Chanakya Niti- ମହିଳା ମାନଙ୍କ ଏହି 3ଟି ଭୁଲ ସ୍ୱାମୀ କୁ ବନେଇଦିଏ ଗରିବ

ବନ୍ଧୁଗଣ ଘରେ ଏମିତି କିଛି ସଙ୍କେତ ମିଳିଥାଏ ଯାହା ଆଗାମୀ ସମୟରେ କଣ ଘଟିବାକୁ ଯାଉଛି ତାହା ଜଣା ପଡିଥାଏ । କିନ୍ତୁ ଏହା କିଛି ଲୋକେ ବୁଝିଥାନ୍ତି ତ ଆଉ କିଛି ବୁଝି ପାରନ୍ତି ନାହି । ଜ୍ୟୋତିଷଙ୍କ ଅନୁସାରେ ଯେବେ ଘରେ ଦରିଦ୍ରତା ଆସିବାର ସମ୍ଭାବନା ରହିଥାଏ ତେବେ ଘରେ ଛୋଟ ଛୋଟ କଥା ଇସାରା ମିଳିଥାଏ । ଆଜି ଆମେ ଆପଣ ମାନଙ୍କୁ ଦରିଦ୍ରତା ବଢିବାର କେଉଁ ସବୁ କାରଣ ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ । ଘରେ ଦରିଦ୍ରତା ଆସିବାର ପ୍ରଥମ ସଂକେତ ହେଉଛି ତୁଳସୀ ଗଛ ଶୁଖିଯିବା ।

ଏହା ବ୍ଯତୀତ ଖାଇବାରେ ଯଦି କଳା ପିମ୍ପୁଡି ପଡିଯାଏ ତେବେ ଆପଣଙ୍କର ଖରାପ ସମୟର ସୂଚନା ମିଳିଥାଏ । ଯଦି ଘରେ ଲାଗିଥିବା ଗଛ ପତ୍ର ଶୁଖିଯାଏ ତେବେ ଏହା ଖରାପ ସୂଚନା ଦେଇଥାଏ । ତେଣୁ ଘରର ଗଛ ଗୁଡିକ ସର୍ବଦା ସତେଜ ରହିବା ଉଚିତ । ଘରେ ଝାଡୁ ମା ଲକ୍ଷ୍ମୀଙ୍କ ପ୍ରତୀକ ହୋଇଥାଏ । ଝାଡୁ ଦ୍ଵାରା ଘରର ଅଳିଆ ବାହାରୁ ବାହାର କରାଯାଏ । ଏହା ଦ୍ଵାରା ଘରକୁ ସୁଖ ସମୃଦ୍ଧିର ଆଗମନ ହୋଇଥାଏ । ଝାଡୁରେ ପାଦ ରଖିବା ଅନୁଚିତ । ଏହା ଦ୍ଵାରା ମା ଲକ୍ଷ୍ମୀଙ୍କ ଅପମାନ ହୋଇଥାଏ ।

ଯଦି ଘରର ଛୋଟ ପିଲା ମାନେ ଅଚାନକ ଝାଡୁ ମରିଥାନ୍ତି ତେବେ ଆପଣଙ୍କ ଘରେ ଅତିଥିଙ୍କ ଆଗମନ ହେବାର ସୂଚନା ମିଳିଥାଏ । ଭୋଜନ କରିବା ପୂର୍ବରୁ ଝାଡୂ ଲଗାଇଲେ ଶୁଭ ହୋଇଥାଏ । ଝାଡୁକୁ ଠିଆ କରି ରଖିଲେ ଅଶୁଭ ହୋଇଥାଏ । ସୂର୍ଯ୍ୟାସ୍ତ ପରେ ଘରେ ଝାଡୁ ମାରନ୍ତୁ ନାହି । ଘରର କୌଣସି ସଦସ୍ୟ ବାହାରକୁ ଗଲେ ତୁରନ୍ତ ଝାଡୁ ଲଗାନ୍ତୁ ନାହି । ଝାଡୁକୁ ଲୁଚାଇ ରଖିବା ଉଚିତ । ବାସ୍ତବ ବିଜ୍ଞାନ ଅନୁସାରେ ଯେଉଁ ଲୋକ ଝାଡୁ ପାଇଁ ସ୍ଵତନ୍ତ୍ର ସ୍ଥାନ ନ ରଖି ଏଣେତେଣେ ପକାଇଥାନ୍ତି ସେମାନେ ଆର୍ଥିକ ଅଭାବର ସାମନା କରିଥାନ୍ତି ।

ଗାଈ ବା କୌଣସି ପଶୁଙ୍କୁ ଝାଡୁରେ ମାରିବା ଅନୁଚିତ । ଯେଉଁ ଘରେ କ୍ଷୀର ଅଚାନକ ଉତୁରୁଥାଏ ସେହି ଘରେ ଧନ ହାନି ହେବା ସହ ରୋଗ ହେବାର ସୂଚନା ମିଳିଥାଏ । ଯଦି ଘରେ ବାରମ୍ବାର କ୍ଷୀର ଉତୁରୁଥାଏ ତେବେ ଏହା ଅଶୁଭ ହୋଇଥାଏ । ଘରକୁ ଫେରିବା ପରେ ଝିଟିପିଟି ଦେଖାଯାଏ ତେବେ ଆପଣଙ୍କର ଖରାପ ସମୟ ଆରମ୍ଭ ହେବାର ସୂଚନା ମିଳିଥାଏ । ନୂଆ ଘର ନେଇଛନ୍ତି ଓ ସେଠାରେ ମୃତ ଝିଟିପିଟି ଦେଖନ୍ତି ତେବେ ଗୃହ ପ୍ରବେଶ କରିବା ପୃବରୁ ଘରେ ହୋମ କରନ୍ତୁ ।

ଯଦି ଆପଣ ଏମିତି ନ କରିବେ ତେବେ ସେହି ଘରେ ରହୁଥିବା ବ୍ୟକ୍ତି ସର୍ବଦା ରୋଗାଗ୍ରସ୍ତ ହୋଇଥାଏ । ଯଦି ଅଜାଣତରେ ଝିଟିପିଟି ମଥା ଉପରେ ପଡିଥାଏ ତେବେ ଧନ ଆଗମନର ସୂଚନା ମିଳିଥାଏ । ଯଦି ଝିଟିପିଟି ଆପଣଙ୍କ ମୁଣ୍ଡ ଉପରେ ପଡେ ତେବେ ଆପଣଙ୍କ ଜୀବନରେ ବଡ ବିପଦ ଆସିବାର ସୂଚନା ମିଳିଥାଏ । ମହିଳାଙ୍କର ବାମ ଆଖି ଡେଇଁବାର ଅର୍ଥ ହେଉଛି ଜୀବନରେ କିଛି ଭଲ ହେବାକୁ ଯାଉଛି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।