ମହିଳାମାନେ ସାବଧାନ ! ଦେଖନ୍ତୁ ଝିଅ ମାନଙ୍କୁ ହାର୍ଟଟାକ୍ ଆସିବାର ଲକ୍ଷଣ ଓ ଜାଣନ୍ତୁ କେମିତି ଏଥିରୁ ନିଜକୁ ବଞ୍ଚାଇବେ (Health tips)

ବର୍ତ୍ତମାନ ସମୟରେ ହାର୍ଟ ଆ-ଟା-କ ଅର୍ଥାତ ହୃ-ଦ ରୋଗ ଏକ ଏମିତି ରୋଗ ଅଟେ ଯେଉଁ କାରଣରୁ ପ୍ରତିଦିନ କାହାର ନା କାହାର ମୃ-ତ୍ୟୁ ହୋଇ ଥାଏ । ଯଦି କାହାକୁ ହାର୍ଟ ଆ-ଟା-କ ଥରେ ହୋଇଛି ତେବେ ଏହା ପରେ ଏହି ସ୍ଥିତି ଆହୁରି ଅଧିକ ଗମ୍ଭୀର ହୋଇ ପାରେ । କିନ୍ତୁ ମହିଳାଙ୍କ କ୍ଷେତ୍ରରେ ଏହା ଆହୁରି ଅଧିକ ବି-ପ-ଦ ଜନକ ଅଟେ । କାରଣ ମହିଳା ଓ ପୁରୁଷମାନଙ୍କ ଶାରୀରିକ ଗଠନ ଅଳ୍ପ ଭିନ୍ନ ଅଟେ । ମହିଳାଙ୍କ ପାଖରେ ଯେଉଁ ହାର୍ଟ ଆ-ଟା-କ-ର ଲକ୍ଷଣ ଦେଖାଯାଏ ତାହା ପୁରୁଷମାନଙ୍କ ଠାରୁ ଅଳ୍ପ ଭିନ୍ନ ଅଟେ ।

ସେଥିପାଇଁ ପୁରୁଷ ଓ ମହିଳାମାନଙ୍କ ହାର୍ଟ ଆ-ଟା-କ-ର ଲକ୍ଷଣକୁ ବୁଝିବା ବହୁତ କଷ୍ଟ ହୋଇଥାଏ । ଆଜି ଆମେ ଆପଣଙ୍କୁ ମହିଳାଙ୍କ ନିକଟରେ ଦେଖା ଯାଉଥିବା କିଛି ହୃ-ଦ-ଘା-ତର ଲକ୍ଷଣ ବିଷୟରେ କହିବୁ । ଯାହାକୁ ମହିଳାମାନେ ଅଣଦେଖା କରନ୍ତୁ ନାହିଁ ।

ମହିଳାଙ୍କ ହୃଦୟ ପୁରୁଷଙ୍କ ତୁଳନାରେ ସାମାନ୍ୟ ଛୋଟ ହୋଇଥାଏ, ମହିଳା ମାନଙ୍କ ହୃଦୟ ବହୁତ ପତଳା । ପୁରୁଷମାନଙ୍କ ହୃଦୟ ଅପେକ୍ଷା ୧୦ ପ୍ରତିଶତ କମ ରକ୍ତ ସଂଚାଳନ କରିଥାଏ । ସେଥିପାଇଁ ମହିଳାମାନେ ନିଜ ହୃଦୟର ଅଧିକ ଧ୍ୟାନ ଦେବା ଉଚିତ । ଯେତେବେଳେ କାହାକୁ ବି ହା-ର୍ଟ ଆ-ଟା-କ ଆସିଥାଏ ତେବେ ସେମାନେ ନିଜ ହୃଦୟରେ ଯ-ନ୍ତ୍ର-ଣା ଅନୁଭବ କରିଥାନ୍ତି । କିନ୍ତୁ ଏହା ମହିଳାମାନଙ୍କ ସହ ହୋଇ ନ ଥାଏ ଏହା କେବଳ ପୁରୁଷଙ୍କ ସହ ହିଁ ହୋଇଥାଏ ।

