ପାପାକି ପରିର ବାଇକ ବାଲା ଷ୍ଟଣ୍ଟ, ସୋସିଆଲ ମିଡିଆରେ ଭାଇରାଲ ହେଉଛି Video

ନମସ୍କାର ବନ୍ଧୁଗଣ, ଆଗକାଳରେ ଆପଣ ମାନେ ନିହାତି ଶୁଣିଥିବେ କି ମହିଳାମାନେ ଘରର ଚାରିକାନ୍ଥ ଭିତରେ ରହୁଥିଲେ । ସେମାନଙ୍କୁ ଅନୁମତି ନଥିଲା ବାହାର ଦୁନିଆ ଦେଖିବା ପାଇଁ । ହେଲେ ଆଜିକାଲିର ଝିଅମାନେ ତ ପୁରା ଅଜାଦ ଜୀବନ ବିତାଉଛନ୍ତି । ସେଥିମଧ୍ୟରୁ କିଛି ବିଗିଡି ଯାଇଥିବା ଝିଅ ମଧ୍ୟ ଅଛନ୍ତି । ଯେଉଁମାନେ କି ପୁରା ଉପର ମୁହାଁ ବା ପାପାକି ପରୀ । ତେବେ ସୋସିଆଲ ମିଡିଆରେ ଏକ ଝିଅ ରାସ୍ତା ମଝିରେ ବେଢଙ୍ଗରେ ଗାଡି କିଭଳି ଚଲାଉଛନ୍ତି ଏବଂ ଅନ୍ୟକୁ ବିପଦରେ ପକାଉଛନ୍ତି ତାହା ସମ୍ପର୍କରେ ଆସନ୍ତୁ ଜାଣିବା ।

ପାପାକି ପରୀ ରାସ୍ତା ଉପରେ ଏଭଳି ଗାଡି ଚଲାଉଛନ୍ତି ଯେମିତି କି ରାସ୍ତା ତାଙ୍କ ବାପା ବନାଇଛନ୍ତି । କିନ୍ତୁ ସେ ଭୁଲି ଯାଇଛନ୍ତି ଏକଥା କି ରାସ୍ତା ତାଙ୍କ ବାପାଙ୍କର ନୁହେଁ ବୋଲି । ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ସେହି ଝିଅ ଜଣଙ୍କ ବାଇକ ଉପରେ ବସି ଡେଇଁ ଡେଇଁ ନାଚି ନାଚି ଗାଡି ଚଲାଉଛନ୍ତି । ତାଙ୍କୁ କୌଣସି ମଧ୍ୟ ଫରକ ପଡୁନାହିଁ ରାସ୍ତାରେ ଅନ୍ୟ ଗାଡି ମଧ୍ୟ ଯାଉଛି । ଅନ୍ୟ ଗାଡି ସଜ ଧକ୍କା ହେବାର ମଧ୍ୟ ଭୟ ନାହି ।

ସମ୍ପୂର୍ଣ ବେପରୁଆ ହୋଇ ଗାଡିକୁ ନବଛା ନଚାଇ ରାସ୍ତାର ବାମ ପଟକୁ କେତେବେଳେ ଚାଲି ଯାଉଛନ୍ତି ତ ରାସ୍ତାର ଡାହାଣ ପଟକୁ ଚାଲି ଯାଉଛନ୍ତି । ହୁଏତ ତାଙ୍କୁ ତାଙ୍କ ଜୀବନ ପ୍ରତି କୌଣସି ଲୋଭ ନଥାଇ ପାରେ । କିନ୍ତୁ ରାସ୍ତାରେ ଯାଉଥିବା ଅନ୍ୟ ଲୋକଙ୍କର ତ ଜୀବନ ପ୍ରତି ଲୋଭ ରହିଛି ନା । ଏକଥା ବା କାହିଁକି ବୁଝିବେ ବାପାଙ୍କ ବିଗିଡି ଯାଇଥିବା ଏହିଭଳି ପାପାଙ୍କ ପରୀ । ନିଜେ ନିଜକୁ ଅସୁବିଧାରେ ପକାଇବା ସହ ଅନ୍ୟ ମାନଙ୍କୁ ମଧ୍ୟ ଅସୁବିଧାରେ ପକାଉଛନ୍ତି ଏହି ଝିଅ ଜଣଙ୍କ ।

ଗାଡି ଉପରେ ବସି ଡେଇଁ ଡେଇଁ ଗାଡି ଚଲାଉଥିବା ବେଳେ ଯୁବତୀ ଜଣଙ୍କ ଆଉ ଏକ ବାଇକରେ ଯାଉଥିବା କପଲଙ୍କୁ ଧକ୍କା ଦେଇଥିଲେ । ଯାହାଫଳରେ ଉଭାୟା ଗାଦୀରୁ ତଳକୁ ପଡି ଯାଇଥିଲେ କିନ୍ତୁ ଏହା ଘଟିବାର କୌଣସି ମଧ୍ୟ ଫରକ ତାଙ୍କ ଠାରେ ଦେଖିବା ପାଇଁ ମିଳିନଥିଲା । ଏଭଳି ଧକ୍କା ଦେଇ ବି ସେ ଗାଡି ଉପରେ ସେମିତି ବସି ମଜା ନେଇ ନେଇ ଚାଲିଗଲେ ।

ଏଭଳି କରନାମା କରୁଥିବା ଝିଅଙ୍କୁ ଆଜାଦ ଛାଡିବା ଅନ୍ୟ ପାଇଁ ବିପଦ । ବାଇକରେ ଷ୍ଟଣ୍ଟ ଦେଖାଇବା ଚକ୍କରରେ କେତେ ଜଣଙ୍କର ଯେ ଅସୁବିଧା ହେଉଛି ତାହା ତାଙ୍କୁ ଜଣାପଡୁନି । ଝିଅ ହୋଇ ଅଜାଦ ରୁହ କିନ୍ତୁ ଏମିତି ବେପରୁଆ ହେବା ଉଚିତ ନୁହେଁ । ଏହା ଏକ ସତର୍କ ସୂଚନା ଆପଣ ମାନଙ୍କ ପାଈଁ ନିହାତି ରହିବ ଆଶା କରୁଛୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ,ଶେୟାର କରିବା ପାଇଁ ଜମା ବି ଭୁଲିବେନି ।