ଖସା ର ଔଷଧୀୟ ଗୁଣ, ଜାଣନ୍ତୁ ଖସା ଖାଇବାର ଠିକ ଉପାୟ

ଖସାର ପ୍ରାୟତଃ ଲୋକମାନେ ଫ୍ଲେକ୍ସ ସୀଡ୍ସ ନାମରେ ଜାଣନ୍ତି । ଏହା ଏକ ଏମିତି ଖାଦ୍ୟ ପଦାର୍ଥ ଅଟେ, ଯାହାକୁ କୌଣସି ବି ରୂପରେ ଖାଇ ପାରିବେ । ଖସା ର ମଞ୍ଜି ମଧ୍ୟରେ ବହୁତ ପ୍ରକାର ଔଷଧୀୟ ଗୁଣ ଅଛି ଯାହା ଆମକୁ ବିଭିନ୍ନ ପ୍ରକାରର ରୋଗରୁ ବଞ୍ଚାଇ ଥାଏ । ଆଜି ଆମେ ଆପଣଙ୍କୁ ଏହି ଆର୍ଟିକିଲ ରେ ଖସାର ଔଷଧୀୟ ଗୁଣ ବିଷୟରେ କହିବାକୁ ଯାଉଛୁ ।

ଖସାରେ ଥିବା ପୋଷାକ ତତ୍ଵ

·    ଗୋଟିଏ ଚାମଚ ଖସାରେ ପଖାପାଖି ୫୫ କ୍ୟାଲୋରିଜ ଥାଏ ।

·    ଏଥିରେ ୩ ଗ୍ରାମ ଫାଇବର ଏବଂ ୨ ଗ୍ରାମ ପ୍ରୋଟିନ ମଧ୍ୟ ଅଛି ।

·    ୪୦ ମିଲିଗ୍ରାମ ଭଳି ମ୍ୟାଗ୍ନେଶିୟମ

·    ୦.୩ ମିଲିଗ୍ରାମ ମୈଂଗନୀଜ

·    ପାଖାପାଖି ୬୫ ମିଲିଗ୍ରାମ ଫସ୍ଫୋରସ

·    ୦.୧ ମିଲିଗ୍ରାମ କପର

·    ୦.୨ ମିଲିଗ୍ରାମ ଭିଟାମିନ B

·    ୩ ମିଲିଗ୍ରାମ ସେଲେନିୟମ ତତ୍ୱ

ଖସାର ଔଷଧୀୟ ଗୁଣ

୧. ଆର୍ୟୁବେଦ ଭାଷାରେ ଖସାକୁ ମଂଦଗଂଧଯୁକ୍ତ, ବଲକାରୀ, କଫବାତ କାରକ, କିଂଚିତ, କଷ୍ଟରୁ ଉପସମ ଭଳି ଔଷିଧି କୁହା ଯାଇଥାଏ ।

୨. ଯଦି ଆପଣଙ୍କୁ ରକ୍ତ, ଥଣ୍ଡା ଏବଂ ମୁତ୍ର ସମ୍ବନ୍ଦିତ କୌଣସି ପ୍ରକାର କିଛି ଅସୁବିଧା ଥିବ ଯଦି ଖସାକୁ ଗରମ ପାଣିରେ ପକାଇ ଏହା ସହିତ ଏକ ତୃତୀୟାଁଶ ମୁଲେଠି ଚୂନ ମିଶାଇ କାଢା ତିଆରି କରି ପିଅନ୍ତୁ ।

୩. ଖସାକୁ ଓମେଗା – ୩ ଫେଟି ଏସିଡ ଭାରି ମାତ୍ରାରେ ରହିଥାଏ ଯାହାକି ମନୁଷ୍ୟ ଶରୀରକୁ ସୁସ୍ଥ ରଖିବା ପାଇଁ କାମ ରେ ଆସିଥାଏ ।

୪. ଖସାରେ ଆଲ୍ଫା ଲୀଣୋଲେନିକ ଏସୀଡ ମିଳିଥାଏ ଯାହାକି ଗଣ୍ଠି ଏବଂ ଜୋଡର ଦରଜ ପାଇଁ ରାମବାଣର କାମ କରିଥାଏ ।

୫. ଗର୍ଭବତୀ ମହିଳା ମାନେ ଖସାକୁ ଖାଇ ପାରିବେ ।

୬. ଖସାରୁ ମିଳୁଥିବା ଫାଇବର ଓଜନ କମେଇବା ପାଇଁ ଅଧିକ ଉପଯୋଗ ହୋଇଥାଏ ।

ଖସା ଖାଇବାର ଉପାୟ

ଆମେ ଆପଣଙ୍କୁ କହିଦେଉଛୁ ଯେ ଖସା କେବେ ବି  ଖରାପ ହୁଏ ନାହିଁ କିନ୍ତୁ ଯଦି ଖସା ପାଉଡର ରୂପରେ ଥାଏ ତେବେ ଏହା ଖରାପ ହୋଇଥାଏ । ଆପଣ ଏହାକୁ ପେଶୀ କରି ପିଇବେ । ଆପଣ ସକାଳେ ଖାଲି ପେଟରେ ଗରମ ପାଣିରେ 20 ଗ୍ରାମ ( ୧ ଟେବଲସ୍ପୂନ) ଖସା ମିଶାଇ ପିଇ ପାରିବେ ।

ଆପଣ ଖସାକୁ ଫଳ ଏବଂ ପରିବାର ତାଜା ଯୁସରେ ମିଶାଇ ପିଇ ପାରିବେ । କିନ୍ତୁ ଆପଣ ଏହାକୁ ଦିନେ ୪୦ ଗ୍ରାମରୁ ଅଧିକ ସେବନ କରିବା ଉଚିତ ନୁହେଁ । ଆପଣଙ୍କୁ ଆମର ଏଇ ଲେଖାଟି ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ ।