ସକାଳୁ ସକାଳୁ ଖାଲି ପେଟରେ ମେଥି ଦାନା ଖାଇବା ଦ୍ଵାରା ଶରୀରରେ କଣ ହୋଇଥାଏ ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଆପଣ !

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ଜୀବନ ରେ ଅନେକ ପ୍ରକାର ରୋଗ ସମସ୍ୟା ଦେଖା ଯାଇଥାଏ । ଯାହା ଦ୍ୱାରା ଆମକୁ ଅନେକ ପ୍ରକାର କଷ୍ଟ ଓ ଯନ୍ତ୍ରଣା ସହିବାକୁ ପଡିଥାଏ । ଏହି ଯନ୍ତ୍ରଣା ରୁ ମୁକ୍ତି ପାଇବା ପାଇଁ ଆମେ ବଜାର ରେ ମିଳୁଥିବା ବିଭିନ୍ନ ପ୍ରକାର ଔଷଧ ସେବନ କରିଥାଉ । ଅନେକ ଡାକ୍ତର ଙ୍କ ପରାମର୍ଶ ମଧ୍ୟ ଲୋଡି ଥାଉ । କିନ୍ତୁ ସେଥିରୁ ବିଶେଷ ପ୍ରଭାବ ପଡି ନ ଥାଏ । ଆଣ୍ଠୁଗଣ୍ଠି ଜନିତ ରୋଗ ଥରେ ହୋଇଗଲେ ତାହା ଦୁର ହେବା ଏତେ ସହଜ ହୋଇ ନ ଥାଏ ।

ଖାସ କରି ବର୍ତ୍ତମାନ ସମୟ ରେ ଅଧିକ ଆଣ୍ଠୁଗଣ୍ଠି ଜନିତ ସମସ୍ୟା ଦେଖିବାକୁ ମିଳୁଛି । ଏହାର ଅନେକ କାରଣ ମଧ୍ୟ ରହିଛି । ଆଜିକାଲି ଲୋକମାନଙ୍କ ସହ ଛୁଆ ମାନଙ୍କୁ ମଧ୍ୟ କିଛି କରିବାକୁ ଇଚ୍ଛା ହୋଇନଥାଏ । ତେବେ ଏହାର କାରଣ ହେଉଛି ଶରୀର ର ରେ ରକ୍ତ ର ଅଭାବ ।

 ଶରୀର ରେ ରକ୍ତ ର ଅଭାବ ହେବା ଦ୍ଵାରା ଅନେକ ପ୍ରକାର ରୋଗ ଦେଖିବାକୁ ମିଳିଥାଏ । ତେଣୁ ଆଜି ଆମେ ଆପଣଂକୁ ଏପରି କିଛି ଉପାୟ ଵିଷୟ ରେ କହିବୁ ଯାହାକୁ ପ୍ରୟୋଗ କରିବା ଦ୍ୱାରା ଆପଣଙ୍କ ଶରୀର ରେ କୌଣସି ସମସ୍ୟା ଦେଖା ଦେବ ନାହିଁ । ତେବେ ଆସନ୍ତୁ ଜାଣିବା ସେହି ଉପାୟ ଵିଷୟ ରେ ।

ବନ୍ଧୁଗଣ ଶରୀର ରେ ହେଉଥିବା ପ୍ରତ୍ୟେକ ରୋଗ ର କାରଣ ହେଉଛି ରକ୍ତ ର ଅଭାବ । ଶରୀର ରେ ଆଇରନ କମିଯିବା ଦ୍ଵାରା ଆମକୁ ବିଭିନ୍ନ ପ୍ରକାର ରୋଗ ହୋଇଥାଏ । ରକ୍ତ ଅଭାବ ରୁ ଆମକୁ ନିମ୍ନ ରକ୍ତ ଚାପ, କେଶ ଝଡ଼ିବା, ଦୁର୍ବଳିଆ ଲାଗିବା, ଆଣ୍ଠୁଗଣ୍ଠି ସମସ୍ୟା, ଆଳସ୍ୟ ଲାଗିବା, ମାନସିକ ସ୍ତରରେ ଦୁର୍ବଳ ହୋଇପଡିବା ଭଳି ସମସ୍ୟା ଦେଖା ଦେଇଥାଏ । କିନ୍ତୁ ଯଦି ଆମ ଶରୀର ରେ ରକ୍ତ ର ପରିମାଣ ଠିକ ରହିଥାଏ ତେବେ ଏହି ସବୁ ରୋଗ ହୋଇନଥାଏ । ଶରୀର ରେ ରକ୍ତ ବୃଦ୍ଧି କରିବା ପାଇଁ ସବୁଠାରୁ ସହଜ ଉପାୟ ହେଉଛି ମେଥି ଦାନା ।

