ଶୌଭିକ କୁ ଉଠାଇଲେ… ରିୟାକୁ ଦିଆଯାଇଛି 24 ଘଣ୍ଟା ଟାଇମ… ଡିଜିଟାଲ ଫୋନ ଡିଭାଇସ, କ୍ୟାମେରା, ଲ୍ୟାପଟପ ବି ମିଳିଲା

ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ବର୍ତ୍ତମାନ ସବୁଠୁ ବଡ ଖବର ସାମ୍ନାକୁ ଆସୁଛି । କହିବାକୁ ଗଲେ ଆଜି ଅର୍ଥାତ ଶୁକ୍ରବାର ଦିନ ରିୟା ଚକ୍ରବତୀଙ୍କ ଘରେ NCBର ଟିମ ସକାଳ ୬ଟାରେ ଛାପା ମାରିଛନ୍ତି ଓ ପାଖାପାଖି ୪ ଘଣ୍ଟା ପୁଛତାଛ ପରେ NCB ରିୟା ଚକ୍ରବତୀର ଭାଇ ସୌଭିକ ଉଠାଇ ନେଇଛନ୍ତି । ଏହି ଛାପା ବିଷୟରେ ରିୟାଙ୍କ ପରିବାର କାହାକୁ ବି କିଛି ଜଣା ନ ଥିଲା ।

ଏହା ପୂର୍ବରୁ ମିରାଣ୍ଡାକୁ NCB ଉଠାଇ ସାରି ଥିଲେ । କେବଳ ଏତିକି ନୁହେଁ ରିୟାଙ୍କ ଘରେ ସୁଶାନ୍ତ କେସ ସହ ଜଡିତ କେତେକ ପ୍ରମାଣ ମଧ୍ୟ ମିଳିଛି ।

ଯେଉଁଥିରେ ଏମିତି ଏକ ଡିଜିଟାଲ ମେସିନ ମିଳିଛି ଯେଉନଥିରୁ ନନ ଟ୍ରେସିଙ୍ଗ କଳ ହେଉଥିଲା । ଏହା ସହିତ ବି ବହୁତ କିଛି ଜିନିଷ ମିଳିଛି । ଯେଉନଥିରୁ ବହୁତ କିଛି ରହସ୍ୟ ଉଜାଗାର ହେବ । ଏମିତିରେ କୁହାଯାଉଛି କି କାଲି ପର୍ଯ୍ୟନ୍ତ ରିୟା ବି ଜେଲ ଯାଇ ପାରନ୍ତି ।

କହିବାକୁ ଗଲେ NCBର ଟିମ ଅଚାନକ ରିୟାଙ୍କ ଘରକୁ ପହଞ୍ଚିଗଲେ । ଯାହା ଦ୍ଵାରା ରିୟା ବହୁତ ଭୟଭୀତ ହୋଇଗଲେ । ଏହା ପରେ NCBର ଗୋଟିଏ ଟିମ ରିୟାଙ୍କ ଘର ଭିତରକୁ ପହଞ୍ଚି ଗଲା ତ ଅନ୍ୟ ଏକ ଟିମ ରିୟାଙ୍କ ସବୁ ଗାଡିକୁ ଚେକ କରିବାକୁ ଲାଗିଲେ । ଏହା ପରେ ସଙ୍ଗେ ସ୍ନାଗେ ସୌଭିକକୁ ଅଲଗା ଏକ ରୁମକୁ ନେଇ ତାକୁ ପୁଛତାଛ କରାଗଲା । କିନ୍ତୁ ସବୁଠୁ ବଡ ଆଶ୍ଚର୍ଯ୍ୟର କଥା ଏହା ଅଟେ କି ଏହି ସମୟରେ NCB ଟିମ ରିୟାଙ୍କୁ କୌଣସି ବି ପ୍ରକାରର ଜେରା କରି ନାହାନ୍ତି ।

NCBର ଅଫିସରମାନେ ରିୟା ଓ ସୌଭିକର ଲ୍ୟାପଟପକୁ ନେଇ ଯାଇଛନତି । ଏହା ଛଡା ରିୟାଙ୍କ ଘରେ କିଛି ଡିଜିଟାଲ ଡିଭାଇସ, ଇଲୋତ୍ରନିକ ଡିଭାଇସ ବି ମିଳିଛି । କୁହାଯାଉଛି କି ରିୟା ଏହି ଡିଭାଇସ ଦ୍ଵାରା ଫୋନ କରୁଥିଲେ । ଯାହା ଦ୍ଵାରା ତାଙ୍କର ଫୋନ ଟ୍ରେସ ନ ହୋଇପାରିବ । ଏହି ଡିଭାଇସ ଦ୍ଵାରା ବହୁତ କିଛି ରହସ୍ୟ ସାମ୍ନାକୁ ଆସିବ । କିଛି ଜରୁରୀ କାଗଜପାତ୍ର ବି ମିଳିଛି । ଏହା ସହିତ ଘରର ସିସିଟିଭି ଫୁଟେଜର ହାର୍ଡଡିସ୍କକୁ ବି ଅଫିସରମାନେ ନିଜ ସହିତ ନେଇ ଯାଇଛନ୍ତି ।

ଯାହାକି ସୁଶାନ୍ତ କେସରେ ବହୁତ ବଡ ପ୍ରମାଣ ହୋଇପାରେ । କହିବାକୁ ଗଲେ ଏହି ଛାପାମାରୀ ଦ୍ଵାରା NCBର ଟିମକୁ ବହୁତ କିଛି ପ୍ରମାଣ ମଧ୍ୟ ମିଳିଛି । ଯାହାକି ସୌଭିକ ଆଦାକୁ ଇଙ୍ଗିତ କରୁଛି ଓ ସେଥିପାଇଁ NCB ସୌଭିକ ଚକ୍ରବତୀକୁ ଉଠାଇ ନେଇଛନ୍ତି । ଏହା ସହିତ କୁହାଯାଉଛି କି ରିୟା ଆସନତା ୨୪ ଘଣ୍ଟା ମଧ୍ୟରେ ଗିରଫତାର ହୋଇ ପାରନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।