ବସ ସହ ଧକ୍କା ହେଲା ଟାଟା ପଞ୍ଚ, ଚାଲିଗଲା 2 ଜୀବନ !

ଦର୍ଶକ ବନ୍ଧୁ ଦୁର୍ଘଟଣା ହୋଇଥିବା ଗାଡି ରୁ ଜଣା ପଡୁଛି ଗାଡି ନୂଆ କିଣା ହୋଇଛି । ମାସେ କି ଦୁଇ ମାସ ହେବ ଗାଡି ଟି କିଣା ହୋଇଛି । କିନ୍ତୁ ଗାଡି ର ଅବସ୍ଥା ନ କହିଲେ ଭଲ ହେବ । ସମସ୍ତେ କହୁଛନ୍ତି ଗାଡି ଟି ଏତେ ସ୍ପିଡ ରେ ଆସୁଥିଲା ଯେ ଗାଡି ଟି ମାଟି ରେ ନୁହେଁ ଆକାଶରେ ଉଡୁଥିଲା । ସିଧା ଡିଭାଇଡର କୁ ଗାଡି ପିଟି ବସ ରେ ଧକ୍କା ହୋଇଥିଲା । ସାରଳା ରାମକ ଏକ ବସ କୁ ଗାଡି ଟି ସିଧା ସଳଖ ପିଟିଥିଲା ।

ଏପଟ ରାସ୍ତା ରୁ ଆଜି ସେପଟ ରାସ୍ତାରେ ପିଟିଥିଲା । ଏଥିରୁ ଅନୁମାନ କରି ହେଉଛି ଗାଡି ଟି କେତେ ସ୍ପିଡ ରେ ଯାଉଥିଲା । କିଏ କହୁଛି ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ତ ଆଉ କିଏ କହୁଛନ୍ତି ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଅଛନ୍ତି । ଆଉ ସେହି ଦୁଇ ଜଣଙ୍କୁ ମେଡିକାଲ ନିଆ ଯାଇଛି । ଭୁବେଶ୍ଵନର ଘଟି ଯାଇଛି ଏଭଳି ଅଘଟଣ ।

ଚନ୍ଦ୍ରଶେଖରପୁର ଥାନା ନିକଟ ପେଟ୍ରୋଲ ପମ୍ପ ନିକଟରେ ଏମିତି ଏକ ବଡ ଦୁର୍ଘଟଣା ଆଜି ସକାଳୁ ସକାଳୁ ଘଟିଛି । ଯାହା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଅଛନ୍ତି । ମୃତକଙ୍କ ପରିବାର ର ସନ୍ଧାନ ମିଳିପାରି ନାହିଁ । ତେବେ ଦୁର୍ଘଟଣା ଟି କେତେ ଭୟଙ୍କର ତାହା ଗାଡି କୁ ଦେଖିଲେ ସ୍ପଷ୍ଟ ଅନୁମାନ କରି ହେଉଛି । ଗାଡି ର ଆଉ ଅବସ୍ଥା ନାହିଁ । କିନ୍ତୁ ଜଣ ପଡିଛି ଗାଡି ଟି ଟାଟା ପଞ୍ଚ ।

ଏଠାରେ କହି ରଖୁଚୁ ଦ୍ରୁତଗାମୀ ଯାଉଥିବା କାର ଟି ଟାଟା ପଞ୍ଚ ଟି ଦୁର୍ଘଟଣା ଗ୍ରସ୍ତ ହୋଇଛି । ଡିଭାଇଡ଼ର ରେ ମାଡ ହୋଇ ଅପର ପାର୍ଶ୍ଵ ରେ ଥିବା ସରାଳ ନାମକ ବସ କୁ ଆଗ ପଟୁ ପିଟିଥିଲା । ଆଉ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କା ପରିଚୟ ଏବେ ସୁଧା ମିଳିପାରି ନାହିଁ । ଦୁଇ ଆହତ ଙ୍କୁ ମେଡିକାଲ ରେ ଭର୍ତ୍ତି କରା ଯାଇଛି ।

ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡି କୁ ଥାନାକୁ ନେଇଛି । ଏପଟେ ମୃତକ ଙ୍କର ପରିଚୟ ମିଳିପାରି ନାହିଁ । ତେବେ ଏହି ଦୁର୍ଘଟଣା କେଉଁ କାରଣରୁ ଘଟିଛି ତାହା ଏ ଯାଏଁ ସ୍ପଷ୍ଟ ହୋଇ ନାହିଁ । ପୋଲିସ ଏ ଦିଗରେ ଯାଞ୍ଚ ଆରମ୍ଭ କରିଛି । ତେବେ ଆଉ କେତେ ଦୁର୍ଘଟଣା ହେବା ପରେ ଲୋକ ମାନେ ସୁଧୁରିବେ ତାହା କହିବା ସମ୍ଭବ ହେଉ ନାହିଁ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।