ଏହା ଆମ ରୋଷେଇ ଘରେ ରହିଥାଏ । ଆମେ ଏହାକୁ ମସଲା ଭାବରେ ବ୍ୟବହାର କରିଥାଉ । ଏହାକୁ ରାତିରେ ଏକ ଗ୍ଲାସ ପାଣି ରେ ଭିଜେଇ କରି ରଖି ସକାଳୁ ଖାଲି ପେଟ ରେ ଏହାକୁ ଚୋବାଇ କରି ଖାଆନ୍ତୁ ଓ ଏହାର ପାଣି କୁ ମଧ୍ୟ ପିଇ ଦିଅନ୍ତୁ । ଏପରି ଏକ ମାସ କରିବା ଦ୍ୱାରା ଆପଣଙ୍କ ଶରୀର ରେ ରକ୍ତ ର ଅଭାବ ହୋଇ ନ ଥାଏ ଏବଂ ଆପଣ ସୁସ୍ଥ ଅନୁଭବ କରିଥାନ୍ତି ।

ମେଥି କୁ ରାତି ରେ କିଛି ପାଣି ରେ ଭିଜେଇ କରି ରଖି ସକାଳୁ ଏହାକୁ ବାସୀ ମୁହଁ ରେ ଖାଇବା ଦ୍ଵାରା ଡାଇବେଟିସ ଭଳି ଭୟଙ୍କର ରୋଗ ଭଲ ହୋଇ ଯାଇଥାଏ । ଏହା ସହିତ ଯଦି ଆପଣଙ୍କ ର କେଶ ଝଡୁଛି ତେବେ ଆପଣ ଏହାକୁ ସେବନ କରନ୍ତୁ । ଏହାକୁ ସେବନ କରିବା ଦ୍ୱାରା ଆପଣଙ୍କ ର କେଶ ମଜବୁତ ହୋଇଥାଏ । ଯଦି ଆପଣଙ୍କ ର ଦିନ କୁ ଦିନ ଓଜନ ବଢିବାକୁ ଲାଗୁଛି ତେବେ ଆପଣ ସକାଳୁ ମେଥି ଦାନା ର ସେବନ କରନ୍ତୁ । ଏହା ଦ୍ଵାରା ଆପଣଙ୍କ ର ଓଜନ ଖୁବ ଶୀଘ୍ର କମିଯିବ ।

ଯଦି ଆପଣଙ୍କ ର ଆଖି ର ଉଜ୍ଜ୍ଵଳତା ଦିନ କୁ ଦିନ କମିବାରେ ଲାଗିଛି ତେବେ ଆପଣ ମେଥି ଦାନା ର ସେବନ ନିଶ୍ଚୟ କରନ୍ତୁ ଦେଖିବେ କେବଳ ତିନି ମାସ ମଧ୍ୟରେ ଆପଣଙ୍କ ର ଆଖି ସମ୍ପୂର୍ଣ୍ଣ ଭଲ ହୋଇଯିବ ଓ ଚଷମା ର ଆବଶ୍ୟକତା ହେବ ନାହିଁ । ଯଦି ଆପଣଙ୍କ ର ଏହି ସବୁ ରୋଗ ରହିଛି ତେବେ ମେଥି ଦାନା ନିଶ୍ଚିତ ଖାଆନ୍ତୁ ଓ ସୁସ୍ଥ ରୁହନ୍ତୁ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।