ନବରାତ୍ରୀର ଶେଷ ଦିନ ଚୁପଚାପ ଏଠି ୧୧ ଟଙ୍କା ରଖି ଦିଅନ୍ତୁ – ମାଗିବା ପୂର୍ବରୁ ଆପଣଙ୍କ ସବୁ ଇଚ୍ଛା ହେବ ପୂରଣ

ଏହି ବର୍ଷ ନବରାତ୍ରି ଅକ୍ଟୋବର ୧୭ ରୁ ଆରମ୍ଭ ହୋଇ ଅକ୍ଟୋବର ୨୫ ରେ ଶେଷ ହେଉଛି । ହିନ୍ଦୁ ଧର୍ମରେ ନା ନବରାତ୍ରି କୁ ବହୁତ ପବିତ୍ର ଏବଂ ଶୁଭ ବୋଲି ମନା ଯାଇଥାଏ । ଏହି ପରି ମାନ୍ୟତା ଅଛି କି ନବରାତ୍ରି ର ୯ ଦିନରେ ମାତା ଦୁର୍ଗା ନିଜର ବିଭିନ୍ନ ରୂପରେ ଆପଣଙ୍କ ଘରେ ପ୍ରବେଶ କରିଥାନ୍ତି । ଏବଂ ମାତା ଙ୍କୁ ବିଧି ବିଧାନ ସହିତ ପୂଜା ଅର୍ଚ୍ଚନା କରାଯାଇଥାଏ । ଏହି ପରି ମନା ଯାଇଥାଏ କି ଯଦି କୌଣସି ବ୍ୟକ୍ତି ଏହି ଦିନରେ ମାତା ଲକ୍ଷ୍ମୀ ଙ୍କୁ ସ୍ୱଚ୍ଛ ମନରେ ପୂଜା କରିଥାଏ ତେବେ ନିଶ୍ଚିନ୍ତ ଭାବରେ ତାହାର ସବୁ ମନସ୍କାମନା ପୂରଣ ହୋଇଥାଏ ।

ଆଜି ଆମେ ନବରାତ୍ରି ସହିତ ଜଡ଼ିତ ଏପରି ଏକ ଉପାୟ ବିଷୟରେ କହିବୁ ଯାହା ଆପଣ ଶ୍ରଦ୍ଧା ର ସହିତ କରିବେ ତେବେ ଆପଣଙ୍କର ସବୁ ଇଚ୍ଛା ପୂରଣ ହେବ । ଧନର ଦେବୀ ମାତା ଲକ୍ଷ୍ମୀ ଙ୍କ କୃପା ସର୍ବଦା ଆପଣଙ୍କ ଉପରେ ରହିବ । ସବୁ ସମସ୍ୟା ଦୂର ହେବ । ସବୁ ଦୁଃଖ କଷ୍ଟ ଦୁର ହେବ । ଆପଣଙ୍କ ଜୀବନରେ ଖୁସି ହିଁ ଖୁସି ଆସିବ । ତେବେ ଚାଲନ୍ତୁ ସେହି ଉପାୟ ବିଷୟରେ ଜାଣିବା ।

ସର୍ବ ପ୍ରଥମେ ଗୋଟିଏ ୧୦ ଟଙ୍କିଆ କଏନ ଏବଂ ଗୋଟିଏ ଟଙ୍କିକିଆ କଏନ ନିଅନ୍ତୁ । ତା ପରେ ଏହି ଟଙ୍କା କୁ ନେଇ ସେହି ସ୍ଥାନରେ ରଖନ୍ତୁ ଯେଉଁ ସ୍ଥାନରେ ଆପଣ ମାତା ଙ୍କୁ ସ୍ଥାପିତ କରିବେ । ତାପରେ ବିଧି ବିଧାନ ଅନୁସାରେ ମାତା ଙ୍କୁ ପୂଜା ଅର୍ଚ୍ଚନା କରନ୍ତୁ । ଏହି ଉପାୟକୁ ସମସ୍ତେ କରିପାରିବେ ।

ତାପରେ ମାତା ଦୁର୍ଗା ଙ୍କ ନିକଟରେ ନିଜର ସବୁ ମନସ୍କାମନା ପୂରଣ କରିବାପାଇଁ ପାର୍ଥନା କରନ୍ତୁ । ପୂଜା ସାରିବା ପରେ ଏହି ଟଙ୍କା କୁ କୌଣସି କନ୍ୟା କୁ ଦେଇଦିଅନ୍ତୁ । ଏହି ପରି କରିବାଦ୍ୱାରା ଆପଣଙ୍କର ସବୁ ଇଚ୍ଛା ପୂରଣ ହେବ । ଏବଂ ମାତା ଦୁର୍ଗା ଙ୍କ ଆଶୀର୍ବାଦ ସବୁବେଳେ ଆପଣଙ୍କ ଉପରେ ରହିବ ।

ତେବେ ଏହି ନବରାତ୍ରିରେ ଯଦି ନିଜର ମନସ୍କାମନା ପୁରଣ କରିବାକୁ ଚାହୁଁଛନ୍ତି ଏବଂ ମାତା ଦୁର୍ଗା ଙ୍କ କୃପା ଲାଭ କରିବା ପାଇଁ ଚାହୁଁଛନ୍ତି ତେବେ ଏହି ଉପୟକୁ ନିଶ୍ଚିନ୍ତ ଭାବରେ କରନ୍ତୁ । ମାତା ଦୁର୍ଗା ଙ୍କ କୃପାରୁ ଆପଣଙ୍କ ସବୁ ଦୁଃଖ କଷ୍ଟ ଦୁର ହେବ । ଆପଣଙ୍କ ଆଗାମୀ ସମୟ ଆନନ୍ଦମୟ ରହିବ ।

ତେବେ ମାତା ଦୁର୍ଗା ଙ୍କ କୃପା ଲାଭ କରିବା ପାଇଁ କମ୍ମେନ୍ଟ ରେ ଲେଖନ୍ତୁ ଜୟ ମା ଦୁର୍ଗା । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।