ପଡି ପାରନ୍ତି । ଆପଣଙ୍କର ସାମାଜିକ ସ୍ଥିତିରେ ବୃଦ୍ଧି ହୋଇପାରେ । ଚାକିରି କ୍ଷେତ୍ରରେ ନୂଆ ପଦ ମିଳିପାରେ । ସନ୍ତାନ ମାନଙ୍କର ସ୍ୱାସ୍ଥ୍ୟ ଭଲ ରହିବ । ପାରିବାରିକ ଜୀବନ ସୁଖ ପୂର୍ଣ୍ଣ ରହିବ । କାନୁନି ମାମଲାରେ ଲାଗିଥିବା ବିବାଦର ସମାଧାନ ହେବେ । ବିଦ୍ୟାର୍ଥୀ ନିଜର ପାଠ ପଢାରେ ଅଧିକ ଧ୍ୟାନ ଦେବେ । କାର୍ଯ୍ୟ କ୍ଷେତ୍ରରେ ସଫଳ ହେବେ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବେ ।
ବୃଷ ରାଶି : ଆଜି କୌଣସି ଆନନ୍ଦମୟ ଉଶ୍ଚବରେ ଭାଗ ନେବା ପାଇଁ ଅବସର ଆପଣ ପାଇବେ । କାରୋବାର ରେ ଆପଣଙ୍କର ବୃଦ୍ଧି ହେବ । ଚାକିରି କ୍ଷେତ୍ର ରେ ଆପଣଙ୍କର ପ୍ରମୋଶନ ହୋଇପାରେ । ଅଚନକ ଧନ ଲାଭ ହେବେ । ଛାତ୍ର ଛାତ୍ରୀ ମାନେ ଶିକ୍ଷା କ୍ଷେତ୍ର ରେ ଉନ୍ନତି ହେବେ । ମହିଳା ମାନେ ଘର କାମରେ ବ୍ୟସ୍ତ ରହିବେ । ସାମାଜିକ କ୍ଷେତ୍ର ରେ ଆପଣଙ୍କର ମାନ ସମାନ ବୃଦ୍ଧି ପାଇବ ।
ମିଥୁନ ରାଶି : ଆଜି ଆପଣଙ୍କୁ କିସମତାର ସହଯୋଗ ମିଳିବ । କୌଣସି କ୍ଷେତ୍ର ରୁ ଆପଣ ବଡ ଖୁସି ଖବର ଶୁଣିବାକୁ ପାଇବେ । ବିଜେନ୍ସ କ୍ଷେତ୍ର ରେ ଆପଣଙ୍କର ରୋଜଗାରରେ ବୃଦ୍ଧି ହେବ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ଅଧୁରା କାମ ଆପଣଙ୍କର ପୁରା ହେବେ । ବିଦ୍ୟାର୍ଥୀ ମାନଙ୍କ ପାଇଁ ସମୟ ଅନୁକୂଳ ରହିବ । ସନ୍ତାନ ମାନଙ୍କର ସ୍ୱାସ୍ଥ୍ୟ ଉତ୍ତମ ରହିବ । ଯେଉଁ ମାନେ ବେରୋଜଗାର ଅଛନ୍ତି ସେମାନଙ୍କୁ ରୋଜଗାର କରିବାର ଅବସର ମିଳିବ ।
କର୍କଟ ରାଶି : ଆଜି ବ୍ଯବସାୟିକ କ୍ଷେତ୍ରରେ ସଫଳତା ଅଲାଭ କରିବେ । ଦେଶ ବିଦେଶର ଖବର ଆପଣ ଘରେ ବସି ପାଇ ପାରିବେ । ବେପାର ବାଣିଜ୍ୟ କ୍ଷେତ୍ର ରେ ଆପଣଙ୍କର ଆୟ ବୃଦ୍ଧି ହେବ । ସମଯରେ ଯଶ ଇ କୀର୍ତ୍ତି ସ୍ଥାପନ ହେବେ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଆପଣଙ୍କର ସମ୍ପର୍କ ଭଲ ରହିବ । ଯାହା ପାଇଁ ଆପଣଙ୍କ ମନ ପ୍ରସନ୍ନ ରହିବ । ଯେଉଁ କ୍ଷେତ୍ର ରେ ରହିବେ ଉଚ୍ଚ ସ୍ତର ରେ ରହିବେ ।
