ଭଗବାନ ଶିବଙ୍କ କୃପାରୁ ବନୁଛି ଶୁଭସଂଯୋଗ, ଆଜିଠାରୁ ବଦଳିଯିବ ଏହି 3 ରାଶିର ଭାଗ୍ୟ

ସୁଖ ଓ ଦୁଃଖ ଜୀବନର ଦୁଇଟି ଦୁଇଟି ଅଂଶ । ଯଦି ବ୍ଯକ୍ତିର ଜୀବନରେ ସୁଖ ଅଛି ତ ତା ଜୀବନରେ ଦୁଃଖ ବି ଆସିବ, ଯଦି ବ୍ଯକ୍ତିର ଜୀବନରେ ଏବେ ସମସ୍ଯା ଚାଲିଛି ତେବେ ତାର ଜୀବନରେ ଖୁସି ବି ଆସିବ । ସମୟ ଅନୁସାରେ ବ୍ୟକ୍ତିର ଜୀବନରେ ଉତ୍ଥାନ ପତ୍ତନ ଆସିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବ୍ୟକ୍ତିର ଜୀବନରେ ଯାହା ବି ସମସ୍ୟା ଆସିଥାଏ ତାହା ଗ୍ରହମାନଙ୍କର ଚଳନ ଉପରେ ନିର୍ଭର କରିଥାଏ ।

ଯଦି ଗ୍ରହମାନଙ୍କର ଚଳନ ଠିକ ଅଛି ତ ବ୍ୟକ୍ତିକୁ ଖୁସି ମିଳିଥାଏ ଓ ଯଦି ତାହା ଠିକ ନାହିଁ ତେବେ ବ୍ୟକ୍ତିକୁ କଷ୍ଟ ଭୋଗିବାକୁ ପଡିଥାଏ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଆଜି ଠାରୁ କିଛି ରାଶିମାନଙ୍କର ଜୀବନରେ ସବୁ ଦୁଃଖ ଦୂର ହେବାର ଅଛି । ଭଗବାନ ଶିବ ଏମାନଙ୍କୁ ଖୁସିର ବରଦାନ ଦେବେ ଓ ଏମାନଙ୍କୁ ସମୟ ସହିତ ଭାଗ୍ଯର ପୁରା ସହଯୋଗ ମିଳିବ ।

ମେଷ, ସିଂହ, ମିଥୁନ :

ବର୍ଷ ଆରମ୍ଭରୁ କିଛି ମାସ ଆପଣଙ୍କର ଆତ୍ମବିଶ୍ବାସର ସ୍ତର ଉଚ୍ଚା ରହିବ । ଯାହା ବି କାମ କରିବେ ସେଥିରେ ଅପାର ସଫଳତା ଓ ଲାଭ ପାଇବେ । ଅପ୍ରେଲରୁ ସେପ୍ଟେମ୍ବର ମାସ ମଧ୍ୟରେ ନୂତନ ଭାବେ ପୁଞ୍ଜି ଲଗାଣ ଇଚ୍ଛା ପରିହାର କରନ୍ତୁ । ଏହା ଆପଣଙ୍କୁ ଅଧିକ ଚିନ୍ତାରେ ପକାଇପାରେ । ଚାକିରିଜୀବୀମାନଙ୍କ ଲାଗି ବର୍ଷର ଶେଷାର୍ଦ୍ଧ ଭଲ ରହିବ । ଏବର୍ଷ ବୈବାହିକ ଜୀବନରେ ମତଭେଦ ଓ ମନୋମାଳିନ୍ୟ ଲାଗି ରହିବା ହେତୁ ସମ୍ବନ୍ଧ ସେତେ ମଧୁର ହେବାର ସମ୍ଭାବନା ନାହିଁ ।

