ଲୋକଙ୍କ ବ୍ୟାଙ୍କ ଖାତାକୁ ହଜାର ହଜାର ଟଙ୍କା କିଏ ପଠାଉଥିଲା, ଏବେ ସତ ଜଣାପଡିଲା !

ବ୍ଯାଙ୍କ ଖାତା କୁ ଆସୁଥିଲା ଟଙ୍କା । ମନକୁ ମନ ଆସୁଥିଲା ହଜାର ହଜାର ଟଙ୍କା । କେଉଁଠୁ ଆସୁଥିଲା କେହି ଜାଣି ପାରୁ ନ ଥିଲେ । ହଁ ଦର୍ଶକ ବନ୍ଧୁ ଲୋକଙ୍କ ବ୍ଯାଙ୍କ ଖାତା କୁ ଆପେ ଆପେ ଆସୁଥିଲା ଟଙ୍କା । ଆକାଉଣ୍ଟ ଧାରୀ ଙ୍କ ଖାତା ରେ ଆପେ ଆପେ ଜମା ହେଉଥିଲା ହଜାର ଟଙ୍କା । ଏତେ ଟଙ୍କା ଲୋକଙ୍କ ପାଖକୁ କିଏ ପଠାଉଥିଲା ସେ କଥା କେହି ଜାଣିପାରୁ ନ ଥିଲେ । ଏହାରି ଭିତରେ ମନରେ ଭୟ ଆସୁଥିଲା ଆଉ ସନ୍ଦେହ ବି ଆସୁଥିଲା ।

ଆଉ ଲୋଭ ବି ଆସୁଥିଲା ଲୋକଙ୍କ ମନ ରେ । ବ୍ଯାଙ୍କ ଖାତା ରେ ଆପେ ଆପେ ହଜାର ହଜାର ଟଙ୍କା ଆସୁ ଥିବାର ଜାଣି ବ୍ଯାଙ୍କ ଆଗରେ ଗହଳି ଜମୁ ଥିଲା । କାଳେ ଭୁଲରେ କେହି ଟଙ୍କା ଦେଇ ଦେଇଛି ପୁଣି କାଢି ନେଇଯିବ ସେଥିପାଇଁ ଆସୁଥିବା ଟଙ୍କା କୁ ଉଠାଇବାକୁ ବ୍ଯାଙ୍କ ରେ ଲମ୍ବା ଲାଇନ ଲାଗୁଥିଲା । ଏଭଳି ଅଭାବନୀୟ ଦ୍ରୁଶ୍ଯ ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ମାଟିପଡା ସ୍ଥିତ ଓଡିଶା ଗ୍ରାମ୍ୟ ଶାଖା ରେ ।

ବ୍ଯାଙ୍କ ଆଗରେ ଏମିତି ଭିଡ ଲାଗିଲା କି ଶେଷରେ ପୋଲିସ ବି ହଇରାଣ ହୋଇଗଲା । ଟଙ୍କା ଆକାଉଣ୍ଟ କୁ ଆସୁଥିଲା ଆଉ ଲୋକେ ଆସି ଉଠାଇ ନେଉଥିଲେ । ହେଲେ ଏହି ଟଙ୍କା କେଉଁଠୁ ଆସୁଥିଲା, କିଏ ଓ କାହିଁକି ଆକାଉନ୍ଟ କୁ ଟଙ୍କା ପଠାଉ ଥିଲା ସେ କଥା ଜାଣିବାର ଆବଶ୍ୟକତା ଥିଲା । ଯାହାର ସତ ଏବେ ସାମ୍ନା କୁ ଆସିଛି । ଏ ବିଷୟରେ ସୂଚନା ଦେଇଛନ୍ତି ଗ୍ରାମ୍ୟ ବ୍ଯାଙ୍କ କର୍ତ୍ତୁପକ୍ଷ ।

ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନାରେ ହିତାଧିକାରୀ ଙ୍କ ଆକାଉଣ୍ଟ କୁ ଟଙ୍କା ଆସୁଛି ବୋଲି ଶାଖା ପରିଚାଳକ ସୂଚନା ଦେଇଛନ୍ତି । ଆଉ ଏ କଥା ଜାଣିବା ଗ୍ରାହକ ଙ୍କ ମନରୁ ଦ୍ଵନ୍ଦ ଦୂର ହୋଇଛି । ତେବେ ଗ୍ରାହକ ଙ୍କ ମନରୁ ଏବେ ସନ୍ଦେହ ଦୂର ହୋଇଛି ଯେ ତାଙ୍କ ବ୍ଯାଙ୍କ ଖାତା କୁ ଏତେ ଗୁଡାଏ ଟଙ୍କା କେଉଁଠୁ ଆସୁଥିଲା ।

ଯାହା ଜାଣିବା ପରେ ଗ୍ରାହକ ମାନେ ଏବେ ଆଶ୍ଵସ୍ତି ଲାଭ କରିଛନ୍ତି । ତେବେ ଏତେ ଗୁଡାଏ ଟଙ୍କା ଆସିବା ଦେଖି ଗ୍ରାହକ ମାନେ ଦ୍ଵନ୍ଦ ରେ ପଡି ଯାଇଥିଲେ । ଆଉ ଟଙ୍କା ଲୋଭରେ ବ୍ଯାଙ୍କ ଆଗରେ ଯେଉଁ ଗହଳି ହେଉଥିଲା ଏବେ ତାହା ନିୟନ୍ତ୍ରଣ କୁ ଆସି ଯାଇଛି । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।