ଆଜିର ରାଶିଫଳ, 10 ଡିସେମ୍ବର 2021, ଶୁକ୍ରବାର, ମା ଦୂର୍ଗାଙ୍କ କୃପା ରହିବ ଏହି ୫ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୦ ଡିସେମ୍ବର ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଏହି ରାଶିର ଲୋକ ମାନେ ଜୀବନର ସଫଳତା ହାସଲ କରିବାର ମାର୍ଗ ଅନୁସରଣ କରିବେ । ପରିବାର ଲୋକଙ୍କ ସହ ଆପଣଙ୍କର ସମ୍ପର୍କ ଭଲ ରହିବ । ସାଙ୍ଗ ସାଥି ଙ୍କ ଗହଣରେ ଆପଣଙ୍କର ସମୟ ଅତିବାହିତ ହେବେ । ଛାତ୍ର ମାନେ ପାଠ ପଢା ରେ ଆଗରେ ରହିବେ । ଯଦି ଆପଣ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ସେଥିରେ ସଫଳ ହେବେ । ବେପାର କ୍ଷେତ୍ର ରେ ଆପଣଙ୍କର ଭଲ ଲାଭ ହେବା ସହ ଧନ ଅର୍ଜନ କରିବେ । କୌଣସି କ୍ଷେତ୍ର ରେ ଆପଣ ନିବେଶ କରି ପାରିବେ ।

ବୃଷ ରାଶି : ଏହି ରାଶିର ଲୋକ ମାନଙ୍କର ପରିବାର ରେ କୌଣସି ଶୁଭ କାର୍ଯ୍ୟ ର ଆରମ୍ଭ ହୋଇପାରେ । ମହିଳା ମାନେ ଘର କାମରେ ବ୍ୟସ୍ତ ରହିବେ । ଆପଣଙ୍କର  ଅଟକି ଥିବା କାମ ଆରମ୍ଭ ହେବ । ଆପଣଙ୍କର ସନ୍ତାନ ସୁଖ ର ଯୋଗ ରହିଛି । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବ । ଆପଣ ନୂଆ କାମ ଆରମ୍ଭ କରିବା ପାଇଁ ଯୋଜନା କରିବେ । ରାଜନୀତି କ୍ଷେତ୍ର ରେ ଥିବା ବ୍ୟକ୍ତି ସଫଳତା ହାସଲ କରିବେ । ଆପଣଙ୍କର ସ୍ୱାସ୍ଥ୍ୟ ଉତ୍ତମ ରହିବ ।

ମିଥୁନ ରାଶି : ଏହି ରାଶିର ଲୋକ ମାନେ ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ହସ ଖୁଶିର ସମୟ ଅତିବାହିତ କରିବେ । ଆପଣଙ୍କର ବୈବାହିକ ଜୀବନ ମଧୁମୟ ରହିବ । କୌଣସି କ୍ଷେତ ରୁ ଧନ ଅର୍ଜନ କରିବାର ନୂଆ ସୁଯୋଗ ମିଳିବ । ସମାଜରେ ଆପଣଙ୍କର ମାନ ସମାନ ବୃଦ୍ଧି ପାଇବ । ଯାହା ଦ୍ଵାରା ଆପଣଙ୍କର ପ୍ରଶଂସା ବୃଦ୍ଧି ପାଇବ । ଛାତ୍ର ମାନେ ଶିକ୍ଷା କ୍ଷେତ୍ର ରେ ରୁଚି ରଖିବେ । ଯେଉଁ ମାନଙ୍କର ବିବାହ ରେ ବିଳମ୍ବ ହେଉଥିଲା ସେମାନଙ୍କର ବିବାହ ଯୋଗ ରହିଛି ।

କର୍କଟ ରାଶି : ଏହି ରାଶିର ଲୋକ ମାନେ ପରିବାର ଲୋକଙ୍କ ସହ ଧାର୍ମିକ ଯାତ୍ରା କରିବେ । ଆପଣଙ୍କର ଯତର ସୁଗମ ହେବ । ଆପଣ କୌଣସି ନୂଆ ବ୍ୟକ୍ତି ଙ୍କ ସହ ମିତ୍ରତା କରିବେ । ଯାହା ଦ୍ଵାରା ଆପଣଙ୍କ ମନ ପ୍ରସନ୍ନ ରହିବ । ଚାକିରି କ୍ଷେତ୍ର ଥିବା ବ୍ୟକ୍ତି ନୂଆ ପଦ ହାସଲ କରିବେ । ଯେଉଁ ମାନେ ବେରୋଜଗାର ଥିଲେ ସେମାନଙ୍କୁ ନୂଆ ଚାକିରି ମିଳିବାର ଯୋଗ ରହିଛି । ପ୍ରେମ ଜୀବନରେ ଆପଣ ମନ କଥା ସାଥି ଙ୍କୁ କହି ପାରିବେ । ଆପଣଙ୍କର ସ୍ଵାସ୍ଥ୍ୟ ରେ ସୁଧାର ଆସିବ ।