ଛାତ୍ରଛାତ୍ରୀ ପରୀକ୍ଷାରେ ବହୁତ ଭଲ କରିବେ । ରକ୍ତଚାପ ଓ ହୃଦ୍‌ରୋଗୀମାନେ ସ୍ବାସ୍ଥ୍ୟର ବିଶେଷ ଯତ୍ନ ନିଅନ୍ତୁ । ଦୃଢ଼ ନିଶ୍ଚୟ ଓ ଲଗାତାର ପ୍ରୟାସ ଆପଣଙ୍କୁ ଧୀରେ ଧୀରେ ସଫଳତାର ଶୀର୍ଷ ଆଡ଼କୁ ଆଗେଇ ନେଇଯିବ । ଆର୍ଥିକ ଦୃଷ୍ଟିକୋଣରୁ ଏ ବର୍ଷଟି ଆପଣଙ୍କ ଲାଗି ସ୍ମରଣୀୟ । ଯେଉଁମାନେ ନୂଆ ବ୍ୟବସାୟ କରିବାକୁ ଆଗ୍ରହୀ, ସେମାନେ ମାର୍ଚ୍ଚରୁ ମଇ ମାସ ମଧୢରେ ସରକାରୀ ସହଯୋଗ ପାଇପାରିବେ । ବର୍ଷର ଦ୍ବିତୀୟାର୍ଦ୍ଧରେ ବ୍ୟବସାୟର କିଣାବିକା କ୍ଷେତ୍ରରେ ଅଧିକ ସାବଧାନତା ଅବଲମ୍ବନ କରିବାକୁ ହେବ ।

ତୁଳା, କୁମ୍ଭ, କର୍କଟ –

ଏବର୍ଷ ଗ୍ରହମାନଙ୍କର ଶୁଭଦୃଷ୍ଟି ହେତୁ ଜୀବନରେ ଆଗକୁ ବଢ଼ିବା ସହଜ ହେବ । ମାର୍ଚ୍ଚରୁ ଜୁନ୍‌ ମାସ ମଧ୍ୟରେ ନିଜ ଚାକିରିରେ ନିଜର କାମ ସୁଚାରୁରୂପେ ତୁଲାଇ ନ ପାରିଲେ ଅସୁବିଧାରେ ପଡ଼ିଯାଇପାରନ୍ତି । ବର୍ଷର ଶେଷାର୍ଦ୍ଧରେ ଚାକିରି ବୃତ୍ତିରେ ଉନ୍ନତି କରିପାରିବେ । ଅଭିଭାବକ ଓ ବନ୍ଧୁମାନଙ୍କ ସହିତ ସାମୟିକ ଝଗଡ଼ା ଆପଣଙ୍କ ଶାନ୍ତ ମନକୁ ଅଶାନ୍ତ କରି ତୋଳିବ । ୨୮ରୁ ୩୫ ବର୍ଷର ଯୁବକ ଯୁବତୀ ଏ ବର୍ଷ ପ୍ରଥମାର୍ଦ୍ଧରେ ବିବାହ କରିପାରିବେ । ସେପ୍ଟେମ୍ବର ଅକ୍‌ଟୋବର ମାସରେ ପ୍ରେମ ପ୍ରଣୟ ପାଇଁ ଭଲ ସମୟ । ହେଲେ ସମ୍ବନ୍ଧ ସ୍ଥିର ଓ ପ୍ରଗାଢ଼ ହେବା ନେଇ ତଥାପି ସମସ୍ୟା ରହିବ ।

ଛାତ୍ରଛାତ୍ରୀ ପରୀକ୍ଷାରେ ବହୁତ ଭଲ କରିବେ । ମଇ, ଜୁନ୍‌ ମାସରେ ମୂତ୍ରଯନ୍ତ୍ର ସମସ୍ୟା ପ୍ରତି ଯତ୍ନ ନିଅନ୍ତୁ । ଚାକିରିଜୀବୀମାନେ ଏକ ଉଚ୍ଚପଦକୁ ପଦୋନ୍ନତି ପାଇବେ । ସେପ୍ଟେମ୍ବରରୁ ନଭେମ୍ବର ମାସ ଭିତରେ ନୂଆ ଘର ବା ଭୂସ˚ପତ୍ତି କିଣିବେ । ମାର୍ଚ୍ଚରୁ ମଇ ମାସ ମଧୢରେ ବିବାହ ଯୋଗ୍ୟ ଯୁବକ ଯୁବତୀଙ୍କର ବିବାହ ହେବ । ଛାତ୍ରମାନେ ପରୀକ୍ଷାରେ ଭଲ ଫଳାଫଳ କରିବେ । ଆପଣ ସରକାରୀ ଚାକିରି ପାଇଁ ଇଣ୍ଟର୍‌ଭ୍ୟୁରେ ସଫଳତା ହାସଲ କରିବେ । ଏ ବର୍ଷ ବଦହଜମି ଓ ବାୟୁ ଜନିତ ସମସ୍ୟା ଦେଖାଦେଇପାରେ ।