ବିଶେଷଜ୍ଞମାନଙ୍କ ଅନୁସାରେ ହାର୍ଟ ଆ-ଟା-କ ଆସିବାର କିଛି ସମୟ ପୂର୍ବରୁ ମହିଳାମାନଙ୍କ ହୃଦୟରେ ଯ-ନ୍ତ୍ର-ଣା ହୁଏ ନାହିଁ, ଅଥବା ହାର୍ଟ ଆ-ଟା-କ-ର ୧ ରୁ ୨ ସପ୍ତାହ ପୂର୍ବରୁ ସେମାନେ ହୃଦୟରେ ଯ-ନ୍ତ୍ର-ଣା ଅନୁଭବ କରିଥାନ୍ତି । ଯାହାକୁ ମହିଳାମାନେ ଅଣଦେଖା କରନ୍ତି । ମଧୁମେହ, ଉଚ୍ଚ ରକ୍ତଚାପ ଓ ମୋଟାପା ଯୋଗୁ ବି ମହିଳାମାନଙ୍କୁ ହାର୍ଟ ଆ-ଟା-କ ଆସିପାରେ । କହି ପାରିବେ କି ପୁରୁଷମାନଙ୍କ ତୁଳନାରେ ମହିଳାମାନେ ହାର୍ଟ ଆ-ଟା-କ-ର ଅଧିକ ଶି-କା-ର ହୋଇଥାନ୍ତି ।

ବୁଦ୍ଧା ଅବସ୍ଥାରେ ପୁରୁଷଙ୍କ ତୁଳନାରେ ମହିଳାମାନେ ହାର୍ଟ ଆ-ଟା-କ-ର ଆଶଙ୍କା ଅଧିକ ଥାଏ । ୬୦ ବର୍ଷ ପରେ କିଛି ରୋଗ ଏମିତି ଅଛି ଯାହାକି ମହିଳାମାନଙ୍କ ହୃ-ଦ-ଘା-ତକୁ ଆଶଙ୍କାକୁ ଅଧିକ କରିଦିଏ । ହାର୍ଟ ଆ-ଟା-କ ଆସିଲେ ପୁରୁଷମାନଙ୍କ ଭଳି ମହିଳାମାନେ ଯ-ନ୍ତ୍ର-ଣା ଅନୁଭବ କରନ୍ତି ନାହିଁ ଅଥବା ସେମାନେ ଅସହଜ ଅନୁଭବ କରନ୍ତି । ଯଦି ମହିଳାମାନଙ୍କୁ ହାର୍ଟ ଆ-ଟା-କ ଆସୁଛି ତେବେ ସେହି ସମୟରେ ସେମାନଙ୍କ ହାତ, ପିଠି, ବାହୁ ଓ ଅଣ୍ଟାରେ ଯ-ନ୍ତ୍ର-ଣା ହୋଇଥାଏ ।

ହାର୍ଟ ଆ-ଟା-କ ପୂର୍ବରୁ ମହିଳାମାନଙ୍କ ପେଟରେ ବି ଯ-ନ୍ତ୍ର-ଣା ହୋଇଥାଏ । ଯାହାକୁ ନଜର ଅନ୍ଦାଜ କରିଲେ ଆପଣ ହିଁ ଆଗକୁ ଯାଇ ସମସ୍ୟାରେ ପଡିବେ । ହାର୍ଟ ଆ-ଟା-କ ଆସିବା ପୂର୍ବରୁ ମହିଳାମାନେ କ୍ଳାନ୍ତ ଅନୁଭବ କରିଥାନ୍ତି । ନିଶ୍ଵାସ ନେବାରେ ଅସୁବିଧା ହୁଏ, ମୁଣ୍ଡ ହାଲୁକା ଲାଗିବ, ଶୀତ ଦିନ ଝାଳ ବାହାରିବା ବି ହାର୍ଟ ଆ-ଟା-କ-ର ଲକ୍ଷଣ ହୋଇଥାଏ ।