ନୂଆବର୍ଷ ରେ ବର୍ଷା ଙ୍କୁ ଫୋନ କରି ଏମିତି କିଛି କହିଲେ ସାଂସଦ ଅନୁଭବ ମହାନ୍ତି ।

ନୂଆବର୍ଷରେ ପୁଣି ଥରେ ଅନୁଭବ ମହାନ୍ତି ବର୍ଷା ଙ୍କୁ ପ୍ରେମଭରା ଟ୍ବିଟ କରିଲେ । ଅନୁଭବ କହିଲେ ବର୍ଷା ଆମେ କଣ ସତରେ ଆଉ ଏକାଠି ହେବାନି । ଛାଡପତ୍ର ପରେ ବି ଆମେ ଭଲ ବନ୍ଧୁ ହୋଇପାରିବା । ହଁ ଦର୍ଶକ ବନ୍ଧୁ ଅନୁଭବ ଟ୍ବିଟ କରି କହିଛନ୍ତି ବର୍ଷା ମୁଁ ତୁମକୁ ବହୁତ ଭଲ ପାଏ । କିନ୍ତୁ ଆମର ବିବାହ ବିଫଳ ହୋଇଥିଲା । ହେଲେ ଛାଡପତ୍ର ପରେ ଆମେ କଣ ସବୁ ଦିନ ପାଇଁ ଭଲ ବନ୍ଧୁ ହୋଇ ରହି ପାରିବା ନାହିଁ ।

ମୁଁ କେବେ ବି ବିବାହ ବିଛେଦ ଏତେ ଖରାପ ହେଉ ବୋଲି ଚାହୁଁ ନ ଥିଲି । ଯଦି ବିଛେଦ ନିଶ୍ଚିନ୍ତ ତେବେ ଏହା ସମ୍ମାନର ସହ କାହିଁକି ନୁହେଁ ? ଏମିତି କିଛି ମନର ଭାବନା କୁ ପ୍ରକାଶ କରି କହିଛନ୍ତି ସୁପର ଷ୍ଟାର ଅନୁଭବ ମହାନ୍ତି । ଅନୁଭବ ଙ୍କ ଫ୍ୟାନ୍ସ ମାନେ ମଧ୍ୟ ଏହାକୁ ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଅନୁଭବ ଙ୍କ ଏଭଳି ପୋଷ୍ଟ କୁ ସବୁଆଡେ ପ୍ରଶଂସା ମଧ୍ୟ କରା ଯାଉଛି । କାରଣ ଅନୁଭବ ସବୁ କିଛି ଭୁଲି ପଜେଟିଭ ବାର୍ତ୍ତା ଦେଉଛନ୍ତି ବର୍ଷା ଙ୍କୁ ।

ଦୀର୍ଘ ଦିନ ଧରି ଟ୍ଵିଟର ରେ ନିଜର ବ୍ୟକ୍ତିଗତ ଭାବନା ଓ ଦୁଃଖ ଓ ଆବେଗକୁ ଜନସାଧାରଣଙ୍କ ସମୁଖରେ ପ୍ରକାଶ କରି ଠିକ କଣ ଭୁଲ କଣ କହୁଥିବା ଅନୁଭବ ଆଜି ହଠାତ ନିଜର କହିବାର ଶୈଳୀ ବଦଳାଇ ଦେଇଛନ୍ତି । ପୁଣି ଥରେ ଅନୁଭବ ମହାନ୍ତି ପ୍ରେମରେ ଭାଷା ବୁଝାଇଛନ୍ତି ବର୍ଷା ଙ୍କୁ । ଏଣୁ ବର୍ଷା ଙ୍କ ଫର୍ମୁଲା ଅନୁଯାୟୀ ବିବାହ ବିଛେଦ ପରେ ଭଲ ବନ୍ଧୁ ହୋଇ ରହିବାକୁ କହିଛନ୍ତି ଅନୁଭବ । ଏବେ ସବୁଆଡେ ଚର୍ଚା ହେଉଛି ବର୍ଷା ଓ ଅନୁଭବଙ୍କ ମଧ୍ୟରେ ଶାରୀରିକ ନାହିଁ ।

ଯଦି ସ୍ଵାମୀ ସ୍ତ୍ରୀ ହୋଇ କୌଣସି ସମ୍ପର୍କ ନାହିଁ ତେବେ ବର୍ଷା କାହିଁକି ଜିଦ କରୁଛନ୍ତି । ଶିଖର ଧବନ ଅନୁଭବଙ୍କୁ ଟ୍ବିଟ କରି ବଧାଇ ଜଣାଇଛନ୍ତି । ଅନୁଭବ ମଧ୍ୟ ପୋଷ୍ଟ କରି ଲେଖିଛନ୍ତି ବନ୍ଧନ ମୁକ୍ତ ଜୀବନ ର ଅନେକ ଶୁଭେଛା । ଦୁହିଙ୍କର ଲଭ ଷ୍ଟୋରି କାହାକୁ ଅଛପା ନାହିଁ । ସିନେମା କରିବ ଦିନା ଠାରୁ ଦୁହିଙ୍କର ସମ୍ପର୍କ ନିବିଡ ହୋଇଥିଲା । ପ୍ରେମ ପରେ ଦୁହେଁ ବିବାହ କରିଥିଲେ , ଏହା ପରେ କୋର୍ଟରେ ଛାଡପତ୍ର କେସ ପହଞ୍ଚିଥିଲା ।

ବର୍ଷାଙ୍କୁ ଛାଡପତ୍ର ଦେବା ପାଇଁ ପ୍ରଥମେ ଅନୁଭବ ଦିଆଲି ର ପଟିଆଲା କୋର୍ଟରେ ଆବେଦନ କରିଥିଲେ । ଯାହା ଓଡିଶା ହାଇ କୋର୍ଟ କୁ ଚ୍ୟାଲେଞ୍ଜ କରି ବର୍ଷା କଟକ ହାଇ କୋର୍ଟ ଙ୍କୁ ଅନୁରୋଧ କରିଥିଲେ । କଟକ ପରିବାର ଅଦାଲତର ରାୟ ଅନୁଭବଙ୍କୁ ପସନ୍ଦ ନ ଆସିବାରୁ ସେ ହାଇକୋର୍ଟ ରେ ଚ୍ୟାଲେଞ୍ଜ ଦେଇଥିଲେ । ଆଉ ଡିସେମ୍ବର 19ରେ ହାଇ କୋର୍ଟଙ୍କ ରାୟ ଅନୁଭବଙ୍କ ସପକ୍ଷରେ ଆସିଲା । ଏହାପରେ ଅନୁଭବ ବେଶ ଖୁସି ହୋଇ ଯାଇଥିଲେ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।