ନର୍ଥ କୋରିଆ (North Korea) ର କିଛି ଏମିତି ଅଜବ ଗଜବ ନିୟମ ଜାଣିଲେ ଆପଣଙ୍କର ହୋସ୍ ଉଡ଼ିଯିବ

ଉତ୍ତର କୋରିଆର “କିମ ଜଙ୍ଗ ଉଙ୍ଗ” ଜଣେ କଠୋର ଶାସକ ଭାବେ ପରିଚିତ ଅଟନ୍ତି । ତାଙ୍କର ଶାସନ ପ୍ରଣାଳୀ ଦରକାର ଠାରୁ ଅଧିକ କ-ଠୋ-ର ଅଟେ । ସେଠିକାର ବାସିନ୍ଦା ତାଙ୍କୁ ଯେତିକି ଭ-ୟ କରନ୍ତି ସେତିକି ଭଲ ମଧ୍ୟ ପାଆନ୍ତି । ସେ ତାଙ୍କ ଦେଶରେ ଅ-ଜ-ବ ପ୍ରକାରର ନିୟମ ଲାଗୁ କରିଛନ୍ତି ।

କରୋନା ସମୟରେ ତାଙ୍କର ମୃ-ତ୍ୟୁ ହେଇଛି ବୋଲି ଭା-ଇ-ରା-ଲ ହେବା ପରେ ଏହି କଥାଟିକୁ ମି-ଛ ବୋଲି ପ୍ରମାଣ କରା ଯାଇଥିଲା । ଦେଶର ସବୁଠାରୁ କୃ-ର ଶାସକ ଭାବେ ସେ ପରିଚିତ ଅଟନ୍ତି । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ନିୟମ ବିଷୟରେ କହିବାକୁ ଯାଉଛୁ ଯାହା ସେ ତାଙ୍କ ଦେଶବାସୀ ମାନକ ପାଇଁ ଲାଗୁ କରିଛନ୍ତି ଯାହା ଅତି ନି-ନ୍ଦ-ନୀ-ୟ-ର ବିଷୟ ଅଟେ ।

୧- ଆମ ଦେଶରେ ପ୍ରତି ୫ ବର୍ଷକୁ ଠାରେ ନିର୍ବାଚନ ହୋଇ ଶାସକ ମାନଙ୍କର ପରିବର୍ତ୍ତନ ହୋଇଥାଏ । କିନ୍ତୁ ଉତ୍ତର କୋରିଆରେ ଶାସନ କରୁଥିବା କିମ ଜଙ୍ଗ ଉଙ୍ଗଙ୍କ ଠାରେ ଏମିତି କିଛି ପରିବର୍ତ୍ତନ ଦେଖା ଯାଇନାହି । କାରଣ ଯେତେବେଳେ ସେଠାରେ ନିର୍ବାଚନ ହୁଏ କେହି ବି ତାଙ୍କ ବିରୁଦ୍ଧରେ ଯିବା ପାଇଁ ସାହସ କରନ୍ତି ନାହି ।

୨- ଉତ୍ତର କୋରିଆରେ ମାତ୍ର ୩ଟି ଟିଭି ଚ୍ଯାନେଲ ରହିଛି ଯାହା ତାଙ୍କ ସରକାରଙ୍କ ଆଦେଶ ଅନୁସାରେ ପ୍ରସାରିତ ହୋଇଥାଏ । ସେଠିକାର ବାସିନ୍ଦା ଚାହିଁଲେ ବି କୌଣସି ନୂଆ ଖବର ପ୍ରକାଶ କରି ପାରିବେ ନାହି ।

୩- ଉତ୍ତର କୋରିଆରେ ପୁରୁଷ ଓ ନାରୀ ମାନଙ୍କ ପାଇଁ ୨୮ ପ୍ରକାରର ହେୟାର ଷ୍ଟାଇଲ ରହିଛି । ପୁରୁଷ ମାନଙ୍କ ପାଇଁ ୧୦ ପ୍ରକାରର ଓ ନାରୀ ମାନଙ୍କ ପାଇଁ ୧୮ ପ୍ରକାରର ହେୟାର ଷ୍ଟାଇଲ ରହିଛି । ସେଠିକାର ବାସିନ୍ଦା ଚାହିଲେ ବି ଅନ୍ୟ କୌଣସି ହେୟାର ଷ୍ଟାଇଲ କରି ପାରିବେ ନାହି ।

୪- ଉତ୍ତର କୋରିଆରେ କେଉଁ ଲୋକ ରହିବ ଓ କେଉଁ ଲୋକ ରହିବ ନାହି ତାହାର ମଧ୍ୟ ଗାଇଡ ଲାଇନ ରହିଛି । ଉତ୍ତର କୋରିଆର “ରାଜଧାନୀ ପିୟଙ୍ଗୟାନ”ରେ କେବଳ ଧନୀ ଲୋକ ମାନେ ରହିବାର ନିୟମ ରହିଛି । ସେଠାରେ କୌଣସି ଗରିବ ଲୋକ ମାନେ ରହି ପାରିବେ ନାହି ।

୫- ଉତ୍ତର କୋରିଆରେ ବର୍ତ୍ତମାନ ୧୧୦ ବର୍ଷ ଚାଲିଛି । କାରଣ ସେଠିକାର “ପୂର୍ବତନ ଶାସକ କିମ ଉଲଙ୍ଗସନ”ଙ୍କର ଜନ୍ମ ଦିବସ ହୋଇଥିବାରୁ ସେହି ଦିନରୁ ନମ୍ବର ଗଣନା କରାଯାଊଛି ।

୬- ଉତ୍ତର କୋରିଆରେ ଯଦି କୌଣସି ବ୍ୟକ୍ତି ଅ-ପ-ରା-ଧ କରେ ତେବେ ତାର ତିନି ପୁରୁଷକୁ ଦ-ଣ୍ଡ ଭୋଗିବାକୁ ପଡିଥାଏ ।

୭- ଉତ୍ତର କୋରିଆରେ ଶିକ୍ଷା ନେବା ଏକ ବାଧ୍ୟତା ମୂଳକ ବ୍ୟବସ୍ଥା ଅଟେ । ସେଠିକାର ସବୁ ପିଲା ମାନେ ପାଠ ପଢିବା ନିହାତି ଜରୁରୀ ବୋଲି ନିୟମ ରହିଛି ।

୮-  ଉତ୍ତର କୋରିଆରେ ଯୁବକ ଯୁବତୀ ମାନେ କୌଣସି ଖରାପ ଫିଲ୍ମ ନ ଦେଖିବାର ନିୟମ ରହିଛି । ଯଦି ଏପରି ହୁଏ ତେବେ ସେମାନଙ୍କୁ ମୃ-ତ୍ୟୁ ଦ-ଣ୍ଡ ଦିଆଯାଏ ।

୯- ଉତ୍ତର କୋରିଆରେ ଟ୍ରାଫିକରେ କୌଣସି ଲାଇଟ ଲାଗି ନାହି । ସେଠିକାର ଟ୍ରାଫିକ ପୋଲିସ ଯାନବାହାନକୁ ଯିବା ପାଇଁ ଇସାରାରେ କାମ କରିଥାଏ ।

୧୦- ଉତ୍ତର କୋରିଆରେ ଗୋଟିଏ ମାତ୍ର ଇଣ୍ଟର୍ନେଟ କନେକ୍ସନ ରହିଛି ଯାହା କେବଳ ସରକାରଙ୍କ ମାଧ୍ୟମରେ ଚାଲିଥାଏ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।