ସିଂହ ରାଶି : ଏହି ରାଶିର ଲୋକ ମାନଙ୍କର ଜୀବନରେ ଖୁବ କମ ପରିଶ୍ରମ କରି ଅଧିକ ସଫଳତା ହାସଲ କରିବେ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଆପଣଙ୍କର ବୁଝାମଣା ଠିକ ରହିବ । ଆପଣଙ୍କର ଆର୍ଥିକ ସ୍ଥିତି ରେ ସୁଧାର ଆସିବ । ଆଜି ଆପଣଙ୍କର ଆୟ ରେ ବୃଦ୍ଧି ହେବ । ବେପାର ବାଣିଜ୍ୟ କ୍ଷେତ୍ର ରେ ଆପଣ ଲାଭବାନ ହେବା ସହ ନୂଆ ନିବେଶ କରିବେ । ଯଦି ଆପଣ ସେୟାର ମାର୍କେଟ ରେ ନିବେଶ କରିଛନ୍ତି ତେବେ ସେଥିରେ ସଫଳ ହେବେ ।

କନ୍ୟା ରାଶି : ଏହି ରାଶିର ଲୋକ ମାନଙ୍କର ପାରିବାରିକ ମାହୋଲ ସୁଖଦ ରହିବ । ସନ୍ତାନ ମାନଙ୍କର ଉନ୍ନତି କୁ ନେଇ ଆପଣଙ୍କ ମନ ପ୍ରଫୁଲ୍ଲ ରହିବ । କୌଣସି କ୍ଷେତ୍ର ରୁ ଶୁଭ ସମାଚାର ଶୁଣିବାକୁ ପାଇବେ । ଜୀବନରେ କିଛି କରିବାକୁ ହେଲେ କଠିନ ପରିଶ୍ରମ କରନ୍ତୁ । ଯେଉଁ ମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ଧ୍ୟାନ ରଖନ୍ତୁ । ସମାଜରେ ଆପଣଙ୍କର ଯଶ ଓ କୀର୍ତ୍ତି ସ୍ଥାପନ ହେବ । ଯାହା ଦ୍ଵାରା ଅନ୍ୟ ମାନେ ଆପଣଙ୍କର ମାର୍ଗ ଦର୍ଶନ କରିବେ ।

ତୁଳା ରାଶି : ଏହି ରାଶିର ଲୋକ ମାନେ ଜୀବନର ପ୍ରତେକ ଟି କ୍ଷେତ୍ର ରେ ବିଜୟ ଲାଭ କରିବେ । ପରିବାର ରେ ହସ ଖୁଶିର ମାହୋଲ ରହିବ । ନୂଆ ଅତିଥି ଙ୍କ ଆଗମନ ହୋଇପାରେ । ଆପଣଙ୍କର ସନ୍ତାନ ସୁଖ ପ୍ରାପ୍ତ ହେବାର ଯୋଗ ରହିଛି । ପ୍ରେମ ଜୀବନରେ ଆନଙ୍କର ସମୟ ଅନୁକୂଳ ରହିବ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବ । ବନ୍ଧୁ ମାନଙ୍କ ସହ ଆପଣଙ୍କର ଭଲ ସମ୍ପର୍କ ରହିବ । ପ୍ରିୟଜନ ଓ ପଡୋଶୀ ମାନଙ୍କ ସହ ଆପଣଙ୍କର ସମ୍ପର୍କ ଭଲ ରହିବ ।

ବିଛା ରାଶି : ଏହି ରାଶିର ଲୋକ ମାନେ ଖୁବ କମ ପରିଶ୍ରମ କରି ଅଧିକ ସଫଳତା ପାଇବେ । ଗୃହରେ କୌଣସି ଶୁଭ କାର୍ଯ୍ୟ ଆରମ୍ଭ ହୋଇପାରେ । ଦାମ୍ପତ୍ୟ ଜୀବନରେ ଜୀବନ ସାଥି ଙ୍କ ସହ ଆପଣଙ୍କର ସମ୍ବଧ ଭଲ ରହିବ । କୌଣସି ଦୂର ଜାଗାକୁ ଯାତ୍ରା କରିବେ । ବେପାର କ୍ଷେତ୍ର ରେ ଆପଣ ଲାଭବାନ ହେବା ସହ ଧନ ଲାଭ କରିବେ । ଚାକିରି କ୍ଷେତ୍ର ରେ ଆପଣଙ୍କର ପ୍ରମୋଶନ ହୋଇପାରେ । ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ ।