ସିଂହ ରାଶି : ଆଜି ଆପଣ ମାତା ପିତା ଙ୍କ ସହଯୋଗ ପାଇବେ । ଭାଇ ଭଉଣୀ ଙ୍କ ଠାରୁ ନାରଥିକ ସାହାଜ୍ଯ କରିବେ । କୌଣସି ଦିଗରୁ ବଡ ଖୁସି ଖବର ଶୁଣିବାକୁ ପାଇବେ । ପାରିବାରିକ ଜୀବନ ଆପଣଙ୍କର ଆନନ୍ଦମୟ ରହିବ । ଘର ଲୋକଙ୍କ ସହ ଆପଣ ଦୂର ଜାଗାକୁ ଯାତ୍ରା କରିବେ । ଆପଣଙ୍କ ଯାତ୍ରା ଫଳପ୍ରଦ ରହିବ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ବେପାର ବାଣିଜ୍ୟ କ୍ଷେତ୍ର ରେ ଦୁଇ ଗୁଣା ଲାଭ ପାଇବେ ।
କନ୍ୟା ରାଶି : ଧନ ସମ୍ପତି ମାମଲାରେ ଆପଣ ସଫଳ ହେବେ । ପୈତୃକ ସମ୍ପତିରେ ଆପଣ ଭାଗ ପାଇବେ । ସନ୍ତାନ ମାନଙ୍କ ତରଫରୁ ଶୁଭ ସମାଚାର ଶୁଣିବାକୁ ପାଇବେ । ମାନ ସମାନରେ ବୃଦ୍ଧି ହେବେ । ବୌଧିକ କାର୍ଯ୍ୟରେ ଆପଣଙ୍କର ମାନ ବୃଦ୍ଧି ହେବେ । ବସ୍ତ୍ର ଆଦି ଉପହାର ଆଜି ଆପଣଙ୍କୁ ମିଳିପାରେ । ଛାତ୍ର ଛାତ୍ରୀ ମାନେ ପରୀକ୍ଷା ରେ ସଫଳ ହେବେ । ସାମାଜିକ କାର୍ଯ୍ୟରେ ଆପଣ ଅଧିକ ରୁଚି ରଖିବେ ।
ତୁଳା ରାଶି : ପାରିବାରିକ ଜୀବନ ହସ ଖୁସିରେ ଭରି ରହିବ । ପିଲା ମାନେ ଶିକ୍ଷା କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ । ଆଜି ଆର୍ଥିକ ସ୍ଥିତି ଆପଣଙ୍କର ମଜବୁତ ରହିବ । କୌଣସି ନିସ୍ପତି ନେବା ପୂର୍ବରୁ ଆପଣ ଚିନ୍ତା କରନ୍ତୁ । ଆପଣଙ୍କର ଅଧୁରା କାମ ପୁରା ହେବେ । ମାତା ପିତା ଙ୍କ ସହଯୋଗ ଆପଣ ପାଇବେ । ଯାହା ଦ୍ଵାରା ଜୀବନରେ ସଫଳତାର ଶୀର୍ଷ ରେ ଆପଣ ପହଞ୍ଚି ପାରିବେ । ଆପଣଙ୍କ ଜୀବନରେ ଖାସ ବ୍ୟକ୍ତି ଙ୍କ ସହ ଭେଟ ହୋଇପାରେ । ସେମାନଙ୍କ ସହ ଆପଣ ମିତ୍ରତା ସ୍ଥାପନ କରି ଫାଇଦା ର ରହିବେ ।
ବିଛା ରାଶି : ଆଜି ଆପଣଙ୍କ ଜୀବନରେ ଜୀବନ ସାଥି ଙ୍କ ସହ ରୋମାଣ୍ଟିକ ରହିବାର ଅବସର ପାଇବେ । ଯାହା ପାଇଁ ଆପଣଙ୍କ ମନ ପ୍ରସନ୍ନ ରହିବ । କିଛି ନୂଆ ଅନୁଭୂତି ଆପଣ ଅନୁଭବ କରିବେ । ଅଫିସରେ ଅଧିକାରୀ ମାନଙ୍କ ସହଯୋଗ ପାଇବେ । ବେପାର କ୍ଷେତ୍ର ରେ ଆପଣ କୌଣସି ସ୍ଥାନ କୁ ଯାତ୍ରା କରିବେ । ଆପଣଙ୍କ ଯାତ୍ରା ଲାଭଦାୟକ ରହିବ । ନିଜ ମନ ଉପରେ ନିୟନ୍ତ୍ରଣ ରଖନ୍ତୁ ।
