ପୁଅର ଏହି କଥା କେବେବି ମିଛ ହୋଇନଥିବ, ଯେ ଝିଅକୁ ଏହି କଥା କହିଥାଏ…Motivational speech

ସମ୍ପର୍କର ବଜାରରେ ସବୁବେଳେ ସେହି ବ୍ୟକ୍ତି ଏକା ରହିଜାଏ । ଯାହାର ହୃଦୟ ସଫା ରହିଥାଏ । ଆଜିକାଲି ପ୍ରେମର ବଡ ଅଜବ ନିୟମ ଯିଏ ଯେତେ ମିଛ କହିପାରିବ । ଲୋକ ସେହି ମାନଙ୍କର ସେତେ ଦିୱାନା ହୋଇଯିବେ । କୌଣସି ନାରୀର ଚରିତ୍ର ଯଦି ଜାଣିବାକୁ ଚାହୁଁଥାଅ । ତେବେ ସେ କିଭଳି ଲୋକ ମାନଙ୍କ ସହ ମିଶୁଛି ସେହି କଥା ଉପରେ ଅଧିକ ଧ୍ୟାନ ଦିଅ । ଯେ ପର୍ଯ୍ୟନ୍ତ ତୁମେ କାହା ପଛରେ ପଡିଥିବ । ସେ ପର୍ଯ୍ୟନ୍ତ ତୁମେ ନିଜ ଜୀବନରେ କିଛି ବଡ ସଫଳତା ପାଇପାରିବ ନାହିଁ ।

ଜଣେ ନାରୀର ପ୍ରେମ ସେତେବେଳେ ଆହୁରି ଅଧିକ ବଢିଯାଇଥାଏ । ଯେବେ ପୁରୁଷ ତା’ ଅନୁପସ୍ତିତିରେ ବି କେବଳ ତା’ ର ହୋଇକି ରୁହେ । ଜୀବନରେ ସବୁକିଛି ଆଉ ଥରେ ମିଳିଯାଇପାରେ । ହେଲେ ସମୟ ସମୟ ସହ ହରାଇଥିବା ସମ୍ପର୍କ ଆଉ ଭରଷା ପୁଣି ଥରେ ମିଳିପାରିନଥାଏ ।

ବେଳେବେଳେ ସବୁ ଦୁଃଖ ଓ କଷ୍ଟକୁ ଲୁଚେଇ ମୁଁ ଭଲ ଅଛି ବୋଲି କହିବାକୁ ପଡିଥାଏ । କାହିଁକି ନା ଅକୁହା କଥାକୁ ବୁଝିବାର ଶକ୍ତି ସମସ୍ତଙ୍କ ପାଖରେ ନଥାଏ ।ନୀରବତା ମଣିଷର କମଯୋରୀ ନୁହେଁ । ବଂର ବଡପଣ ହୋଇଥାଏ । ନହେଲେ ଯାହାକୁ ସେ ସହି ଆସିଛି ତାକୁ କହି ମଧ୍ୟ ଆସିଛି ।

ଭଗବାନ ଆମକୁ ତାହା ଦିଅନ୍ତି ନାହିଁ । ଯାହା ଆମକୁ ଦରକାର । ଭଗବାନ ଆମକୁ ତାହା ଦିଅନ୍ତି ଯାହା ଆମ ପାଇଁ ଦରକାର । ଯଦି କୌଣସି ସମ୍ପର୍କରେ ଝଗଡା ନହୁଏ । ତେବେ ବୁଝି ଯାଅ । ସମ୍ପର୍କ ହୃଦୟରୁ ନୁହେଁ ଦିମାଗରେ ଚାଲିଛି ।ଯେବେ ଆମ ସମ୍ପର୍କ ପାଇଁ ସମୟ କାଢି ପାରିନଥାଉ । ସେତେବେଳେ ସମୟ ଆମ ଭିତରୁ ସମ୍ପର୍କ କାଢି ନିଏ । କାଚ ଆଉ ସମ୍ପର୍କ ଉଭୟ ବହୁତ ସୂକ୍ଷ୍ମ ହୋଇଥାଏ ।

ଉଭୟଙ୍କ ଭିତରେ କେବଳ ଗୋଟିଏ ଫରଳ ଥାଏ । କାଚ ଭୁଲରେ ଭଙ୍ଗେ ଆଉ ସମ୍ପର୍କ ଭୁଲ ବୁଝାମଣାରେ ଭାଙ୍ଗିଯାଏ । ନିଶା ମଦର ହେଉ ଅବା ପ୍ରେମର ହୋଷ୍ ତ ଉଭୟଙ୍କର ନଥାଏ । ଫରକ କେବଳ ଏତିକି ଥାଏ । ମଦ ଶୁଆଇ ଦିଏ ଆଉ ପ୍ରେମ କନ୍ଦେଇ ଦିଏ । ଜୀବନ ରାସ୍ତା ପ୍ରାୟ ଏମିତି ହୋଇଥାଏ । ପସନ୍ଦ ଜଣେ ଥାଏ ହେଲେ ଭାଗ୍ୟରେ ଆଉ ଜଣେ ଥାଏ ।

ସେହି ପୁଅର ପ୍ରେମ କେବେ ମିଛ ହୋଇନଥାଏ । ଯିଏ ଏହି କଥା ଝିଅଟିକୁ କହିଥାଏ । ଯଦି ଆଉ କିଏ ତୁମକୁ ପସନ୍ଦ ଆସିଯାଏ । ତୁମେ କିଛି ଚିନ୍ତା ନକରି ତା’ ସହ ନୂଆ ସମ୍ପର୍କ ଗଢି ନେବ । କାରଣ ଯେଉଁଠି ତୁମ ଖୁସି ନାହିଁ । ସେଠାରେ ମୁଁ ବି ଖୁସି ନାହିଁ। ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।