ବାଛନ୍ତୁ ନିଜ ପସନ୍ଦର ଗୋଟିଏ ଲେଟର ଓ ଜାଣନ୍ତୁ ନିଜ ଲଭର ଙ୍କ ଫିଲିଙ୍ଗ୍ସ – Love Quiz Game

ଆଜି ଆମେ ଆପଣଙ୍କ ପାଇଁ ବହୁତ ମଜାଦାର ନମ୍ବର ପ୍ରଶ୍ନ ଓ ଉତ୍ତର ରହିଥିବା ଖେଳ ନେଇ ଆସିଛୁ । ଏହି ଖେଳର ନିୟମ ଅନୁସାରେ ଏହି ୧୦ ନାମବାର ମଧ୍ୟରୁ ଆପଣଙ୍କୁ ଗୋଟିଏ ନମ୍ବର ବାଛି ବାର ଅଛି ଓ ଆପଣ ଜାଣି ପାରିବେ ଆପଣଙ୍କ ବାହାଘର କିପରି ହେବ । ଏହି ନମ୍ବର ମଧ୍ୟରୁ ଗୋଟିଏ ନମ୍ବର ବାଛନ୍ତୁ ଆପଣ ଜାଣିବେ ଆପଣଙ୍କର କିପରି ବିଭା ଘର ହେବ ।

A – ସେ ଆପଣଙ୍କୁ ବହୁତ ଭଲ ପାଉଛନ୍ତି ।

B – ସେ ଆପଣଙ୍କୁ ଅପେକ୍ଷା କରୁଛନ୍ତି ।

C – ସେ ଆପଣଙ୍କର ବହୁତ ଧ୍ୟାନ ରଖନ୍ତି ।

D – ସେ ଆପଣଙ୍କୁ ବହୁତ ଭଲ ପାଉଛନ୍ତି ।

E – ସେ ଆପଣଙ୍କୁ କିଛି କହିବାକୁ ଚାହୁଞ୍ଚନ୍ତି ।

F – ସେ ଆପଣଙ୍କ ସହିତ ଦେଖା ହେବା ପାଇଁ ଚାହୁଞ୍ଚନ୍ତି ।

G – ସେ ଆପଣଙ୍କୁ ଅନୁସରଣ କରୁଛନ୍ତି ।

H – ସେ ଆପଣଙ୍କୁ ବହୁତ ପସନ୍ଦ କରୁଛନ୍ତି ।

I –  ସେ ଆପଣଙ୍କ ସହ ସବୁ ବେଳେ ପାଇଁ ରହିବା ପାଇଁ ଇଛା କରୁଛନ୍ତି ।

J –  ସେ ଆପଣଙ୍କୁ ପ୍ରେମ ନିବେଦନ କରିବାକୁ ଚାହୁଞ୍ଚନ୍ତି ।

K – ସେ ଆପଣଙ୍କ ବିନା ରହି ପାରିବେ ନାହିଁ ।

L –  ସେ ଆପଣଙ୍କୁ କିଛି ଭଲ ଜିନିଷ ଦେବାକୁ ଚାହୁଞ୍ଚନ୍ତି ।

M – ସେ ତାଙ୍କ ଭଲ ପାଇବା ଆପଣଙ୍କ ପାଖରେ କହି ପାରୁନାହାନ୍ତି ।

N – ସେ ଆପଣଙ୍କୁ କେବେ ହେଲେ ହଜାଇବା ପାଇଁ ଚାହୁଁ ନାହାନ୍ତି ।

O – ସେ ଆପଣଙ୍କୁ ବିଭାହ କରିବା ପାଇଁ ଇଛା କରୁଛନ୍ତି ।

P – ସେ ଆପଣଙ୍କୁ ବହୁତ ବିଶ୍ବାସ କରୁଛନ୍ତି ।

Q – ସେ ଆପଣଙ୍କ ସହିତ କଥା ବାତା ହେବା ପାଇଁ ଚାହୁଞ୍ଚନ୍ତି ।

R – ସେ ଆପଣଙ୍କ ପାଇଁ ବହୁତ ଭଲ ଅନୁଭବ କରୁଛନ୍ତି ।

S – ସେ ଆପଣଙ୍କ ସହିତ ସବୁ ବେଳେ ପାଇଁ ରହିବାକୁ ଇଛା କରୁଛନ୍ତି ।

T –  ସେ ସବୁ ସମୟ ପାଇଁ ଆପଣଙ୍କର ସଂମ୍ମାନ କାରି ଥାନ୍ତି ।

U – ସେ ଆପଣଙ୍କୁ ସବୁ ଖୁସିରେ ଆପଣଙ୍କର ସାଥ ଦେବା ପାଇଁ ଇଛା କରୁଛନ୍ତି ।

V – ଆପଣ ତାଙ୍କ ପାଇଁ ବହୁତ ଖାସ ଅଟନ୍ତି ।

W – ସେ ସବୁ ସମୟ ପାଇଁ ତାଙ୍କ ତାଙ୍କର ଆଖ ପାଖରେ ରହିବା ପାଇଁ ଚାହୁଞ୍ଚନ୍ତି ।

X – ସେ ଆପଣଙ୍କୁ ଛାଡି କେବେ ହେଲେ ଛାଡି ରହି ପାରିବେ ନାହିଁ ।

Y – ସେ ଆପଣଙ୍କ ପାଇଁ କିଛି କରିବା ପାଇଁ ମଧ୍ୟ ରାଜି ଅଛନ୍ତି ।

Z – ସେ ଆପଣଙ୍କର ସବୁ ସ୍ଵପ୍ନ ପୁରା କରି ପାରିବେ ତାଙ୍କର ସେହି କ୍ଷମତା ଅଛି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।