ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବାସ୍ତୁଶାସ୍ତ୍ର ଏକ ଏପରି ଶାସ୍ତ୍ର ଅଟେ । ଆପଣଙ୍କର କରୁଥିବା ନୀତିଦିନିଆ କାର୍ଯ୍ୟକଳାପ ସହ ଜଡିତ ଅଟେ । କେଉଁ ସବୁ କାର୍ଯ୍ୟ କେଉଁ ସବୁ ନୀତିନିୟମ ସହ କରିବା ଉଚିତ । ତାହା ସମସ୍ତ କଥାର ନିୟମ ବାସ୍ତୁ ଶାସ୍ତ୍ରରେ ଲେଖା ହୋଇରହିଅଛି । ତେବେ ଲୁଗା ସଫା ଠାରୁ ନେଇକୁ ଲୁଗା ତୋଳିବା ପର୍ଯ୍ୟନ୍ତ ସଠିକ ବିଧି ବିଷୟରେ ଚାଲନ୍ତୁ ଆଲୋଚନା କରିବା । ରାତ୍ରି କିମ୍ବା ସନ୍ଧ୍ୟା ସମୟରେ ପୋଷାକ ସଫା କରିବା ଅନୁଚିତ ଅଟେ ।

ଏପରି ସନ୍ଧ୍ୟା କିମ୍ବା ରାତ୍ରି ସମୟରେ ଲୁଗାପଟା କରିବା ଦ୍ଵାରା ଘରର ସ୍ଵାସ୍ଥଜନିତ ସମସ୍ଯା ଦେଖା ଦେଇଥାଏ । ସଫା କରିଥିବା ଘରର ଲୁଗାପଟାକୁ ଘରର ଛାତ ଉପରେ ମଧ୍ୟ ଶୁଖାଇବା ଅନୁଚିତ । କାରଣ ଏପରି କରିବା ଦ୍ଵାରା ଏହା ଘରର ବାସ୍ତୁ ଉପରେ କୁପରିଣାମ ପକାଇଥାଏ । ଯାହା ଦ୍ଵାରା ଘରର ଆୟମାର୍ଗରେ ବାଧା ଆସିଥାଏ ।
ତେଣୁ ଘରର ବାରି, ଅଗଣା ନଚେତ ଘର ମଧ୍ୟରେ ବ୍ୟବସ୍ଥା କରି ଲୁଗା ଶୁଖାଇବା ଉଚିତ । ବୃହସ୍ପତି ବା ଗୁରୁବାର ଦିନ ଘରର ମଇଳା ଲୁଗାପଟା ସଫା କରିବା ଜମାରୁ ମଧ୍ୟ ଉଚିତ ନୁହେଁ । କାରଣ ଏହି ଗୁରୁବାର ମା’ ଲକ୍ଷ୍ମୀଙ୍କର ବାର ହୋଇଥାଏ । ଯଦି ଆପଣ ଏହି ଦିନ ଲୁଗା, ପୋଷାକ ଆଦି ସଫାସଫି କାର୍ଯ୍ୟ କରିଥାନ୍ତି ।

ତେବେ ତାହା ଘର ମଧ୍ୟରୁ ମା’ ଲକ୍ଷ୍ମୀଙ୍କର ବାସ ଛଡାଇବା ଦେବା ସହ ସମାନ ଅଟେ । ଘରର ସଦସ୍ୟ କେହି ମଧ୍ୟ ଚିରାଫଟା ଆଦି ପୋଷାକ ପରିଧାନ କରିବା ଉଚିତ ନୁହେଁ । ବିଶେଷ କରି ଘରର ମହିଳା ଚିରାଫଟା ବସ୍ତ୍ର ପିନ୍ଧିବା ଅନୁଚିତ । କେବେବି ଘରର ପୋଷାକପଟା ଗୁଡିକୁ ମଇଳା କରି ଏଣେତେଣେ ଫିଙ୍ଗିବା ଉଚିତ ନୁହେଁ ।
ଏପରି କରିବା ଦ୍ଵାରା ଘର ପ୍ରତି ନକରାତ୍ମକ ଶକ୍ତିର ପ୍ରଭାବ ବଢିବାକୁ ଲାଗିଥାଏ । ଯାହା ଘରର ଉନ୍ନତିରେ ବାଧା ସୃଷ୍ଟି କରିଥାଏ । ଘରର ଲୁଗା, ପୋଷାକ ସମସ୍ତ ଏହି ସମସ୍ତ ଜିନିଷକୁ ପ୍ରତିଦିନ ପରିଷ୍କାର ଓ ପରିଚ୍ଛନ କରି ରଖିବା ଉଚିତ ।ଏଥିସହ ସେହି ସମସ୍ତ ଲୁଗାପଟାକୁ ଭାଙ୍ଗି ସଜାଡି କରି ରଖିବା ହିଁ ଉଚିତ । ଏପରି କରିବା ଦ୍ଵାରା ମା’ ଲକ୍ଷ୍ମୀଙ୍କର ବିଶେଷ କୃପା ସେହି ଘର ଉପରେ ପଡିଥାଏ ।

ଏହା ସହ ଘରର ଆର୍ଥିକ ଉନ୍ନତି ମଧ୍ୟ ମା’ ଲକ୍ଷ୍ମୀଙ୍କର ଅଶେଷ କୃପାରୁ ହୋଇଥାଏ । ତେଣୁ ଘରର ମହିଳା ମାନେ ଘରର ପୋଷାକପତ୍ର ସଫା କରିବା ଠାରୁ ନେଇ ଲୁଗା ସଫା କରିବା ପର୍ଯ୍ୟନ୍ତ ବାସ୍ତୁ ଶାସ୍ତ୍ରରେ ଥିବା ସମସ୍ତ ନିୟମ ମାନି କରି କାମ କରିବା ଉଚିତ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