SSR ମାମଲା- ଫୋରେଂସିକ ରିପୋର୍ଟରୁ ମିଳିଲା ପ୍ରମାଣ, ସୁଶାନ୍ତଙ୍କୁ କରାଯାଇଛି ହତ୍ୟା- ଡ୍ରଗ୍ସର ଭି ଓଭରଡୋଜ…

ସୁଶାନ୍ତଙ୍କ କେସରେ ପୁଣିଥରେ କିଛି ନୂଆ ଅପଡେଟ ସାମ୍ନାକୁ ଆସୁଛି । କାରଣ AIIMS ଫରେଂସିକ ଟିମର ହେଡଙ୍କ କହିବା ଅଟେ କି ସୁଶାନ୍ତଙ୍କ ସହ ନା ହିଁ କେବଳ ଖରାପ କାମ ହୋଇଛି ଓ ସୁଶାନ୍ତଙ୍କୁ ହତ୍ୟା ବି କରାଯାଇ ପାରେ । ଏହା ଛଡା ମାରିବା ପୂର୍ବରୁ ତାଙ୍କ ସହିତ ଅତ୍ୟାଚାର ବି କରା ଯାଇଛି । ଏହା ଛଡା ଆପଣଙ୍କୁ କହିଦେଉଛୁ କି ଆସନ୍ତା ୩ ଦିନ ମଧ୍ୟରେ ଫାଇନାଲ ରିପୋର୍ଟ ଆସିଯିବ । ଯେଉଁଥିରେ ସବୁକିଛି ଜଣା ପଡିଯିବ କି ସୁଶାନ୍ତଙ୍କ ସହ କଣ ହୋଇଥିଲା ।

କିନ୍ତୁ ଏହା ମଧ୍ୟରେ AIIMS ଫରେଂସିକ ଟିମର ହେଡ ଯେଉଁ ରିପୋର୍ଟ ଦେଇଛନ୍ତି ଓ ଯେଉଁଥିରେ ସଫା ସଫା ଜଣା ପଡୁଛି କି ସୁଶାନ୍ତଙ୍କ ସହ କଣ ସବୁ ହୋଇଥିଲା ଓ ଏହି ରିପୋର୍ଟରେ ଏହିଭଳି ୫ଟି ବଡ କଥା କୁହାଯାଇଛି । ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ ।

କହିବାକୁ ଗଲେ ସୁଶାନ୍ତଙ୍କ କେସକୁ ଯାଞ୍ଚ କରୁଥିବା CBI ତରଫରୁ AIIMSର ଫରେଂସିକ ହେଡ ସୁଧୀର ଗୁପ୍ତା CBIକୁ ଏକ ଆଶ୍ଚର୍ଯ୍ୟ କର ରିପୋର୍ଟ ଦେଇଛନ୍ତି । ଏହି ରିପୋର୍ଟରେ ବହୁତ କିଛି କୁହାଯାଇଛି । କିନ୍ତୁ ୫ଟି କଥା ଏମିତି ଅଛି ଯାହା ସୁଶାନ୍ତଙ୍କ କେସକୁ ପୁଣି ଥରେ ଏକ ନୂଆ ମୋଢକୁ ନେଇ ଯାଉଛି । ଏମିତିରେ ଯାଞ୍ଚ ଟିମ ବି ମାନି ନେଇଛନ୍ତି କି ସୁଶାନ୍ତଙ୍କ ସହିତ କିଛି ଖରାପ ହୋଇଛି, ତାଙ୍କ ସହିତ ଜବରଦସ୍ତି ହୋଇଛି ଓ ତାଙ୍କର ହତ୍ୟା କରା ଯାଇଛି ।

CBI ପାଇଁ ଯାଞ୍ଚ କରୁଥିବା AIIMSର ଫରେଂସିକ ଟିମ ନିଜ ରିପୋର୍ଟରେ କହିଛନ୍ତି କି ଆମେ ହତ୍ୟାର କଥାକୁ ଖାରିଜ କରୁ ନାହୁଁ । ସୁଶାନ୍ତଙ୍କ ସହିତ କିଛି ଖରାପ ହୋଇଛି ବୋଲି ବି ଆମେ ଖାରିଜ କରୁ ନାହୁଁ । ସୁଶାନ୍ତଙ୍କୁ ହତ୍ୟା କରାଯାଇଥିବ । ଏହି ସବୁ କଥାର ଅର୍ଥ ଏହି ସବୁ ସୁଶାନ୍ତଙ୍କ ସହ ହୋଇପାରେ କାରଣ ଫରେଂସିକ ଟିମକୁ ଏହି ସବୁ ବିଷୟ ଉପରେ କିଛି ପ୍ରମାଣ ମିଳିଛି ।

