ମଜାଦାର ଜୋକ ର ଅର୍ଥ ଏହା ଅଟେ କି ଲୋକମାନେ ଏହି ଜୋକ ଗୁଡିକୁ ପଢି ଚିନ୍ତା ମୁକ୍ତ ହୋଇ ହସିବେ । ଏମିତିରେ ଆମେ ଆପଣଙ୍କ ପାଇଁ କିଛି ଜୋକ ନେଇ ଆସିଛୁ । ଏହି ଜୋକ କୁ ପଢି ଆପଣ ହସି ହସି ଗଡିଯିବେ । ନିଜର ହସକୁ ଅଟକାଇ ପାରିବେ ନାହିଁ । କୁହାଯାଏ କି ଖୁସିରେ ରହିବା ଆମ ଶରୀର ପାଇଁ ବହୁତ ଲାଭକାରୀ ହୋଇଥାଏ ।
ଜୋକ – ୧
ଝିଅ – ok, f9 I will talk 2 u t9i8,
w8 4 me.
ମୁଁ – ଭଉଣୀ ହିନ୍ଦୀ କିମ୍ବା ଇଙ୍ଗ୍ଲିଶରେ କଥାବାର୍ତ୍ତା କର, ଗଣିତରେ ମୁଁ ପିଲାଦିନୁ ହିଁ କମଜୋର ଅଛି ।
ଜୋକ – ୨
ବାପା – ତୁ ସିଗାରେଟ ଟାଣୁଛୁ ?
ପୁଅ – ନା ବାପା, ମୁଁ ତ ଆଜି ପର୍ଯ୍ୟନ୍ତ ସିଗାରେଟକୁ ଛୁଇଁ ନାହିଁ…..
ବାପା – ତେବେ ୧୦ ଟଙ୍କା ନେଇ ମୋ ପାଇଁ ଏକ ଗୋଲ୍ଡ ଫ୍ଲେକ ନେଇ ଆସ
ପୁଅ – ୨ ଟଙ୍କା ଆଉ ଦିଅ, ଗୋଲ୍ଡ ଫ୍ଲେକ ୧୨ ଟଙ୍କାରେ ଆସେ
ବାପା ଚପଲରେ ମାରି ମାରି ପୁଅକୁ କହିଲା –
ବାପା ମୂର୍ଖ ଭାବୁଛୁ
ଜୋକ – ୩
ବାପା – ପୁଅ ମୁଁ ତୋ ପାଇଁ ଗୋଟିଏ ଝିଅ ଦେଖିଛି ।
ସେ ରୂପବତୀ, ଗୁଣବତୀ ଓ ସରସ୍ଵତୀ ଅଟେ ।
ପୁଅ – କିନ୍ତୁ ବାପା ମୁଁ ଅନ୍ୟ ଏକ ଝିଅକୁ ପ୍ରେମ କରୁଛି ।
ଓ ସେ ଗର୍ଭବତୀ ଅଛି ।
ଜୋକ – ୪
ଗୋଟିଏ ଗରିବ ବ୍ୟକ୍ତି କହିଲା, ‘ଏହିଭଳି ଜୀବନ ଠାରୁ ମରିଯିବା ଭଲ’
ଅଚାନକ ଯମଦୂତ ଆସିଲେ ଓ କହିଲେ….
‘ତୁମର ଜୀବନ ନେବାକୁ ଆସିଛୁ’
ଗରିବ ବ୍ୟକ୍ତି – ବର୍ତ୍ତମାନ ଗରିବ ବ୍ୟକ୍ତି ଥଟ୍ଟା ବି କରି ପାରିବ ନାହିଁ
ଜୋକ – ୫
ପପୁ (ରାଜୁ କୁ) – ଜାଣିଛୁ ମୋତେ ସବୁଠୁ ଅଧିକ ଗର୍ବ କେତେବେଳେ ହୋଇଥାଏ ?
ରାଜୁ – କେତେବେଳେ ଭାଇ ?
ପପୁ – ଯେତେବେଳେ ପରୀକ୍ଷାରେ କିଛି ଆସୁ ନ ଥିବ
ଓ ପଛରେ ଟିଚର ଆସି କହିବେ କି
‘କପି ଲୁଚାଅ ପଛ ପିଲା ଦେଖୁଛି’
ସେତେବେଳେ ମୋର ଛାତି ଚଉଡା ହୋଇଯାଏ
ଜୋକ – ୬
ସ୍ଵାମୀ ଓ ସ୍ତ୍ରୀ ମନ୍ଦିରକୁ ଗଲେ….
ସ୍ଵାମୀ (ସ୍ତ୍ରୀ କୁ) – ତୁମେ କଣ ମାଗିଲ ?
ସ୍ତ୍ରୀ – ଏହି କି ତୁମେ ଓ ମୁଁ ସାତ ଜନ୍ମ ପର୍ଯ୍ୟନ୍ତ ଏକାଠି ରହିବା
ସ୍ତ୍ରୀ – ଆଉ ତୁମେ କଣ ମାଗିଲ ?
ସ୍ଵାମୀ – ଭଗବାନଙ୍କ ଦୟାରୁ ଏହା ଆମର ସପ୍ତମ ଜନ୍ମ ହେଇଥାଉ
ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।