ସେହି ପାହାଚ ତଳେ ଏବେ ବି ଜଗି ବସିଛି କୁମ୍ଭୀର, ମହିଳାଙ୍କ ଗୋଡ କୁ ଟାଣି….

ଯେଉଁ ପାହାଚ ତଳେ କୁମ୍ଭୀର ଗୋଡ କୁ ଧରି ନେଇଥିଲା ଆଉ ମହିଳା ଜଣକ ଦୌଡି ପଳାଇ ଆସିଥିଲେ । ଏବେ ସେହି ପାହାଚ ତଳେ କୁମ୍ଭୀର ଜଗି ବସିଛି । ହଁ ଦର୍ଶକ ବନ୍ଧ ଯାଜପୁର ଜିଲ୍ଲା ବିଞ୍ଝାପୁର ବ୍ଲକ ଅନ୍ତର୍ଗତ ଚନ୍ଦନପୁର ଗାଁ ରେ ଏମିତି କିଛି ଦ୍ରୁଶ୍ଯ ଦେଖିବାକୁ ମିଳିଛି । ଯେଉଁଥି ରେ ମହିଳା ଜଣକ କହୁଛନ୍ତି କୁମ୍ଭୀର କେମିତି ତାଙ୍କ ଗୋଡ କୁ ଧରି ଦେଇଥିଲା । ଆଉ ସେ ଜୀବନ ବିକଳରେ ଦୌଡି ପଳାଇ ଆସିଥିଲେ ।

ଆଉ ଏବେ ଯେବେ ଲୋକ ମାନେ ଦେଖିବାକୁ ପାଉଛନ୍ତି କୁମ୍ଭୀର ଟି ସେହି ପାହାଚ ତଳେ ରହିଛି । ଆଉ ସେହି ପାହାଚ ତଳକୁ କେହି ବି ଓଲହାଇବାକୁ ସାହସ କରୁ ନାହାନ୍ତି । ସେଦିନ ମଧ୍ୟ ମହିଳା ଜଣକ ଦେଖାଇ ଥିଲେ କେମିତି କୁମ୍ଭୀର ତାଙ୍କ ଗୋଡ କୁ କାମୁଡି ଧରି ନେଇଥିଲା ଓ ସେ କେମିତି ଜୀବନ ବଞ୍ଚାଇ ଗୋଡ ଛାଟି ସେଠାରୁ ପଳାଇ ଆସିଥିଲେ ।

ଆଉ ଏବେ ବି ସେଠାରୁ କୁମ୍ଭୀର କୁଆଡେ ବି ଘୁଞ୍ଚୁ ନାହିଁ । ମଣିଷ କୁ ଶିକାର କରିବା ପାଇଁ କୁମ୍ଭୀର ଯେମିତି ଶେଠୀ ଜଗି କି ବସିଛି । ଯିଏ ସେହି ପାହାଚ ତଳକୁ ଓଲହାଇବ ସେ ନିଶ୍ଚୟ କୁମ୍ଭୀର ର ଶିକାର ହେବ । ଆଉ ସେଥିପାଇଁ ସେହି ପାହାଚ କୁ ଏବେ କେହି ବି ଯାଉ ନାହାନ୍ତି । ତେବେ ଯେଉଁ ମହିଳା ଜଣକ ଏହି କଥା ସାମ୍ନା କୁ ଆଣିଥିଲେ ।

କେମିତି କୁମ୍ଭୀର ତାଙ୍କ ଗୋଡ କୁ ଧରିଥିଲା ସେ ମହିଳା ଜଣକ ହେଉଛନ୍ତି ଚନ୍ଦନପୁର ଗାଁ ର ନାୟ ସାମଲ ଙ୍କ ସ୍ତ୍ରୀ ସୁମିତ୍ରା ସାମଲ । ସେ ନଦୀ କୁ ଗାଧୋଇବାକୁ ଯାଇଥିବା ବେଳେ କୁମ୍ଭୀର ତାଙ୍କ ଗୋଡ କୁ ଏମିତି ଧରି ପକାଇ ଥିଲେ । ଆଉ ପାହାଚ ରୁ ଗୋଦା କୁ ବହୁତ କଷ୍ଟ ରେ ଛଡାଇ କୁମ୍ଭୀର ହାବୁଡା ରୁ ଖସି ଆସିଥିଲେ ସୁମିତ୍ରା ସାମଲ ।

ଏବେ ସେହି ପାହାଚ କୁ ଯିବାକୁ ସମସ୍ତେ ଭୟ କରୁଛନ୍ତି । ଏ ଦ୍ରୁଶ୍ଯ ଦେଖିଲେ ଏହା ସ୍ପଷ୍ଟ ହେଉଛି । ଗାଁ ର ଲୋକଙ୍କ ଠାରୁ ଆରମ୍ଭ କରି ପିଲା ଯାଏଁ ସମସ୍ତେ ଦେଖୁଛନ୍ତି କେମିତି କୁମ୍ଭୀର ସେହି ପାହାଚ ରେ ଏବେ ବି ଜଗି ବସିଛି । ଏହି ଘାତନା ପରେ ସୁମିତ୍ରା ନା ଗାଁ ଲୋକେ କେହି ବି ସେହି ପାହାଚକୁ ଆଉ ଯାଉ ନାହାନ୍ତି ।

କିନ୍ତୁ ସମସ୍ତେ ଦେଖିଛନ୍ତି ବିରୂପା ନଦୀ କୂଳରେ କେମିତି ହିଂସ୍ର କୁମ୍ଭୀର ଟି ମହିଳା ଙ୍କୁ ଚଟପଟ କରି ଖାଇଗଲା । କେହି ବି ତାଙ୍କୁ ବଞ୍ଚାଇ ପାରି ନ ଥିଲେ । ଏହି ଦ୍ରୁଶ୍ଯ ଏବେ ଚନ୍ଦନପୁର ଗାଁ ରେ ମଧ୍ୟ ଦେଖିବାକୁ ମିଳିଛି ଯାହାକୁ ଦେଖି ସେଠିକାର ଲୋକେ ଏବେ ଭୟଭୀତ ହୋଇ ପଡିଛନ୍ତି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।