ଦ୍ଵିତୀୟ ବଡ କଥା ହେଉଛି ସୁଶାନ୍ତଙ୍କ କେସରେ ଫରେଂସିକ ଟିମର ଏହି ରିପୋର୍ଟରେ କିଛି ବି ବିବାଦ କିମ୍ବା ଅସମଞ୍ଜସ୍ୟ ନାହିଁ । ଅର୍ଥାତ କହିବାକୁ ଗଲେ ଫରେଂସିକ ଟିମରେ ବହୁତ ସଦସ୍ୟ ଅଛନ୍ତି ଓ ସବୁ ସଦସ୍ୟଙ୍କ ଅଲଗା ଅଲଗା ରାୟ ବି ହୋଇପାରେ । କିନ୍ତୁ ସୁଶାନ୍ତଙ୍କ କେସରେ କୌଣସି ବି ସଦସ୍ୟର ଭିନ୍ନ ରାୟ ନାହିଁ । ଯାଞ୍ଚ ଟିମର ସବୁ ସଦସ୍ୟମାନେ ସୁଶାନ୍ତଙ୍କ କେସରେ ନିଜର ଗୋଟିଏ ହିଁ ରାୟ ଦେଇଛନ୍ତି ।

ଏହା ପରେ ତୃତୀୟ ବଡ କଥା ହେଉଛି ସୁଶାନ୍ତଙ୍କ ଘରେ ୧୪ ତାରିଖର ଘଟଣାକୁ ପୁଣି ଥରେ ରଚନା କରାଗଲା ତାହାର ଆଧାର ଉପରେ କୁହାଯାଇଛି । ଏଥିରେ କୁହାଯାଇଛି କି ସୁଶାନ୍ତଙ୍କ ସହ ଖରାପ ହୋଇଛି । ଘରର ସ୍ଥିତି, ଘରେ ଥିବା ଲୋକମାନଙ୍କ ବୟାନ, ପଙ୍ଖା ଓ ସେହି ସମସ୍ତ କଥା ଏଥିରେ କୁହାଯାଇଛି ଯାହା ପୂର୍ବରୁ ହିଁ ସନ୍ଦେହରେ ଥିଲା ।

ଚତୁର୍ଥ ବଡ କଥା ହେଉଛି ଫରେଂସିକ ଟିମକୁ ନିଜର ଏହି ରିପୋର୍ଟକୁ ନେଇ କିଛି ପ୍ରମାଣ ମିଳି ଯାଇଛି ଓ ଅନ୍ୟ କିଛି ପ୍ରମାଣ ଖୋଜା ଚାଲିଛି ଓ ଏହା ପରେ ଫାଇନାଲ ରିପୋର୍ଟ ସମସ୍ତଙ୍କ ସାମ୍ନାରେ ରଖାଯିବ । ପଞ୍ଚମ ବଡ କଥା ହେଉଛି କି ଫରେଂସିକ ଟିମର ହେଡ ସୁଧୀର ଗୁପ୍ତା କହିଛନ୍ତି କି ସବୁ ସ୍ଥିତିର ପ୍ରମାଣ ଅଛି ଓ ଏହି କେସକୁ ପକ୍ଷପାତ ହୋଇ ଯାଞ୍ଚ କରା ଯାଇ ନାହିଁ । କହିବାକୁ ଗଲେ ସବୁ ନିୟମ ଆଧାରେ କରାଯାଇଛି । ଅର୍ଥାତ ରିପୋର୍ଟ ପୂରାପୂରି ସଫା ଓ ସାଧାରଣ ଅଟେ ।

ଏହି ଘଟଣାକୁ ନେଇ ଆପଣଙ୍କ ମାତାମତ କମେଣ୍ଟ କରନ୍ତୁ, ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।