ଧନୁ ରାଶି : ଏହି ରାଶିର ଲୋକ ମାନେ ପରିବାର ଲୋକଙ୍କ ସହ ଆମାଙ୍ଗଳିକ କାର୍ଯ୍ୟ ରେ ଯୋଗ ଦେବେ । ଆପଣ ସ୍ଵାଦିଷ୍ଟ ଭୋଜନର ଆନନ୍ଦ ନେବେ । ମହିଳା ମାନେ ଘର କାମରେ ବ୍ୟସ୍ତ ରହିବେ । ଛାତ୍ର ମାନେ ଶିକ୍ଷା କ୍ଷେତ୍ର ରେ ଆଗରେ ରହିବେ । ରାଜନୀତି ଓ କଳା କ୍ଷେତ୍ର ରେ ଥିବା ବ୍ୟକ୍ତିଙ୍କ ପାଇଁ ସମୟ ଅନୁକୂଳ ରହିବ । ଯେଉଁ ମାନେ ଚାକିରି ଅପେକ୍ଷା ରେ ଥିଲେ ସେମାନଙ୍କୁ ନୂଆ ଚାକିରି ମିଳିବାର ଯୋଗ ରହିଛି । ଆପଣ କିଛି ନୂଆ କରିବା ପାଇଁ ପ୍ଳାନ କରିବେ ।

ମକର ରାଶି : ଏହି ରାଶିର ଲୋକ ମାନେ ସନ୍ତାନ ମାନଙ୍କ ତରଫରୁ ଶୁଭ ସମ୍ବାଦ ଶୁଣିବାକୁ ପାଇବେ । ପରିବାରରେ ହସ ଖୁଶିର ବାତାବରଣ ରହିବ । ସମାଜରେ ଆପଣଙ୍କର ଯଶ ଓ କୀର୍ତ୍ତି ପ୍ରତିଷ୍ଠା ହେବ । ଯାହା ଦ୍ଵାରା ଆପଣ ପ୍ରଶଂସା ର ପାତ୍ର ହେବେ । ବ୍ୟବସାୟ କ୍ଷେତ୍ର ରେ ଆପଣ ଦୂର ଜାଗାକୁ ଯାତ୍ରା କରିବେ । ଆପଣଙ୍କ ଯାତ୍ରା ସୁଗମ ହେବ । ଆପଣଙ୍କର ଅଟକି ଥିବା ପୁରୁଣା କାମ ଆରମ୍ଭ ହେବ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ ।

କୁମ୍ଭ ରାଶି : ଏହି ରାଶିର ଲୋକ ମାନେ ଜୀବନରେ ଖୁବ କମ ମେହନତ କରି ଅଧିକ ସଫଳତା ହାସଲ କରିବେ । ଘର ପରିବାରରେ ସୁଖ ସମୃଦ୍ଧିର ଆଗମନ ହୋଇପାରେ । ନୂଆ ଯାନବାହାନ କ୍ରୟ କରିବେ । ଅଚାନକ ଭାବେ ଧନ ଲାଭ ହେବ । ସନ୍ତାନ ସୁଖ ପ୍ରାପ୍ତ କରିବେ । ଚାକିରି କ୍ଷେତ୍ର ରେ ଆପଣଙ୍କର ସାଲାରି ରେ ବୃଦ୍ଧି ହୋଇପାରେ । ଆୟ ରେ ବୃଦ୍ଧି ହେବ । କିଛି ନୂଆ କରିବା ପାଇଁ ପ୍ଳାନ କରିବେ । ଛାତ୍ର ମାନେ ପାଠ ପଢା ରେ ଆଗରେ ରହିବେ । ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ ସଫଳ ହେବେ ।

ମୀନ ରାଶି : ଏହି ରାଶିର ଲୋକ ମାନେ ପ୍ରେମ ମାମଲା ରେ ଆଗରେ ରହିବେ । ଆପଣଙ୍କ ପ୍ରେମ ଜୀବନ ସୁଖମୟ ରହିବ । ଛାତ୍ର ମାନେ ଶିକ୍ଷା କ୍ଷେତ୍ର ରେ ଆଗ୍ରହ ପ୍ରକାଶ କରିବେ । ସମାଜ ରେ ଆପଣଙ୍କର ମାନ ସମାନ ବୃଦ୍ଧି ପାଇବ । ମହିଳା ମାନେ ନୂଆ ଉପହାର କ୍ରୟ କରିବେ । ସନ୍ତାନ ମାନଙ୍କର ଉନ୍ନତି ରେ ଆପଣ ଖୁସି ହେବେ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବ । ଆପଣଙ୍କର ଅଟକି ଥିବା କାମ ପୁରା ହେବ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।