ସବୁ ଡ଼ାକ ଶୁଣିଲେ ଭଗବାନ…ଏବେ ଅନୁଭବଙ୍କ ଜୀବନରେ ଖୁସି ହିଁ ଖୁସି – Anubhav Mohanty

ଆଜି ମୁଁ ବହୁତ ଖୁସି । ହେ ଭଗବାନ ମୁଁ ଯେବେ ଯାହା ମାଗିଛି ତୁମେ ମୋତେ ଦେଇଛ । ହଁ ଦର୍ଶକ ବନ୍ଧୁ ଆଜି କେନ୍ଦ୍ରାପଡା ସାଂସଦ ଅନୁଭବ ନିଜ ଠାରୁ ବି ଅଧିକ ଖୁସି ଛନ୍ତି । ଅନୁଭବ ମହାନ୍ତି ଙ୍କୁ ନେଇ ଏମିତି ଏକ ବଡ ଖବର ଆସିଛି ଯାହା ତାଙ୍କୁ ଚିହ୍ନି ଥିବା ଜାଣିଥିବା ସବୁ ଫ୍ୟାନ୍ସ ମାନଙ୍କ ପାଇଁ ଆସିଛି ଖୁସି ଖବର । ଅନୁଭବ କାନ୍ଦିଲେ ଯାହା ଆଖି ରୁ ଲୁହ ବୋହେ, ସେ କାନ୍ଦିଲେ ଯାହାଙ୍କୁ କଷ୍ଟ ଲାଗେ ସେ ଆଜି ବହୁତ ଖୁସି ଅଛନ୍ତି ।

କାରଣ ଅନୁଭବ ସବୁବେଳେ ଗୋଟେ କଥା କହି ଆସିଛନ୍ତି ଯିଏ ଯାହା କରୁଛ କର କିନ୍ତୁ ନିଜ ବାପା ମା ଙ୍କ ସେବା କର । ନିଜ ବାପା ମା ଙ୍କୁ ହଲ ପାଅ । ନିଜ ଜୀବନ ଠାରୁ ବି ଅଧିକା ଭଲ ପାଅ । ଯେଉଁ ମାନେ ଅନୁଭବ ଙ୍କ ଟାଟୁ ଆଙ୍କିଥାନ୍ତି ସେମାନଙ୍କୁ ଅନୁଭବ କୁହନ୍ତି ମୋର ନୁହେଁ ନିଜ ବାପା ମା ଙ୍କ ଟାଟୁ ଆଙ୍କ । ମୋର ପ୍ରଶଂସା କରିବାର ଆବଶ୍ୟକତା ନାହିଁ । ବାପା ମା ଙ୍କର ପ୍ରଶଂସା କର ଧନ୍ୟବାଦ ଜଣାଅ ।

ହେ ଭଗବାନ ଯାହା ଦେଇଛ ଆଜି ଯାଏଁ ମୋତେ ତାହା କେହି ଦେଇ ନାହାନ୍ତି । ମୁଁ ଆଜି ସଫଳତା ସିଡି ର ଯେତେ ଆଗକୁ ବଢିଛି ଯାହା ସବୁ କିଛି ଭଗବାନଙ୍କ ଙ୍କ କୃପାରୁ ମୁଁ ପାଇଛି । ମୁଁ ଯେତେବେଳେ ଯାହା ମାଗିଛି ତୁମେ ମୋତେ ଦେଇଛ । ଏମିତି କିଛି କହିଛନ୍ତି ଅନୁଭବ ମହାନ୍ତି । ଆପଣ ସମସ୍ତଙ୍କର ପ୍ରିୟ ଅଭିନେତା ଅନୁଭବ ମହାନ୍ତି ଙ୍କ ପାଇଁ ଆସିଛି ଏକ ବଡ ଖବର । ଆଉ ଖୁସି ର ଦିନ ।

କାରଣ ତାଙ୍କ ବାପଙ୍କର ସଫଳ ଅସ୍ତ୍ରୋପଚାର ହୋଇଛି । ଗତ କିଛି ଦିନ ପୂର୍ବରୁ ଅନୁଭବ ଓ ବର୍ଷା ଙ୍କର ପାରିବାରିକ ବିବାଦ କୁ ନେଇ ମାନ୍ୟବର ହାଇ କୋର୍ଟ ଛାଡପତ୍ର ପାଇଁ ଅନୁମତି ଦେଇଥିଲେ । ଆଉ ଏହା ପରେ ଅନୁଭବ ନିଜର ଜନ୍ମ ଦିନ ପାଳନ କରିଥିଲେ । କିନ୍ତୁ ତାଙ୍କ ମନରେ ବାପା ଙ୍କ ପାଇଁ ଅସୁମାରି ଦୁଃଖ ଥିଲା । କାରଣ ଅନୁଭବଙ୍କ ବାପା ଖୁବ ଯନ୍ତ୍ରଣା ପାଉଥିଲେ ଆଉ ସେ ବାପାଙ୍କ ଆରୋଗ୍ଯ କାମନା କରି ଠାକୁରଙ୍କୁ ଡାକୁଥିଲେ ।

ଅନୁଭବ ବୁଝିଥିଲେ ଦୁନିଆର କୌଣସି ଜିନିଷ ବାପାର ଭରଣା କରି ପାରିବନି । ଅନୁଭବ କୁହନ୍ତି ବାପା ଅଛନ୍ତି ବୋଲି ମୁଁ ଜୀବନର ସବୁ ବାଜି ଜିତିଛି ଯାହାକୁ ମର୍ମେ ମର୍ମେ ଅନୁଭବ କରିଛି । ତେବେ ଗତ କାଲି ଅନୁଭାବଙ୍କ ବାପା ଙ୍କର ଅସ୍ତ୍ରୋପଚାର ସଫଳ ହୋଇଛି । ଆଉ ସେହି ସମୟରେ ଅନୁଭବ ଠାକୁର ଙ୍କୁ ଧନ୍ୟବାଦ ଦେଇ କହିଛନ୍ତି ମୁଁ ଯେତେବେଳେ ଯାହା ମାଗିଛି ତାହା ଦେଇଛ । ଏବେ ମୁଁ କାମ କରିବି ଆଉ ଜିତିବି । ଆଉ ସମସ୍ତଙ୍କୁ ଦେଖାଇ ଦେବି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।