ଧନୁ ରାଶି : ଆଜି ବିଶେଷ ଲୋକଙ୍କ ସହ ସାକ୍ଷାତ ହେବେ । ଆପଣଙ୍କର ଆୟ ରେ ବୃଦ୍ଧି ହୋଇପାରେ । ଚାକିରି କ୍ଷେତ୍ର ରେ ଉଚ୍ଚ ପଦବୀ ମିଳିପାରେ । ସନ୍ତାନ ମାନଙ୍କ ତରଫରୁ ଶୁଭ ସମାଚାର ଶୁଣିବାକୁ ପାଇବେ । କାର୍ଯ୍ୟ କ୍ଷେତ୍ର ରେ ଆପଣ ଅଧିକ ପରିଶ୍ରମ କରିବେ ଓ ଏହାର ଫଳ ମଧ୍ୟ ପାଇବେ । ପ୍ରେମ ଜୀବନରେ ସମୟ ଅନୁକୂଳ ରହିବ । ନିଜ ମନ କଥା ସାଥି ଙ୍କୁ କହିବା ପାଇଁ ଆପଣ ମନ ବଳାଇବେ ।
ମକର ରାଶି : ବ୍ଯବସାୟିକ କ୍ଷେତ୍ର ରେ ଆପଣ ଲାଭଦାୟକ ରହିବେ । ତୀର୍ଥ ସ୍ଥାନ କୁ ଆପଣ ଯାତ୍ରା କରିବାର ଯୋଗ ରହିଛି । ସନ୍ତାନ ମାନଙ୍କର କାର୍ଯ୍ୟ କ୍ଷେତ୍ର ରେ ଉନ୍ନତି ହେବା ଦେଖି ଆପଣଙ୍କ ମନ ଖୁସି ହେବେ । ଛାତ୍ର ମାନେ କ୍ଯାରିୟର ଦିଗରେ କିଛି ନୂଆପଦଖେପ ଗ୍ରହଣ କରିବେ । ଆୟ ରେ ବୃଦ୍ଧି ହୋଇପାରେ । ସାମାଜରେ ମାନ ସମାନ ପ୍ରାପ୍ତ ହେବ । ଯାହା ଦ୍ଵାରା ଲୋକ ମାନେ ଆପଣଙ୍କର ଅନୁସରଣ କରିବେ ।
କୁମ୍ଭ ରାଶି : ଆପଣଙ୍କ ଦ୍ଵାରା କରା ଯାଇଥିବା କାମ ସଫଳ ହେବେ । ଘର ପରିବାର ରେ ହସ ଖୁଶିର ବାତାବରଣ ରହିବ । ଲମ୍ବା ଯାତ୍ରା କରିବା କାରଣରୁ ଆପଣ ଥକାପଣ ଅନୁଭବ କରିବେ । ମିତ୍ର ମାନଙ୍କ ଗହଣରେ ଆପଣଙ୍କର ସମୟ ଭଲ ରହିବ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ରୋମାନ୍ସ କରିବାର ସୁଯୋଗ ପାଇବେ । କୌଣସି ବିଶେଷ କଥା ବିଷୟରେ ଆପଣ ନିଜ ସ୍ତ୍ରୀ ଙ୍କ ସହ ଆଲୋଚନା କରିବେ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହୋଇପାରେ ।
ମୀନ ରାଶି : ଆଜି ଆପଣ କାର୍ଯ୍ୟ କ୍ଷେତ୍ର ରେ ସଫଳ ହେବେ । ସମାଜରେ ନିଜର ଅଲଗା ପରିଚୟ ସୃଷ୍ଟି କରିବେ । ଘରେ ନୂଆ ଅତିଥି ଙ୍କ ଆଗମନ ହୋଇପାରେ । ଯାହା ପାଇଁ ଆପଣଙ୍କ ମନ ଖୁସି ରେ ଭାରି ରହିବ । ସନାତନ ମାନଙ୍କ ତରଫରୁ ଶୁଭ ସମାଚାର ଶୁଣିବାକୁ ପାଇବେ । ସମାଜରେ ଯଶ ଓ କୀର୍ତ୍ତି ସ୍ଥାପନ ହେବେ । ଯାହା ଦ୍ଵାରା ଅନ୍ୟ ମାନେ ଆପଣଙ୍କର ପ୍ରଶଂସା କରିବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।