ବିଛା, ତୁଳା, କନ୍ୟା –

ଜୀବନର ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଏବର୍ଷ ଗ୍ରହ ଚଳନ ଆପଣଙ୍କୁ ପୂରାପୂରି ସହଯୋଗ କରିବ । ଗତବର୍ଷ ଯେଉଁ ଚାକିରିଜୀବୀମାନଙ୍କର ଦରମା ବୃଦ୍ଧି ଓ ପଦୋନ୍ନତି ହୋଇପାରି ନ ଥିଲା ସେମାନଙ୍କ ଲାଗି ଏବର୍ଷ ଫେବ୍ରୁଆରି, ମାର୍ଚ୍ଚ ମାସ ଅନୁକୂଳ ସମୟ । ବ୍ୟବସାୟରେ ପ୍ରଥମ ଚାରିମାସ ଓ ଅଗଷ୍ଟ ସେପ୍ଟେମ୍ବର ମାସରେ ଯଥେଷ୍ଟ ଲାଭ ପାଇବେ । ଦାମ୍ପତ୍ୟ ଜୀବନରେ ଅପ୍ରେଲରୁ ଜୁନ୍‌ ମାସ ମଧୢରେ କିଛି ସମସ୍ୟା ସୃଷ୍ଟି ହେବ ।

ଚିନ୍ତା କରନ୍ତୁ ନାହିଁ । ବର୍ଷର ଶେଷାର୍ଦ୍ଧରେ ପାରିବାରିକ ଜୀବନରେ ସୌହାର୍ଦ ଓ ପ୍ରେମ ବୃଦ୍ଧି ହେବ । ଆପଣଙ୍କ ପ୍ରେମ ସମ୍ବନ୍ଧରେ ନିବିଡ଼ତା ବଜାୟ ରହିବ । ଛାତ୍ରଛାତ୍ରୀ ପରିଶ୍ରମ ଅନୁସାରେ ପରୀକ୍ଷାରେ ଖୁବ୍‌ ଭଲ କରିବେ । ଯେଉଁମାନଙ୍କର ମଧୁମେହ, ରକ୍ତଚାପ ଅଛି ସେମାନେ ଅପ୍ରେଲରୁ ଜୁନ୍‌ ମାସ ଭିତରେ ସ୍ବାସ୍ଥ୍ୟ ସମ୍ବନ୍ଧରେ ସଚେତନ ରୁହନ୍ତୁ ।

ମୀନ, ମକର, ଧନୁ –

ଆପଣଙ୍କ କ୍ୟାରିୟର ଲାଗି ଏବର୍ଷ ବହୁତ ଭଲ ରହିବ । ଜାନୁଆରି ଫେବ୍ରୁଆରି ମାସରେ ଚାକିରିର ପଦୋନ୍ନତି ପାଇବେ । ବ୍ୟବସାୟୀଙ୍କୁ ମାର୍ଚ୍ଚରୁ ମଇ ମାସ ମଧୢରେ ସଫଳତା ଓ ଲାଭ ପାଇଁ ଅଧିକ ପରିଶ୍ରମ କରିବାକୁ ହେବ । ବର୍ଷର ଶେଷାର୍ଦ୍ଧରେ ଧନସ˚ପତ୍ତି ଓ ମାନପ୍ରତିଷ୍ଠା ସବୁ କିଛି ପାଇବେ । ବର୍ଷର ପ୍ରଥମାର୍ଦ୍ଧରେ ପରିବାର ଲୋକଙ୍କ ସହଯୋଗ ପାଇବା ପାଇଁ ଆପଣଙ୍କୁ ବିଶେଷ ଚେଷ୍ଟା କରିବାକୁ ହେବ । ବୈବାହିକ ଜୀବନରେ ମିଷ୍ଟତା ବଜାୟ ରହିବ ।

ଗତବର୍ଷ ଯେଉଁ ଯୁବତୀମାନଙ୍କର ବିବାହ ଲାଗି କଥାବାର୍ତ୍ତାରେ ସମାଧାନ ବାହାରି ପାରି ନ ଥିଲା, ସେମାନେ ଏବର୍ଷ ମାର୍ଚ୍ଚ, ଅପ୍ରେଲ ମାସରେ ବିବାହ କରିପାରିବେ । ଆପଣଙ୍କର ପ୍ରେମ ଜୀବନ ମଧୁର ରହିବ । ଛାତ୍ରଛାତ୍ରୀ ପରୀକ୍ଷାରେ ଖୁବ୍‌ ଭଲ କରିବେ । ଯେଉଁମାନଙ୍କର କମର ବ୍ୟଥା, ମେରୁଦଣ୍ତ ଓ ହଜମ ଜନିତ ସମସ୍ୟା ଅଛି ସେମାନେ ବର୍ଷର ଶେଷ ଛଅ ମାସ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।