ସବୁଜ ଚୋର ଲାଲ ଘର ସେଥିରେ ବସିଛି କଳା ସଇତାନ ଗରମରେ ସେ ଦେଖାଯାଏ, ଥଣ୍ଡାରେ ଗାୟବ ହୋଇଯାଏ ? କୁହନ୍ତୁ କଣ ! 

ନମସ୍କାର ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଓଡିଆ ଜେନେରାଲ ନଲେଜ ନେଇ ଆସିଛୁ । ଏହାକୁ ପଢିଲେ ଆପଣଙ୍କ ଜ୍ଞାନର ପ୍ରସାର ହେବ । ଆପଣ ଏହାକୁ ପଢି ଆପଣଙ୍କ ଭାଇ ଭଉଣୀ କିମ୍ବା ସମ୍ପର୍କୀୟ ମାନଙ୍କୁ ଏହାର ସୂଚନା ଦେଇପାରିବେ । ଏହି ଓଡିଆ ଜେନେରାଲ ନଲେଜ ଆମ ଦୈନନ୍ଦିନ ଜୀବନରେ ମଧ୍ୟ ବହୁତ ସହାୟକ ହୋଇଥାଏ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଓଡିଆ ଜେନେରାଲ ନଲେଜ ବିଷୟରେ ।

୧. ମହାତ୍ମା ଗାନ୍ଧୀଙ୍କର ପୁରା ନାମ କଣ ଅଟେ ?

ଉତ୍ତର- ମୋହନ ଦାସ କରମ ଚାନ୍ଦ ଗାନ୍ଧୀ

୨. ଦୁନିଆର ସବୁଠାରୁ ଛୋଟ ପକ୍ଷୀର ନାମ କଣ ?

ଉତ୍ତର- ହମିଙ୍ଗବାର୍ଡ

୩. ଡିଜେଲକୁ ହିନ୍ଦୀରେ କଣ କୁହାଯାଏ ?

ଉତ୍ତର- ସମ୍ପିଡିତ ତେଲ

୪. ଦୁନିଆର ସବୁଠାରୁ ଛୋଟ ପକ୍ଷୀ ହମିଙ୍ଗବାର୍ଡର ଲମ୍ବ କେତେ ?

ଉତ୍ତର- ୫ ରୁ ୬ ସେଣ୍ଟିମିଟର

୫. ଭାରତ ଛଡା ଅନ୍ୟ କେଉଁ ଦେଶର ରାଷ୍ଟ୍ରୀୟ ଭାଷା ହେଉଛି ହିନ୍ଦୀ ?

ଉତ୍ତର- ଫିଜି ଦେଶ

୬. ଏମିତି କେଉଁ ପ୍ରାଣୀ ଅଛି ଯାହାକୁ ସମସ୍ତ ଜିନିଷ ଦୁଇ ଗୁଣ ଅଧିକ ଦେଖା ଯାଇଥାଏ ?

ଉତ୍ତର- ହାତୀ

୭. ବାଘର ମୁହଁରେ କେତୋଟି ଦାନ୍ତ ଅଛି ?

ଉତ୍ତର- ୨୬

୮. ଏମିତି କେଉଁ ଜିନିଷ ଅଛି ଯାହା ଅଧା ରାତିରେ ଆସିଥାଏ ଏବଂ ଅଧା ରାତିରେ ଚାଲିଯାଏ ?

ଉତ୍ତର- ତାରିଖ

୯. ଦୁନିଆରେ ସବୁଠାରୁ ଅଧିକ ପ୍ରୟୋଗ କରା ଯାଉଥିବା ମୋବାଇଲ ଫୋନର ନାମ କଣ ?

ଉତ୍ତର- ସାମସଙ୍ଗ

୧୦. ଏମିତି କେଉଁ ପତି ଅଛି ଯାହା ଜଙ୍ଗଲରେ ରହିଥାଏ ଏବଂ ସହରରେ ମଧ୍ୟ ରହିଥାଏ ?

ଉତ୍ତର- ବନଷ୍ପତ୍ତି

୧୧. ମୁ କଳା ଓ ମୋ ଛୁଆ ମାନେ ଗୋରା ମୋତେ ଛାଡିକି ମୋ ଛୁଆ ମାନଙ୍କୁ ଖାନ୍ତି, କୁହ ମୁ କିଏ ?

ଉତ୍ତର- ସିଙ୍ଘଡା

୧୨. ସବୁଠାରୁ ଅଧିକ ବାତ୍ୟା କେଉଁ ଦେଶରେ ଆସିଥାଏ ?

ଉତ୍ତର- ସହର ମରୁସ୍ଥଳ

୧୩. ଫାଶୀ ଦେବା ପୂର୍ବରୁ ଜଲାଦ ଆରୋପିର କାନରେ କଣ କହିଥାଏ ?

ଉତ୍ତର- କ୍ଷମା କର ମତେ

୧୪. କେତେ ବର୍ଷ ପର୍ଯ୍ୟନ୍ତ ଛୁଆ ମାନଙ୍କୁ କାମ କରାଇବାକୁ ଆଇନ ଅନୁସାରେ ଅପରାଧ ହୋଇଥାଏ ?

ଉତ୍ତର- ୧୪ ବର୍ଷରୁ କମ ବୟସର ଛୁଆ ମାନଙ୍କୁ

୧୫. ଭାରତର କେଉଁ ରାଜ୍ୟରେ ସବୁଠାରୁ ଅଧିକ ସ୍କୁଲ ବା କଲେଜ ଥାଏ ?

ଉତ୍ତର- ମହାରାଷ୍ଟ୍ର

୧୬. ସବୁଜ ଚୋର ଲାଲ ଘର ସେଥିରେ ବସିଛି କଳା ସଇତାନ ଗରମରେ ସେ ଦେଖାଯାଏ, ଥଣ୍ଡାରେ ଗାୟବ ହୋଇଯାଏ ? କୁହନ୍ତୁ କଣ !

ଉତ୍ତର – ତରଭୁଜ

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ମଜାଳିଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